News
lipub
samparksetu

ବେକରେ ଲାଗିଲା ଗୁଡି ସୂତା ,ଅଳ୍ପକେ ବର୍ତିଲେ ଯୁବକ !

ମକର ପର୍ଵ ଉପଲକ୍ଷେ ଆଜି ଯୁଆଡେ ଦେଖିବ ଗୁଡି।ୟା ଭିତରେ ଏକ ବଡ଼ ଧରଣର ଅଘଟଣ ରୁ ବର୍ତ୍ତି ଯାଇଛନ୍ତି ଜଣେ ଯୁବକ।ଢେଙ୍କାନାଳ ମୁଖ୍ୟ ରାସ୍ତା ଦେଇ ଯାଉଥିବା ବେଳେ ହଠାତ ଲଷ୍ମୀ ବଜାର ନିକଟରେ ଜଣେ ଯୁବକଙ୍କ ବେକରେ ଏକ ଗୁଡି ସୂତା ଲାଗିଯାଇଥିଲା। ତୁରନ୍ତ ସେ ଗାଡିକୁ ଅଟକାଇବା ସହିତ

ଅଙ୍ଗନବାଡ଼ି କେନ୍ଦ୍ରରୁ ପୃଷ୍ଟିକର ଖାଦ୍ୟ ନମିଳିବା ଘଟଣା ; ତଦନ୍ତ କଲେ ଡିଏସଏସଓ

ଦୀର୍ଘମାସ ହେଲା ପୃଷ୍ଟିକର ଖାଦ୍ୟ ପାଇନଥିବା ପ୍ରତିବାଦରେ ଅଙ୍ଗନବାଡି କେନ୍ଦ୍ର ଅର୍ନ୍ତଗତ ହିତାଧିକାରୀ ମାନେସୋମବାର ଦିନ ସିଡିପିଓ କାର୍ଯ୍ୟାଳୟ ଘେରାଉ କରିଥିଲେ । ଏ ନେଇ ଢେଙ୍କାନାଳ ଅପଡେଟ ରେ ଖବର ପ୍ରକାଶ ପାଇବା ପରେ ଜିଲ୍ଲା ସାମଜିକ ସୁରକ୍ଷା ଅଧିକାରୀ ଜ୍ୟୋତି ରାୟ ତଦନ୍ତ କରିବାକୁ

ଆଭାସୀ ଜରିଆରେ ଜଳବାୟୁ ପରିବର୍ତନ ବୈଠକ

ଭୁବନ ସେଚାଂଚଳକୃଷକ ତାଲିମ କେନ୍ଦ୍ର ପରିସରରେ ଆଭାସୀ ଜରିଆରେ ଅନୁଷ୍ଠିତ ହୋଇଥିଲା ଜଳବାୟୁ ପରିବର୍ତନକୁ ଆଖି ଆଗରେ ରଖି କେନାଲର ତଳମୁଣ୍ଡ ଚାଷୀକୁ କିଭଳି ପାଣି ପ୍ରଦାନ କରାଯିବ । ତା ସହ କିଭଳି ରୁତୁ ଭିତିକ ଫସଲ ଉତ୍ପାଦନ କରାଯିବ ସେ ନେଇ ଚାଷୀଙ୍କ ଠାରୁ ମତ ବିନିମୟ ହୋଇଥିଲା । ଏହି

କୋଭିଡ଼ ୧୯ର ମୁକାବିଲା ପାଇଁ ଟାଟା ଷ୍ଟିଲ ମେରାମଣ୍ଡଳୀର ତ୍ୱରିତ ପଦକ୍ଷେପ

ମହାମାରୀର ତୃତୀୟ ଲହରୀର ବିପଦ ସମଗ୍ର ବିଶ୍ୱରେ ଲୋକମାନଙ୍କୁ ସତର୍କ କରାଇଦେଇଥିବାବେଳେ ଟାଟା ଷ୍ଟିଲ ମେରାମଣ୍ଡଳୀ ପକ୍ଷରୁ ପୂର୍ବ ଭଳି ଏହି ଆହ୍ୱାନର ମୁକାବିଲା କରିବା ପାଇଁ ବିଭିନ୍ନ ପଦକ୍ଷେପମାନ ନିଆଯାଉଛି । ଏହାକୁ ବ୍ୟାପିବାରୁ ରୋକିବା ପାଇଁ ସ୍ୱାସ୍ଥ୍ୟ ସେବା, ସୁରକ୍ଷା, ପ୍ରବେଶ

୫ କୋଟି ଟଙ୍କାର ବିଲ୍ଡିଂ ପାଲଟିଛି ଭୂତକୋଠି !

ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ନବଜୀବନ ପୁର ଡୋକ୍ରା କାରିଗର ପାଇଁ ରାଜ୍ୟରେ ପ୍ରସିଦ୍ଧି ଲାଭ କରିଛି ।ତିନି ବର୍ଷ ହେବ ଉଦଘାଟନ ଶେଷ ହୋଇଥିଲେ ମଧ୍ୟ ଏହି କୋଠା ଘର ଏବେ ବି ଭୂତକୋଠିରେ ପରିଣତ ହୋଇରହିଛି । ନବଜୀବନପୁର ଗ୍ରାମ ଡୋକ୍ରା କାର୍ଯ୍ୟର ଗ୍ରାମ ଭାବରେ ବେଶ ପରିଚିତ । ସଦର ବ୍ଲକ

ବିଦ୍ୟୁତ୍ ଆଘାତରେ ମହିଳା ମୃତ

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ କଡଲା ଗ୍ରାମରେ ଜଣେ ମହିଳାଙ୍କ ର ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ ଘଟିଛି । କଡଲା ଗ୍ରାମର ଯୁଧିଷ୍ଟିର ମୁଦୁଲୀଙ୍କ ପତ୍ନୀ କୁନ୍ତଳା ମୁଦୁଲୀ ନିଜ ଛାତ ଉପରକୁଲୁଗା ଶୁଖାଇବାକୁ ଯାଇଥିଲେ । ଛାତରେ ଯାଇଥିବା ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ

ସ୍ମୃତି ତୁମେ

କି ପଶାପାଲି ଖେଳୁଛ ବିଧାତାଅନ୍ତର ଯାଉଛି ହଲିସବୁ ଜିତାପଟ ତୁମରି ହେଉଛିଆତ୍ମୀୟ ଯାଉଛି ଚାଲି । ବିଜୟ ହାରିଲେ ଅଜିତ ହାରିଲେହାରି ଥିଲେ ହର ଭାଇମୀନ ଯାଇଥିଲେ ଦେବୁ ଦାଦା ଗଲେଅସ୍ତମିତ ଦାସ ଭାଇ । ସରଳ ହୃଦୟ ମଣିଷ ଭିଡରୁବାଛି ବାଛି କାହିଁ ନିଅକି ଅବା ଆଉ ବାକି ରଖିଅଛଥରେ ଖାଲି

ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ;୧୧୩ ୟୁନିଟ ରକ୍ତ ସଂଗ୍ରହ

ସ୍ୱାମୀ ବିବେକାନନ୍ଦ ଙ୍କ ୧୫୯ ତମ ଜୟନ୍ତୀ ତଥା ଜାତୀୟ ଯୁବ ଦିବସ ଅବସରରେ, ସାଇ ସତସଙ୍ଗ ସେବା ଟ୍ରଷ୍ଟ ତରଫରୁ ସ୍ଥାନୀୟ ଶ୍ରୀରାମ ମଣ୍ଡପ ଠାରେ, ଆଜି ପୂର୍ବାହ୍ନ ୧୦ ଘଟିକା ସମୟେ, ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଉକ୍ତ ଶିବିରରେ, ଜିଲ୍ଲା ମୁଖ୍ୟ ଚିକିତ୍ସା

ବଜ୍ରପାତରେ ଗୋରୁଚରାଳୀ ମୃତ !

ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ ସୁରଭୀ ଗ୍ରାମରେ ବଜ୍ରପାତରେ ଜଣେ ଗୋରୁ ଚରାଳୀଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ସୁରଭୀ ଗ୍ରାମର ବିପ୍ରବର ସ୍ୱାଇଁ (୬୫)ଅପରାହ୍ନ ୫ଟା ସମୟରେଲିଙ୍ଗରା ନାଳ ନିକଟକୁ ଗୋରୁ ମାନଙ୍କୁ ଆଣିବା ପାଇଁ ଯାଇଥିଲେ । ସେଠାରେ ହଠାତ୍ ବଜ୍ରପାତ

ମୋଟରସାଇକେଲ ଲୁଟେରା ଗିରଫ ;୩ ମୋଟର ସାଇକେଲ ଉଦ୍ଧାର

ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ ଷ୍ଟେସନ ବଜାର ଠାରେ ରିଲାଏନ୍ସ ପେଟ୍ରୋଲ ପମ୍ପ ନିକଟରୁ ଚୋରୀ ଯାଇଥିବା ଏକ ମୋଟର ସାଇକେଲର ତଦନ୍ତ କରି ପୋଲିସ ଲୁଟେରା ସହିତ ୩ ଟିମୋଟର ସାଇକେଲ ଉଦ୍ଧାର କରିଥିବାର ଜଣାପଡିଛି ।ଡିସେମ୍ବର ମାସ ୧୮ ତାରିଖ ଦିନ ଷ୍ଟେସନ ବଜାର ଠାରେ ଥିବା ରିଲାଏନ୍ସ
error: Content is protected !!