ଚାରି ବର୍ଷ ର ଶିଶୁ ପୁତ୍ର କୁ ଦଳିଦେଲା ଦନ୍ତା ,ସ୍ଥାନୀୟ ଅଂଚଳ ରେ ଆତଙ୍କ
ଦନ୍ତା ଆକ୍ରମଣରେ ଶିଶୁ ମୃତ। ନୀରିହ ଶିଶୁକୁ ଦଳି ମାରିଦେଲା ହାତୀ। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି।
ସୂଚନାଅନୁଯାୟୀ, ଦନ୍ତା ଆକ୍ରମଣରେ ଜଣେ ୪ ବର୍ଷର ଶିଶୁର ମୃତ୍ୟୁ ଘଟିଛି। ମୃତକ ଶିଶୁ ପୁତ୍ର ହେଲେ ପଶ୍ଚିମାଞ୍ଚଳ ରେଞ୍ଜ ମହୁଲଡଗର ଗ୍ରାମର!-->!-->!-->…
ଯୌତୁକ ଟଙ୍କା ନମିଳିବାରୁ ଆଠ ମାସର ଶିଶୁ କୁ ଧରି ଫେରାର ଥିବା ସ୍ୱାମୀ ଠାରୁ ଶିଶୁ ପୁତ୍ରକୁ ଉଦ୍ଧାର କଲା ପୋଲିସ
ଯୌତୁକ ଟଙ୍କା ନମିଳିବାରୁ ୮ ମାସର ଶିଶୁପୁତ୍ରକୁ ଧରି ସ୍ଵାମୀ ଫେରାର ହେବା ପରେ ଥାନାର ଦ୍ଵାରସ୍ଥ ହେଇ ଥିଲେ ମହିଳା। ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ବେଲପାଳ ଗ୍ରାମରେ ଏଭଳି ଘଟଣା ଘଟିଛି। ଭୁବନ ଥାନା ପୋଲିସ ଏନେଇ ଅଧିକ ତଦନ୍ତ କରି ନିହାଲପ୍ରସାଦ ପୋଲିସ ସହାୟତା ରେ କାଶୀପୁର ରୁ!-->…
ରାଜନୈତିକ ଅପହରଣ ! ପୁସିଂ କାର୍ଡ ଛପାଇବାକୁ ଯାଇ ପ୍ରାର୍ଥୀ ନିଖୋଜ
ଢେଙ୍କାନାଳରେ ଭୋଟ୍ ପ୍ରଚାର ପାଇଁ ପୁସିଂ କାର୍ଡ ଛପାଇବାକୁ ଯାଇଥିବା ସମିତିସଭ୍ୟ ପ୍ରାର୍ଥୀ ନିଖୋଜ ହୋଇ ଯାଇଥିବା ଅଭିଯୋଗ ହୋଇଛି । ଏନେଇ କଣ୍ଟାବଣିଆ ଥାନାରେ ଏତଲା ଦେଇଛନ୍ତି ନିଖୋଜ ସମିତିସଭ୍ୟ ପ୍ରାର୍ଥୀ ସୁବ୍ରତ ବେହେରାଙ୍କ ପରିବାର ଲୋକ । ରାସ୍ତାରେ ତାଙ୍କର ଚପଲ ଏବଂ ବାଇକ୍ ପଡିଛି!-->…
ଗାଡି ଧକ୍କାରେ ମେଡିକାଲ କର୍ମଚାରୀ ମୃତ ; କ୍ଷତିପୁରଣ ଦାବିରେ ଜାତୀୟରାଜପଥ ଅବରୋଧ
ଅଜଣା ଗାଡି ଧକ୍କାରେ ମେଡିକାଲ ସଫେଇ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ କାମାକ୍ଷାନଗର ମେଡିକାଲର ସଫେଇ କର୍ମଚାରି ମଙ୍ଗରାଜ ନାଏକ। କ୍ଷତିପୁରଣ ଦାବିରେ ୫୩ ନଂ ଜାତୀୟରାଜପଥ ଟାଙ୍ଗରପଡା ଠାରେ ଅବରୋଧ କରିଛନ୍ତି ସ୍ଥାନୀୟ ଲୋକେ ।
ସୂଚନାଅନୁଯାୟୀ , ମଙ୍ଗରାଜଙ୍କ ଘର ଭୂବନ ଥାନା!-->!-->!-->…
ଢେଙ୍କାନାଳ ଡାକ ମଣ୍ଡଳ ତରଫରୁ ଡାକ ଜୀବନ ବୀମା ଦିବସ ପାଳିତ
ଢେଙ୍କାନାଳ ଡାକ ମଣ୍ଡଳ କୋଭିଡ ମହାମାରୀକୁ ଦୃଷ୍ଟିରେ ରଖି ଢେଙ୍କାନାଳ ପ୍ରଧାନ ଡାକଘର ପ୍ରଶିକ୍ଷଣ କେନ୍ଦ୍ରରେ ଅନଲାଇନ ଗୁଗୁଲ ମିଟ ମାଧ୍ୟମରେ ଡାକ ଜୀବନ ବୀମା ଦିବସ ପାଳିତ ହୋଇଯାଇଅଛି।
ଭାରତୀୟ ଡାକ ବିଭାଗ ଡାକ ଜୀବନ ବୀମା ସେବା ୧ ଫେବୃଆରୀ ୧୮୮୪ ମସିହାଠାରୁ ଆରମ୍ଭକରି ଆଜକୁ ପ୍ରାୟ!-->!-->!-->…
ଟାଟା ଷ୍ଟିଲ ମେରାମଣ୍ଡଳୀ ସିଆଇଆଇ-ଆଇଟିସି ସଷ୍ଟେନେବିଲିଟି ପୁରସ୍କାର ୨୦୨୧ରେ ସମ୍ମାନିତ
ପର୍ଯ୍ୟାବରଣ କ୍ଷେତ୍ରରେ ଦୀର୍ଘସ୍ଥାୟିତ୍ୱ ଓ ଅଭିନବ ପଦକ୍ଷେପ ନିମନ୍ତେ ଟାଟା ଷ୍ଟିଲ ମେରାମଣ୍ଡଳୀକୁ ପର୍ଯ୍ୟାବରଣରେ ଉତ୍କର୍ଷତା ପାଇଁ ସିଆଇଆଇ-ଆଇଟିସି ଦୀର୍ଘସ୍ଥାୟୀତ୍ୱ ପୁରସ୍କାର ୨୦୨୧ରେ ସମ୍ମାନିତ କରାଯାଇଛି ।
ଜାନୁଆରୀ ୩୧ ତାରିଖରେ ଭର୍ଚୁଆଲ ମଂଚରେ ଆୟୋଜିତ ୧୬ତମ ସିଆଇଆଇ-ଆଇଟିସି!-->!-->!-->…
ଯୌତୁକ ଟଙ୍କା ନମିଳିବାରୁ ଆଠ ମାସ ର ଶିଶୁ ପୁତ୍ରକୁ ଧରି ସ୍ୱାମୀ ଫେରାର
ଯୌତୁକ ଟଙ୍କା ନମିଳିବାରୁ ୮ ମାସର ଶିଶୁପୁତ୍ରକୁ ଧରି ସ୍ଵାମୀ ଫେରାର୍। ଥାନାର ଦ୍ଵାରସ୍ଥ ହେଲେ ମହିଳା। ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ବେଲପାଳ ଗ୍ରାମରେ ଏଭଳି ଘଟଣା ଘଟିଛି। ଭୁବନ ଥାନା ପୋଲିସ ଏନେଇ ଅଧିକ ତଦନ୍ତ କରୁଛି।
ସୂଚନାଅନୁଯାୟୀ, ଭୁବନ ଥାନା ବେଲପାଳ ଗ୍ରାମର ଲକ୍ଷ୍ମୀଧର!-->!-->!-->…
ଜିଲ୍ଲା ର ବିଭନ୍ନ ସ୍ଥାନରେ ଅଗ୍ନିକାଣ୍ଡ , ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
ଢେଙ୍କାନାଳ ସଦର ଥାନା ସାରିଆପଡା ଗାଁରେ ଅଗ୍ନିକାଣ୍ଡ । ବିଦ୍ୟୁତ ସର୍ଟ ସର୍କିଟରୁ ଜଳିଗଲା ୪ବଖରା ଘର ଓ ଗୁହାଳ । ନିଆଁରେ ପୋଡ଼ି ହୋଇ ବାଛୁରୀ ମୃତ ଓ ଗାଈ ଗୁରୁତର । ଲକ୍ଷାଧିକ ଟଙ୍କାର ସମାଗ୍ରୀ ଓ ଧାନ ଚାଉଳ ପୋଡି ପାଉଁଶ ।
ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ସାରିଆପଡ଼ା!-->!-->!-->…
ସଡ଼କ ଦୁର୍ଘଟଣାରେ ଛାତ୍ର ଗୁରୁତର!
ଆଲୁଅଝରଣ-ଭାଲୂମୁଣ୍ଡା ପୂର୍ତ୍ତ ବିଭାଗ ରାସ୍ତାର ତୁମୁସିଙ୍ଗା ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ ଛାତ୍ର ଗୁରୁତର ଭାବରେ ଆହତ ହୋଇଛନ୍ତି। ପ୍ରତ୍ୟେକ୍ଷ ଦର୍ଶୀଙ୍କ କହିବା ଅନୁସାରେ ଆଜି ଅପରାହ୍ନରେ ଏକ ପିକ୍ଅପ ଭ୍ୟାନ ଆଲୁଅଝରଣ ଅଭିମୁଖେ ଯାଉଥିବା ସମୟରେ ଛାତ୍ର ଜଣକ!-->…
ଅଶ୍ଳୀଳ ଫୋଟ ଭାଇରାଲ କରି ଯୁବକ ଗିରଫ
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ସାନ୍ଦା ଫାଣ୍ଡି ସାନ୍ଦା ଗ୍ରାମର କୃଷ୍ଣଚନ୍ଦ୍ର ଭୁକ୍ତା ଙ୍କ ପୁଅ କାଳିଆ ଓରଫ ସୁବ୍ରତ କୁମାର ଭୁକ୍ତା(୨୭)ପାଖ ଅଞ୍ଚଳର ଏକ ଜୈନିକ ଝିଅର ଅଶ୍ଲୀଳ ଫଟୋ ଉତ୍ତୋଳନ କରି ଭାଇରାଲ କରିବା ହେଲା ମହଙ୍ଗା ।
ସୂଚନା ମୁତାବକ ଉକ୍ତ ଜୈନିକ ଝିଅର ବିବାହ ପ୍ରସ୍ତାବ!-->!-->!-->…