ପଞ୍ଚାୟତ ନିର୍ବାଚନ ସୁପରିଚାଳନା ପାଇଁ ପ୍ରଶାସନ ଓ ପୋଲିସ ସମନ୍ୱୟ ବୈଠକ ; ଅବାଧ ମୁକ୍ତ ଓ ନିରପେକ୍ଷ ନିର୍ବାଚନ ଉପରେ…
ଢେଙ୍କାନାଳ ଜିଲ୍ଲାରେ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ସୁପରିଚାଳନା ନିମନ୍ତେ ଜିଲ୍ଲା ପ୍ରଶାସନ ଏବଂ ପୋଳିସର ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ଉତ୍ତେଜନା ପ୍ରବଣ ଇଲାକା ରେ ପୋଲିସ ପ୍ରଶାସନ ପକ୍ଷରୁ ଆବଶ୍ୟକ ପାଟ୍ରୋଲିଂ ବ୍ୟବସ୍ଥା କରାଯିବ ।
କେହି ନିର୍ବାଚନ ଆଚରଣ!-->!-->!-->…
୬ ବର୍ଷ ହେଲା ଅନ୍ଧାର କୁଡ଼ିଆରେ ପରିବାର
ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଲୋକଙ୍କ ନିମନ୍ତେ ସରକାର ଅନେକ ଯୋଜନା କରୁଛନ୍ତି । ପେତ୍ୟେକ ଗରିବ ପରିବାରକୁ ଘର , ମାଗଣା ବିଜୁଳି ସଂଯୋଗ , ପାଣି ଓ ମାଗଣାରେ ଘରୋଇ ଡାକ୍ତରଖାନାରେ ଚିକିତ୍ସ। ପାଇଁ ଯୋଜନା କରିଛନ୍ତି ।
ହେଲେ ଆଜି ବି ଏମିତି ପରିବାର ଅଛି ଯେଉଁ ଘରକୁ ବିଜୁଳି ନାହିଁ , ଘର!-->!-->!-->…
ପୁଅର ମୃତ୍ୟୁକୁ ନେଇ ମା ଆଣିଲେ ହତ୍ୟା ଅଭିଯୋଗ !
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଗଡପଳାଶୁଣୀ ଗ୍ରାମରେ ଜଣେ ଯୁବକ ଆମ୍ବଗଛ ରେ ଝୁଲୁଥିବା ର ଦେଖିବାକୁ ମିଳିଛି । ସୂଚନା ମୁତାବକ ମୃତକ ଜଣକ ହେଲେ ସେହି ଗ୍ରାମର ହଟ କିଶୋର ବିଶ୍ଵାଳ ଙ୍କ ପୁଅ ଜିତେନ୍ଦ୍ର ବିଶ୍ଵାଳ(୪୦) ।
ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ଜିତେନ୍ଦ୍ର ବୈଦିକ ରିତିନୀତି!-->!-->!-->…
ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ !
ଗଁଦିଆ ଥାନା ଅନ୍ତର୍ଗତ ମନ୍ଦାର ସ୍ଥିତ ଠାକୁରାଣୀ ଙ୍କ ନିକଟରେ ଆଜି ଏକ ଯୁବକର ମୃତ ଦେହ ପଡିଥିବାର ଦେଖିବାକୁ ମିଳିଛି, ଉକ୍ତ ମୃତ ଯୁବ ହେଲେ ଭୁବନ ଥାନା ଅନ୍ତର୍ଗତ ଭୁବନ ଏନ ଏସି ର ୧୪ନଂ ୱାର୍ଡର ବିଶ୍ୱନାଥ ପାତ୍ର ଙ୍କର ପୁଅ ଉଦ୍ଧବ ପାତ୍ର (୩୨) ।
ତାଙ୍କର ମୃତ ଦେହ ପାଖରେ ଏକ ଟିଭିଏସ!-->!-->!-->…
ଦିନ ଦ୍ବିପ୍ରହରରେ ସହର ମଧ୍ୟରୁ ମହିଳାଙ୍କ ବେକରୁ ସୁନା ଚେନ ଲୁଟିଲେ
ମହିଳାଙ୍କ ବେକରୁ ସୁନା ଚେନ ଲୁଟ କରି ଦୂର୍ବୁତ୍ତ ଫେରାର।ଲୁଟ ବେଳର ସମ୍ପୂର୍ଣ୍ଣ ଦୃଶ୍ୟ ସିସିଟିଭିରେ କଏଦ ।ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କାମାକ୍ଷାନଗର ଥାନା ଠାରୁ ମାତ୍ର ୧୦୦ ମିଟର ଦୂରରେ ଶିବ ମନ୍ଦିର ନିକଟରେ।
ସୂଚନା ଅନୁଯାୟୀ ,କାମାକ୍ଷାନଗର ସହର ଶିବମନ୍ଦିର ନିକଟରେ ମମତା!-->!-->!-->…
କନ୍ଦରସିଙ୍ଗା ଅଞ୍ଚଳରେ ମାତିଛନ୍ତି ଚନ୍ଦନ କାଠ ମାଫିଆ !
ପରଜଙ୍ଗ ଥାନା କନ୍ଦରସିଙ୍ଗା ପଞ୍ଚାୟତରେ ଚନ୍ଦନ କାଠ ମାଫିଆଙ୍କ ସକ୍ରିୟ ହୋଇଛନ୍ତି। ଗୋଟିଏ ପଟେ ନିର୍ବାଚନୀ ହିଂସା ଯୋଗୁଁ ପଞ୍ଚାୟତରେ ପୋଲିସ ଫ୍ଲାଗ ମାର୍ଚ୍ଚ କରୁଛି , ଅନ୍ୟ ପଟେ ଗତକାଲି ରାତିରେ ଶିବ ମନ୍ଦିର ପରିସରରୁ ଚନ୍ଦନ ଗଛ ଚୋରି ହୋଇଛି।
କିଛି ଦିନ ପୂର୍ବରୁ କଲଦା ଗାଁ ର ଜୈନିକ!-->!-->!-->…
ବାପାଙ୍କୁ ହତ୍ୟା କଲା ପୁଅ !
ବାପ କୁ ହତ୍ୟା କଲା ପୁଅ, ହତ୍ୟା ପରେ ମୃତ ଦେହକୁ ପୋଡି ଦେବା ପାଇଁ ଯୋଜନା କରୁଥିବା ସମୟରେ ଘଟଣାସ୍ଥଳରେ ପହଁଚିଲା ଟାଉନ ଥାନା ପୁଲିସ। ଜାଗାବାଡ଼ି ସଂକ୍ରାନ୍ତକୁ ନେଇ ତଣ୍ଟି କାଟି ହତ୍ୟା କରିଥିବା ସୂଚନା।
ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ କୋରିଆଁ ଜୁଆଙ୍ଗ ବସ୍ତି କାଳିସାହି ନିକଟରେ!-->!-->!-->…
କାନ୍ଦରସିଂହାରେ ରାଜନୈତିକ ହିଂସା , ପୋଲିସର ତନାଘନା
ପରଜଙ୍ଗ ଥାନା କାନ୍ଦରସିଂହା ପଞ୍ଚାୟତର ରେ ରବିବାର ଦିନ ରାଜନୈତିକ ହିଂସା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ସରପଞ୍ଚ ପ୍ରାର୍ଥୀଙ୍କ ଘରେ ପଶି ପ୍ରତିଦ୍ବନ୍ଦୀ ଙ୍କ ସମର୍ଥକ ମାନେ ଆକ୍ରମଣ କରିଥିବା ନେଇ ଥାନାରେ ୨ ପକ୍ଷରୁ ଅଭିଯୋଗ ହୋଇଛି ।
ଉଭୟ ପକ୍ଷର ଅଭିଯୋଗକି ଭିତ୍ତି କରି!-->!-->!-->…
ଫୁଟିବା ପୂର୍ବରୁ ମଉଳି ଯିବାକୁ ବସିଛି ଅନାଥ ପିଙ୍କିର ସ୍ବପ୍ନ !
କାମାକ୍ଷାନଗର ବ୍ଲକ ଅନ୍ତର୍ଗତ କଣ୍ଟାପାଳ ପଞ୍ଚାୟତ ଗାଙ୍ଗିଯୋଡି ଉପର ଦଳିତ ସାହିର ସ୍ବର୍ଗତ ବିଜୁ ନାଏକଙ୍କ କନ୍ୟା ପିଙ୍କି। ହେତୁ ପାଇବା ପୂର୍ବରୁ ବାପା ପର କରି ଆରପାରିକୁ ଚାଲିଗଲେ। ସମ୍ପର୍କୀୟଙ୍କ କହିବା ଅନୁସାରେ ବିଜୁ କୌଣସି ଦୂରାରୋଗ୍ୟ ବ୍ୟାଧିରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ବରଣ!-->…
ଭଙ୍ଗା କୁଡିଆ ତଳେ ମା ଓ ଝିଅ !
ଢେଙ୍କାନାଳ ଜିଲ୍ଲା ର କାମାକ୍ଷାନଗର ବ୍ଲକ ରେ ଆଜିବି ଅନେକ ଗରିବ ଅସହାୟ ସରକାରୀ ସହାୟତାରୁ ବଞ୍ଚିତ ହୋଇଛନ୍ତି । ଅନେକ ଙ୍କ ପାଖରେ ନା ଘର ଆଛି ନା ମିଳିଛି କୌଣସି ସରକାରୀ ସହାୟତା ।
ଏହିପରି ଏକ ପରିବାର ଅଛନ୍ତି କାମାକ୍ଷାନଗର ବ୍ଲକ ଅନ୍ତର୍ଗତ କଣ୍ଟାପାଳ ପଞ୍ଚାୟତ ଗାଙ୍ଗିଯୋଡି ଗାଁରେ!-->!-->!-->…