News
lipub
samparksetu

ମା ପାର୍ବତୀଙ୍କ ମନ୍ଦିରର ରତ୍ନମୁଦ ଉତ୍ସବ

ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ପଞ୍ଚାୟତ ଅନ୍ତର୍ଗତ ନାଟିମା ଗ୍ରାମରେ ଥିବା ବିଶେଶ୍ୱର ମହାଦେବ ମନ୍ଦିର ପରିସରରେ ମା ପାର୍ବତୀଙ୍କ ମନ୍ଦିରର ରତ୍ନମୁଦ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଗ୍ରାମର ବରିଷ୍ଠ କର୍ମକର୍ତ୍ତା ନାରାୟଣ ପ୍ରସାଦ ବେହେରା କହିବା ଅନୁଯାୟୀ ଏହି ବିଶେଶ୍ୱର ମହାଦେବ ମନ୍ଦିର

୫ଟି ସ୍କୁଲ ନିର୍ମାଣରେ ଅନିୟମିତତା ଅଭିଯୋଗ ଆଣିଲେ ଗ୍ରାମବାସୀ,ରଙ୍ଗ ଲଗାଇ ଚଳୁ କରିନେଲେ ଲକ୍ଷାଧିକ ଟଙ୍କା

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ୍ ଅନ୍ତର୍ଗତ ବାରିହାପୁର ଉଚ୍ଚ ବିଦ୍ୟାଳୟରେ ହୋଇଥିବା ୫ଟି ସ୍କୁଲ୍ କାର୍ଯ୍ୟରେ ଅନିୟମିତତା ର ଅଭିଯୋଗ ଆଣିଲେ ଅଭିଭାବକ। ଓଡ଼ିଶା ସରକାର ବିଦ୍ୟାଳୟ ଗୁଡିକରେ କୋଟି କୋଟି ଟଙ୍କା ବ୍ୟୟ ରେ ନିର୍ମାଣ କରୁଛନ୍ତି ୫ଟି ସ୍କୁଲ୍ । କିନ୍ତୁ ଏଠି ୫ଟି ନାରେ ଟଙ୍କା

ଅଭିଶପ୍ତ କୃଷକ

ହେ କୃଷକ………ଧରଣୀବୁକୁରେ ଲଙ୍ଗଳମୁନରେଅକ୍ଷତ ଚି଼ହ୍ନର ଦାଗ |ପ୍ରାରମ୍ଭକର ଭୀମହୁଙ୍କାରେପ୍ରଚଣ୍ଡ ନିଦାଘେରାଗ || ହେ କୃଷକ…………..ଶସ୍ୟସମ୍ଭାର ଅଙ୍କୁରିତବୀଜର ହୃଦରେ !!!ଅନାୟସରେ ଲହୁଲୁହମେଞ୍ଚାକରିଲୋଟିପଡ ଧରାବକ୍ଷରେ |ହେ କୃଷକ………….ବସୁନ୍ଧରାକୁ ପିନ୍ଧାଅ ସବୁଜପାଟଶାଢ଼ୀବିଧିରବିଧାନ

ରାଜ୍ୟର ଏକମାତ୍ର ଗୋ-ସଦନ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ବ୍ଲକ ଅନ୍ତର୍ଗତ ବାବନ୍ଧ ଗ୍ରାମଠାରେ ଥିବା ରାଜ୍ୟର ଏକମାତ୍ର ସର୍ବ ବୃହତ ଗୋ ସଦନ ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିବା ବେଳେ ଏହା ଦୀର୍ଘଦିନ ହେବ ବନ୍ଦ ପଡିଛି। । ଏହି ଗୋସଦନର ଜମିକୁ କେତେକ ବ୍ୟକ୍ତି ଜବର ଦଖଲକରି ଘରଦ୍ବାର ନିର୍ମାଣ କରିଥିବା ବେଳେ ଏଠାରେ

ଘରେ ପଶି ଲୁଟିଲେ ସୁନାଚେନ୍ !

ଭୁବନ ଏନଏସି ୱାର୍ଡ ନମ୍ବର ୩ ଅନ୍ତର୍ଗତ ଭୁବନ ସିଭିଲ କୋର୍ଟ ବାଉଣ୍ଡାରି ୱାଲ କୁ ଲାଗି RWSS ସେକ୍ସନ କମ୍ପାଉଣ୍ଡ କ୍ଵାଟର ଭିତରେ ପଶି କିଛି ଦୁର୍ବୃତ୍ତ ମହିଳାଙ୍କ ବେକରୁ ୧୭ ଗ୍ରାମର ଏକ ସୁନାଚେନ ଛିଡାଇ ନେଇଯିବାର ଅଭିଯୋଗ ହୋଇଛି । RWSS ସେକ୍ସନ ରେ କାର୍ଯ୍ୟରତ ଶ୍ରୀଯୁକ୍ତ ପ୍ରମୋଦ

ଢେଙ୍କାନାଳ ସ୍ଵୟଂଶାସିତ ମହାବିଦ୍ୟାଳୟ ରେ ଗଣିତ ବିଭାଗରେ ବାର୍ଷିକ ଉତ୍ସବ

ଢେଙ୍କାନାଳ ସ୍ଵୟଂଶାସିତ ମହାବିଦ୍ୟାଳୟ ରେ ଗଣିତ ବିଭାଗର ବାର୍ଷିକ ଉତ୍ସବ ପଠନ କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ରଞ୍ଜିତ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପିଲାମାନଙ୍କୁ ତାଙ୍କର ଭବିଷ୍ୟତ ଗଠନ ଉଦ୍ଦେଶ୍ୟରେ ଉଦ୍‌ବୋଧନ ଦେଇ ସେମାନଙ୍କୁ

କରୋନା ଏବଂ ଅନଲାଇନ ବ୍ୟବସାୟର ପ୍ରଭାବରେ ଉଠା ଦୋକାନୀ ଠାରୁ ଆରମ୍ଭ କରି ସଫିଂମଲ

ଢେଙ୍କାନାଳ ଜିଲ୍ଲାରେ କରୋନା ଏବଂ ଅନଲାଇନ ବ୍ୟବସାୟର ପ୍ରଭାବ ଉଠା ଦୋକାନୀ ଠାରୁ ଆରମ୍ଭ କରି ସଫିଂ ମଲ ପର୍ଯ୍ୟନ୍ତ ପଡିଛି । ଫଳରେ ଲକ୍ଷାଧିକ ଟଙ୍କା ଋଣ କରି ଏବେ ଦାଣ୍ଡର ଭିକାରୀ ସାଜିବା ସାରହୋଇଛି । ଏଭଳି କ୍ଷତି ସହିଥିବା ବ୍ୟବସାୟୀଙ୍କୁ କେନ୍ଦ୍ର ସରକାରଙ୍କ ତରଫରୁ ସହାୟତା ପ୍ରଦାନ

ହରି ଭଇର ବାହାଘର

ଦୁଇଟି ହୃଦୟ ଗୋଟିଏ ଆତ୍ମାର ମିଳନ ନାମଟି ଅଟେ ଏହାର ବାହାଘରପବିତ୍ର ବନ୍ଧନ ଆଉ ଏ ପବିତ୍ର ମିଳନ ଆମ ହରି ଭାଈ ଓ ସ୍ମୃତିରେଖାର ll ପସନ୍ଦ ଏ ଯୋଗ୍ୟ ଅଟେ ଆମ ହରି

ଦୁର୍ଘଟଣାରେ ବ୍ୟବସାୟୀଙ୍କ ମୃତ୍ୟୁ,ଉତ୍ତ୍ୟକ୍ତ ଲୋକେ ବସ ରେ ଲଗାଇଲେ ନିଆଁ !

ଢେଙ୍କାନାଳ କାମାକ୍ଷାନଗର ପୂର୍ତ୍ତ ବିଭାଗ ରାସ୍ତାର ଜଡାପାଳ ନିକଟରେ ଯାତ୍ରୀବାହୀ ବସ ସହ ବାଇକ୍ ଦୁର୍ଘଟଣା ପରେ ଜଣେ ବ୍ୟବସାୟୀ ମୃତ୍ୟୁ ବରଣ କରିଛନ୍ତି। ସୂଚନା ଅନୁଯାୟୀ ତୁମୁସିଙ୍ଗା ଥାନା ଅନ୍ତର୍ଗତ ଶ୍ରୀମୂଳା ଗାଁ ର ମୁକୁନ୍ଦ ସାହୁ(ମକରା) ଆଜି ସକାଳେ ବନ୍ଧୁ ଘର ରେକୁଳା ଯାଇଥିଲେ।
error: Content is protected !!