୪ କେଜି ବାରହା ମାଂସ ଜବତ, ୩ ଗିରଫ
କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ ଚଢେଇରଗଡା ନିକଟରୁ -ବାରହାକୁ ଶିକାର କରାଯାଇ ମାଂସ ଭାଗ ବଣ୍ଟା ବେଳେ ମାଡିବସିଲା ବନବିଭାଗ। ତାଙ୍କ ନିକଟରୁ ୪ କେଜି ମାଂସ ସହ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବନ ବିଭାଗ।
ସେମାନେ ହେଲେ କଙ୍କଡାହାଡ ଥାନା କାଠପାଳ ଅଞ୍ଚଳର ଲକ୍ଷ୍ମଣ!-->!-->!-->…
ଟାଟା ଷ୍ଟିଲ ମେରାମଣ୍ଡଳୀ ପକ୍ଷରୁ କୋଭିଡ-୧୯ ହସ୍ପିଟାଲ ପୁନଃଆରମ୍ଭ
ଢେଙ୍କାନାଳ ଜିଲ୍ଲାରେ ଅବସ୍ଥିତ ଟାଟା ଷ୍ଟିଲ ମେରାମଣ୍ଡଳୀ ପକ୍ଷରୁ ଜିଲ୍ଲାର ଓଡ଼ାପଡ଼ା ବ୍ଲକ୍ର ଖଡ଼ଗପ୍ରସାଦରେ ଥିବା ନବ ଭାରତ ଭେଞ୍ଚର୍ସର ଦକ୍ଷତା ବିକାଶ କେନ୍ଦ୍ରରେ ନିର୍ମାଣ କରାଯାଇଥିବା ୫୦ ଶଯ୍ୟା ବିଶିଷ୍ଟ କୋଭିଡ଼ ହସ୍ପିଟାଲକୁ ଆଜିଠାରୁ ପୁନଃଆରମ୍ଭ କରାଯାଇଛି ।
ଢେଙ୍କାନାଳ!-->!-->!-->…
ପାଣି ନପାଇଲେ ଭୋଟ ନାହିଁ
ପାଣି ନପାଇଲେ ଭୋଟ ନାହିଁ ବୋଲି ଚରମବାଣି ଶୁଣାଇଛନ୍ତି ଭୁବନ ଲତାବିଲବାସିନ୍ଦା । ଏନେଇ ବାରମ୍ବାର ବିଡିଓଙ୍କୁ ଦରଖାସ୍ତ ଦେଇଛନ୍ତି ,ଅନେକ ଥର ମନ୍ତ୍ରୀଙ୍କୁ ଭେଟିଛନ୍ତି । ହେଲେ କେହି ଶୁଣିନାହାନ୍ତି ଲତାବିଲ ବାସିଙ୍କ ଦୁଃଖ ।
ଶେଷରେ ଚରମବାଣୀ ଶୁଣାଇଛନ୍ତି ଭୋଟର । ଏଭଳି ଘଟଣା ଘଟିଛି!-->!-->!-->…
ସରପଞ୍ଚ
ସରପଞ୍ଚ ନୁହେଁ ଶରୁଆ ପେଚ ସେକେତେବେଳେ ଯିବ ଗଳିସେ ପେଚ କୁ ଯିଏ ଟାଇଟ୍ ନକଲାତା ଚକ ଯିବ ହୁଗୁଳି।
ଭାବିଲି ଦିନେ ମୁଁ ହେବି ସରପଞ୍ଚସବୁ ବେପାର କୁ ଛାଡ଼ିଥରେ ଖାଲି ମୁହିଁ ଭୋଟ ପାଇଗଲେକରୁଥିବି କୋଠା ବାଡି।
ଦଳେ ଥିଲେ ପୁଣି ଖୋସା ମତିଆ ଯେଦେଲେ କରି ଟେକା ଟେକିକହିଲେ ଭାଇନା ତମ ପରି!-->!-->!-->!-->!-->…
ଗଁଦିଆ ବ୍ଲକ ରେ ଦ୍ୱିତୀୟ ଦିନରେ ୬୨ ପାର୍ଥୀ ଦାଖଲ କଲେ ନାମାଙ୍କନ
ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନିମନ୍ତେ ଗଁଦିଆ ବ୍ଳକରେ ଦ୍ୱିତୀୟ ଦିନରେ ସରପଞ୍ଚ ପାଇଁ ୬ ଜଣ ,ସମୀତସଭ୍ୟ ପାଇଁ ୬ ଜଣ , ୱାର୍ଡ ମେମ୍ବର ପାଇଁ ୫୦ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।
ବାଇଁଶିଆ ପଞ୍ଚାୟତରୁ ୧୨ ଜଣ ୱାର୍ଡ ମେମ୍ବର, ବେଗା ରୁ ୨ ଜଣ ବିଧାରପୁର ରୁ ୩ଜଣ ,ଦେଓଗାଁ ରୁ!-->!-->!-->…
ମହିଳାଙ୍କୁ ମରଣାତ୍ମକ ଆକ୍ରମଣ,କାବୁ କରିବାକୁ ଯାଇଥିବା ବେଳେ ପୋଲିସକୁ କାମୁଡିଲା ଅଭିଯୁକ୍ତ
ପୂର୍ବ ଶତୃତାକୁ ନେଇ ବିବାହିତା ମହିଳାଙ୍କୁ ମରଣାତ୍ମକ ଆକ୍ରମଣ।ଗୁରୁତର ଅବସ୍ଥାରେ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି।ସୂଚନା ଅନୁସାରେ କାମାକ୍ଷାନଗର ଥାନା ରାଙ୍କିଆ ଗ୍ରାମର ବିଜୟ ମାହାନ୍ତି ଓ ପ୍ରକାଶ ମାହାନ୍ତି ୨ପରିବାର ମଧ୍ୟରେ ପୂର୍ବରୁ କଳିଝଗଡା ଲାଗି ରହିବା ସହିତ ମାଡପିଟ!-->…
ପୋଖରୀରେ ବୁଡି ଜଣେ ମୃତ୍ୟୁ !
ପରଜଙ୍ଗ ଥାନା ଅନ୍ତର୍ଗତ କୁଆଳୋ ଗ୍ରାମପଞ୍ଚାୟତ ପରମହଂସପୁର ପାଞ୍ଚ ଘରିଆ ପୋଖରୀ ପାଣି ରେ ବୁଡି ଜଣେ ବ୍ୟକ୍ତି ମୃତ୍ୟୁ ଘଟିଛି । ମୃତ ବ୍ୟକ୍ତି ଜଣକ ହେଲେ କୁବେର ଖଟୁଆ ଙ୍କ ପୁଅ ରଞ୍ଜୁ ଖଟୁଆ (୫୪) ସେ ତାଳଚେର ଜିଲିଣ୍ଡା ଅଞ୍ଚଳର ବୋଲି ସୂଚନା ।
ପ୍ରକାଶ ଥାଉକି , ଦୀର୍ଘ ଦିନ ହେବ ତାଙ୍କ!-->!-->!-->…
ଖୁବ ଶୀଘ୍ର କାର୍ଯ୍ୟକ୍ଷମ ହେବ ସଦେଇବେରେଣୀ କଳାକୃତି ଗ୍ରାମ !
ସଦର ବ୍ଳକ୍ ଅନ୍ତର୍ଗତ ସପ୍ତଶଯ୍ୟା ଗ୍ରାମପଞ୍ଚାୟତ ର ନବଜୀବନପୁର ଠାରେ ନିର୍ମିତ ସଦେଇବେରଣୀ କଳାକୃତି ଗ୍ରାମକୁ ଶୀଘ୍ର କାର୍ଯ୍ୟକ୍ଷମ କରାଯାଇ ଡୋକ୍ର। କଳାକୃତି କୁ ଆଗେଇ ନେବାକୁ ପ୍ରୟାସ କରାଯିବ । ଏଥି ନିମନ୍ତେ ଆଜି ଅପରାହ୍ନ ରେ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ!-->…
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ୬୫ ସରପଞ୍ଚ ,୩୨ ସମତି ସଭ୍ୟ,୪୨୮ ୱାର୍ଡ ମେମ୍ବରଙ୍କ ନାମାଙ୍କନ ପତ୍ର ଦାଖଲ
ଢେଙ୍କାନାଳ ଜିଲ୍ଲାରେ ତ୍ରିସ୍ତରୀୟ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ହୋଇଛି । ପ୍ରଥମ ଦିନରେ ନାମାଙ୍କନ ପତ୍ର ଦାଖଲ ହୋଇଥିବାର ଜଣାପଡିଛି । ସଦର ବ୍ଲକରୁ ୧ଜଣ ଜିଲ୍ଲା ପରିଷଦ,୫ଜଣ ସମିତି ସଭ୍ୟ,୯ ଜଣ ସରପଞ୍ଚ ଏବଂ ୩୯ ଜଣ ୱାର୍ଡ ମେମ୍ବର ପାଇଁ ଏଭଳି ମୋଟ ୫୪ ଜଣ ନାମାଙ୍କନ ପତ୍ର ଦାଖଲ!-->…
ପଲସର୍ ଆତଙ୍କ , ଛଡ଼ାଇ ନେଲେ ୨ ଲକ୍ଷ ୭୫ହଜାର
ଢେଙ୍କାନାଳ ଜିଲ୍ଲାର ପରଜଙ୍ଗ ଥାନା କୁଆଳୋ ପଞ୍ଚାୟତ ପରମହଂସ ପୁର ଗ୍ରାମ ଦେଇ ଯାଇଥିବା ୧୪୯ ନମ୍ବର ଜାତୀୟ ରାଜପଥ ରେ ଏକ ପଲସର ଯୋଗେ ଦୁଇ ଜଣ ଆସି ଆଉ ଏକ ମଟର ସାଇକେଲ ରେ ଯାଉଥିବା ଜଣେ ପେଟ୍ରୋଲ ପମ୍ପ ର କର୍ମଚାରୀଙ୍କ ଠାରୁ ବନ୍ଧୁକ ଲଗାଇ ଟଙ୍କା ଓ ବ୍ୟାଗ ଛଡ଼ାଇ ନେଲେ।
ସୂଚନା!-->!-->!-->…