ଜ୍ୟୋତି ତୁମେ ଆମ ପାଇଁ ଚିରସ୍ମରଣୀୟ
ଅନ୍ଧକାର କୁ ଜ୍ୟୋତି ଦେବାପାଇଁ ଭଗବାନ ତୁମକୁ ଏହି ଧରାପୃଷ୍ଠକୁ ପଠାଇଥିଲେ, ସେଥିପାଇଁ ତ ତୁମରି ନାମ ପିତାମାତା ରଖିଥିଲେ ଜ୍ୟୋତିପ୍ରକାଶ ,କିନ୍ତୁ ଅଦିନ ଝଡ଼ରେ ସ୍ୱପ୍ନର ସମ୍ଭାର ଉଜୁଡ଼ି ଯିବ କିଏ ବା ଜାଣିଥିଲା ।ତୁମେ ଜ୍ୟୋତି ଦେବା ଆଗରୁ କାଳର କରାଳ ରୂପ ତୁମକୁ ଗ୍ରାସିତ କରିଦେଲା।!-->…
ଚୋରି ଅଭିଯୋଗ ରେ ଯୁବକ ଗିରଫ
ଗଁଦିଆ ଥାନା ଯୋରନ୍ଦା ଫାଣ୍ଡି ଅଧିନ କାଲୁରିଆ ପଞ୍ଚାୟତର ମାଦେଳିଆ ଗାଁ ର ନଳୀନିକାନ୍ତ ନାଥଙ୍କ ଘରୁ ଗତ ତା୨୫/୮/୨୦୨୧ ରାତିରେ ତାଲା ଭାଙ୍ଗି ଘର ଏଲଇଡି ଟିଭି, ଗୋଟିଏ କମ୍ପୁଟର ଓ ଗୋଟିଏ ଗ୍ରାଇଣ୍ଡର ଦୁର୍ବୁତ ନେଇ ପଳାଇଥିଲେ।
ଏ ସମ୍ପର୍କରେ ଘରର ତତ୍ତ୍ଵାବଧାନ କରୁଥିବା ପାତୁସାହୁ!-->!-->!-->…
ରାସ୍ତା ମରାମତି କଲେ କଙ୍କା ଗ୍ରାମବାସୀ
ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ବାଇଁଶିଆ ପଞ୍ଚାୟତ ଅନ୍ତର୍ଗତ କେନାଲ ରାସ୍ତାକୁ ମରାମତି କଲେ କଙ୍କା ଗ୍ରାମବାସୀ l ଲଘୁଚାପ ଜନିତ ବର୍ଷାରେ ବ୍ରାହ୍ମଣୀ ନଦୀର ଜଳସ୍ତର ବୃଦ୍ଧି ପାଇବା ଦ୍ଵାରା ବ୍ରାହ୍ମଣୀର ଏକ ଶାଖାନଦୀ କଙ୍କା ଗ୍ରାମକୁ ସଂଯୋଗ ହୋଇଥିବା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା!-->…
ଶାଳବଣର କବି ସାମ୍ବାଦିକ ଗୌରବ ଶ୍ରୀ ଗିରୀଶ ଚନ୍ଦ୍ର ନନ୍ଦଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଉତ୍ସବ ପାଳିତ
କାମାକ୍ଷାନଗର ମାଟିର ସୁପରିଚିତ ସୁଦକ୍ଷ ସାମ୍ବାଦିକ ଶ୍ରୀ ଗିରୀଶ ଚନ୍ଦ୍ର ନନ୍ଦଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଉତ୍ସବ ସମାଜ ପାଠକ ବିଚାର ମଞ୍ଚ ପକ୍ଷରୁ କାମାକ୍ଷାନଗର କଳ୍ପନା କ୍ଲବ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଶ୍ରୀ ନନ୍ଦ ଏକାଧାରରେ ଜଣେ ଦକ୍ଷ ସାମ୍ବାଦିକ ହେବା ସହ ଜଣେ ସୁସଂଗଠକ,!-->…
ଦିବ୍ୟlଙ୍ଗ ମୁହଁରୁ ଛଡେଇ ନେଲେ ଆହାର !
ସରକାର ଦିବ୍ୟlଙ୍ଗ ମାନଙ୍କ ପାଇଁ ବିଭିନ୍ନ ଯୋଜନା କରୁଛନ୍ତି।କିନ୍ତୁ ତଳ ସ୍ତରରେ ଅଧିକାରୀ କିଛି ତଦନ୍ତ ନକରି ମୁହଁରୁ ଆହାର ଛଡାଇ ନେବା ଘଟଣା ସବୁମହଲରେ ନିନ୍ଦନୀୟ ହୋଇଛି।
ଭୁବନ ଵିଜ୍ଞାପିତ ପରିଷଦ ତିନି ନମ୍ବର ୱାର୍ଡ ନୂଆ ଭୁବନର ଗଦାଧର ସାହୁଙ୍କୁ ୫୭ବର୍ଷ ହେଲାଣି।ଘରେ ପତ୍ନୀ!-->!-->!-->…
କପାଳ ଲିଖନ
ପୂରୁବ ଜନମ କରମକୁ ନେଇ ବିହିଲେଖେ ଭାଲପଟ୍ଟାରେ !ସୁଖ ଅଳପକୁ ଦୁଃଖ ସାଗରରେ ଡୁବିଡୁବି ଭାଷି ଚାଲେରେ !!ଏକଈର ବଳା ବିସିକେଶନ ମୁଁ ଜନମିଥିଲି ଏ ଗାଁରେ !ଦୁଃଖ ହରଣରେ ସେନେହଭାଯକ ମିଶାଣ ପୀରତିଭରେ !!ସହପାଠୀ ମାନେ !-->…
ମାର୍କେଟ କମ୍ଲେକ୍ସକୁ ନନ୍ଦିନୀ ଶତପଥୀ ନାମରେ ନାମିତ କରିବାକୁ ଦାବୀ
ଢେଙ୍କାନାଳ ସହରର ରଥଗଡା ନୂତନ ମାର୍କେଟ କମ୍ଲେକ୍ସକୁ ପୂର୍ବତନ ମୁଖ୍ୟ ମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ନାମରେ କରିବାକୁ ଓଡିଶା ପ୍ରଗତି ଦଳ ପକ୍ଷରୁ ଜିଲ୍ଲାପାଳଙ୍କୁ ନବେଦନ କରାଯାଇଛି ।ପୂର୍ବରୁଏ ସଂକ୍ରାନ୍ତରେ ନିବେଦନ କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ ।
ଏହି!-->!-->!-->…
ବିଦ୍ୟାଳୟ ପୋଷାକ ବଣ୍ଟନକୁ ନେଇ ଅସନ୍ତୋଷ ;ଏସଏସଜି ଗ୍ରୁପ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଳକ ଅନ୍ତର୍ଗତ ଅଁଳାବେରେଣୀ ସିଲେଇ ଗ୍ରୁପ ତରଫରୁ ପ୍ରାକ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ସିଡିପିଓଙ୍କ ଜରିଆରେ ପୋଷାକ ଯୋଗାଇ ଦେଇଥାନ୍ତି ।ଚଳିତବର୍ଷ ଏହି ପୋଷାକ ପ୍ରସ୍ତୁତ ଓ ଯୋଗାଣ ପାଇଁ ଗୋଷ୍ଠିକୁ ଆଦେଇ ଦିଆଯାଇନଥିବାରୁ ଗ୍ରୁପର ସଦସ୍ୟମାନେ!-->…
ଟାଉନପ୍ଲାନିଂ ଅଞ୍ଚଳ ବାରମ୍ବାର ଜଳବନ୍ଦୀ ; ସ୍ଥାୟୀ ସମାଧାନ ପାଇଁ ଜିଲ୍ଲାପାଳଙ୍କୁ ନିବେଦନ
ଢେଙ୍କାନାଳ ଟାଉନ ପ୍ଲାନିଂରେ ବାରମ୍ବାର ଜଳବନ୍ଦୀ ହେତୁ ନାହିଁନଥିବା ସମସ୍ୟା ଭୋଗୁଛନ୍ତି ଅଞ୍ଚଳ ବାସୀ ।ଏହାର ସ୍ଥାୟୀ ସମାଧାନ ପାଇଁ ଟାଉନ ପ୍ଲାନିଂ ଅଞ୍ଚଳ ବିକାଶ ସମିତି ପକ୍ଷରୁ ଏକ ଦାବୀ ପତ୍ର ଜିଲ୍ଲାପାଳଙ୍କୁପ୍ରଦାନ କରାଯାଇଛି ।ଟାଉନ ପ୍ଲାନିଂରେ ୩ ହଜାରରୁ ଉର୍ଦ୍ଧ୍ବ ଲୋକ ବସବାସ!-->…