News
lipub
samparksetu

ଜମି ଓ ଘର ଡିହ ପଟ୍ଟା ପ୍ରଦାନ ଦାବିରେ ବଜରଙ୍ଗୀ ପାଟଣା ସାହି ବାସୀଙ୍କ ଧାରଣା ।

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ତହସିଲ୍ କାର୍ଯ୍ୟାଳୟ ସମ୍ମୁଖରେ ଜମି ଓ ଘର ଡିହ ପଟ୍ଟା ପ୍ରଦାନ ଦାବିରେ ସରାଙ୍ଗ ଗ୍ରାମର ବଜରଙ୍ଗୀ ପାଟଣା ସାହି ବାସିନ୍ଦା ଆଜି ଧାରଣା ଦେଇଥିଲେ । ସୂଚନା ମୁତାବକ ଦୀର୍ଘଦିନ ଧରି ସେମାନେ ଦଖଲ କରିଆସୁଥିବା ଚାଷ ଜମି ଓ ଘରଡିହ ଜମି ଆଦି ର ପଟ୍ଟା ପ୍ରଦାନ

ଅଗ୍ନିକାଣ୍ଡ ରେ ଜଳିଗଲା ୩ ବଖରା ଘର

ଢେଙ୍କାନାଳ ଜିଲ୍ଲା ସଦର ବ୍ଳକ ବଣସିଂହ ପଞ୍ଚାୟତ ପଶି ବଣସିଂହ ଗ୍ରାମରେ ଆଜି ଦିନ ପ୍ରାୟ ୧ଘଟିକା ସମୟରେ ଗ୍ରାମର କୁଦଣ୍ଡ ଧର ସ୍ୱାଇଁ ଙ୍କ ଘରେ ଅଚାନକ ନିଆଁ ଲାଗି ଯାଇଥିଲା । ଦେଖୁ ଦେଖୁ ଅଗ୍ନିକାଣ୍ଡ ରେ ୩ବଖରା ଘର ଜଳିବାକୁ ଲାଗିଥିଲା । ପରେ ଗ୍ରାମବାସୀ ନିଆଁ କୁ ଆୟତ୍ତ କରିବାକୁ

ସୁରପ୍ରତାପପୁର ଗ୍ରାମରେ କୋଭିଡ ଟିକା ନେବା ପରେ ମୃତ୍ୟୁ ଅଭିଯୋଗ !

କୋଭିଡ ଟିକା ନେବାର ୨ ଘଣ୍ଟା ମଧ୍ୟରେ ଡ୍ରାଇଭର ଙ୍କର ମୃତ ହୋଇଥିବା ଅଭିଯୋଗ । ମଠକରଗୋଳା ଡାକ୍ତରଖାନାର ମୁଖ୍ୟ ଡାକ୍ତର ଭାଗବତ ମାଝୀ ଙ୍କ ସୂତ୍ର ରୁ ଜଣାପଡିଛି ଯେ ଭୁବନ ବ୍ଲକ ସୁରପ୍ରତାପପୁର ଗ୍ରାମର ଉପ୍ରା ସ୍କୁଲ ପରିସରରେ ଶହେ ଜଣଙ୍କୁ କୋଭିଡ ଟିକା ମଙ୍ଗଳବାର ଅପରାହ୍ନ ରେ ଦିଆଯାଇଛି

ଆଜିଠୁ ଲାଗୁହେଲା ଡିସେମ୍ବର ମାସ ପାଇଁ ଗାଇଡଲାଇନ : ଜାଣନ୍ତୁ କଣ ହେଲା କୋହଳ ଓ କାହା ଉପରେ ଲାଗୁ କଟକଣା ।

ମହାମାରୀ କରୋନାର ମାରାତ୍ମକ ରୂପ ଓମିକ୍ରନକୁ ନେଇ ସରକାରଙ୍କ ଚିନ୍ତା ବଢ଼ିଛି । ଗୋଟିଏ ପଟେ ଓମିକ୍ରନ ଭାରିଆଣ୍ଟ ବ୍ୟାପୁଥିବା ବେଳେ ଅନ୍ୟପଟେ ଡିସେମ୍ବର ଗାଇଡଲାଇନ ଜାରି କରିଛନ୍ତି ରାଜ୍ୟ ସରକାର । ୧ ଜାନୁଆରୀ ୨୦୨୨ ପର୍ଯ୍ୟନ୍ତ ଏହି କଟକଣା ଲାଗୁ ରହିବ । ରାତି ୧୦ରୁ

ଦେଶୀମଦ ରନ୍ଧାର ନୂଆ ଠିକଣା କଣପାଳ ବାଲିଘାଟ

ମଦ ରlନ୍ଧିବା କାମରେ ତନମନଧନ ଲଗାଇଦେଇଥିବା ବ୍ୟବସାୟୀ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ସ୍ଥାନ ପରିବର୍ତ୍ତନ କରୁଥିବା ଦେଖାଯାଇଚି । ଭୁବନ ବ୍ଳକ ବ୍ରାହ୍ମଣୀ ନଦୀର କଣପାଳ ବାଲିଘାଟ ସନ୍ନିକଟରେ ଥିବା ବିଶାଳ ବାଲି । ଶୁଖିଲା ମହୁଲକୁ ହାଣ୍ଡି ଡେକିଚି ରେ ଛଅରୁ ସାତଦିନ ପର୍ଯ୍ୟନ୍ତ ବାଲି

ସରାଙ୍ଗ ଆଇଜିଆଇଟି ରେ ଜଣେ କରୋନା ପଜେଟିଭ୍ ଚିହ୍ନିଟ, ଅନଲାଇନ୍ ପରୀକ୍ଷା ଦାବିରେ ଛାତ୍ରଛାତ୍ରୀ ଙ୍କ ଧାରଣା

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ସ୍ଥିତ ସରାଙ୍ଗ ଆଇଜିଆଇଟି କଲେଜ ବିଟେକ୍ ଫାଇନାଲ୍ ବର୍ଷର ଜଣେ ଛାତ୍ର କରୋନା ପଜେଟିଭ୍ ଚିହ୍ନିଟ ହେବା ପରେ , ଅନଲାଇନ୍ ପରୀକ୍ଷା ଦାବିରେ ଫାଇନାଲ୍ ବର୍ଷର ଛାତ୍ରଛାତ୍ରୀ କଲେଜ ଗେଟ୍ ସମ୍ମୁଖରେ ଧାରଣା ଦେଇଥିଲେ । ସୂଚନା ମୁତାବକ ,ଫାଇନାଲ୍ ବର୍ଷର ଜଣେ ଛାତ୍ର

୪ ଜଣ କଲେଜ ଛାତ୍ର କୋଭିଡ୍ ପଜିଟିଭ; ଢେଙ୍କାନାଳ ରେ ସଂକ୍ରମଣ ଆଶଙ୍କା !

ଢେଙ୍କାନାଳ ସହର କୁଞ୍ଜକାନ୍ତ ଅଂଚଳରେ ଥିବା ସାଇକୃପା ଆବାସିକ ମହାବିଦ୍ୟାଳୟ ନାମକ ଏକ ଘରୋଇ କଲେଜ ହଷ୍ଟେଲର ୪ ଜଣ କୋଭିଡ ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ଯାହାକୁ ନେଇ ଢେଙ୍କାନାଳରେ ସଂକ୍ରମଣ ଆଶଙ୍କା ବଢିଯାଇଛି । ସଂପୃକ୍ତ କଲେଜ କର୍ତ୍ତୃପକ୍ଷ ଏ ଘଟଣାକୁ ଏଡାଇ ଦେଇଥିବା ବେଳେ

କଳିଙ୍ଗ ପାଇକ ସମାଜର ରାଜ୍ୟସ୍ତରୀୟ ଉଦଘାଟନ ଉତ୍ସବ ଅନୁଷ୍ଠିତ !

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଳକ୍ ଖଜୁରିଆକଟା ରେ ସୋମବାର ଦିନ ଉଦଘାଟିତ ହୋଇଯାଇଛି କଳିଙ୍ଗ ପାଇକ ସମାଜ ।ଏହି କାର୍ଯ୍ୟକ୍ରମରେ ରାଜ୍ୟ ଉପ ବାଚସ୍ପତି ରଜନୀକାନ୍ତ ସିଂହ , ସ୍ଥାନୀୟ ବିଦ୍ୟା ବିଧାୟିକା ସୀମାରାଣୀ ନାୟକ , ହିନ୍ଦୋଳ ରାଜା ସାହେବ ଶୈଳେନ୍ଦ୍ର ନାରାୟଣ ସିଂହଦେବ , ପ୍ରଫେସର

ମହିମା ମହାବିଦ୍ୟାଳୟରେ ଅବସର କାଳିନ ସଭା

ଯୋରନ୍ଦ। ସ୍ଥିତ ମହିମୋ ମହାବିଦ୍ୟାଳୟ ପରିସରରେ ଆଜି ଗ୍ରନ୍ଥ।ଗାର ସହାୟକ ଶ୍ରୀଯୁକ୍ତ ପ୍ରଦୀପ କୁମୋର ପ୍ରଧାନଙ୍କ ଅବସର ଉପଲକ୍ଷେ ଏକ ବିଦାୟକାଳୀନ ସଭାର ଆୟୋଜନ କରାଯାଇଥିଲା । ଅନୁଷ୍ଠୋନର ଅଧ୍ୟକ୍ଷ ଡକ୍ଟର ସଦାନନ୍ଦ ମିଶ୍ର ସଭାପତିତ୍ୱ କରିଥିଲେ ଉକ୍ତ ସଭାକୁ ଶିକ୍ଷକ ଓ କର୍ମଚାରୀ ସଂଘର

ଢେଙ୍କାନାଳ ସଚେତନ ନାଗରିକ ଫୋରମ୍ ପକ୍ଷରୁ କୁନି କୁନି ପିଲାମାନଙ୍କୁ ଇଂରାଜୀ କିଟ୍ ବଣ୍ଟନ

ଢେଙ୍କାନାଳ ସଚେତନ ନାଗରିକ ଫୋରମ୍ ପକ୍ଷରୁ ଗନ୍ଦିଆ ବ୍ଲକର ପିଙ୍ଗୁଆ ଗ୍ରାମପଞ୍ଚାୟତରେ କୁନି କୁନି ପିଲାଙ୍କୁ ଇଂରାଜୀ କିଟ୍ ବଣ୍ଟନ ହୋଇଯାଇଅଛି । ସଭାପତିତ୍ବ ଭାଷଣରେ ଶିକ୍ଷାବିତ୍ ଗୋପାଳ ଚନ୍ଦ୍ର ମହାଳିକ କିପରି ସମାଜ ଗଠନରେ ଶିକ୍ଷାର ମହତ୍ତ୍ଵ ସର୍ବୋଚ୍ଚ ସ୍ଥାନ ଅଧିକାର କରିଅଛି, ଏହି
error: Content is protected !!