ସାମ୍ବାଦିକ ବିକ୍ରମ ପାଣି ଙ୍କ ବିୟୋଗରେ ଓଡ଼ାପଡ଼ା ସାମ୍ବାଦିକ ସଂଘ ର ଶୋକ ସଭା
ଆଜି ଓଡ଼ାପଡ଼ା ସାମ୍ବାଦିକ ସଂଘ କାର୍ଯ୍ୟାଳୟ ଠାରେ ସାମ୍ବାଦିକ ବିକ୍ରମ କେଶରୀ ପାଣି ଙ୍କ ଅକାଳ ବିୟୋଗରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି । ସଂଘ ର ସଭାପତି ରବିନାରାୟଣ ବେହେରା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଶୋକ ସଭାରେ ଶ୍ରୀପାଣୀ ଜଣେ କାର୍ଯ୍ୟ ଦକ୍ଷ ଓ ସଚେତନ ନାଗରିକ ଭାବେ ଜଣାଶୁଣା!-->…
ନାଧରା ଗ୍ରାମରେ ସ୍ୱାସ୍ଥ୍ୟମେଳା
ନବଭାରତ ଭେଞ୍ଚରସ୍ ଲିମିଟେଡ୍ ସହାୟତାରେ , ସ୍ୱେଛାସେବୀ ଅନୁଷ୍ଠାନ ଶୋଭା ପକ୍ଷରୁ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ନାଧରା ଗ୍ରାମର ସତ୍ୟମ୍ ଶିବମ୍ ସୁନ୍ଦରମ୍ ସରକାରୀ ଉଚ୍ଚବିଦ୍ୟାଳୟ ପରିସରରେ ଆଜି ଅନୁଷ୍ଠିତ ହେଇଯାଇଛି । ପ୍ରାରମ୍ଭରେ ମୁଖ୍ୟ ଅତିଥି ନବଭାରତ ଭେଞ୍ଚରସ୍ ଲିମିଟେଡ୍ର ଜିଏମ୍!-->…
କଙ୍କଡ଼ାହାଡ଼ ବ୍ଲକ ରେ ଧାନ ସଂଗ୍ରହ ପାଇଁ ବ୍ଲକ ସ୍ତରୀୟ ପ୍ରଶିକ୍ଷଣ ଶିବିର
କଙ୍କଡାହାଡ଼ ବ୍ଲକ କାର୍ଯ୍ୟାଳୟ ପରିସରରେ କାମାକ୍ଷା ନଗର ବଜାର ନିୟନ୍ତ୍ରଣ କମିଟି ଦ୍ଵାରା ବ୍ଲକ ସହକାରୀ ଯୋଗାଣ ଅଧିକାରୀ ସୁନିତା ବେହେରା ଙ୍କ ସଭାପତିତ୍ୱରେ 2021-2022 ମସିହା ର ଖରିଫ ଋତୁ ନିମନ୍ତେ ଏକ ବ୍ଲକ ସ୍ତରୀୟ ଧାନ ସଂଗ୍ରହ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି l
ଏହି!-->!-->!-->…
କୂଅରେ ପଡି ୬ ବର୍ଷର ଶିଶୁର ମୃତ୍ୟୁ !
ଆଜି ସକାଳ ୧୧ଘଣ୍ଟା ସମୟରେ ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନ ଏ ସି ଅନ୍ତର୍ଗତ ୱାର୍ଡ ନଂ୧୩ ନିକଟ ବଡ଼ିଆ ସାହିରେ ଏକ ଅଭାବନୀୟ ଘଟଣା ରେ କୂଅରେ ପଡି ଏକ ଶିଶୁର ମୃତ୍ୟୁ ହୋଇଥିଲା।ଖବରରୁ ପ୍ରକାଶ ଯେ ହିନ୍ଦୋଳ ବ୍ଲକ ଖାଳିବରୀ ପଂଚାୟତ ର ସାଗର ବଡ଼ିଆ ଙ୍କ ୬ବର୍ଷ ର ପୁଅ ଆୟୁଷ ବାଡ଼ିଆ ବୟସ!-->…
ଲାଞ୍ଚ ନେବା ପଡିଲା ମହଙ୍ଗା ,ସହକାରୀ ଯନ୍ତ୍ରୀ ଏବଂ ଖଲାସୀଙ୍କୁ ଜେଲଦଣ୍ଡାଦେଶ
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଗ୍ରାମ୍ୟ ଜଳ ଏବଂ ପରିମଳ ବିଭାଗର ସହକାରୀ ଯନ୍ତ୍ରୀ ଏବଂ ଖଲାସୀ ଲାଞ୍ଚ ନେବା ଘଟଣାର ବିଚାର କରି ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଉଭୟଙ୍କୁ ୨ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହିତ ୫ ହଜାର ଟଙ୍କା ଜରିମାନା ଅନାଦେୟ ଅଧିକ ଦୁଇମାସ ଜେଲ ଦଣ୍ଡରେ ଦଣ୍ଡିତ!-->…
ଭୁବନରେ ପାଳନ ହେବ କାଶୀ ଉତ୍ସବ
ବିଶ୍ୱ ସ୍ତରରେ ଭାରତର ନାମର ଶ୍ରେଷ୍ଠତ୍ୱ ପ୍ରତିପାଦିତ କରିବାକୁ ହେଲେ ମଠ ମନ୍ଦିରର ଅସ୍ମିତାକୁ ବଜାୟ ରଖିବାକୁ ପଡିବ । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ସଂସଦୀୟ କ୍ଷେତ୍ର ଉତ୍ତରପ୍ରଦେଶର ବାରଣାସୀର କାଶୀ ବିଶ୍ୱନାଥ ମନ୍ଦିରର ବିଶ୍ୱସ୍ତରୀୟ ଉତ୍ସବ ଉଦଯାପନ କାର୍ଯ୍ୟକ୍ରମ ୧୩!-->…
ବାଛୁରୀକୁ ଧକ୍କାଦେଇ ବୃଦ୍ଧ ମୃତ
ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ କଣପାଳ ଗ୍ରାମର ବରିଷ୍ଠ ନାଗରିକ ଗୋପାଳ ଘୋଷ ଗତ ୬ ତାରିଖ ଅପରାହ୍ନରେ ନିଜ ଘରକୁ ଫେରୁଥିବା ବେଳେ ମହୁଳପାଳ ଗ୍ରାମ ରାସ୍ତାରେ ଏକ ବାଛୁରୀ ତାଙ୍କ ମଟର ସାଇକେଲ ଆଗକୁ ପଶିଆସିବାରୁ ସେ ବାଛୁରିକୁ ଧକ୍କ। ଦେବା ସହ ନିଜେ ଦୃର୍ଘଟଣାର ଶୀକାର ହୋଇଥିଲେ ।
!-->!-->!-->…
ସିଡିଏସଙ୍କ ଦେହାନ୍ତରେ ମହମବତୀ ଶୋଭାଯାତ୍ରା
ଢେଙ୍କାନାଳ ଜିଲ୍ଲା ଭୁବନ କାଳୀବଜାର ଠାରେ ସହୀଦ ବାଜିରାଉତଙ୍କ ପ୍ରତିମୂର୍ତ୍ତି ସମୁଖରେ ଭୁବନର ବୁଦ୍ଧୀଜୀବୀଙ୍କ ଦ୍ୱାରା ଏକ ମହମବତୀ ଶୋଭାଯାତ୍ରା ସିଡିଏସ ବିପିନ ରାୱତଙ୍କ ଦେହାନ୍ତରେ ଅନୁଷ୍ଠିତ ହୋଇଯାଇଛି ।
ଅବିଭକ୍ତ ଢେଙ୍କାନାଳ ଜିଲ୍ଲାର ସୁପୁତ୍ର ରାଣାପ୍ରତାପଦାସଙ୍କ ଦେହାନ୍ତରେ!-->!-->!-->…
ଅନ୍ଧାର ରାତିରେ କୂଅରେ ପଡି ଯୁବକଙ୍କ ଚାଲିଗଲା ଜୀବନ
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବସୋଇ ଗାଁରେ ଥିବା ଏକ କୂଅରେ ପଡି ଜଣେ ଯୁବକଙ୍କ ଆଜି ମୃତ୍ୟୁ ଘଟିଛି । ମୃତ ଯୁବକ ଜଣକ ହେଲେ ବସୋଇ ଗାଁ ଗୋଠବୁରୀ ସାହିର ବିରଞ୍ଚି ସାହୁ ।
ସୂଚନା ଅନୁଯାୟୀ , ବିରଞ୍ଚି ଗତକାଲି ରାତିରେ ନିଜ ପଡ଼ୋଶୀଙ୍କ ଘରକୁ ଯାଉଥିବା ବେଳେ ଅସାବଧାନତା କାରଣରୁ!-->!-->!-->…
୮୯% ଦିବ୍ୟାଙ୍ଗ ନାବାଳିକାକୁ ବି ନାହିଁ ଭତ୍ତା !
ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ମାଣିପୁର ଗ୍ରାମର ସୁରେଶ ନାଏକଙ୍କ ଝିଅ ଜଣେ ଦିବ୍ୟାଙ୍କ ନାବାଳିକାହୋଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ତାଙ୍କୁ ସରକାରଙ୍କ ତରଫରୁ କୌଣସି ଭ । କିମ୍ବା ସହଯୋଗ ମିଳିନଥିବାରୁ ପିତାମାତାନିରାଶ ହୋଇପଡିଛନ୍ତି । ଗ୍ରାମର ସୁରେଶ ନାଏକଙ୍କ ଝିଅ ସୁମିତ୍ରା!-->…