News
lipub
samparksetu

ସଡ଼କ ଦୁର୍ଘଟଣା ରେ ସ୍ତ୍ରୀ ମୃତ ,ସ୍ଵାମୀ ଆହତ

ଢେଙ୍କାନାଳ ଜିଲ୍ଲା ସଦର ଥାନା ଢେଙ୍କାନାଳ-ଭାପୁର ରାସ୍ତାର ବଡଧୋଡା ଛକ ଠାରେ ସଡ଼କ ଦୁର୍ଘଟଣା ଘଟିଛି, ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ଜଣେ ଆହତ ହୋଇଛନ୍ତି । ସୂଚନା ମୁତାବକ ସିମିନଇ ଗ୍ରାମର ବିଭୁତି ସିଂତାଙ୍କ ପତ୍ନୀ ବାସନ୍ତୀ ଙ୍କୁ ନେଇ ବାଇକ ଯୋଗେ ନୂଆ ପାଟଣା

ଚୁମ୍ବନର ରଙ୍ଗ

ଚୁମ୍ବନର ରଙ୍ଗ ଖୋଜୁ ଖୋଜୁପହଞ୍ଚିଲି ଯାଇକ୍ଷତାକ୍ତ ଏକ ହୃଦୟ ପାଖରେବେହିସାବୀ ଗୋଟେ ମତୁଆଲାରଟଳମଳ ହଳେ ଓଠ ପାଖରେ...ସମାନ ସେଇ ନାଲି ରଙ୍ଗ ! ତୃଷାର୍ତ୍ତ ଚଞ୍ଚୁ, କ୍ଷତରୁ ଧାରଧାର ବହୁଥିବା ରକ୍ତ ଓବୈଶାଖ କରାଘାତରେ ଫୁଟିଥିବା କୃଷ୍ଣଚୂଡ଼ାର ପାଖୁଡ଼ାସବୁଠି ସେଇଦାଉଦାଉ ଏକା ନାଲି ରଙ୍ଗ !

ସାପ କାମୁଡାରେ ମହିଳା ମୃତ

କାମାକ୍ଷାନଗର ଥାନା ବାଇଶିଙ୍ଗା ପଞ୍ଚାୟତ ତେନ୍ତୁଳିସିଙ୍ଗା ଗ୍ରାମରେ ସାପ କାମୁଡାରେ ମହିଳାଙ୍କର ମୃତ୍ୟୁ ହୋଇଛି।ମୃତକ ହେଲେ ପ୍ରଶନ କୁମାର ପଣ୍ଡାଙ୍କ ସ୍ତ୍ରି ସରୋଜିନି ପଣ୍ଡା(୫୫)। ସୂଚନା ଅନୁଯାୟୀ , ଗତକାଲି ସରୋଜିନି ଘରେ କାମ କରୁଥିବା ବେଳେ ଏକ ବିଷାକ୍ତ ସାପ

ଢେଙ୍କାନାଳ ଜିଲ୍ଲାର ସାମଗ୍ରିକ ବିକାଶ ନିମନ୍ତେ ସମସ୍ତ ପ୍ରଗତିଶୀଳ ଅନୁଷ୍ଠାନ ମାନଙ୍କ ମହାମଂଚ

ଭୌଗଳିକ ଦୃଷ୍ଟି କୋଣରୁ ଢେଙ୍କାନାଳ ରାଜ୍ୟ ରାଜଧାନୀ ନିକଟରେ ଅବସ୍ଥିତ । ସ୍ୱାଧୀନତା ଆନ୍ଦୋଳନରୁ ଏଯାବତ୍ ସ୍ୱାଧିନୋତର ବାରତ ବର୍ଷକୁ ଢେଙ୍କାନାଳର ଅବଦାନ ଅତୁଳନୀୟ । ଏଇଠି ବିଶ୍ୱର ସର୍ବକନିଷ୍ଠ ଶହୀଦ ବାଜିରାଉତ ଠାରୁ ଆରମ୍ଭ କରି ଓଡିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ଶ୍ରୀମତୀ ନନ୍ଦିନୀ

ସହର ମଧ୍ୟରୁ ୧୨ଫୁଟର ଅଜଗର ଉଦ୍ଧାର

ଢେଙ୍କାନାଳ ସହରର ଖମାର ସାହିଠାରୁ ଜଣେ ବ୍ୟକ୍ତିଙ୍କ ଘରୁ ଏକ ୧୨ଫୁଟର ଅଜଗରକୁ ଉଦ୍ଧାର କରିଛି ସାପ ଉଦ୍ଧାର କରି ଦଳ । ଏହି ୧୨ ଫୁଟର ଅଜଗର ସାପଟିକୁ ଉଦ୍ଧାର କରି ସୁରକ୍ଷିତ ଭାବେ ଜଂଗଲରେ ଛାଡି ଦିଆଯାଇଛି। ସୁଚନା ଅନୁଯାୟୀ ଖମାର ସାହିର ଦେବାଶିଷ ରଥଙ୍କ ଘର ଏକ ଅଜଗର ସାପ ପସି ଯାଇଥିଲା।

ମହୁଲଖୋଳିରେ ହରିଜନ ପରିବାର ଉପରେ ଆକ୍ରୋଶ ;୧୦ ହଜାର ନଦେଲେ ନିଆଁ ପାଣି ବାସନ୍ଦ,ଉପଜିଲ୍ଲାପାଳଙ୍କୁ ଫେରାଦ

ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଦେଓଗାଁ ଫାଣ୍ଡି ମହୁଲଖୋଳି ଗ୍ରାମରେ ପୂର୍ବ ଶତୃତାକୁ ନେଇ ଗ୍ରାମ କମିଟିର କିଛି ବ୍ୟକ୍ତି ଏକଛତ୍ରବାଦ ଶାସନ ଚଳାଇଛନ୍ତି । ବ୍ୟକ୍ତିଗତ ଶତୃତାକୁ ନେଇ ହରିଜନ ପରିବାରକୁ ୧୦ ହଜାରଟଙ୍କା ନଦେଲେ ନିଆଁପାଣି ବାସନ୍ଦ କରିବା ସହିତ ଜମିରେ ଗାତ ଖୋଳି ଦେଇଥିବା

ଶିକ୍ଷାଦାନ ର ବିକଳ ଚିତ୍ର, ଗୋଟିଏ କକ୍ଷରେ ଚାଲିଛି ପାଠପଢ଼ା

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଦଶିପୁର ପଞ୍ଚାୟତ କୁସୁମୁଣ୍ଡିଆ (କ) ପ୍ରାଥମିକ ବିଦ୍ୟାଳୟ ଟି ଏବେ ବହୁତ୍ ଅବ୍ୟବସ୍ଥା ଭିତରେ ଗତି କରୁଚି । ଶିକ୍ଷାଦାନ ପାଇଁ ଯେଉଁ ମୌଳିକ ବ୍ୟବସ୍ଥା ଟିକେ ରହିବା କଥା ଏଠାରେ ନାହିଁ । କେବଳ କାଗଜ କଲମ ରେ ଏହା ଚାଲିଲା ଭଳି ମନେହୁଏ । ସରକାର

ଉତ୍କଳ ସର୍ବୋଦୟ ମଣ୍ଡଳ ଢେଙ୍କାନାଳ ଶାଖାର ସମ୍ମିଳନୀ

ଉତ୍କଳ ସର୍ବୋଦୟ ମଣ୍ଡଳ ଢେଙ୍କାନାଳ ଶାଖାର ସମ୍ମିଳନୀ ସ୍ଥାନୀୟ ଗାନ୍ଧୀ ଅଧ୍ୟୟନ କେନ୍ଦ୍ର ଠାରେ ଜିଲ୍ଲା ସଭାପତି ପ୍ରଦୀପ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ପ୍ରାରମ୍ଭରେ ମଣ୍ଡଳର ଜିଲ୍ଲା ସମ୍ପାଦିକା ବନିତା ସାମଲ ଜିଲ୍ଲାର ସାଙ୍ଗଠନିକ ସ୍ଥିତି ଓ ଆଗାମୀ ଦିନର କାର୍ଯ୍ୟ ସୂଚୀ

ଜଙ୍ଗଲ ଭିତରୁ ବାଘର ମୃତଦେହ ଉଦ୍ଧାର

ଢେଙ୍କାନାଳ ବନଖଣ୍ଡ ଅନ୍ତର୍ଗତ ହିନ୍ଦୋଳ ଫରେଷ୍ଟ ରେଞ୍ଜ ଅଞ୍ଚଳରୁ ଏକ କଲରାପତରିଆ ବାଘର ମୃତଦେହ ଉଦ୍ଧାର କରାଯାଇଛି ।ଜଙ୍ଗଲରେ ବିଛା ଯାଇଥିବା ଜାଲରେ ପଡ଼ି ବାଘର ମୃତ୍ୟୁ ଘଟିଥିବା ବେଳେ ବାଘ ଟିର ମୃତ୍ୟୁ ପ୍ରାୟ ୪ ଦିନ ତଳେ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ଢେଙ୍କାନାଳ

ଟାଟା ଷ୍ଟିଲ ମେରାମଣ୍ଡଳୀ ପକ୍ଷରୁ ଢେଙ୍କାନାଳରେ ଭଲିବଲକୁ ପ୍ରୋତ୍ସାହନ

ଏକ ଶତାବ୍ଦୀ ଧରି ଟାଟା ଷ୍ଟିଲରେ କ୍ରୀଡ଼ା ଓ କ୍ରୀଡ଼ାବିତ୍‌ଙ୍କୁ ପ୍ରୋତ୍ସାହନ ଓ ସହାୟତାର ଏକ ସୁଦୀର୍ଘ ପରମ୍ପରା ରହିଆସିଛି । ନିଜ ଏକାଡେମୀ ମାଧ୍ୟମରେ ହକି, ଫୁଟବଲ ଓ ତୀରନ୍ଦାଜୀ ଭଳି କ୍ରୀଡ଼ାବିତ୍‌ଙ୍କ ଦକ୍ଷତାର ବିକାଶ କରାଯାଉଥିବାବେଳେ ଏହି ଇସ୍ପାତ କମ୍ପାନୀ ପକ୍ଷରୁ ଏହା
error: Content is protected !!