News
lipub
samparksetu

ବର୍ଷାରେ ଭାଙ୍ଗିଲା ଘର ପାଲ ଖଣ୍ଡେ ପାଇଁ ବାରଦୁଆର !

ଢେ଼ଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ମୃଦଙ୍ଗା ପଚାଂୟତ ୱାର୍ଡ ନଂ ୧୩ର ବାସିନ୍ଦା ମଞ୍ଜୁଲତା ବେହେରା । ତାଙ୍କ ଦିନ ମଜୁରିଆ ସ୍ୱାମୀ ଗତ ୭ ମାସ ପୂର୍ବେ ମୃତ୍ୟ ବରଣ କରିଥିଲେ । ଏକମାତ୍ର ପୁଅକୁ ସାଥୀରେ ଧରି ଭଗବାନକୁ ଭରସା କରି ବଂଚି ଚାଲିଛନ୍ତି ମଞ୍ଜୁଲତା । ସ୍ଵାମୀ ଦେହାନ୍ତ ସାତ ମାସ

ମହାତ୍ମାଗାନ୍ଧୀ ଙ୍କ ଓଡିଶାଗସ୍ତ ର ୧୦୦ତମ ବାର୍ଷିକୀ ପାଳନ ଉପଲକ୍ଷେ ସ୍ମୃତିଚାରଣ ସଭା

ଜାତୀୟ ପିତା ମହାତ୍ମାଗାନ୍ଧୀ ଙ୍କ ଓଡିଶା ଗସ୍ତ କୁ ଆଜି ପୂରଣ ହୋଇଛି ୧୦୦ ତମ ବର୍ଷ l ଏହି ଉପଲକ୍ଷେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ସୋଗର ସ୍ଥିତ ଔଷଧୀୟ ଅରଣ୍ୟ ପରିସରରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି l ରାଜ୍ୟ ସରକାର ଙ୍କ ବରିଷ୍ଠ ମନ୍ତ୍ରୀ ତଥା କାମାକ୍ଷାନଗର

ହାତୀ ଆକ୍ରମଣରେ ଜଣେ ମୃତ ଓ ଜଣେ ଗୁରୁତର !

ଢେଙ୍କାନାଳ ଜିଲ୍ଲା ଗଁଦିଆ ଅଂଚଳରେ ଗତକାଲି ଓ ଆଜି ହାତୀ ଆକ୍ରମଣରେ ଜଣକର ମୃତ୍ୟୁ ହୋଇଥିବା ବେଳେ ,ଅନ୍ୟ ଜଣେ ଗୁରୁତର ଆହତ ହୋଇ କଟକ ବଡ ମେଡିକାଲ ରେ ଚିକିତ୍ସାଧୀନ ଅଛନ୍ତି । ସୂଚନା ଅନୁଯାୟୀ , ଷଡ଼ଙ୍ଗୀ ରେଞ୍ଜ ଅନ୍ତର୍ଗତ ବଣିଆ ପଡା(କଲନସହି) ଗ୍ରାମର ରଘୁନାଥ ବାରିକ(୭୧) ଶନିବାର ଏକ

ଶିତଳଭଣ୍ଡାର ଜାଗାକୁ ନେଇ ଅଚଂଳ ବାସୀଙ୍କ ଫେରାଦ

ଭୁବନ ବିଜ୍ଞାପିତ ଅଚଂଳ ପରିଷଦ ଅର୍ନ୍ତଗତ ଶିତଳଭଣ୍ଡାର ଟି ୨୦୦୩ ମସିହାରେ ବିକ୍ରୀ ହୋଇଥିଲା । ନିଲାମ ନେଇଥିବା ବ୍ୟକ୍ତି ବିଭିନ୍ନ ବ୍ୟକ୍ତିକୁ ବିକ୍ରୀ କରିଛନ୍ତି । ୨୮୧୧ନଂ ପ୍ଲଟଟି ରକ୍ଷିତ ଖାତାର ଅଂଶ ବିଶେଷ ହୋଇଥିବାରୁ ସ୍ଥାନୀୟ ବ୍ୟକ୍ତି ସେଠାରେ ଦୋକାନ କରିବା ସହ ଖତ ଗାତ କରିଛନ୍ତି ।

ବର୍ଷା ବନ୍ଦ ପାଇଁ ଲଙ୍ଗଳା ହୋଇ ଲଙ୍ଗଳ ପୋତିଲେ !

ବାତ୍ୟା ଜୱାବ ପାଇଁ ସରକାରୀ ସ୍ତରରେ ବହୁ ପ୍ରସ୍ତୁତି ଚାଲିଥିବା ବେଳେ ଏହାର ମୁକାବିଲା ପାଇଁ କୃଷକ ମାନେ ନିଆରା ଢଙ୍ଗରେ ପ୍ରୟାସ କରିଛନ୍ତି । ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକର ବାଲିବୋ ପଚାଂୟତର ଅନନ୍ତପୁର ଗ୍ରାମର କୃଷକ ମାନେ ବର୍ଷା ବନ୍ଦ ପାଇଁ ନିଜ ଜମିରେ ଲଙ୍ଗଳା ହୋଇ ଲଙ୍ଗଳ ପୋତି

ମଠକରଗୋଳା ମହାବିଦ୍ୟାଳୟର ପାଇଁ ଗୌରବ ଆଣିଲେ ଶ୍ରୀଚନ୍ଦନ

ଢେଙ୍କାନାଳ ଜିଲ୍ଲା ମଠକରଗୋଳା ମହାବିଦ୍ୟାଳୟ ଇଂରାଜୀ ବିଭାଗର ଛାତ୍ର ଉତ୍କଳ ବିଶ୍ଵବିଦ୍ୟାଳୟ ସ୍ତରରେ ଟପ୍ ୧୦ ମଧ୍ୟରେ ଚତୁର୍ଥ ସ୍ଥାନ ପାଇଛନ୍ତି ଶ୍ରୀ ଚନ୍ଦନ ବିଶ୍ୱାଳ । ଶ୍ରୀ ଚନ୍ଦନ ଉତ୍କଳ ବିଶ୍ଵ ବିଦ୍ୟାଳୟ ପ୍ରାକ୍ତନ ଇଂରାଜୀ ପ୍ରଫେସର ସ୍ବର୍ଗତ ନିତ୍ୟାନନ୍ଦ ରାୟ ଙ୍କ ନାତି ଅଟନ୍ତି

ଘରକୁ ଫେରୁଥିବା ବେଳେ ସଡ଼କ ଦୁର୍ଘଟଣାରେ ଚାଲିଗଲା କାର୍ଯ୍ୟରତ ପୋଲିସ କର୍ମଚାରୀ ଙ୍କ ଜୀବନ

ସଡ଼କ ଦୁର୍ଘଟଣାରେ ଜିଲ୍ଲା ପୋଲିସ ବିଭାଗରେ କାର୍ଯ୍ୟରତ ଜଣେ କର୍ମଚାରୀ ଙ୍କ ଆଜି କଟକ ବଡ଼ ମେଡିକାଲରେ ମୃତ୍ୟୁ ଘଟିଛି । ମୃତକ ଜଣକ ଗଁଦିଆ ବଣିଆପଡା ଗାଁ ର ମୁନା ଭୋଇ( ୩୧) ବୋଲି ସୂଚନା । ସୂଚନା ଅନୁଯାୟୀ , ମୁନା ନିଜ ଡ୍ୟୁଟି ସାରି ବାଇକ ନିଜ ଘରକୁ ଫେରିଥିବା ସମୟରେ ହିନ୍ଦୋଳ ରୋଡ଼

ଉତ୍କଳ ବିଶ୍ଵବିଦ୍ୟାଳୟ ସ୍ତରରେ ଟପ୍ ୧୦ ମଧ୍ୟରେ ପରଜଙ୍ଗ ମହାବିଦ୍ୟାଳୟ ଓଡ଼ିଆ ବିଭାଗର ୪ ଛାତ୍ରୀ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ମହାବିଦ୍ୟାଳୟ ଓଡ଼ିଆ ବିଭାଗର ୪ ଛାତ୍ରୀ ଉତ୍କଳ ବିଶ୍ଵବିଦ୍ୟାଳୟ ସ୍ତରରେ ଟପ୍ ୧୦ମଧ୍ୟରେ ସ୍ଥାନ ପାଇଥିବା ଜଣାପଡିଛି । ଉତ୍କଳ ବିଶ୍ଵବିଦ୍ୟାଳୟ ପତ୍ର ନମ୍ବର ଇସି ୧୧୧/୧୦୧/୨୨୨ ଅନୁଯାୟୀ ଓଡ଼ିଆ ବିଭାଗର ଛାତ୍ରୀ ମୋନାଲିସା ସାହୁ ସର୍ବାଧିକ ନମ୍ବର ରଖି

ବଢିଛି ସାପ୍ତାହିକ ସଂକ୍ରମଣ ! ଢେଙ୍କାନାଳ ସମେତ ୬ ଜିଲ୍ଲାରେ ସ୍ଥିତି ନିୟନ୍ତ୍ରଣ ପାଇଁ କେନ୍ଦ୍ରର ପରାମର୍ଶ

ରାଜ୍ୟ ସରକାର ଙ୍କୁ କେନ୍ଦ୍ର ର ପରାମର୍ଶ କରୋନା ସଂକ୍ରମଣ ବଢୁଥିବା ନେଇ ରାଜ୍ୟ ସରକାରଙ୍କୁ ସତର୍କ କରିଛି କେନ୍ଦ୍ର । ବିଗତ ସପ୍ତାହ ରେ ଢେଙ୍କାନାଳ ସମେତ ୬ ଟି ଜିଲ୍ଲାରେ ସଂକ୍ରମଣ ବୃଦ୍ଧି ପାଉଥିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସତର୍କ କରିଛି । ଏହି ୬ ଟି ଜିଲ୍ଲା ହେଉଛି

ଘରେ ପଶି ମହିଳାଙ୍କୁ ଅସଦାଚରଣ ଟଙ୍କା ମାଗିଲେ ଥାନାଧିକାରୀ, ପିଡ଼ିତା ଏସପି ଙ୍କ ଦ୍ୱାରସ୍ଥ

।ଗଁଦିଆ ଥାନା ସପୁଆଝର ଗ୍ରାମରେ ବାବାଜୀ ପ୍ରଧାନଙ୍କ ଘରେ ପଶି ସେହି ଗ୍ରାମର ଖଗ ପ୍ରଧାନ ମହିଳାଙ୍କୁ ଟଣା ଓଟରା କରିବା ସହିତ ଅସଦାଚରଣ କରୁଥିଲା।ମହିଳାଙ୍କ ଚିତ୍କାର ଶୁଣି ଗ୍ରାମବାସୀ ମାନେ ଦୌଡ଼ି ଆସିବାରୁ ଖଗ ସେଠାରୁ ଫେରାର ହୋଇଯାଇଥିଲା। ଏହି ଘଟଣାର ନ୍ୟାୟ ପାଇଁ ପିଡ଼ିତା
error: Content is protected !!