ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟକୁ ଘେରାଉ କଲେ ଅଭିଭାବକ
କଳାଙ୍ଗ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପଡ଼ିବ ତାଲା । ଏଭଳି ଚେତାବନୀ ଦେଇଛନ୍ତି କଳାଙ୍ଗ ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରଛାତ୍ରୀ ମାନଙ୍କ ଅଭିଭାବକ ମାନେ ।ଆଜି ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟରେ ପହଞ୍ଚି ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟକୁ ଘେରାଉ କରିବା ସହିତ ଚେତାବନୀ ଦେଇଛନ୍ତି ।!-->…
ପହିଲି ବର୍ଷା
ବର୍ଷର ପ୍ରଥମ ବର୍ଷା ଟୋପା ଯେବେତ ଦେହେ ପଡ଼ିଲା ସାଥୀ,କେତେ ଯେ ସୁନ୍ଦର ଲାଗୁଥିଲ ତମେସତେକିବା ରାଜ ହଂସି ।
କୁମଳ ଦେହରେ ବରଷା ର ଛିଟାପଡୁଥିଲା ଯେତେ ଥର,ଉଢ଼ଣି ରେ ତମେ ଦେହକୁ ତୁମରଢାଙ୍କୁ ଥିଲ ବାରମ୍ବାର।
ତଥାପି ଏଇ ଅମାନିଆ ବରଷାବୁଝେ ନାହିଁ ସେଇ କଥା,ପ୍ରତେକ ଟୋପା ରେ!-->!-->!-->!-->!-->…
ହିନ୍ଦୋଳ ଏନଏସି ଡ୍ରାଇଭରଙ୍କ ମୃତ୍ୟୁ ଘଟଣା ; ସ୍ତ୍ରୀ ଆଣିଲେ ହତ୍ୟା ଅଭିଯୋଗ ,କଲେ ରାସ୍ତା ରୋକ
ଢେ଼ଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନଏସି ରେ ଗତକାଲି ସନ୍ଧ୍ୟାରେ ମୃତ୍ୟୁ ବରଣ କରିଥିବା ଡ୍ରାଇଭର ଙ୍କ ପତ୍ନୀ ଓ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି।ଖବରରୁ ପ୍ରକାଶ ଜେ ହିନ୍ଦୋଳ ଏନ ଏ ସି ୱାର୍ଡ ନଂ-୮ ପଟଣା ରେ ଏକ କାର ଦୁର୍ଘଟଣା ଗ୍ରସ୍ତ ହେବା ପରେ ୩ଜଣ ଆହତ ହୋଇଥିବା ବେଳେ ଡ୍ରାଇଭର!-->…
ଗଁଦିଆ ସରକାରୀ ହାଇସ୍କୁଲ ରେ ଶିକ୍ଷକ ମରୁଡି
ଗଁଦିଆ ସରକାରୀ ହାଇସ୍କୁଲ ରେ ବର୍ତ୍ତମାନ ଦେଖିବାକୁ ମିଳିଛି ଶିକ୍ଷକ ମରୁଡି ,ଉକ୍ତ ବିଦ୍ୟାଳୟରେ ଆବଶ୍ୟକ ମୁତାବକ ଶିକ୍ଷକ ନଥିବାରୁ ଏଠାରେ ଶିକ୍ଷାଦାନ ଏକ ପ୍ରକାର ସ୍ଥାଣୁ ଅବସ୍ଥାରେ ଅଛି ଯାହାକୁ ନେଇ ଅଭିବାବକ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।
ଉକ୍ତ ବିଦ୍ୟାଳୟଟି୧୯୬୨ମସିହାରେ!-->!-->!-->…
ଟାଟା ଷ୍ଟିଲ ମେରାମଣ୍ଡଳୀ ପକ୍ଷରୁ ଗ୍ରାମୀଣ ଯୁବବର୍ଗଙ୍କ ପାଇଁ ‘ବାହ୍ୟ ନେତୃତ୍ୱ ଶିବିର’ ଆୟୋଜିତ
ସ୍ଥାନୀୟ ଯୁବବର୍ଗଙ୍କ ମଧ୍ୟରେ ନେତୃତ୍ୱ ଓ ପାରସ୍ପରିକ ଦକ୍ଷତାର ବିକାଶ ଲକ୍ଷ୍ୟରେ ଟାଟା ଷ୍ଟିଲ ମେରାମଣ୍ଡଳୀ ପକ୍ଷରୁ ଏହାର ଏକ ପ୍ରମୁଖ ପଦକ୍ଷେପ ‘ବାହ୍ୟ ନେତୃତ୍ୱ ଶିବିର’ କାର୍ଯ୍ୟକ୍ରମ ଅନ୍ତର୍ଗତ ଜୁନ୍ ୨୩ ତାରିଖରେ ଢେଙ୍କାନାଳର ନରେନ୍ଦ୍ରପୁରଠାରେ ଅବସ୍ଥିତ ଏହାର କାରଖାନା!-->…
ଘରେ ଧକ୍କା ହେଲା କାର: ଚାଳକ ମୃତ୍ୟୁକୁ ନେଇ ସନ୍ଦେହ !
ହିନ୍ଦୋଳ ଏନଏସି ରେ ଆଜି ସନ୍ଧ୍ୟା ୭ ଟାରେ ଏକ କାର ଜନୈକ ଘରେ ଧକ୍କା ଦେବା ଏବଂ ପରବର୍ତ୍ତୀ ସମୟରେ ଚାଳକ ଙ୍କ ଦେହରେ କିଛି କ୍ଷତ ନଥାଇ ମୃତ୍ୟୁ ବରଣ କରିବା ସାଧାରଣ ରେ ଆଲୋଡନ ସୃଷ୍ଟି କରିଛି।ଏହି ଘଟଣା କୁ ନେଇ ନିରପେକ୍ଷ ତଦନ୍ତ କରାଯିବା କୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।
ସୂଚନା!-->!-->!-->…
ସମବାୟ ସମିତି ନିର୍ବାଚନ କୁ ବିରୋଧ
କାମାକ୍ଷାନଗର ବ୍ଲକ ମହୁଲପାଳ ସମବାୟ ସମିତି ର ନିର୍ବାଚନ ଆସନ୍ତାକାଲି ଅନୁଷ୍ଠିତ ହେବ l ମାତ୍ର ସମବାୟ ସମିତି ନିର୍ବାଚନ କୁ ବିରୋଧ କରୁଛନ୍ତି କିଛି ପ୍ରାର୍ଥୀ l ପ୍ରାର୍ଥୀ ମାନଙ୍କ କହିବା ଅନୁସାରେ ସମବାୟ ନିର୍ବାଚନ ସମବାୟ ସମିତି ପରିସରରେ ହେବାର କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା l
!-->!-->!-->…
ସୁରପ୍ରତାପପୁର ସେବା ସମବାୟ ସମିତିର ସଭାପତି ଭାବେ ଚୟନ ହେଲେ ପୁଷ୍ପଲତା ରାଉତ
ସରିଛି ସମବାୟ ନିର୍ବାଚନ ।ନିର୍ବାଚିତ ହୋଇଛନ୍ତି ଡାଇରେକ୍ଟର ଏବେ ସଭାପତି ପଦଲାଗି ଚାଲିଛି ପ୍ରତିଦ୍ବନ୍ଦିତା । ଢେଙ୍କାନାକ ଜିଲ୍ଲା ଭୁବନ ବ୍ଲକ ସୁରପ୍ରତାପପୁର ସେବା ସମବାୟ ସମିତିରେ ଆଜି ଥିଲା ସଭାପତି ଚୟନ ତାରିଖ ।ଏହି ଅବସରରେ ଶ୍ରୀମତୀ ପୁଷ୍ପଲତା ରାଉତ ଏକ ମାତ୍ର ପ୍ରାର୍ଥୀନି ଭାବେ!-->…
ଏସ୍ଆର୍ଏଫ୍ଟିଆଇ ନିର୍ଦ୍ଦେଶକ ହେବେ ହିମାଂଶୁ ଶେଖର ଖଟୁଆ
ଓଡ଼ିଆ ଫିଲ୍ମ ନିର୍ଦ୍ଦେଶକ ହିମାଂଶୁ ଶେଖର ଖଟୁଆଙ୍କୁ କଲିକତା ସ୍ଥିତ ସତ୍ୟଜିତ ରାୟ ଫିଲ୍ମ ଆଣ୍ଡ୍ ଟେଲିଭିଜନ ଇନ୍ଷ୍ଟିଚ୍ୟୁଟ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ନିଯୁକ୍ତି ସଂକ୍ରାନ୍ତ କ୍ୟାବିନେଟ୍ ପକ୍ଷରୁ ପ୍ରକାଶିତ ଆଦେଶରେ ଏହା କୁହାଯାଇଛି ସେହିପରି ଏ ସଂପର୍କରେ କେନ୍ଦ୍ର!-->!-->!-->…
ନବବଧୂ ର ଆତ୍ମହତ୍ୟା , ପରିବାର ଆଣିଲା ହତ୍ୟା ଅଭିଯୋଗ
ଶୁକ୍ରବାର ଦିନ ମୋଟଙ୍ଗା ଥାନା ବଦାଳୁ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଘୋଡାଡିଆ ଗ୍ରାମ ରେ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି । ଖବର ନେବା ରେ ଜଣାଗଲା ଯେ ଅନଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ବସଲା ଗ୍ରାମ ର ଅନନ୍ତ ଚରଣ ବେହେରା ଙ୍କ ଭଉଣୀ ମଧୁସ୍ମିତା ବେହେରା ଗତ ତିନି ବର୍ଷ ତଳେ!-->…