ଦରମା ବୃଦ୍ଧି ଦାବିରେ ସ୍ୱଚ୍ଛସାଥି ଙ୍କ ଦାବିପତ୍ର
ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନଏସି ରେ କାର୍ଯ୍ୟରତ ସ୍ୱଚ୍ଛସାଥି ଓ ସୁପରଭାଇଜରମାନେ ସେମାନଙ୍କ ଦରମାବୃଦ୍ଧି ଦାବି କରି ଆଜି ସ୍ଥାନୀୟ ଉପଜିଲ୍ଲାପାଳ ଓ ନିର୍ବାହୀ ଅଧିକାରୀଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି।
ଉଲ୍ଲେଖଯୋଗ୍ୟ କି ,ସାରାରାଜ୍ୟରେ ସରକାରଙ୍କ ଅଧୀନରେ ବିଭିନ୍ନ!-->!-->!-->…
ସମ୍ପର୍କ ଓ ବିଶ୍ଵାସ
ବିଶ୍ୱାସ ସୁସ୍ଥ ସମ୍ପର୍କର ପରିଚାୟକ। ଦୁଇ ଜଣ ଯଦି ପରସ୍ପର ଉପରେ ବିଶ୍ଵାସ ରଖନ୍ତି ଓ ଯେ କୌଣସି ପରିସ୍ଥିତିରେ ଏହା ପ୍ରଶ୍ନବାଚୀ ନହୁଏ , ତେବେ ଏହାକୁ ଦୃଢ଼ ସମ୍ପର୍କ ବୋଲି ଧରି ନିଆଯାଏ। କିନ୍ତୁ , ସ୍ଥଳବିଶେଷରେ ଦେଖାଯାଏ ଯେ କିଛି ବ୍ୟକ୍ତି ଅଲଭ୍ୟ ରେ କିଛି ପାଇବା ପାଇଁ!-->…
ପାଉଁଶ ଗଦାକୁ ବିରୋଧ କରିବାରୁ ଗାଁ ରାସ୍ତାରେ ମାଟି ଗଦାଇଲେ ଦୁର୍ବୃତ୍ତ
ମୋଟଙ୍ଗା ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥ ଉପରପାଳ ଛକ ନିକଟରୁ ନିମିଧା ଗ୍ରାମକୁ ଯାଇଥିବା ରାସ୍ତାକୁ ମାଟି ଗଦାଇ ଦେଇଛନ୍ତି ଦୁର୍ବୃତ୍ତ ।ଯାହାଫଳରେ ନିମିଧା ଗାଁକୁ ଯାତାୟତ ଠପ ହୋଇଯାଇଛି ।
ଅଭିଯୋଗ ଅନୁଯାୟୀ , ଗାଁ ରାସ୍ତା ପାର୍ଶ୍ଵରେ କିଛି ମୁଷ୍ଟିମେୟ ଲୋକ କାରଖାନାର!-->!-->!-->…
ବମ୍ପା ଜଙ୍ଗଲ ରେ ୩ ବର୍ଷ ର ହାତୀ ଛୁଆର ମୃତ୍ୟୁ
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳ ରେ ହାତୀ ଆକ୍ରମଣ ରେ ସାଧାରଣ ମଣିଷ ମୃତ୍ୟୁ ହେବା ଓ ଶିକାରୀ ଆକ୍ରମଣ ରେ ହାତୀ ମୃତ୍ୟୁ ଘଟଣା ଲାଗି ରହିଛି । ଗତକାଲି ହିନ୍ଦୋଳ ବନାଞ୍ଚଳ ବାବନ୍ଧ ସେକ୍ସନ ଅନ୍ତର୍ଗତ ବମ୍ପା ଗ୍ରାମଠାରୁ ଚାରି କିଲୋମିଟର ଦୂର ଏକ ଜଙ୍ଗଲିଆ ସ୍ଥାନରେ ଏକ ଛୁଆ ହାତୀର!-->…
ରାଜପଥ ଲୁଟେରା ଗ୍ୟାଙ୍ଗ୍ କୁ ଧରିଲା ପୋଲିସ
ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ଅନ୍ତର୍ଗତ ମୋଟଙ୍ଗା ପୋଲିସ୍ ଗତକାଲି ରାତିରେ ପେଟ୍ରୋଲିଙ୍ଗ୍ ସମୟରେ ନିମିଧା କେନାଲ ନିକଟରେ ଚାରି ପାଞ୍ଚ ଜଣ ସନ୍ଦିଗ୍ଧ ଯୁବକ ମାନଙ୍କୁ ସନ୍ଦେହ କରି ଅଧିକ ପୋଲିସ୍ ସହାୟତା ରେ ସେମାନଙ୍କୁ ଗିରଫ କରିବାକୁ ସଫଳତା ହାସଲ କରିଥିଲା।
ତଦନ୍ତ କରିବାରେ!-->!-->!-->…
ତିନି ମାସ ହେବ କଲେଜ ଛାତ୍ର ନିଖୋଜ
ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ବ୍ଲକ ଜଣେ କଲେଜ ପଢୁଆ ଛାତ୍ର ତିନିମାସରୁ ହେବ ନିଖୋଜ ଥିବାବେଳେ ପରିବାର ବର୍ଗ ନାନା ଆଶା ଓ ଆଶଙ୍କାରେ ରହିଛନ୍ତି । ବାପାମାଙ୍କ ମନରେ ବହୁତ ଆଶା ଆଉ ସ୍ବପ୍ନ ଥିଲା ପୁଅ ଉଚ୍ଚଶିକ୍ଷିତ ହେବ ଆଉ ପାଠପଢା ସରିଗଲେ ପୁଅ ମୋର ଭଲଖଣ୍ଡେ ଚାକିରୀ କରିବ ବୃଦ୍ଧ ବୟସରେ!-->…
ଟ୍ରକ ଚକା ତଳେ ଦୁଇ ବାଇକ୍ ଆରୋହୀ ଙ୍କ ଜୀବନ ଗଲା
ଆଜି ଅପରାହ୍ନ ପ୍ରାୟ ୨ଟା ସମୟରେ ୫୫ ନଂ ଜାତୀୟ ରାଜପଥ ଚିନ୍ତା ପୋଖରୀ ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇ ବାଇକ୍ ଆରୋହୀ ଙ୍କ ପ୍ରାଣହାନି ଘଟିଥିବା ଜଣାପଡ଼ିଛି ।
ସୂଚନା ଅନୁଯାୟୀ , ଢେ଼ଙ୍କାନାଳ ଆଡ଼ୁ ଅନଗୁଳ ଅଭିମୁଖେ ଦୁଇଜଣ ଵ୍ୟକ୍ତି ଏକ ମୋଟରସାଇକେଲ ରେ ଯାଉଥିବା ବେଳେ!-->!-->!-->…
ଟ୍ରକକୁ ପଛରୁ ଧକ୍କାଦେଲା ପିକଅପ୍ ଭ୍ୟାନ , ଚାଳକ ମୃତ
ଢେଙ୍କାନାଳ ସଦର ଥାନା ଗୋବିନ୍ଦପୁର ନିକଟ ୫୫ନଂ ଜାତୀୟ ରାଜପଥରେ ଛିଡା ହୋଇଥିବା ଏକ ଟ୍ରକକୁ ପଛରୁ ଧକ୍କାଦେଇ ପିକଅପ୍ ଚାଳକଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ସଦର ଥାନା ପାଇକଦହିଖୋର ଗାଁର ଅରୁଣ ବେହେରା । ସେ କୁକୁଡ଼ା ବ୍ୟବସାୟ କରିଥାନ୍ତି। ବୁଧବାର ଭୋରୁ ତାଙ୍କ ପିକଅପ ଗାଡିରେ!-->…
ବାଘ ଆକ୍ରମଣରେ ମହିଳା ଗୁରୁତର ଆହତ
ମହାବିରୋଡ ରେଞ୍ଜରେ କଲରାପତରିଆ ବାଘ ଆତଙ୍କ।ଜଣେ ମହିଳାଙ୍କୁ ଆକ୍ରମଣ କରିଥିବା ସୁଚନା। । ଆହାତ ମହିଳା ଜଣକ ହେଲେ ମହାବିରୋଡ଼ ଥାନା ବ୍ରାହ୍ମଣଧରା ଗ୍ରାମର ପୁଇନ ନାୟକ ବୟସ (୪୫) ।
ସୁଚନା ମୁତାବକ ,ଆଜି ଅପରାହ୍ନ ୧୨ ଘଟିକା ସମୟରେ ମହିଳା ଜଣକ ଏବଂ ତାଙ୍କ ସହ ଗ୍ରାମର ଦୁଇଜଣ ମିଶି!-->!-->!-->…
ହିନ୍ଦୋଳ ରେ ଫେଲ ମାରିଛି ଆବାସ ଯୋଜନା
ଢେଙ୍କାନାଳ ଜିଲ୍ଲାରେ ଆଣ୍ଠେଇଛି ଆବାସ ଯୋଜନା ।ଏହାର ଜ୍ୱଳନ୍ତ ଉଦାହରଣ ଦେଖାଯାଇଛି ହିନ୍ଦୋଳ ବ୍ଲକର ଗିରିଧରପ୍ରସାଦର ଭିଙ୍ଗିରା ଗ୍ରାମରେ । ସୂଚନା ଅନୁଯାୟୀ , ଭିଙ୍ଗିରା ଗ୍ରାମ ଜୁଆଙ୍ଗ ସାହିର ମଙ୍ଗୁଳୁ ପ୍ରଧାନ ଓ ସ୍ତ୍ରୀ କୁମ ପ୍ରଧାନ ଦିନମଜୁରିଆ ଭାବରେ କାମ କରି ଗୁଜୁରାଣ ମେଣ୍ଟାଉଥିବା!-->…