News
lipub
samparksetu

ହାତୀ ଆକ୍ରମଣରେ ଜଣେ ମୃତ , ଅଞ୍ଚଳରେ କୋକୁଆ ଭୟ

ହିନ୍ଦୋଳ ବନାଞ୍ଚଳ ରାସୋଳ ଦମକଳ କେନ୍ଦ୍ର ନିକଟ ଏକ ବିଲ ରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତି ଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଖବର ରୁ ଜଣାଯାଏ ,ରାସୋଳ ମୁଣ୍ଡିଆ ସାହି ର ପଞ୍ଚାନନ ବେହେରା (୫୦) ଆଜି ଭୋର ସମୟରେ ବିଲକୁ ଯାଇଥିବା ବେଳେ ଏକ ହାତୀ ହାବୁଡ଼ରେ ପଡି ଯାଇଥିଲେ । ରକ୍ତମୁଖା

ପିଠେ ମହାଷ୍ଟମୀ

ବିମଳ ଶରତ ନିର୍ମଳ ସରିତା ସୁନିର୍ମଳ ଜଳରାଶିଧଳା ମେଘମାଳେ ନିରେଖି ଅମ୍ବରେ କାଶତଣ୍ଡି ସ୍ମିତହସି । ରାଧାଷ୍ଟମୀ ଦିନ ମା ର ଶୟନ

ବ୍ରାହ୍ମଣୀରେ ଭାସିଯାଇ ଯୁବକଙ୍କ ମୃତ୍ୟୁ

ପରଜଙ୍ଗ ବ୍ଲକ ସରାଙ୍ଗ ପଞ୍ଚାୟତ ଜଟୁଆ ରଗୋଡି ନିକଟସ୍ଥ ବ୍ରାହ୍ମଣୀ ନଦୀରେ ଭାସିଯାଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି ।ଯୁବକ ଜଣଙ୍କ ହେଲେ ଯାଜପୁର ଜିଲ୍ଲା ଡୁବୁରୀ ଅଞ୍ଚଳର ରାଜେନ୍ଦ୍ର ନାଏକ (୨୮) । ସୂଚନା ଅନୁଯାୟୀ , ରାଜେନ୍ଦ୍ର ନିଜ ବନ୍ଧୁ ବିଷିକେସ ନାଏକ ଏକ ମୋଟର ସାଇକେଲ ଯୋଗେ

ଗଛ

ଗଛ ଆମକୁ ଦିଏ ଜୀବନ କରିବା ଆସ ତାର ଯତନ ରହିଛି ତାର ବହୁ ଉପକାର ଜାଣିବା ଆସ ତା ଗୁଣ ମଧୁର ତା ବିନା ଏ ଜଗତ

ଦିଗହରା ସୋପାନ କାର୍ଯ୍ୟକ୍ରମ ; ୯ ଟଙ୍କାରେ ପେଟପୂରା ମିଳୁନି ପୁଷ୍ଟିକର ଖାଦ୍ୟ

ଢେଙ୍କାନାଳ ଜିଲ୍ଲାରେ ୨ହଜାର ୨୨୦ ଅଙ୍ଗନୱାଡି କେନ୍ଦ୍ର ରହିଥିବା ବେଳେ ୨ ହଜାର ୧୭ କେନ୍ଦ୍ରର ନିଜସ୍ୱ ବାସଗୃହ ରହିଥିବାର ଜଣାପଡିଛି । ପରଜଙ୍ଗ କଙ୍କଡାହାଡ ବ୍ଲକରେ ଆଦିବାସୀ ମାନଙ୍କ ସଂଖ୍ୟା ଅଧିକ ରହିବା ସହିତ ଅତିଶୟ ପୁଷ୍ଟିହୀନତା ଯୋଗୁ ଏହି ଦୁଇ ବ୍ଲକକୁ ସରକାରଙ୍କ ତରଫରୁ ଏପ୍ରିଲ ୨୨ରୁ

ପୋଖରୀ ରେ ବୁଡ଼ି ଦିନମଜୁରିଆ ଙ୍କ ଚାଲିଗଲା ଜୀଵନ !

ଢେଙ୍କାନାଳ ଟାଉନ ଥାନା ଜୟଗୋପାଳ ସାହି ଗୋପାଳସାଗର ପୋଖରୀରେ ବୁଡି ଜଣଙ୍କର ମୃତ୍ୟୁ ଘଟିଛି । ମୃତ ବ୍ୟକ୍ତି ଜଣକ ଉକ୍ତ ସାହିର କୁମର ବେହେରା (୪୭) ବୋଲି ଜଣାପଡିଛି । ସୂଚନା ଅନୁସାରେ, ଶୁକ୍ରବାର ରାତି ପ୍ରାୟ ୯ଟାରେ ସେ ଶୌଚ ହେବାକୁ ଯାଇଥିଲେ । କିନ୍ତୁ ନଫେରିବାରୁ ପରିବାର ଲୋକେ

ପ୍ରଧାନ ଶିକ୍ଷକ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

କଙ୍କଡାହାଡ଼ ବ୍ଲକ ଅନ୍ତର୍ଗତ ଡୋଲିଆ ଗୋବରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଅନନ୍ତ କିଶୋର ପ୍ରଧାନ ଙ୍କୁ ଆଜି ବିଦାୟ କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି ପୁରାତନ ଛାତ୍ର ଓ ଗ୍ରାମବାସୀ ବୃନ୍ଦ। ଏଥିରେ ମୁଖ୍ୟ ଅତିଥି ଭାବେ ବାମ ଗ୍ରାମ ପଂଚାୟତ ର ସରପଞ୍ଚ

କାହିଁଗଲା ତୁମ୍ଭ ପାରିବାର ପଣ

ହେ ଯୁବକଗଣ,କିଏ କାହିଁକି ଲୁଟିନେଲା,ତୁମ ସାମର୍ଥ୍ୟ, ତୁମ ପାରିବାର ପଣ?ହୋଇଗଲ ସର୍ବେ ତୁମ୍ଭେ,ଶୌର୍ଯ୍ୟ ବୀର୍ଯ୍ୟ ହୀନ,ପର୍ବତ ଲଙ୍ଘିବାର ବୟସରେ,କାହିଁକି ହୋଇଲ ତୁମ୍ଭେ ବୃଦ୍ଧ ଙ୍କ ସମାନ?କାହିଁକି ଜୀବନ ତୁମ ଲାଗୁଅଛି ପିତା?କଣ ପାଇଁ ଆତ୍ମହତ୍ୟା ର ମାନସିକତା?ଏହା କଣ ସମାଧାନ ର ଏକମାତ୍ର

ବାପା ଛେଉଣ୍ଡ ହେଇଗଲେ ଚାରି ଝିଅ

ବେସାହାରା ହେଇଗଲେ ମମତା ନାଏକ । ନିଜର ଚାରିଜଣ ପିଲାଙ୍କୁ ଇପରି ଆହାର ଯୋଗାଇବା ମମତା ନାଏକ ଏବେ ଚିନ୍ତାରେ ।ସ୍ୱାମୀ ଥିଲେ ଦିନ ମଜୁରିଆ ,ସ୍ୱାମୀ ରୋହିତ ନାଏକ ଅଜଣା ରୋଗରେ ପିଡୀତ ହୋଇ ଆରପାରିକୁ ଚାଲିଗଲା ପରେ ସ୍ତ୍ରୀ ଏବଂ କୁନି କୁନି ଚାରିଝିଅ ଙ୍କ ର ଭୋକ ଉପାସରେ ଦିନ କଟୁଛି ।
error: Content is protected !!