ସଖା ସହୋଦର କାଳିଆ ଠାକୁର
ଆହେ "ଦୟାମୟ "ହେ ବିଶ୍ବ ଠାକୁର ଅନ୍ତରେ ଖୋଜୁଛି ମୁଁହିଭେଟହେଉ ନାହିଁ ବାଟେ ଘାଟେ ମୋର ତୁମ୍ଭକୁ ପାଇବା ପାଇଁ।ଦେଖିଲି ସପନ ତୋ ରୂପ!-->…
ମହିଳା ଗୋଷ୍ଠୀ ପରିବର୍ତ୍ତେ ସମବାୟ ସମିତି ମାଧ୍ୟମରେ ଧାନ ମଣ୍ଡି ଏବଂ ସଠିକ ପଞ୍ଜିକରଣ ଦାବି
ସମବାୟ ସମିତି ମାଧ୍ୟମରେ ଧାନ ମଣ୍ଡି ଏବଂ ଚାଷୀ ମାନଙ୍କର ସଠିକ ପଞ୍ଜିକରଣ କରିବାପାଇଁ କାନ୍ତିଓ-ପୁଟସାହି ଗ୍ରାମପଞ୍ଚାୟତର ଚାଷୀ ମାନେ ଜିଲ୍ଲପାଳଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି l ଗତ ବର୍ଷ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ଅସାବଧାନତା, ଦାୟୀତ୍ୱହୀନତା, ଭୁଲ ପରିଚାଳନା!-->…
ସମାଜିକ ସୁରକ୍ଷା ଯୋଜନା କାହାପାଇଁ , ୭୭ ବର୍ଷ ବୟସରେ ମଧ୍ୟ ମିଳୁନି ବାର୍ଦ୍ଧକ୍ୟ ଭତ୍ତା !
ଗରିବ, ଅସହାୟଙ୍କ ପାଇଁ ସରକାର ଅନେକ ଯୋଜନା କରୁଛନ୍ତି। କିନ୍ତୁ ତାହା କେତେଦୂର ଯୋଗ୍ୟ ହିତାଧିକାରୀଙ୍କ ପାଖେ ପହଞ୍ଚି ପାରୁଛି ତାକୁ ନେଇ ଅନେକ ପ୍ରଶ୍ନ ଉଠୁଛି। ଯାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ୍ ଅନ୍ତର୍ଗତ ଖଲିବୋରେଇ ପଂଚାୟତ!-->…
ମହାପ୍ରଭୁ
କାହାକୁ ଦେଇଛଧନ ରତ୍ନ ମାଳାକାହାକୁ ଗୋଟା ଖପରା,ସଭିକୁ୍ଂ ତୁମେଟିଜନମ ଦେଇଛତେବେ କିପାଁହିଂସା ପରା॥୧
ମହାପ୍ରଭୁ ……ତେବେ…..କି ଭୁଲ ହୋଇଲାଜନମ ମୋର ତମାଟି ଝାଟି ରୂଅ ଘରେ,ଆଶିଷ କିବା ଯେବରଷିବ ନାହିଁମୋ ଭଗାଂ ଚାଳିଆ ଘରେ ?॥୨
ମହାପ୍ରଭୁ… ମୋ ଭଗାଂ…….ଶଖଂ ମଲ ମଲଘରେ ଖାଲି ପ୍ରଭୁଝଲ!-->!-->!-->!-->!-->…
ବିବାହିତା ମହିଳାଙ୍କ ଆତ୍ମହତ୍ୟା
ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନଏସି ରେ ଆଜି ଜଣେ ବିବାହିତା ମହିଳା ଆତ୍ମହତ୍ୟା କରିଥିବାର ଜଣାପଡ଼ିଛି।ଖବରରୁ ପ୍ରକାଶ ଯେ, ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନଏସି ୱାର୍ଡ ନଂ-୭ ଅନ୍ତର୍ଗତ ଗୋପାଳପୁର ଗ୍ରାମର ଅକ୍ଷୟ ବେହେରା ଙ୍କ ସାନ ଝିଅ ଦୀପା ବେହେରା(୨୬) ନୟାଗଡ଼ ଜିଲ୍ଲାର ନୂଆଗାଁ ଥାନା!-->…
ନୂଆବଗ ପଞ୍ଚାୟତ ମନରେଗା କାର୍ଯ୍ୟରେ ଦୁର୍ନୀତି ଅଭିଯୋଗ
ହିନ୍ଦୋଳ ବ୍ଲକ ରେ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ଶ୍ରମିକ ହାତବାନ୍ଧି ବସିଥିବା ବେଳେ ଏଠାରେ ମେସିନ ଦ୍ୱାରା କାର୍ଯ୍ୟ କରାଯାଇ ଲକ୍ଷାଧିକ ଟଙ୍କା ମିଥ୍ୟା ବିଲ କରାଯାଇଛି ।
ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ହିନ୍ଦୋଳ ବ୍ଳକ ନୂଆବଗ!-->!-->!-->…
ପୋଖରୀରେ ବସ୍ତ୍ରବଦଳା ଗୃହ ନିର୍ମାଣ ପାଇଁ ଦାବି
ଭୁବନ ଆର୍ଯ୍ୟ ସନାତନ ସଂସ୍କୃତି ର ନଈ ବା ପୋଖରୀ କୂଳରେ ଯେତେସବୁ ସଂସ୍କାର ଆଧାରିତ କାର୍ଯ୍ୟ କରାଯାଇଥାଏ । ଯେପରିକି ମୁଣ୍ଡନ କର୍ମ , କଳସ ବୁଡ଼ାଇବା , ଜଳ ଆନୟନ , ଶୁଦ୍ଧିକ୍ରିୟା ଆଦି ଅନେକ ଧାର୍ମିକ କାର୍ଯ୍ୟ କରିବାକୁ ସହରରେ ପୋଖରୀର ଆବଶ୍ୟକତା ଅଛି । ଭୁବନ ରେ କେତୋଟି ପୋଖରୀ!-->!-->!-->…
ଗୁରୁ ପୂର୍ଣ୍ଣିମା ଭାବନା
"ଗୁ' ଅନ୍ଧକାର ଅଜ୍ଞାନପ୍ରକାର "ରୁ' କାର ତହୁଁ ନିବୃତ୍ତିସାଧକଜୀବନ କଲ୍ୟାଣ କାରଣ ଶ୍ରୀ ଗୁରୁ ପଦେ ପ୍ରଣତି l
ଋଷିତ୍ୱ ଦେବତ୍ଵ ଜାଗୃତିର ମନ୍ତ୍ର ଦାନେ ସଦା ତତପରତୁମରି କୃପାରେ ଦିବ୍ୟ!-->!-->!-->!-->!-->…
ଶୋଚନୀୟ ଅବସ୍ଥାରେ ଗୁଡ଼ିଆକାଟେଣୀ ଟ୍ରାଫିକ ଛକ
ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ବଳରାମପ୍ରସାଦ ପଞ୍ଚାୟତ ଅନ୍ତର୍ଗତ ଗୁଡ଼ିଆକାଟେଣୀ ଟ୍ରାଫିକ ଛକ ବର୍ତ୍ତମାନ ପାଲଟିଛି ମରଣଯନ୍ତା । ଏହି ରାସ୍ତା ଟି ୫୫ନଂ ଜାତୀୟ ରାଜପଥ ଏବଂ ହିନ୍ଦୋଳ ଉପଖଣ୍ଡ କୁ ସଂଯୋଗ କରୁଛି।
ଉକ୍ତ ରାସ୍ତା ଦେଇ ପ୍ରତିଦିନ ଶତାଧିକ ଭାରୀଯାନ ଚଳାଚଳ କରୁଛି ।!-->!-->!-->…
ଜାତୀୟ ରାଜପଥକୁ ଅବରୋଧ କଲେ ପଥରଖମ୍ବ ଗ୍ରାମବାସୀ
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ୫୩ ନଂ ଜାତୀୟ ରାଜପଥର ପଥରଖମ୍ବ ଛକ ନିକଟରେ ରାସ୍ତାରୋକ କରିଛନ୍ତି ପଥରଖମ୍ବ ଗାଁର ଗ୍ରାମବାସୀ । ପଥରଖମ୍ବ ଛକ ନିକଟରେ ସର୍ଭିସ ରୋଡ଼ ନହେବା ଓ ବସଷ୍ଟାଣ୍ଡ ବିଶ୍ରାମଗାରକୁ ପ୍ରାୟ ୫ଶହ ମିଟର ଦୂରତାରେ ତିଆରି କରିବା ଭଳି ଦାବି ନେଇ ଗାଁର ଶହ ଶହ!-->…