News
lipub
samparksetu

ପୋଖରୀରେ ବୁଡି ନାବାଳକ ମୃତ

ଭୁବନ ଥାନା ଭୁଷଳ ପଞ୍ଚାୟତ ଅନ୍ତର୍ଗତ କଞ୍ଚନବାହାଳୀ ଦେହୁରୀ ସାହିର ଜଣେ ନାବାଳକ ପୋଖରୀରେ ବୁଡି ମୃତ୍ୟୁ ବରଣ କରିଛନ୍ତି ।. ମୃତକ ହେଲେବଶୁକାନ୍ତି ମୁଣ୍ଡାଙ୍କ ପୁତ୍ର ରାଜେଶ ମୁଣ୍ଡା (୬) । ଶୁଣାନ୍ତିଙ୍କ ସ୍ବାମୀ ସୁନିଆଁ ମୁଣ୍ଡା ସୁଦୂର ଚେନାଇରେ ଦାଦନ ଶ୍ରମିକ ଭାବେ କାର୍ଯ୍ୟରତ ।

ସ୍ଵପ୍ନ

ସ୍ୱପ୍ନଟିଏ ଦେଖିଥିଲି ରାତିରେଜହ୍ନ, ତାରାସବୁ ଊଣା;ସୂରୁଜର ତତଲା ଛାତିରେ … ନୀରବ ଥିଲା ଓଠ ଆଉ ଆଖିଗଙ୍ଗଶିଉଳି ପଡିଥିଲା ସାକ୍ଷୀ,ସ୍ୱପ୍ନରେ ଯାହା ସବୁ ଦେଖିଥିଲି ମୁଁବିଶ୍ୱାସ ପରିଧିକୁ ଲାଗି ବିଂଚି ହେଇପଡିଥିଲାଅବିଶ୍ୱାସର କେଇ ପାଖୁଡା କେତକିି । ନିଅନ୍ ଆଲୁଅର ଛାଇ ତଳେରାତି ବଢେ,

ବାବନ୍ଧ ଗ୍ରାମକୁ ଅଭିଶାପ ଖଣି ଖାଦାନ : ବଢୁଛି କିଡନୀ ରୋଗ,ଲୋକଙ୍କ ମୃତ୍ୟୁ ପରେ ବି ଚେତୁନି ପ୍ରଶାସନ

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ବାବନ୍ଧ ଗ୍ରାମବାସୀ ମାନଙ୍କ ପାଇଁ ଖଣି ଖାଦାନ ପାଲଟିଛି ଅଭିଶାପ । ଖଣି ଖାଦାନ ଖୋଳି ମାଫିଆ ମାନେ ଲାଭବାନ ହେଉଥିବା ବେଳେ ଗରୀବ ନିରୀହ ଅସହାୟ ଲୋକ କିଡନୀ ରୋଗରେ ଆକ୍ରାନ୍ତ ହୋଇ ଅକାଳରେ ମୃତ୍ୟୁ ବରଣ କରୁଛନ୍ତି । ଢେଙ୍କାନାଳ ଜିଲ୍ଲା

ଅଜଣା ଗାଡ଼ି ଧକ୍କାରେ ସାଇକେଲ ଆରୋହୀ ମୃତ, ଦେଖିବାକୁ ଆସି ବାଇକ୍ ଧକ୍କାରେ ଶାଶୁ ଗୁରୁତର

୧୪୯ ନଂ ଜାତୀୟ ରାଜପଥ ଉପରେ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ । ସୂଚନା ମୁତାବକ ପରଜଙ୍ଗ ଥାନା ଦଦରାଘାଟି ଫାଣ୍ଡି ଅନ୍ତର୍ଗତ ୧୪୯ ନଂ ଜାତୀୟ ରାଜପଥ ରଙ୍ଗଥଳୀ ପ୍ରାଥମିକ ବିଦ୍ୟାଳୟ ପାଖରେ ଏକ ଅଜଣା ଗାଡ଼ି ଧକ୍କାରେ ସାଇକେଲ ଆରୋହୀ ଙ୍କ ମୃତ୍ୟୁ ଘଟିଛି । ମୃତ ବ୍ୟକ୍ତି ଜଣକ ହେଲେ

ଜିଲ୍ଲାରେ ଚୋରା ବନ୍ଧୁକର ବ୍ୟାପକ ବ୍ୟବହାର ; ପୋଲିସ ପ୍ରଶାସନ ନିରବଦ୍ରଷ୍ଟା

ଢେଙ୍କାନାଳ ଜିଲ୍ଲାରେ ଦେଶୀ ବିଦେଶୀ ବନ୍ଧୁକ କାରବାର ବୃଦ୍ଧି ପାଇଛି । କଥା କଥାକେ ଫୁଟୁଛି ଗୁଳି । କେତେବେଳେ ରାଜନୈତିକ ଛକାପଞ୍ଝାକୁ ନେଇ ତ କେତେବେଳେ ବାଲିଘାଟ,ପଥରଖଣି ତକେତେବେଳେ ଶିକାର ପାଇଁ ବ୍ୟବହାର ହେଉଛି ବନ୍ଧକୁ । ଚୋରା ବନ୍ଧକୁ ଆସୁଛି କେଉଁଠାରୁ ଏବଂ ଦେଶୀ ବନ୍ଧକୁ ନିର୍ମାଣ

ଭାରସ୍ୟାମ ହରାଇ ଗଛରେ ପିଟିହେଲା ବାଇକ , ଜଣେ ଗୁରୁତର

ଭାରସାମ୍ୟ ହରାଇ ମୋଟର ସାଇକେଲ ଦୁର୍ଘଟଣାରେ ଜଣେ ଗୁରୁତର l ଗୁରୁତର ଜଣକ ହେଲେ କଙ୍କଡାହାଡ଼ ଥାନା ସମାକୁଦ ଗ୍ରାମ ର ଅଜିତ ବେହେରା l ସୂଚନା ଅନୁସାରେ, ଆଜି ସନ୍ଧ୍ୟା ସମୟରେ ନିଜ ଘରୁ ଏକ ମୋଟର ସାଇକେଲ ଯୋଗେ ଅଜିତ ଗାଁ ରେ ଥିବା ଅନ୍ୟ ଏକ ସାହିକୁ ଯାଉଥିବା ବେଳେ ଭାରସାମ୍ୟ ହରାଇ ଗଛରେ

ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି ଟୁନା

ଭୁବନ ବ୍ଲକ ବାଲିବୋ ପଂଚାୟତ ଅନ୍ତର୍ଗତ ଅନନ୍ତପୁର ଗାଁ ର ଟୁନା ଦେହୁରୀ(୨୭)ଗତ ୪ତାରିଖ ରାତିରେ ନିଜ ଛାତ ଉପରେ ଶୋଇଥିବା ସମୟରେ ଅଚାନକ ଛାତରୁ ପଡି ଗୁରୁତର ହୋଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଭୁବନ ଡାକ୍ତରଖାନା ପରେ ତାଳୟ କଟକ ମେଡିକାଲକୁ ପଠାଯାଇଥିଲା, କିନ୍ତୁ ସେଠାରେ ୧୦

ମେସିନ ଲଗାଇ ମନରେଗା କାର୍ଯ୍ୟ , ବିଡିଓଙ୍କୁ ଶ୍ରମିକଙ୍କ ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ଶୂନ

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ବେଗା ପଞ୍ଚାୟତରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମ୍ୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଶ୍ରମିକ ବଦଳରେ ମେସିନରେ କାର୍ଯ୍ୟ ହେଉଥିବା ଶ୍ରମିକ ମାନେ ବିଡ଼ିଓ ଙ୍କୁ ଲିଖିତ ଭାବରେ ଜଣାଇଛନ୍ତି । ଏହା ପରେ ମଧ୍ୟ କୌଣସି କାର୍ଯ୍ୟ।ନୁୂଷ୍ଠାନ ନହେବାରୁ ଶ୍ରମିକ

ଢେଙ୍କାନାଳ ଜିଲ୍ଲାରେ ଅବହେଳିତ ମଠ ମନ୍ଦିର ,ଜବର ଦଖଲକାରୀଙ୍କ ନିୟନ୍ତ୍ରଣରେ ହଜାର ହଜାର ଏକର ଜମି

ଢେଙ୍କାନାଳ ଜିଲ୍ଲାରେ ଥିବା ମଠ ମନ୍ଦିର ଜମିରେ ମାଫିଆଙ୍କ ରାଜ ।ଦେବୋତ୍ତର ବିଭାଗର ଜ୍ଞାତସାରରେ ଜମିମାଫିଆ ମାନେ ହଜାର ହଜାର ଏକର ଜମିକୁ ନିଜ ନିୟନ୍ତ୍ରଣରେ ରଖିଥିବା ବେଳେ କୋଟି କୋଟି ଟଙ୍କା ଲାଭବାନ ହେଉଛନ୍ତି । କିନ୍ତୁ ଜିଲ୍ଲାରେ ଥିବା ମଠ ମନ୍ଦିର ଗୁଡିକ ଅବହେଳିତ ଅବସ୍ଥାରେ ରହିଥିବା

ରାସ୍ତା କଡରେ ଛିଡା ହୋଇଥିବା ଟିପରକୁ ଧକ୍କା ଦେଲା ଦଶ ଚକିଆ ଟ୍ରକ ; ଡ୍ରାଇଭର ମୃତ

ଜାତୀୟ ରାଜପଥ ୫୩ କଡରେ ଛିଡା ହୋଇଥିବା ଟିପରକୁ ଧକ୍କା ଦେଲା ଦଶ ଚକିଆ ଟ୍ରକ। ଘଟଣାସ୍ଥଳରେ ଦଶ ଚକିଆ ଟ୍ରକ ଡ୍ରାଇଭରର ମୃତ୍ୟୁ ଘଟିଛି । ସୁଚନା ଅନୁଯାୟୀ , ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୫୩ ଟିପିଲେଇ ଛକ ନିକଟରେଥିବା ପୋଖରୀ କଡ଼ ରେ ଘଟିଛି ଦୁର୍ଘଟଣା ।
error: Content is protected !!