News
lipub
samparksetu

ଢେଙ୍କାନାଳରେ ଚତୁର୍ଥ ରାଜ୍ୟ ଆଦିବାସୀ ତୀରନ୍ଦାଜ ପ୍ରତିଯୋଗିତା ପାଇଁ କାର୍ଯ୍ୟକାରିଣୀ ବୈଠକ

ଆଜି ଅପରାହ୍ନ ୫ ଘଟିକା ସମୟରେ ସ୍ଥାନୀୟ ହୋଟେଲ୍ ଆର୍‌.କେ.ରେଜେନ୍ସି ସମ୍ମିଳନୀ କକ୍ଷରେ ଢେଙ୍କାନାଳ ଜିଲ୍ଲା ତୀରନ୍ଦାଜ ସଂଘର କାର୍ଯ୍ୟକାରିଣୀ ବୈଠକ ସଂଘ ସଭାପତି ନବୀନ ଚନ୍ଦ୍ର ନାରାୟଣ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସଭା ପ୍ରାରମ୍ଭରେ ଢେଙ୍କାନାଳ ତୀରନ୍ଦାଜ ସଂଘ ସଂପାଦକ

ବୋହୂର ଟାଙ୍ଗିଆ ଚୋଟରେ ଶ୍ୱଶୁରର ମୃତ୍ୟୁ , ବୋହୂ ଗୁରୁତର

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା କୁଟୁରିଆ ଗାଁରେ ବିଭତ୍ସ ହତ୍ୟାକାଣ୍ଡ । ବୋହୂର ଟାଙ୍ଗିଆ ଚୋଟରେ ଶ୍ୱଶୁରର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ କୁଟୁରିଆ ଗାଁର ବେଣୁଧର ପ୍ରଧାନ । ବୋହୂ ଯଶୋଦା ପ୍ରଧାନ ଗୁରୁତର ହୋଇଛନ୍ତି ।ଯଶୋଦାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ

ମହିମା ମହାବିଦ୍ୟାଳୟ ର ଅର୍ଥନୀତି ବିଭାଗରେ ବିଦାୟକାଳୀନ ସମ୍ବର୍ଦ୍ଧନା

ଯୋରନ୍ଦା ମହିମା ମହାବିଦ୍ୟାଳୟ ର ଅର୍ଥନୀତି ବିଭାଗର ଶେଷ ବର୍ଷର ଛାତ୍ରଛାତ୍ରୀ ମାନନଙ୍କର ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟ ର ରସାୟନ ବିଭାଗର ମୁଖ୍ୟ ଡ଼ଃ ରତ୍ନ।କର ଦାସଙ୍କ ସଭାପତିତ୍ତ୍ୱରେ ଏହି ଉତ୍ସବ ଅନୁଷ୍ଠିତ ହୋଇଥିଲା ।

ହଂସୀ ବୁଣାକାର ମହାସଂଘ ଆନୁକୂଲ୍ୟରେ ସ୍ବାସ୍ଥ୍ୟମେଳା ଓ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ଢେଙ୍କାନାଳ ଜିଲ୍ଲା ହଂସି ବୁଣାକାର ମହାସଂଘ ଆନୁକୂଲ୍ୟରେ ଏକ ମାଗଣା ସ୍ବାସ୍ଥ୍ୟ ଶିବିର ଓ ମହାସଂଘ କର୍ମକର୍ତ୍ତା ଙ୍କ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ମୂଖ୍ୟ ଅତିଥି ଭାବେ ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠୀ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଢେଙ୍କାନାଳ

ବଜ୍ରପାତରେ ମହିଳା ଗୁରୁତର

ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ସୁରପ୍ରତାପପୁର ଗ୍ରାମରେ, ଆଜି ସନ୍ଧ୍ୟା ୫ ଘଟିକା ସମୟରେ ଘଡଘଡି ସହିତ ବର୍ଷା ହୋଇଥିଲା । ତେବେ ସୁରପ୍ରତାପପୁର ଗ୍ରାମର ଦେବରାଜ ମହାନ୍ତିଙ୍କ ସ୍ତ୍ରୀ ଚାନ୍ଦ ମହାନ୍ତି (୨୫) ଘରେ ଛିଡା ହୋଇଥିବା ସମୟରେ ବଜ୍ରପାତ ହୋଇଥିଲା । ତେବେ ବଜ୍ରପାତ

ବର୍ଷା ଦିନେରେ ବେହାଲ ପଙ୍ଗାତିରା-ଗଡ଼ପଳାଶୁଣି ରାସ୍ତା

କଙ୍କଡ଼ାହାଡ଼ ବ୍ଲକ ପଙ୍ଗାତିରା-ଗଡ଼ପଳାଶୁଣି ରାସ୍ତାରେ ବର୍ଷା ଦିନରେ ଯାତାୟତ କରିବା ସମ୍ଭବ ହେଉନାହିଁ । ଏହି ରାସ୍ତାରେ ଅନେକ ଜାଗାରେ ଖାଲ ହୋଇଥିବାରୁ ବର୍ଷା ଦିନରେ ରାସ୍ତା ମଝିରେ ପାଣି ଭର୍ତ୍ତି ହୋଇ ଯାଉଥିବାରୁ ଅନେକ ସମୟରେ ଦୁର୍ଘଟଣା ଘଟିଥାଏ । ମାଟି ରାସ୍ତା ହେତୁ ୪ଚକିଆ ଯିବା

ଭଗ୍ନ ବୀଣାର ସ୍ୱର

ଜୀବନଟା ଏକ ମିଥ୍ୟା ପ୍ରତିଶ୍ରୁତିଭଗ୍ନ ବୀଣାର ସ୍ୱରକେତେବେଳେ ବାଜେ ଶିବ ପଞ୍ଚାକ୍ଷରୀକେତେବେଳେ ହର ହର । କେବେ ଚଲାପଥ ସୁଗନ୍ଧ ପୁଷ୍ପିତକେବେ ପୁଣି କଣ୍ଟକିତଜଂଜାଳ ଯନ୍ତ୍ରଣା ଭରା ପ୍ରତିକୂଳକେବେ ରୋମାଞ୍ଚିତ ପଥ । ମଗ୍ନ ପ୍ରତ୍ୟାଶାର ମହୁଲି ବାସ୍ନାରେକଳ୍ପନାର କୋଟି

ରାଜପଥ ରେ ବିପଦ ସାଜିଛି ଦଶଫୁଟର ଖାଲ, ତୁରନ୍ତ ମରାମତି କରିବାକୁ ଅଞ୍ଚଳବାସୀ ଙ୍କ ଦାବି

କାମାକ୍ଷାନଗର ସହର ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥ ର ବସଷ୍ଟାଣ୍ଡ ନିକଟରେ ଏକ ଦଶ ଫୁଟ ବିରାଟ ଖାଲ ସୃଷ୍ଟି ହୋଇଛି l ଫଳରେ ଯାନବାହାନ ଯାତାୟତ ସହ ସାଧାରଣ ଲୋକ ମାନେ ଯିବା ଆସିବା କରିବାରେ ଅସୁରକ୍ଷିତ ମନେ କରୁଛନ୍ତି l କାମାକ୍ଷାନଗର ବସଷ୍ଟାଣ୍ଡ ନିକଟରେ ଏହି ଖାଲଟି ହୋଇଥିବା

ପରଜଙ୍ଗ ବିଜେପି ଯୁବମୋର୍ଚ୍ଚା ର ବିକ୍ଷୋଭ ପ୍ରଦର୍ଶନ

ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀନି ଆଦିବାସୀ ମହିଳା ଦ୍ରୈପଦୀ ମୁର୍ମୁଙ୍କ ବିଷୟରେ କଂଗ୍ରେସ ନେତା ଅଜୟ କୁମାର ଦେଇଥିବା ନିନ୍ଦନୀୟ ମନ୍ତବ୍ୟ ପ୍ରତିବାଦରେ ଶୁକ୍ରବାର ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଭାଜପା ଯୁବମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏକ ବିଶାଳ ଶୋଭାଯାତ୍ରା

ସ୍ତ୍ରୀର ବେକ କାଟି ହତ୍ୟା କଲା ସ୍ୱାମୀ ; କଟା ବେକ ଧରି ପୋଲିସ ପାଖକୁ ଗଲାବେଳେ ଧରିଲେ ଲୋକେ

ନିଜ ସ୍ତ୍ରୀ ର ବେକ କାଟି ନୃଶଂସ ଭାବେ ହତ୍ୟା କଲା ସ୍ୱାମୀ। ଏହିଭଳି ହୃଦୟ ବିଦାରକ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଚନ୍ଦ୍ରଶେଖରପୁର ଗ୍ରାମରେ । ଗ୍ରାମର ନାକଫୋଡି ମାଝୀ(ଜନ୍ଦା )ନିଜ ସ୍ତ୍ରୀ ଶୁଚଳା ମାଝୀ ଙ୍କ ଗତକାଲି ରାତିରେ ବେକ କାଟି ନୃଶଂସ ଭାବେ ହତ୍ୟା କରିଥିବାର
error: Content is protected !!