News
lipub
samparksetu

ଭୁବନ ବ୍ଲକରେ ହେବ ୨ଶହ ହେକ୍ଟର ମାଣ୍ଡିଆ ଚାଷ

ଭୁବନ କୃଷି କାର୍ଯ୍ୟାଳୟ ପରିସରରେ ଦିନିକିଆ ଜୈବିକ କୃଷି ଭିତିକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି l ଶିବିରରେ ଭୁବନ କୃଷକ ସମାଜ ସଭାପତି ବାସୁଦେବ ଗୁରୁ ଜୀବନ ଅନୁଷ୍ଠାନ ର ଅଧକ୍ଷ ବିଷ୍ଣୁ ରାଉତ ଭୁବନ ବ୍ଲକ କୃଷି ଅଧିକାରୀ ଭାଗ୍ୟଧର ସାହୁ , ରୀନାରାଣୀ ସାହୁ ଯୋଗ ଦେଇଥିଲେ l ଏହି

ଝିଅର ଚିକିତ୍ସା ଓ ସରକାରୀ ଯୋଜନାରେ ସାମିଲ ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ

ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ମଝୀପାଳ ଗ୍ରାମର ଜଣେ ଗରିବ ଦୁଃଖୀ ପରିବାର ଝିଅର ଚିକିତ୍ସା ଓ ସରକାରୀ ଯୋଜନାରେ ଘର ଖଣ୍ଡିଏ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ୱାରସ୍ଥ ହୋଇଛନ୍ତି । ସୂଚନା ଅନୁଯାୟୀ ,ମଝୀପାଳ ଗ୍ରାମର ଅରୁଣ ମହାରଣା । ସ୍ତ୍ରୀର ମୃତ୍ୟୁ ପରେ ତିନି

ଏନ.ଟି.ପି.ସି ଜମି ଅଧିଗ୍ରହଣ ପ୍ରଜାଙ୍କର ପ୍ରାପ୍ୟ ଅର୍ଥ ନିମନ୍ତେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ

ଏନ.ଟି.ପିସି ରେ ଜମି ହରାଉଥିବା ପ୍ରଜାମାନେ ଜଣାଉଅଛୁକି ଏ ପର୍ଯ୍ୟନ୍ତ ନିଜ ଜମିର ମୂଲ୍ୟ ପାଇନାନାହଁ।ନ୍ତି । ଏ ବିଷୟରେ ଗତ ତା.୦୨.୦୮.୨୦୨୧ ରିଖରେ ଏବଂ ତା.୦୭.୧୦.୨୦୨୧ ଏବଂ ପୁର୍ନବାର ତା.୧୦.୧୧.୨୦୨୧ ରିଖରେ ଜିଲ୍ଲାପାଳ ଏବଂ ତହସିଲଦାର ଙ୍କୁ ଲିଖିତ ଆକାରରେ ଜଣାଇଥିଲେ । ଏହା ଭିତରେ

ସୁରପ୍ରତାପପୁର ଚାଷୀ ମହିଳା ସଙ୍ଘକୁ ଧାନ ନବିକିବାକୁ ଜିଲ୍ଲାପାଳ ଙ୍କୁ କଲେ ଗୁହାରି

ସୁରପ୍ରତାପପୁର ଚାଷୀ ମହିଳା ସଙ୍ଘକୁ ଧାନ ନବିକିବାକୁ ନେଇଜିଲ୍ଲାପାଳ ଙ୍କୁ କଲେ ଗୁହାରି । ଚଳିତ ବର୍ଷ ମହିଳା ସଂଘ ଧାନ କିଣିବ ଏ ଖବର ପ୍ରଚାରିତ ହେବା ପରେ ଚାଷୀ ମାନେ ଅସନ୍ତୋଷ ବ୍ୟକ୍ତ କରିବା ସହ ତୀବ୍ର ବିରୋଧ କରି ଢେଙ୍କାନାଳ ଜିଲ୍ଲପାଳ ଙ୍କୁ ଲିଖିତ ଭାବେ ଗୁହାରି କରିଛନ୍ତି । ଖବର

ବିଦ୍ୟୁତ ଖୁଣ୍ଟ ପିଟିହୋଇ ଇ ଟେକ କର୍ମଚାରୀ ଙ୍କ ଜୀବନ ଗଲା !

ଭୁବନ ଥାନା ନିଳକଣ୍ଠପୁର ଗ୍ରାମ ସ୍ଵପ୍ନେଶ୍ଵର ମନ୍ଦିର ନିକଟରେ ଭାରସାମ୍ୟ ହରାଇ ଜଣେ ଇ ଟେକ କଲେଜ କର୍ମଚାରୀ ଙ୍କ ବିଦ୍ୟୁତ ଖୁଣ୍ଟ ରେ ପିଟି ହୋଇ ମୃତ୍ୟୁ ଘଟିଛି । ଖବର ନେବାରୁ ଜଣାଯାଏ ଯେ ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଯୋରନ୍ଦା ଫାଣ୍ଡି ଅନ୍ତର୍ଗତ ଚିରୁଳେଇ ଗ୍ରାମର ଅନ୍ତର୍ଯ୍ୟାମୀ

ଗ୍ରାମ ଜମି ବିବାଦକୁ ନେଇ ଗ୍ରାମର ୪ଜଣକୁ ଥାନାରେ ଅଟକ ; ,ପ୍ରତିବାଦରେ ଗ୍ରାମବାସୀଙ୍କ ଥାନା ଘେରାଉ ,ଉପଜିଲ୍ଲାପାଳଙ୍କ…

କାମାକ୍ଷାନଗର ଥାନା ବାଇସିଙ୍ଗା ଗ୍ରାମ ଯାତ୍ରା ପଡିଆ ଜବରଦଖଲକୁ ନେଇ ବିବାଦ ଓ ଥାନାରେ ମାମଲା ରୁଜୁ। ଏହାକୁ ନେଇ ଗ୍ରାମର ୪ଜଣକୁ ଥାନାରେ ଅଟକ ରଖିଛି ପୋଲିସ। ତାର ପ୍ରତିବାଦରେ ଗ୍ରାମର ଶତାଧିକ ପୁରଷ ଓ ମହିଳା ତରଫରୁ ରବିବାର ଦିନ ଥାନା ଘେରାଉ କରିଥିଲେ। ସୁଚନା ଅନୁସାରେ ଗ୍ରାମର

ହିନ୍ଦୋଳ ସାମ୍ବାଦିକ ସଂଘ ର ନୂତନ କର୍ମକର୍ତ୍ତା ନିର୍ବାଚିତ

ହିନ୍ଦୋଳ ଉପଖଣ୍ଡ ସାମ୍ବାଦିକ ସଂଘର ନୂତନ କର୍ମକର୍ତ୍ତା ଚୟନ ହୋଇଯାଇଛି। ଆଜି ହିନ୍ଦୋଳ ସାମ୍ବାଦିକ ସଂଘ କାର୍ଯ୍ୟାଳୟ ପରିସର ରେ ଅନୁଷ୍ଠିତ ସାଧାରଣ ବୈଠକ ରେ ସମସ୍ତ କର୍ମକର୍ତ୍ତା ମାନଙ୍କୁ ନେଇ ବିଭିନ୍ନ ସମସ୍ୟା ର ସମାଧାନ କରାଯିବା ସହ ସଂଘ କୁ ଆଗାମୀ ଦିନରେ କିପରି ଅଧିକ ଶକ୍ତିଶାଳୀ ଏବଂ

ଜିଲ୍ଲା ମୁକ୍ତ ଚେସ୍ ପ୍ରତିଯୋଗିତା ଉଦଯାପିତ

ଢେଙ୍କାନାଳ ଜିଲ୍ଲା ଓପନ ଚେସ ପ୍ରତିଯୋଗିତା ସ୍ଥାନୀୟ ଇଣ୍ଡୋର ଷ୍ଟାଡିୟମ ଠାରେ ଆଜି ଉଦଯାପିତ ହୋଇଯାଇଛି । ସଂଧ୍ୟା ୬ ଘଟିକା ସମୟରେ ଉଦଯାପନ ଉତ୍ସବରେ ସଙ୍ଘର ସଭାପତି ନବୀନ ଚନ୍ଦ୍ର ନାରାୟଣ ଦାସ ଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ବିଧାୟକ ସୁଧିର କୁମାର ସାମଲ , ସମ୍ମାନିତ

ଲକ୍ଷ୍ମୀ ବଜାରର ନୂତନ କର୍ମକର୍ତା ଚୟନ

ଭୁବନ ବିଜ୍ଞାପିତ ଅଚଂଳ ପରିଷଦ କାର୍ଯ୍ୟାଳୟ ସନ୍ନିକଟ ବଜାରର ସମସ୍ତ ବ୍ୟବସାୟୀ ମାନଙ୍କୁ ନେଇ ଏକ ବୈଠକ ସହୀଦ ବାଜିରାଉତଙ୍କ ଗ୍ରାମ ନିଳକଣ୍ଠପୁର ଫାର୍ମହାଉସରେ ଅନୁଷ୍ଠିତ ହୋଇଯାଇଛି । ସଭାପତି ଭାବେ କୁମାର ଦେବେଶ , ଉପସଭାପତି ଭାବେ ପ୍ରଦ୍ୟୁମ ସେଠ , ସଂପାଦକ ଭାବେ ଗଗନ ବିହାରୀ ବେହେରା,

ମହିଳା ସଂଘ ଦ୍ୱାରା ଧାନ କିଣାକୁ ବିରୋଧ

ଧାନ ବିକ୍ରୀକୁ ନେଇ ସୁରପ୍ରତାପପୁର ସଦାସର୍ବଦା ଚର୍ଚ୍ଚାରେ । ଚଳିତ ବର୍ଷ ମହିଳା ସଂଘ ଧାନ କିଣିବ ଏ ଖବର ପ୍ରଚାରିତ ହେବା ପରେ ଚାଷୀ ମାନେ ଅସନ୍ତୋଷ ବ୍ୟକ୍ତ କରିବା ସହ ତୀବ୍ର ବିରୋଧ କରିବାକୁ ଶପଥ ନେଇଛନ୍ତି । ଖବର ନେବାରେ ଜଣାଯାଏ ଯେ ଭୁବନ ସମବାୟ ବ୍ୟାଙ୍କ ଅଧିନରେ ଥିବା ଦଶଟି
error: Content is protected !!