News
lipub
samparksetu

ଅଜଣା ଗାଡ଼ି ଧକ୍କା ରେ ବାଇକ ଆରୋହୀଙ୍କ ମୃତ୍ୟୁ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର -କଙ୍କଡ଼ାହାଡ଼ ପୂର୍ତ୍ତ ବିଭାଗ ରାସ୍ତା ବାଙ୍କ ମଞ୍ଜରୀ ନିକଟରେ ରେ ଏକ ଅଜଣା ଗାଡ଼ି ଧକ୍କା ରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି |ମୃତକ ଜଣଙ୍କ ହେଉଛନ୍ତି କାମାକ୍ଷାନଗର ଥାନା ପୁରୁଣା ରେକୁଳା ଗ୍ରାମର ସଞ୍ଜୟ ଖୁଣ୍ଟିଆ । ସଞ୍ଜୟ ନିଜ ବାଇକ ରେ

ନିରୀହ ଚାହାଣି

ଦୂରଗାମୀ ଯାତ୍ରା କରିଲା ବେଳକୁପଡ଼ିଲା ମୋର ନଜର,ନିରୀହ ଚାହାଣି ରେ ଚାହିଁଥିଲା ସେବାଟରୁ ଅନେକ ଦୂର ।ପାଖକୁ ଯାଇ ମୁଁ ପଚାରି ବୁଝିଲିକଣ ହୋଇଛି ତୁମର ?ଗୋଡକୁ ତାହାର ଦେଖିଲା ବେଳକୁବହିଯାଉଛି ରୁଧିର। ତିଳେହେଁ ତାହାକୁ ଖାତର ନକରିଛିଡା ହୋଇଥିଲା ଏକା,ସତେକି ଯେପରି ଚାହିଁ ରହିଛି

ଡ୍ରେନ ନିର୍ମାଣ ପାଇଁ ୱାର୍ଡ ବାସୀଙ୍କ ଦାବି

ଢେଙ୍କାନାଳ ପୌରାଞ୍ଚଳ ଅନ୍ତଗର୍ତ କଲେଜ ବାଇପାସ ଠାରୁ କୁଞ୍ଜକାନ୍ତ ପର୍ଯ୍ୟନ୍ତ ଡ୍ରେନ ନିର୍ମାଣ କରିବା ପାଇଁ ପୌରସଂସ୍ଥା ଅନ୍ତର୍ଗତ ଏକ ନମ୍ବର ଏବଂ ୨ ନମ୍ବର ୱାର୍ଡ ବାସିନ୍ଦା ମାନେ ଜିଲ୍ଲାପାଳଙ୍କୁ ଲିଖିତ ଭାବରେ ନିବେଦନ କରିଛନ୍ତି । ଅଭିଯୋଗ ଅନୁସାରେ କଲେଜ ବାଇପାସ ଇଛାଦେଇପୁର କଲେଜ

ନଳିତାଙ୍କ ପାଇଁ ଆବାସ ଯୋଜନା ସାତ ସପନ ,ଭଙ୍ଗା କୁଡ଼ିଆ ରେ ବିତୁଛି ଜୀବନ

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ପଙ୍ଗାତିରା ନାଏକ ସାହିର ନଳିତା ନାଏକ ,ଦିନେ ଖାଇଲେ ଦିନେ ଓପାସ । ନଡା ଛପର ଘରେ ଦିନରେ ସୂର୍ଯ୍ୟ ଓ ରାତିରେ ତାରା ଦେଖାଯାଏ ।ବର୍ଷା ଦିନ କଥା ନକହିବା ଭଲ ,ଅସରାଏ ବର୍ଷା ହେଲେ ଘର ଭିତରେ ଆଣ୍ଠୁଏ ପୁଣି, ତା ଉପରେ ଦୁଇ ଝିଅ ଙ୍କ ବୋଝ । ବଡ ଝିଅ

ବ୍ୟବସାୟ ଙ୍କ ଠାରୁ ଦିନ ଦ୍ୱିପ୍ରହରରେ ବିଚ୍ ରାସ୍ତାରେ ଆକ୍ରମଣ କରି ୧ ଲକ୍ଷ ଟଙ୍କା ଲୁଟ !

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଅଞ୍ଚଳରେ ଲୁଟେରାଙ୍କ ପ୍ରାଦୃଭାବ ବଢ଼ି ଚାଲିଛି,ହେଲେ ପୋଲିସ ହାତ ଖାଲି ,ପରଜଙ୍ଗ ଅଞ୍ଚଳରେ କିଛି ଦିନ ଧରି ବିଭିନ୍ନ ରାସ୍ତା ହେଉ କିମ୍ବା ଘର ହେଉ ଲୁଟେରା ମାନଙ୍କ ଶିକାର ହେଉଛନ୍ତି ବ୍ୟବସାୟୀ ଓ ଘରୋଇ ମାନେ ।ଏପରି ସ୍ଥଳେ ଥାନା ନିକଟବର୍ତ୍ତୀ ପରଜଙ୍ଗ ବଜାରରେ

ମାଟିରେ ମିଶିଲା ଧୂନୀ ମନ୍ଦିର

ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ମହିମାଗାଦି ଠାରେ ଆଜି ମାନ୍ୟବର କୋର୍ଟ ରାୟ ପରିପ୍ରେକ୍ଷୀରେ ଗାଦୀମନ୍ଦିର ତୃତୀୟ ବେଢା ମଧ୍ୟରୁ ଚି଼ହ୍ନଟ ଓ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି । ଗତ ୧୮ ତାରିଖ ଠାରୁ ବିବାଦୀୟ ସ୍ଥଳରେ ୧୪୪ ଧାରା ଜାରି ହୋଇଥିଲା ଓ ପୋଲିସ ମୃତୟନ ହୋଇଥିଲେ । ଆଜି ସକାଳ ୧୦

ଆରୋଗ୍ୟମ୍ ଯୋଗ ଓ ୱେଲଫେୟାର ଆସୋସିଏସନ୍ ର ଶୁଭ ଉଦଘାଟନ ଉତ୍ସବ ଅନୁଷ୍ଠିତ

ନଭେମ୍ବର ୧୮ତାରିଖ ଶୁକ୍ରବାର ଦିନ ଢେଙ୍କାନାଳ ସହର ଗଣେଶ ବଜାର ସ୍ଥିତ ଟାଉନ ହଲ୍ ରେ ଆରୋଗ୍ୟମ୍ ଯୋଗ ଓ ୱେଲଫେୟାର ଆସୋସିଏସନ୍ ତାର ଅନୁଷ୍ଠାନ ର ଶୁଭ ଉଦଘାଟନ ଆରମ୍ଭ କରିଛି ।ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ଉଦୟ କୁମାର ମହାପାତ୍ର ଅତିରିକ୍ତ ଜିଲ୍ଲାପାଳ ଓ ସମ୍ମାନିତ ଅତିଥି

ମାତୃଭାଷା

✍️ ସୁଶ୍ରୀ ସଙ୍ଗୀତା ସେଠୀ ଓଡ଼ିଆ କହିବାକୁ କରୁ ତୁ କୁଣ୍ଠା ବୋଧ ଆଜି କାହିଁକି ଏ ରୋଷ ତୋର ମାତୃଭାଷା ପ୍ରତି ? ଓଡ଼ିଆ ହେଇ ତୁ ଯେ

ବାରମ୍ବାର ଦାବି ସତ୍ତ୍ୱେ ବନ୍ଦ ହେଲାନି କ୍ରସର, ପୁଣି ଧାରଣାରେ ବସିଲେ ଗ୍ରାମବାସୀ

ଜନଜାତି ପ୍ରତି ପ୍ରଶାସନ ର ଯେ କେତେ ଦରଦ ତାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଗଁଦିଆ ତହସିଲରେ ଯାହାଦ୍ୱାରା ନିଜର ହକ ପାଇବା ପାଇଁ କାମଧନ୍ଦା ଛାଡି ଆଜି ସକାଳ ଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ଭୋକ ଉପାସରେ ଖୋଲା ଆକାଶ ତଳେ ଛିଣ୍ଡା ପାଲ ବିଛାଇ ବସିରହିଛନ୍ତି ଦୁଇ ଗ୍ରାମ ଶ୍ରୀମନ୍ତପୁର ଓ

ବିଦ୍ୟାଳୟ ଗେଟରେ ଲାଗିଲା ପ୍ରଶ୍ନପତ୍ର ଗାଡ଼ି,ଅଟୋରେ ବୁହାଗଲା ପ୍ରଶ୍ନପତ୍ର

ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ଅନ୍ତଗର୍ତ ଦାଣ୍ଡିମାଳ ଉଚ୍ଚ ବିଦ୍ୟାଳୟର ତ୍ରୁଟିପୂର୍ଣ୍ଣ ଗେଟ ନିର୍ମାଣ ଯୋଗୁ ଚଳିତ ବର୍ଷ ହାଇସ୍କୁଲ ସମ୍ମେଟିଭ ପରୀକ୍ଷା ପ୍ରଶ୍ନପତ୍ର ନେଇ ଆସିଥିବା ଗାଡ଼ି ଗେଟରେ ଅଟକି ରହିଲା । ଶେଷରେ ପ୍ରଶ୍ନପତ୍ର ଅଟୋରେ ବୁହା ହେବା ଘଟଣା ଏବେ ଅଞ୍ଚଳରେ ଚର୍ଚ୍ଚାର
error: Content is protected !!