News
lipub
samparksetu

ପଞ୍ଚାୟତ ଅଫିସରୁ ତାଲା ଭାଙ୍ଗି ଲୁଟିନେଲେ ଭତ୍ତା ଟଙ୍କା

ତୁମୁସିଙ୍ଗା ଥାନା ବାରୁଆଁ ( କ)ପଞ୍ଚାୟତ କାର୍ଯ୍ୟାଳୟରୁ ଲୁୁଟ।ବିଳମ୍ବିତ ରାତିରେ ଦୁର୍ବୃତ୍ତ ମାନେ ଅଫିସର ତାଲାକୁ କାଟି ଅଫିସ ପରିସର ଭଙ୍ଗାରୁଜା କରିବା ସାଙ୍ଗକୁ ଆଲମାରିରେ ଥିବା ଭତ୍ତା ଓ ହରିଶଚନ୍ଦ୍ର ଯୋଜାନାର ଟଙ୍କା ସବୁ ଲୁଟ ହୋଇଥିବା ଜଣାପଡିଛି।ସେହିପରି ପଞ୍ଚାୟତ ଅଫିସ ପରିସରରେ

ମହାବିରୋଡ଼ ଗାଁରେ ହାତୀ ଉତ୍ପାତ, ନଷ୍ଟ କଲେ କଦଳୀ ବଗିଚା

କଙ୍କଡାହାଡ଼ ବ୍ଲକ ମହାବିରୋଡ଼ ଗ୍ରାମରେ ହାତୀ ଉତ୍ପାତ lଗତକାଲି ବିଳମ୍ବିତ ରାତିରେ ହାତୀ ଦଳି ମକଚି ନଷ୍ଟ କଲା କଦଳୀ ବଗିଚା ।ସୂଚନା ଅନୁସାରେ ମହାବିରୋଡ଼ ଗ୍ରାମର ଦୁହିତା ସ୍ୱାଇଁ, ଜମ୍ବେଇ ସ୍ୱାଇଁ, ଧନେଶ୍ୱର ସ୍ୱାଇଁଙ୍କ କଦଳୀ ବଗିଚା ଭିତରେ ପଶି ତାର ବାଡ଼ ଭାଙ୍ଗିବା ସହ କଦଳୀ ଗଛକୁ ଦଳି

ଆଠ ମାସ ହେଲା ଗାଁ ଅନ୍ଧାରରେ, ଶୁଣୁନାହାନ୍ତି ବିଦ୍ୟୁତ ବିଭାଗ ଅଧିକାରୀ

ଓଡ଼ାପଡ଼ା ବ୍ଲକ ଅନ୍ତର୍ଗତ କଳାଙ୍ଗ ଗ୍ରାମ ପଞ୍ଚାୟତ କାଳିକା ପ୍ରସାଦ ଗ୍ରାମର ସହାଦେବ ସାହି ବାସିନ୍ଦା ଗତ ଆଠ ମାସ ହେଲା ଅନ୍ଧାରରେ ଚଳିଆସୁଛନ୍ତି l ବିଦ୍ୟୁତ ଟ୍ରାନ୍ସଫର୍ମରଟି ଅତି ପୁରୁଣା ତଥା ନିମ୍ନ ସଂଖ୍ୟକ ପରିବାର ପାଇଁ ଲାଗିଥିଲା l ଏବେ ଧୀରେ ଧୀରେ ପରିବାର ଲୋକ ସଂଖ୍ୟା ବଢିଚାଲିଛି

ଆମ ପୋଖରୀ ଦୁର୍ନୀତି ଅଭିଯୋଗ , ତଦନ୍ତ ଦାବି ନଚେତ ଢେଙ୍କାନାଳ ବନ୍ଦ ଡାକରା

ବିଗତ ସରକାରଙ୍କର ଆମ ପୋଖରୀ ଯୋଜନାରେ ହୋଇଥିବା ପଙ୍କୋଦ୍ଧାରକାର୍ଯ୍ୟର ଏକ ସମୀକ୍ଷା ବୈଠକ ପୂର୍ବତନ ପୌରାଧ୍ୟକ୍ଷ ଆଇନଜୀବୀ ସୁରେନ୍ଦ୍ର କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଭାଗିରଥି ସାଗର ପାଖ ବାସେଳୀ ମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି l ମୁନିସିପାଲିଟି ଅଞ୍ଚଳର ୧୬ଟି ପୋଖରୀ

ପ୍ଳାଣ୍ଟ ଉପରୁ ପଡ଼ି ଯୁବ ଇଞ୍ଜିନିୟର ଗୁରୁତର

ଢେଙ୍କାନାଳ ଜିଲ୍ଲାର ଝାଡବନ୍ଧ ସ୍ଥିତ ରୁଙ୍ଗଟା କମ୍ପାନୀରେ ପୁଣି ଅଘଟଣ।କୋଲଡ ୱାସରି ପ୍ଲାଣ୍ଟ ଉପରୁ ପଡି ଯୁବ ଇଞ୍ଜିନିୟର ଗୁରୁତର। ଇଞ୍ଜିନିୟର ଜଣଙ୍କ ହେଉଛନ୍ତି ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ମୋଟଙ୍ଗା ଥାନ ଶିବପୁର ପଞ୍ଚାୟତ କୁଚିଳାମଡା ଗାଁର ନନ୍ଦ କିଶୋର ବେହେରା। ଗତକାଲି

ଥଇଥାନ ନକରି ଘର ଭାଙ୍ଗିଲା ପ୍ରଶାସନ

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ କନ୍ତାମିଲା ପଞ୍ଚାୟତ ଧୋବଣୀନନ୍ଦର ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଗତ ବୁଧବାର ଅପରାହ୍ନରେ ହିନ୍ଦୋଳ ଉପଖଣ୍ଡ ପ୍ରଶାସନ ପକ୍ଷରୁ ତହସିଲଦାର ମାନ୍ୟବର ଉଚ୍ଚନ୍ୟାୟଳୟଙ୍କ ଆଦେଶ ମୁତାବକ ଜଣେ ଗରିବ ପରିବାରର ବାସ ଉପଯୋଗୀ ଘର ଭାଙ୍ଗି

ରେଙ୍ଗାଳୀ ତଳି ଅଞ୍ଚଳ ପଡ଼ିଛି ଶୁଖିଲା, ଚାଲିଛି ବେଆଇନ ଜଳ ଯୋଗାଣ

କେତେବଳେ ଧିର ମନ୍ଥର କାମ, କେତେବଳେ ଜମି ଅଧିଗ୍ରହଣ ସମୟରେବିବାଦ ତ କେତେବଳେ ନିମ୍ନମାନର କାମ ଅଭିଯୋଗ, ଏଭଳି କିଛି ବାଦ ବିବାଦ ଭିତରେ ନିର୍ମାଣ ହୋଇଛି ରେଙ୍ଗାଳୀ ଜଳ ସେଚନ ପ୍ରକଳ୍ପ । ଚାଷୀଙ୍କୁ ଗୁରୁତ୍ୱ ଦେଇ ଏହି କେନାଲ ପ୍ରକଳ୍ପ ସରକାର ଙ୍କ ଦ୍ଵାରା କରାଯାଇଥିବା ବେଳେ ଏବେ ଏହା ଝଞ୍ଜି

ବଜ୍ରପାତ ରେ ଜଣେ ମୃତ , ଜଣେ ଗୁରୁତର

ହିନ୍ଦୋଳ ଉପଖଣ୍ତ ରାସୋଳ ଥାନା ଅନ୍ତର୍ଗତ ଚିତ୍ତଳପୁର ଗ୍ରାମରେ ଏକ ଅଭାବନିୟ ଘଟଣାକ୍ରମେ ୨୭ ତାରିଖ ଗରୁବାର ବଜ୍ରପାତ କାରଣରୁ ଜଣେ ମୃତ୍ୟବରଣ କରିଥିବା ସମୟରେ ଜଣେ ଗୁରୁତର ଆହାତ ହୋଇଛନ୍ତି । ସୂଚନା ଅନୁଯାୟୀ , ଚିତ୍ତଳପୁର ଗ୍ରାମର ଭ୍ରମରବର ବେହେରାଙ୍କ ପୁତ୍ର ମୋହନ ବେହେରା (୩୫) ଓ

କୂଅରେ ବୁଡ଼ି ଯୁବକ ମୃତ

ପରଜଙ୍ଗ ଥାନା ଲୁଧୋଣୀ ଗ୍ରାମରେ ଜଣେ ଯୁବକ କୂଅରେ ବୁଡ଼ି ମୃତ୍ୟୁ ବରଣ କରିଛନ୍ତି । ମୃତକ ଜଣକ ହେଉଛନ୍ତି ଲୁଧୋଣୀ ଗ୍ରାମ ବିଶ୍ୱାଳ ସାହିର କେଶବ ବିଶ୍ଵାଳ(୪୫) । ସୂଚନା ମୁତାବକ କେଶବ ଜଣେ ମାନସିକ ବିକାର ଗ୍ରସ୍ତ ଅଟନ୍ତି। ସେ ମଙ୍ଗଳବାର ସକାଳୁ ଘରୁ ବାହାରି ଚାଲି ଆସିଥିଲେ। ଘରକୁ ଫେରିବରେ

ହତ୍ୟା ଘଟଣାରେ ୪ ଜଣ ଅଭିୁଯୁକ୍ତ ଙ୍କୁ ଆଜୀଵନ କାରାଦଣ୍ଡ

ଢେଙ୍କାନାଳ ହତ୍ୟା ଘଟଣାରେ ୪ ଜଣ ଅଭିଯୁକ୍ତ ଙ୍କୁ ଆଜୀବନ କାରାଦଣ୍ଡ ରାୟ ପ୍ରକାଶ ପାଇଛି। ଗଁଦିଆ ଥାନା ଅନ୍ତର୍ଗତ ବରଦା ପାଟଣା ଗ୍ରାମରେ ୨୦୧୭ ମସିହା ପଞ୍ଚାୟତ ନିର୍ବାଚନ ସମୟରେ ରାଜନୈତିକ ଶତୃତାକୁ ନେଇ ବରଦା ପାଟଣା ଗ୍ରାମର ମୃତ ମାୟାଧର ବେହେରାଙ୍କୁ ସେହି ଗ୍ରାମର ଲଳିତ ଦାସ, ରଞ୍ଜନ
error: Content is protected !!