ଯୁବକଙ୍କ ଝୁଲନ୍ତା ମୃତ୍ୟୁଦେହ ଉଦ୍ଧାର
ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡରେ ଜଣେ ଯୁବକଙ୍କ ମୃତ୍ୟୁ ଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେବା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।ଖବରରୁ ପ୍ରକାଶ ଜେ ହିନ୍ଦୋଳ ବ୍ଲକ ରାସୋଳ ଥାନା ଅନ୍ତର୍ଗତ କାରନ୍ଦା ରଗୁଡି ସାହିର ଭୋଳେଶ୍ବର ସାହୁଙ୍କର ପୁତ୍ର ତ୍ରିଲୋଚନ ସାହୁ ଗତ ୨୩/୯/୨୨ରିଖ!-->…
ମାଆ ଆସୁଛନ୍ତି ସରଗୁ ଓହ୍ଲାଇ
ବରଷାର ଅନ୍ତେ ଆସିଛି ଶରତଚପଳା ପ୍ରକୃତି ସାଥେଚାମର ହଲେଇ ହସେ କାଶତଣ୍ଡୀଶୁଭ୍ର ଧବଳ ପଥେ ll
ଆସିବ ଆସିବ ପାରବଣ ଋତୁଧରା ହେବ ଚମତ୍କାରଘୁଞ୍ଚିଯିବ କ୍ଳେଶ ଭରିଯିବ ହସପ୍ରାଣେ ପ୍ରାଣେ ପୁଲକର ll
ମାଆ ଆସୁଛନ୍ତି ସରଗୁ ଓହ୍ଲାଇଦିବ୍ୟ ସାଜସଜା ନେଇଦରଶନ କରି ମାନବ ପରାଣଶାନ୍ତ ହେବ ଦୁଃଖ!-->!-->!-->!-->!-->…
ଗ୍ରାମ୍ୟ ରାସ୍ତାକୁ ତାଡିବା ପରେ ସ୍ଥାୟୀ ରାସ୍ତା ର ଦାବି ନେଇ ଗଁଦିଆ ତହସିଲ ସମ୍ମୁଖରେ ଧାରଣାରେ ବସିଲେ ପର୍ବତକଣୀ…
ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଓ ଗଁଦିଆ ତହସିଲ ଅନ୍ତର୍ଗତ ଦିଗାମ୍ବର ପୁର ଗ୍ରାମ ପଞ୍ଚାୟତ ର ଗହମଖଳା ଠାରୁ ପର୍ବତକଣୀ ଗ୍ରାମକୁ ଦୀର୍ଘ ଦିନରୁ ସଂଯୋଗ କରୁଥିବା ରାସ୍ତାକୁ କିଛି ଖଳ ପ୍ରକୃତିର ଲୋକ ରାଜନୈତିକ ଆକ୍ରୋସରେ ସେହି ରାସ୍ତାଟିକୁ ମେସିନ ଦ୍ବାରା ତାଡ଼ି ଦେଇଥିଲେ।
ତାଡିଦେବା!-->!-->!-->…
ଖଜୁରିଆକଟା ବଜାରରୁ ନବବଧୂ ନିଖୋଜ ,୮ଦିନ ପୁରିଲା ପୋଲିସ ହାତ ଖାଲି
ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡ ବାଲିମି ଥାନା ଅନ୍ତର୍ଗତ ଖଜୁରିଆକଟା ବଜାରରୁ ଜୈନିକ ନବବଧୂ ସାତ ଦିନ ହେବ ନିଖୋଜ ହୋଇଥିଲେ ମଧ୍ୟ ନବ ବଧୂର ସୁରାକ ନମିଳିବା ଏବେ ଅଞ୍ଚଳରେ ଆଲୋଚନାର ବିଷୟ ପାଲଟିଛି ।
ଘଟଣାରୁ ପ୍ରକାଶ ,ରାସୋଳ ଥାନା ଅନ୍ତର୍ଗତ କାଠଖୁମ୍ପ ଗ୍ରାମର ପ୍ରତାପ ଦେହୁରୀ!-->!-->!-->…
ସାଇବର ଠକେଇ ର ଶିକାର ହେଲେ ଶିକ୍ଷକ !
ଭୁବନ ଏନଏସି ର ଜଣେ ଶିକ୍ଷକ ସାଇବର ଠକେଇ ର ଶିକାର ହୋଇଥିବା ଜଣାପଡିଛି । ପୋଲିସ ରେ ହୋଇଥିବା ଅଭିଯୋଗ ଅନୁଯାୟୀ ୱାର୍ଡ ନମ୍ବର ୨ ନୂଆଭୁବନ ର ଟ୍ୟୁସନ ଶିକ୍ଷକ କୈଳାଶ ଚନ୍ଦ୍ର ସାହୁ ଙ୍କ ନିକଟକୁ ସନ୍ଧ୍ୟା ସମୟରେ ତାଙ୍କ ମୋବାଇଲି ନମ୍ବର ରୁ ଏକ ଫୋନ କଲ ଆସିଥିଲା ।
କ୍ରେଡିଟ କାର୍ଡ ଅଫିସ!-->!-->!-->…
ନବନିର୍ମାଣ ଭୁବନ ବ୍ଲକ କୃଷକ ସଂଗଠନ ର ସତ୍ୟାଗ୍ରହ ପାଇଁ ପ୍ରସ୍ତୁତି
ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ସ୍ତରୀୟ ନବ ନିର୍ମାଣ କୃଷକ ସଂଗଠନ ର ସତ୍ୟାଗ୍ରହ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଭୁବନ ଲକ୍ଷ୍ମୀ ବଜାର ଠାରେ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା ପ୍ରଭାରୀ ଅଶ୍ୱିନୀ ଙ୍କ ଆବାହକତ୍ୱ ରେ ଅନୁଷ୍ଠିତ ବୈଠକ ରେ ଭୁବନ ର କୃଷକ ପୂର୍ଣ୍ଣ ଚନ୍ଦ୍ର ସାହୁ, କୃଷକ ବିକାଶ!-->…
ଜିଲ୍ଲାରେ ୧୨୭୦ ଶିଶୁ ଅପପୃଷ୍ଟିର ଶିକାର ;ଗଁଦିଆ ରେ ସର୍ବାଧିକ
ଢେଙ୍କାନାଳ ଜିଲ୍ଲାରେ ୨ହଜାର ୨୨୦ ଅଙ୍ଗନୱ।ଡି କେନ୍ଦ୍ର ରହିଥିବା ବେଳେ ୨ ହଜାର ୧୭ କେନ୍ଦ୍ରର ନିଜସ୍ୱ ବାସଗୃହ ରହିଥିବାର ଜଣାପଡିଛି ।ଏହି କେନ୍ଦ୍ରଗୁଡ଼ିକରେ ମୋଟ ୪୫ ହଜାର ୭୨ଜଣ ଶିଶୁଙ୍କ ମଧ୍ୟରୁ ୧ ହଜାର ୧୩୧ ଜଣ ଶିଶୁ ଅପପୃଷ୍ଟିର ଶିକାର ହେଉଥିବା ବେଳେ ଗଁଦିଆ ରେ ସର୍ବାଧିକ ଶିଶୁ!-->…
ପୋଲିସ ର କାର୍ଯ୍ୟନୁଷ୍ଠାନ ପ୍ରତିବାଦରେ କୁକୁଡ଼ା ଚାଷୀଙ୍କ ରାସ୍ତା ରୋକ ଆନ୍ଦୋଳନ !
ଆଜି ଅପରାହ୍ନ ରେ ହିନ୍ଦୋଳ ରୋଡ ଫାଣ୍ଡି ସମ୍ମୁଖରେ ଢେଙ୍କାନାଳ ଜିଲ୍ଲା ର କୁକୁଡ଼ା ଚାଷୀ ମାନେ ଏକତ୍ରିତ ହୋଇ ଫାଣ୍ଡି ଅଧିକାରୀ ଙ୍କ କାର୍ଯ୍ୟ କଳାପରେ ଅସନ୍ତୋଷ ପ୍ରକାଶ କରି ପ୍ରତିବାଦ କରିବା ସହିତ ୫୫ ନଂ ଜାତୀୟ ରାଜପଥ ରାସ୍ତା କୁ ଅବରୋଧ କରିଥିଲେ ।
ସେମାନଙ୍କ ଅଭିଯୋଗ ହେଲା!-->!-->!-->…
ଢେଙ୍କାନାଳ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ଅବସରରେ ୧୦ ରୁ ୧୭ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ ପଲ୍ଲିଶ୍ରୀ ମେଳା
ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜା ଅଵସରରେ ପଲ୍ଲିଶ୍ରୀ ମେଳା ର ଆୟୋଜନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।ଆସନ୍ତା ୧୦ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ମହିଷାପାଟସ୍ଥ ମେଳା ପଡ଼ିଆରେ ଆୟୋଜନ ହେବ ପଲ୍ଲିଶ୍ରୀ ମେଳା ।
ଏହି!-->!-->!-->…
ହିନ୍ଦୋଳ ରିଜିଓନାଲ କଲେଜରେ ପ୍ରବେଶ ଉତ୍ସବ ଅନୁଷ୍ଠିତ
ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ତ ରିଜିଓନାଲ ଉଚ୍ଚମାଧ୍ୟମିକ ମହାବିଦ୍ୟାଳୟରେ ୨୨ ତାରିଖ ଗୁରୁବାର +୨ କଳା , ବିଜ୍ଞାନ ଓ ବାଣିଜ୍ୟ ବିଭାଗର ପ୍ରଥମ ବର୍ଷ ରେ ନାମ ଲେଖାଇଥିବା ନୂତନ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏକ ପ୍ରଵେଶ ଉତ୍ସବ ଅନୁଷ୍ଠି ହୋଇଯାଇଛି ।
ବିଦ୍ୟାଳୟର ସମସ୍ତ ଅଧ୍ୟାପକ!-->!-->!-->…