News
lipub
samparksetu

ଭିତ୍ତିଭୂମି ସତ୍ତ୍ବେ ବିଜ୍ଞାପିତ ଅଞ୍ଚଳ ମାନ୍ୟତା ରୁ ବଞ୍ଚିତ ଗଁଦିଆ !

ଢେଙ୍କାନାଳ ଜିଲାରୁ ଅନ୍ୟତମ ବ୍ଲକ ମୁଖ୍ୟାଳୟ ହେଲା ଗଁଦିଆ ଏହା ଜିଲ୍ଲା ମୁଖ୍ୟାଳୟଠାରୁ ଉତ୍ତର ଦିଗରେ ୩୦ କି.ମି, ଦୂରରେ ଅବସ୍ଥିତ । ବ୍ରାହ୍ମଣୀ ନଦୀରେ ବାଜିରାଉତ ସେତୁ ହେବା ପରେ ଗଁଦିଆରୁ ଭୁବନ ବିଜ୍ଞାପିତ ଅଞ୍ଚଳର ଦୂରତ୍ବ ମାତ୍ର ୧୫ କି.ମି. । ୩୦ କି.ମି. ଦୂରରେ ଢେଙ୍କାନାଳ ଠାରେ

ଗାଁରେ ଲକ୍ଷାଧିକ ଟଙ୍କାର କୋଇଲା ଠାବ

ଭୁବନ ଥାନା ଅନ୍ତର୍ଗତ ଏକତାଳି ପଞ୍ଚାୟତ ଚନ୍ଦାର ଗ୍ରାମ ନିକଟରେ ଥିବା ଖେଳପଡ଼ିଆର ପଶ୍ଚିମ ପାର୍ଶ୍ୱରେ ଚାଲିଶ ଟନ ରୁ ଉର୍ଦ୍ଧ୍ବ ଚୋରା କୋଇଲା ପଡ଼ିରହିଛି । ଗ୍ରାମବାସୀ ମାନେ ଶୌଚ ହେବାକୁ ଆସିବା ବେଳେ ଖୋଲା ପଡିଆରେ କୋଇଲା ପଡ଼ିଥିବା ଦେଖିବାକୁ ପାଇଥିଲେ l ଭୁବନ ଅଞ୍ଚଳ ୧୦ଟି ସ୍ଥାନରେ

ହାତୀ ପାଇଁ ଆଘୋଷିତ ବିଦ୍ୟୁତ କାଟ , ଉପଜିଲ୍ଲାପାଳଙ୍କୁ ଘେରିଲେ ଲୋକେ

ହିନ୍ଦୋଳ ବନାଞ୍ଚଳର ବିଭିନ୍ନ ଜଙ୍ଗଲ ନିକଟସ୍ଥ ଗ୍ରାମ ମାନଙ୍କରେ ଏବେ ବନବିଭାଗର ନିର୍ଦ୍ଦେଶ କ୍ରମେ ବିଦ୍ୟୁତ ସଂସ୍ଥା ଟିପିସିଓଡିଏଲ ବେଆଇନ ବିଦ୍ୟୁତ କରେଣ୍ଟରେ ଜଙ୍ଗଲ ମାନଙ୍କରେ ହାତୀ ଓ ବାରହା ମୃତ୍ୟୁ କୁ ରୋକିବା ପାଇଁ ଦିନ ଦିନ ଧରି ବିଦ୍ୟୁତ କାଟ କରୁଛି। ଏହି ସମସ୍ୟା ଗୁରୁତ୍ତର

ଭଡାଘରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଏକ ଘରୋଇ ଫାଇନାନ୍ସ କମ୍ପାନୀ ର କର୍ମଚାରୀ ଙ୍କ ମୃତଦେହ ଉଦ୍ଧାର ହୋଇଛି । ତେବେ ମୃତକ ଜଣଙ୍କ ନାମ ଅଜିତ ମହାପାତ୍ର ହୋଇଥିବା ବେଳେ ତାଙ୍କ ଘର ଖୋର୍ଦ୍ଧା ଜିଲ୍ଲାର ମୁକ୍ତାପୁର ଗ୍ରାମରେ ବୋଲି ଜଣା ପଡ଼ିଛି । ସୂଚନା ଅନୁଯାୟୀ  ଢେଙ୍କାନାଳ ଜିଲ୍ଲା ବାଲିମୀ ଥାନା ନିକଟରେ ଥିବା ଏକ

ଘର ଭାଙ୍ଗି ଠାକୁରଙ୍କ ଅଳଙ୍କାର ସହିତ ଅନ୍ୟାନ୍ୟ ଜିନିଷ ଚୋରି

ପୁଣି ମାତିଲେ ଲୋଟେରା କାମାକ୍ଷାନଗର ଦିଗୋଡ଼ିଆ ନୁଆଁଆଳତୁମା ଗାଁର ଠାକୁର ଘର ଭାଙ୍ଗି ଲୋଟ କଲେ ଠାକୁରଙ୍କ ଅଳଙ୍କାର ସହିତ ଅନ୍ୟାନ୍ୟ ସାମଗ୍ରୀ ।ଗତ କିଛିଦିନ ହେଲାଣି କାମାକ୍ଷାନଗର ଥାନା ଅଞ୍ଚଳରେ ଲୋଟେରା ମାନଙ୍କର ପ୍ରାଦୃଭାବ ଦେଖିବାକୁ ମିଳିଛି । ଗତ ସପ୍ତାହକ ତଳେ କାଦୁଆ ପଂଚାୟତର

କେନାଲକୁ ଗାଧୋଇବାକୁ ଯାଇ ବୁଡ଼ିଗଲେ ବୃଦ୍ଧ

ପରଜଙ୍ଗ ଥାନା କନ୍ତୋର ଗାଁ ନିକଟ ଦେଇଯାଇଥିବା ରେଙ୍ଗାଳୀ ବାମ କେନାଲ ରେ ଆଜି ମଧ୍ୟାହ୍ନ ରେ ଜଣେ ବୃଦ୍ଧ ଗାଧୋଇବାକୁ ଯାଇ ନିଖୋଜ ହୋଇଯାଇଛନ୍ତି l ଖବର ନେବାରେ ଜଣାପଡେ ସେଇ ଗ୍ରାମ ତଳସାହି ର ଉଗ୍ରସେନ ଦେହୁରୀ (୬୦) ପ୍ରତିଦିନ ଭଳି ସାଇକେଲ ଯୋଗେ ଏହି କେନାଲ କୁ ଗାଧୋଇବାକୁ ଆସିଥାନ୍ତି

ଅଁଳାବେରେଣୀ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ବକେୟା ଦରମା ନମିଳିବା ଯୋଗୁ ସଫେଇ କର୍ମଚାରୀଙ୍କ ଧାରଣା

କାମାକ୍ଷାନଗର ବ୍ଲକ ଅଁଳାବେରେଣୀ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ନିର୍ମଳ ଯୋଜନାରେ ନିଯୁକ୍ତି ପାଇଥିବା କର୍ମଚାରିଙ୍କ ଦରମା ନମିଳିବା ଯୋଗୁ ଧାରଣାରେ ବସିଲେ କର୍ମଚାରୀ।ଯାହା ଫଳରେ ସଫେଇ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ସୂଚନା ଅନୁସାରେ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ସଫେଇ

ଡମଶାଳ ଅଣ୍ଡର ପାସ ବିକଳ୍ପ ବ୍ୟବସ୍ଥା ପାଇଁ ଦାବି

ଯାଜପୁର ଜିଲ୍ଲା ଚିଙ୍ଗୁଡ଼ିପାଲ ପଞ୍ଚାୟତ ରଗଦା ଠାରେ ଡମଶାଳ ନଦୀରେ ବନ୍ଧ ବନ୍ଧାଯାଇ ସୁକିନ୍ଦା ଓ ଭୁବନ ବ୍ଲକର ଚାଷୀ ମାନଙ୍କ ଜମିକୁ ଦିଆଯାଉଛି ଜଳ । ଚଳିତ ବର୍ଷ ବ୍ରାହ୍ମଣୀ ନଦୀର ସାମଳ ଠାରୁ ଆସିଥିବା ରେଙ୍ଗାଳୀ ବାମ କେନାଲ କୁ ସଂଯୋଗ କରୁଛି ଡମଶାଳ କେନାଲ । ଫଳରେ ସଂଯୋଗ ସ୍ଥଳରେ ଜଳ

ଭଦ୍ର ପିଲା

ହଁ ହଁ ମୁଁ ଭଦ୍ର ପିଲା ଅଭଦ୍ରାମିି ଜମା କରୁନି,ସଭିଙ୍କ ଦୃଷ୍ଟିରେ ଯାହା ଶୋଭାଦିଶେ ଯେତେ କଲେ ମଧ୍ୟ ସରୁନି । ହଁ ହଁ ମୁଁ ସ୍ଵେଚ୍ଛାସେବୀ ସେବା କରିବା ମୋ କାମ,ଦେଶ ଜାତି ପାଇଁ ସେବା

କୁନି ଛାତ୍ରଛାତ୍ରୀ ଙ୍କ ଡାକଘର ବୁଲା

ଡାକ ଘରେ କୁନି କୁନି ଛାତ୍ରଛାତ୍ରୀ ହାତରେ ଡାକ ଲଫାପା ଏବଂ ଶିଖୁଛନ୍ତି ତାହାର ଉପକାରୀତା ଏବଂ ଲେଖନି ସମ୍ପର୍କରେ । ଆଣ୍ଡ୍ରଏଡ଼ ଯୁଗରେ ଚିଠି ର ଚାହିଦା କମିଯାଇଥିବା ବେଳେ ବିଭିନ୍ନ କ୍ଷେତ୍ରରେ ଏବେ ମଧ୍ୟ ଡାକ ର ଚାହିଦା ରହିଛି ତେବେ କୁନି ଛାତ୍ରଛାତ୍ରୀ ମାନେ କିଭଳି ଆଗାମି
error: Content is protected !!