News
lipub
samparksetu

ବସ ଟ୍ରକ ମୁହାଁ ମୁହିଁ ଧକ୍କା ; ୨ ଗୁରୁତର ଆହତ

ଢେ଼ଙ୍କାନାଳ ଜିଲ୍ଲା ହିନ୍ଦୋଳ ଥାନା ଅନ୍ତର୍ଗତ ଦୁଦୁରୁକୋଟ ରାମଚଣ୍ଡୀ ଛକ ଠାରେ ଆଜି ସକାଳ ୭ .୧୦ ମିନିଟ ସମୟରେ କଳାଠାକୁର ନାମକ ଯାତ୍ରୀ ବାହି ବସ ସହ ଏକ ଟ୍ରକ ମୁହାଁ ମୁହିଁ ଧକ୍କା ହୋଇଥିଲା । ଯାହା ଫଳରେ ୨ଜଣ ଗୁରୁତର ଆହତ ହୋଇଥିବାର ଜଣା ପଡିଛି । ବସରେ ପ୍ରାୟ ୭ ରୁ ୮ ଜଣ ଥିବା

ଦନ୍ତା ଆକ୍ରମଣରେ ଚାଲିଗଲା ସ୍ଵାମୀ ର ଜୀଵନ , ସ୍ତ୍ରୀ ଗୁରୁତର

ମହାବିରୋଡ଼ ରେଞ୍ଜ ପଙ୍ଗାତିରା ଫରେଷ୍ଟ ସେକ୍ସନ ଅନ୍ତର୍ଗତ କାଉଁସିନାଳୀ ଗ୍ରାମରେ ହାତୀ ଆତଙ୍କ । ହାତୀ ଆକ୍ରମଣର ଶିକାର ହେଲେ ଦମ୍ପତି, ଆକ୍ରମଣ ରେ ସ୍ୱାମୀ ମୃତ ସ୍ତ୍ରୀ ଗୁରୁତ୍ତର । ଢେଙ୍କାନାଳ ବନଖଣ୍ଡ ମହାବୀର ରୋଡ ରେଞ୍ଜ ଦଦରାଘାଟି ସେକ୍ସନ ଚାନ୍ଦପୁର ଗାଁର କାଉଁସନାଳି ସାହିରେ ଏଭଳି

ହାତୀ ଙ୍କ ଉପଦ୍ରଵ କୁ ନେଇ ଚିନ୍ତାରେ ଚାଷୀ

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ କେରଯୋଳି ପଞ୍ଚାୟତ ମାଧମୁଣ୍ଡା ଗ୍ରାମ ଓ ରୋଡଙ୍ଗ ଗ୍ରାମ ର ପଡିଆ ସାହି ଚାଷୀ ମାନଙ୍କ ଧାନ ବିଲରେ ହାତୀ ପଲ ପଶି ଆତଙ୍କ ରାଜ ଚଳାଇଛନ୍ତି । ଚାଷୀ ମାନଙ୍କ ୫ ଏ କର ଜମି କୁ ନଷ୍ଟ କରିଥିବା ସୂଚନା ରହିଛି। ପ୍ରକାଶ ଥାଉକି ,ମାଧମୁଣ୍ଡା ଓ ରୋଡଙ୍ଗ

ପକ୍ଷୀ ଶିକାରୀ ସାଜିଛି ଢେଙ୍କାନାଳ ବିଦ୍ୟୁତ ବିଭାଗ, ପ୍ରତିଶ୍ରୁତି ସାଜିଲା ପାଣି ଫୋଟକା !

ପ୍ରକୃତୀର କୋଳରେ ଆମ ସହର ଢେଙ୍କାନାଳ । ଏହାର ଚତୁରପାର୍ଶ୍ଵ ବିଶାଳ ପାହାଡ଼ ପ୍ରାଚୀର ପରି ଠିଆ । ତେଣୁ ସହରରେ ବିଭିନ୍ନ ପକ୍ଷୀ ଦେଖିବାକୁ ମିଳିଥାନ୍ତି । ବିଶେଷ କରି ଦେଉଳସାହି, କୁଞ୍ଜକାନ୍ତ, କଲେଜ ବାଇପାସ ଏବଂ କୋରିଆଁ ଛକ ପାଖରେ ବିଭିନ୍ନ ବିରଳପ୍ରଜାତିର ପକ୍ଷୀ ଦେଖିବାକୁ

ଢେଙ୍କାନାଳ ଷ୍ଟେସନର ହେବ ନବୀକରଣ, ସମ୍ବଲପୁର ରୁ ଢେଙ୍କାନାଳ ଦେଇ କଲିକତା କୁ ଯୋଡି ହେବ ରେଳସେବା

ଢେଙ୍କାନାଳ ଅର୍ଥନୀତି ରେ ଯୋଡ଼ିହେବ ନୂଆ ଅଧ୍ୟାୟ, ଜିଲ୍ଲାରେ ଥିବା ବିଭିନ୍ନ ଷ୍ଟେସନ ଗୁଡିକ ରେ ମିଳିବ ଅତ୍ୟାଧୁନିକ ସେବା । ଢେଙ୍କାନାଳ ଦେଇ ଯିବ କଲିକତା କୁ ଟ୍ରେନ । କେନ୍ଦ୍ର ଶିକ୍ଷା ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଢେଙ୍କାନାଳ

ପାର୍ବଣ ଆରମ୍ଭ ରୁ ଅଶାନ୍ତ ଢେଙ୍କାନାଳ, ରାତି ଅଧିଆ ଫୁଟିଲା ଗୁଳି

ପାର୍ବଣ ଋତୁ ଆରମ୍ଭରୁ ଅଶାନ୍ତ ହେଲାଣି ଶାନ୍ତିର ସହର । ରାତି ଅଧିକା ଫୁଟୁଛି ଗୁଳି ସହରରେ ବୁଲୁଛି ବେଆଇନ ବନ୍ଧୁକ, ଧଳା ଜହର ରେ ମାତିଛନ୍ତି ଯୁବଗୋଷ୍ଠୀ । ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ କାଙ୍କଡପାଳ ଗ୍ରାମରେ ଫୁଟିଲା ଗୁଳି । ଗତକାଲି ରାତିରେ ୩ ଦୁର୍ବୃତ୍ତ

ଡଉଁରିରେ ନାଳରେ ଭାସିଯାଇ ବ୍ୟକ୍ତି ନିଖୋଜ

ଢ଼େଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଅନ୍ତର୍ଗତ ସନ୍ଥପୁରୁ ଗ୍ରାମ ର ଜଣେ ବ୍ୟକ୍ତି ନିକଟସ୍ଥ ଡଉଁରିରେ ନାଳରେ ଭାସିଯାଇ ନିଖୋଜ ଥିବା ସନ୍ଦେହ କରି ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ଓଡ୍ରାଫ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିଲା। ହେଲେ ସଂଧ୍ୟା ସୁଦ୍ଧା କୈାଣସି ଖୋଜଖବର

କଲେଜରେ ବୁଲିଲା ଖଣ୍ଡା ,ଜଣେ ଗିରଫ

ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ବେଲଟିକିରି ଆଞ୍ଚଳିକ ମହାବିଦ୍ୟାଳୟରେ ବୁଲିଲା ଖଣ୍ଡା । ଶୁକ୍ରବାର କଲେଜରେ ପାଠ ପଢା ଚାଲୁଥିବାବେଳେ ଅଚାନକ ଜଣେ ଯୁବକ କଲେଜ ଭିତରେ ପ୍ରବେଶ କରି ଖଣ୍ଡା ଧରି ଛାତ୍ରଛାତ୍ରୀ ଓ ଅଧ୍ୟାପକମାନଙ୍କୁ ଭୟଭୀତ କରାଇଥିଲା । ବିଭିନ୍ନ ଖରାପ ଭାଷା ପ୍ରୟୋଗ କରି

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ମାତୃ ସମ୍ମିଳନୀ

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଗଡପଳାଶୁଣି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଶୁକ୍ରବାର ଅନୁଷ୍ଠାନର ସଭାପତି ଦୁର୍ଯ୍ୟୋଧନ ବେହେରାଙ୍କ ସଭାପତିତ୍ବରେ ଏକ ମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟା ରୀତା ସାହୁଙ୍କ ନେତୃତ୍ୱରେ ହୋଇ

ରୟାଲ ଇଣ୍ଟରନ୍ୟାସନାଲ ପବ୍ଲିକ ସ୍କୁଲରେ ଚକ୍ଷୁ ପରୀକ୍ଷଣ ଶିବିର

ଢେଙ୍କାନାଳ ରଞ୍ଜା ସ୍ଥିତ ରୟାଲ ଇଣ୍ଟରନ୍ୟାସନାଲ ପବ୍ଲିକ ସ୍କୁଲରେ ଢେଙ୍କାନାଳ ସାଇଶ୍ରୀ ଚକ୍ଷୁ ଚିକିତ୍ସାଳୟ ଆନୁକୁଲ୍ୟରେ ଏକ ପରୀକ୍ଷଣ ଶିବିର ତା 24/09/2022 ରିଖ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏହି ପରୀକ୍ଷଣ ଶିବିର କୁ ବିଦ୍ୟାଳୟ ଡିରେକ୍ଟର ଶ୍ରୀଯୁକ୍ତ ସରୋଜକାନ୍ତ ଦାଶ ଉଦଘାଟନ
error: Content is protected !!