ଜୟ ଜଗନ୍ନାଥ ସ୍ଵାମୀ
ଭକତ ଉଦ୍ଧାର କରି ଅଙ୍ଗୀକାର ପତିତପାବନ ଯାତପତିତପାବନ ଉଡଇ କେତନ ଜୟ ଜୟ ଜଗନ୍ନାଥ I
ବିଜେନନ୍ଦୀଘୋଷେ ଘୋଷଯାତଅର୍ଥେ ସେ ଘୋଷ ପଡୁ ଶ୍ରବଣଜନ୍ମ!-->!-->!-->…
୧୩୪ କୋଟିରେ ବିକ୍ରିହେଲା ଶକ୍ତି ସୁଗାର୍ସ କାରଖାନା
ଢେଙ୍କାନାଳ ଜିଲ୍ଲା ତଥା ରାଜ୍ୟର ସର୍ବ ବୃହତ ଚିନି କାରଖାନା ଶକ୍ତି ସୁଗାର୍ସ ଶେଷରେ ବିକ୍ରି ହୋଇଯାଇଛି ।ଶକ୍ତି ସୁଗାର୍ସ କାରଖାନାକୁ ଚେନାଇ ସ୍ଥିତ ଇଣ୍ଡିଆନ ପଟାସ ଲିମିଟେଡ ୧୩୪କୋଟି ୧୦ଲକ୍ଷ ଟଙ୍କାରେ କ୍ରୟ କରିଥିବା ବେଳେ ରାଜିନାମା ସ୍ୱାକ୍ଷର ଅନୁସାରେ ଜୁଲାଇ ୧ ତାରିଖରୁ ନୂତନ!-->!-->!-->…
ଘୋଷ ଯାତ୍ରା
ଆଷାଢ଼ ଶୁକ୍ଳ ଦ୍ଵିତୀୟା ଗୋ ଫୁଲ ବଉଳ ବେଣୀଶ୍ରୀକ୍ଷେତ୍ରେ ଚାଲିଛି ଶ୍ରୀଗୁଣ୍ଡିଚା ଯାତପଡେ ଉଠେ ବଡ଼ଦାଣ୍ଡ ଗୋ ଫୁଲ ବଉଳ ବେଣୀ... ।
ତାଳଧ୍ୱଜେ ବଳଭଦ୍ର!-->!-->!-->…
ଆଦିତ୍ୟଙ୍କ ପାଇଁ ଅର୍ଥ ସାଜିଛି ବାଧକ
ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ ପଞ୍ଚାୟତ ତୋରଡାନାଳୀ ଗ୍ରାମର ଆଦିତ୍ୟ ଅଜଣା ରୋଗରେ ପୀଡ଼ିତ ହୋଇ ଦୀର୍ଘ ୩ ବର୍ଷହେବ ଯନ୍ତ୍ରଣାରେ ଛଟପଟ ହେଉଛି । ଅର୍ଥ ଅଭାବରୁ ଚିକିତ୍ସିତ ହୋଇପାରୁନଥିବା ବେଳେ ସମସ୍ତ ପ୍ରକାର ସାହାଯ୍ୟ ଯେଗାଇ ଦେବାକୁ ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରତିଶୃତି ଦେଇଥିବାର!-->…
ଡିକି ଭାଙ୍ଗି ଟଙ୍କା ଲୁଟିଲେ ଦୁର୍ବୃତ୍ତ
କାମାକ୍ଷାନଗର ଥାନା ମେଡିକାଲ ସାମ୍ନା ରୁ ବାଇକ ଡିକି ଭାଙ୍ଗି ଲକ୍ଷେ ଦଶ ହଜାର ସାତଶହ ଟଙ୍କା ଲୁଟିଲେ ଦୁର୍ବୃତ୍ତ l ସୂଚନା ଅନୁସାରେ ପରଜଙ୍ଗ ଥାନା ଗୁରୁଜାଙ୍ଗୁଲି ଉପ୍ରା ବିଦ୍ୟାଳୟ ର ଶିକ୍ଷକ ବିଜୟ କୁମାର ସାହୁ ବିଦ୍ୟାଳୟ ର ଏମଡ଼ିଏମ ଟଙ୍କା ଉଠାଇବାପାଇଁ କାମାକ୍ଷାନଗର ସ୍ଥିତ ପଞ୍ଜାବ!-->…
କାମାକ୍ଷାନଗର ସମବାୟ ସମିତି ସଭାପତି ଭାବେ ଦାୟିତ୍ୱ ନେଲେ ବିଭୁତି ଭୂଷଣ
କାମାକ୍ଷାନଗର ସମବାୟ ସମିତି ର ନିର୍ବାଚନ ଆଜି ଶେଷ ହୋଇଯାଇଛି l ବରିଷ୍ଠ ବ୍ୟବସାୟୀ ବିଭୁତି ଭୂଷଣ ମହାନ୍ତି କାମାକ୍ଷାନଗର ସମବାୟ ସମିତି ର ସଭାପତି ଭାବେ ନିର୍ଦ୍ୱନ୍ଦ ରେ ମନୋନୀତ ହୋଇଛନ୍ତି l ସମୁଦାୟ ପନ୍ଦର ଜଣ ନିର୍ଦ୍ଦେଶକ ରହିଥିବା କାମାକ୍ଷାନଗର ସମବାୟ ସମିତି ରେ ସମସ୍ତେ ନିର୍ଦ୍ୱନ୍ଦ!-->…
ଅଦିନ ବର୍ଷା
ସେଦିନ ଘରକୁ ବାଇକ୍ ରେ ଫେରିଲା ବେଳକୁ ରାତି ୧୧ ଟା ପାଖାପାଖି । ଅବଶ୍ୟ ସାଙ୍ଗରେ ବନ୍ଧୁ ଜଣେ ଥାଆନ୍ତି । ଝିପି ବର୍ଷା ଆରମ୍ଭ ହେଇଗଲା, ହାଲକା ବିଜୁଳିବି ମାରୁଥାଏ । ବାଇକ୍ ର ସ୍ପିଡ୍ ଟିକେ ବଢେଇ ସାରିଥାଏ ।ଘର ଆହୁରି ୧୩/୧୪ କିଲୋମିଟର ଥାଏ ।
ଜଙ୍ଗଲ ରାସ୍ତା । ରାସ୍ତାର ଦୁଇପାଖରେ!-->!-->!-->…
ଆରବ ସାଗର ମଝିରେ କ୍ରାସ ହେଲା ଓଏନଜିସି ହେଲିକପ୍ଟର;ଢେଙ୍କାନାଳ ପୁଅ ସତ୍ୟମ୍ବଦ ମୃତ,ଭୁବନରେ ଶୋକର ଛାୟା
ଢେଙ୍କାନାଳ ଜିଲ୍ଲା ଭୁବନ ଅଞ୍ଚଳରେ ଶୋକର ଛାୟା । ପ୍ରାକୃତିକ ତୈଳ ଏବଂ ବାଷ୍ପ କରପୋରେସନର ଏକ ହେଲିକପ୍ଟର ଆରବ ସାଗର ମଝିର କ୍ରାସ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଥିବାଓଡିଆ ପୁଅ ଢେଙ୍କାନାଳ ଜିଲ୍ଲା ଭୁବନର ସତ୍ୟମ୍ବଦ ପାତ୍ରଙ୍କ ର ଶୋଚନୀୟ ମୃତ୍ୟୁ ଘଟିଛି । ବୁଧବାର ଦନି ସକାଳ ୧୧ଟା!-->…
ରଥ ଯାତ୍ରା ପ୍ରସ୍ତୁତି କାର୍ଯ୍ୟ ସମୀକ୍ଷା ; ଅପରାହ୍ନ ଗୋଟାଏ ୫ମିନିଟ ରେ ରଥଟଣା
ଢେଙ୍କାନାଳ ପ୍ରସିଦ୍ଧ ରଥଯାତ୍ରା ର ଚୂଡାନ୍ତ ସମୀକ୍ଷା ବୈଠକ ଜିଲ୍ଲାପାଳ ସରୋଜ କୁମର ସେଠୀଙ୍କ ଦ୍ଵାରା ଅନୁଷ୍ଠିତ ହୋଇଯାଇଛି । ରଥଖଳା ଠାରେ ଅନୁଷ୍ଠତି ଏହି ସମୀକ୍ଷା ବୈଠକରେ ରାଜା ଅମର ଜ୍ୟୋତିସିଂହ ଦେଓଙ୍କ ସହିତ ରଥଯାତ୍ରାର ପୁର୍ଣ୍ଣ।ଙ୍ଗ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ ।!-->…
କୁକୁଡା ଫାର୍ମକୁ ନେଇ ଗ୍ରାମବାସୀ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ
ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ମହୁଲପୁଞ୍ଜି ଗ୍ରାମରେ ଏକ କୁକୁଡ଼ା ଫାର୍ମ ସ୍ଥାନାନ୍ତରକୁ ନେଇ ଗ୍ରାମବାସୀ ମାନେ ପୁଣି ଥରେ ଜିଲ୍ଲା ପାଳଙ୍କ ଦ୍ୱାରସ୍ଥ ହୋଇଥିବାର ଜଣାପଡିଛି । ସୂଚନା ଅନୁସାରେ ମହୁଲପୁଞ୍ଜି ଗ୍ରାମ ନିକଟରେ ଥିବା କୁକୁଡ଼ା ଫାର୍ମଙ୍କୁ ୫ କିଲୋମିଟର ହଟାଇବା ପାଇଁ ତ୍ରୀ!-->…