News
lipub
samparksetu

ସେବା ହିଁ ସମର୍ପଣ କାର୍ଯ୍ୟକ୍ରମ ; ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ,ସଂଗୃହିତ ହେଲା ୫୯ ୟୁନିଟ ରକ୍ତ

ପ୍ରଧାମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଙ୍କ ଜନ୍ମଦିନ ଅବସରରେ ସେବା ହିଁ ସମର୍ପଣ କାର୍ଯ୍ୟକ୍ରମ ୧୭ ସେପ୍ଟେମ୍ବର ରୁ ୭ ଅକ୍ଟୋବର ୨୦ ଦିନ ବ୍ୟାପି ପାଳିତ ହେଉଛି । ଏହି ପରିପ୍ରେକ୍ଷୀରେ ଆଜି ଭାରତୀୟ ଜନତା ଯୁବମୋର୍ଚ୍ଚା ଢେଙ୍କାନାଳ ଜିଲ୍ଲା ତରଫରୁ ପରଜଙ୍ଗ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ

ନଅ ଲକ୍ଷ ଟଙ୍କାର କାମ ନଅ ମାସ ବି ସ୍ଥାୟୀ ନୁହେଁ!

କାମାକ୍ଷାନଗର ବ୍ଲକ ଅନ୍ତର୍ଗତ କନ୍ତିଓପୁଟସାହି ପଞ୍ଚାୟତର କନ୍ତିଓପୁଟସାହି ଗାଁ ର ଚଳିତ ବର୍ଷ ନୂଆପୁଟସାହି ଠାରୁ ବ୍ରାହ୍ମଣବନ୍ଧ ପର୍ଯ୍ୟନ୍ତ ଫିଲ୍ଡ ଚ୍ୟାନେଲ କାନ୍ଥ ଭୁଶୁଡି ପଡିଛି। ୨୦୨୦-୨୧ ଆର୍ଥିକ ବର୍ଷର ମଞ୍ଜୁର ହୋଇଥିବା ୯,୦୦,୦୦୦ ଟଙ୍କାର ଏହି ଚ୍ୟାନେଲ ଚଳିତ ବର୍ଷ ବର୍ଷା ଋତୁ

ଜିଲ୍ଲା ଚକ୍ଷୁ ବହିର୍ବିଭାଗରେ ରୋଗୀ ହଟହଟା !

ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟ ଚକ୍ଷୁ ବହିର୍ବିଭାଗ ଠିକ ସମୟରେ ନଖୋଲିବା ଏବଂ ୬ ମାସ ପରେ ମଧ୍ୟ ଚଷମା ନମିଳିବାରୁ ରୋଗୀମାନେ ହଟହଟା ହେଉଛନ୍ତି l ଗତ ଶନିବାର ଦିନ ସକାଳ ସାଢେ ୯ ଟା ପର୍ଯ୍ୟନ୍ତ ଚକ୍ଷୁ ବିଭାଗ ଡାକ୍ତର ନଆସିବାରୁ ରୋଗୀ ମାନଙ୍କ ମନରେ ବିଭିନ୍ନ ସନ୍ଦେହ ଜାତ ହେବା ସହିତ

ଅକ୍ଟୋବର ୧୯ ରେ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ;ମିଳିତ ପୂଜା କମିଟିର ପ୍ରଥମ ବୈଠକ ଅନୁଷ୍ଠିତ

ଆରମ୍ଭ ହୋଇଛି ପାର୍ବଣ ଋତୁ ପାଖେଇ ଆସୁଛି ପ୍ରସିଦ୍ଧ ଲକ୍ଷ୍ମୀ ପୂଜା । ଅନ୍ୟପଟେ ଥମିନି ମହାମାରୀର ଭୟ, ତେଣୁ କଟକଣା ଭିତରେ ଢେଙ୍କାନାଳ ଜିଲ୍ଲାରେ କିପରି ସୁଚାରୁରୂପେ ପାଳନ ହେବ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ଏନେଇ ମିଳିତ ପୂଜା କମିଟି ର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ

ପଣ୍ଡିତ ଗୁରୁ ଲୋକ ଭଦରାଙ୍କ ଜୟନ୍ତୀ ପାଳିତ

ପରଜଙ୍ଗ ବ୍ଲକ ଜାମୁନାଳୀ ଗ୍ରାମରେ ପଣ୍ଡିତ ଗୁରୁ ଲୋକ ଭଦରାଙ୍କ ୧୦୨ତମ ଜୟନ୍ତୀ ମହାଆଡମ୍ବରରେ ପାଳିତ ହୋଇଯାଇଛି। ପଣ୍ଡିତ ଲୋକ ଭଦରା ହେଉଛନ୍ତି ଆଦିବାସୀ “ହୋ” ଭାଷା ସାହିତ୍ୟର ପ୍ରାଣ ପ୍ରତିଷ୍ଠାତା। ଏହି ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଆଜିର ଏହି

ଘର ଖଣ୍ଡେ ନଥିବାରୁ ହଟହଟା ହେଉଛନ୍ତି ଅରକ୍ଷିତ ଙ୍କ ପରିବାର

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ବାଉଁଶପାଳ ପଞ୍ଚାୟତ ର ବାଙ୍ଗୁରା ଗ୍ରାମର ଅରକ୍ଷିତ ସାମଲ (୬୭) ନିଜ ପତ୍ନୀ ପଞ୍ଚାଳୀ ସାମଲ(୫୫) ଏବଂ ୧ମାତ୍ର ପୁତ୍ର ବିଶ୍ବଜିତ୍ ସାମଲ (୧୩)ନେଇ ଅତି ଦୟନିୟ ଅବସ୍ଥାରେ ରହୁଛନ୍ତି | ବର୍ଷା ଯୋଗୁଁ କେତେବେଳେ କାନ୍ଥ ଖସିପଡୁଛି ତ କେତେବେଳେ ଏହି

”ଯୁବଶକ୍ତି” ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ

ପରଜଙ୍ଗ ବ୍ଳକ "ଯୁବଶକ୍ତି" ସ୍ବେଚ୍ଛାସେବୀ ସଂଗଠନ ଢେଙ୍କାନାଳ ପକ୍ଷରୁ ସରାଙ୍ଗ ଗ୍ରାମ ପଞ୍ଚାୟତର ଅନନ୍ତ ଶୟନ ହାଇସ୍କୁଲ ଠାରେ ଯୁବଶକ୍ତି ର ଅଧକ୍ଷ ହିମାଂଶୁ ଭୂଷଣ ବାରିକ ଙ୍କ ନେତୃତ୍ୱରେ ଏକ ରକ୍ତଦାନ ଶିବିରର ଆୟୋଜନ ହୋଇଯାଇଛି । ଏହି ଶିବିରରେ ମୋଟ ୧୦୧ ୟୁନିଟ୍ ରକ୍ତ ସଂଗୃହୀତ ହୋଇଛି ।

ଖବର ପ୍ରସାରଣ ପରେ ୭ଟି ଜନଜାତି ପରିବାର ଙ୍କୁ ମିଳିଲା ରାସନ

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକର ଦେଓଗାଁ ପଞ୍ଚାୟତର ମହୁଲଖୋଳି ଗ୍ରାମରେ କୁଡିଆ କରି ରହୁଥିବା ୭ ଟି ଜନଜାତି ପରିବାର ଙ୍କୁ ପ୍ରଶାସନ ଖାଦ୍ୟ ସୁରକ୍ଷା ଯୋଜନା ରେ ରାସନ ଯୋଗାଇ ଦେଇଛନ୍ତି । ସୂଚନା ଯୋଗ୍ୟକି , ରାମ ପଧାନ ଓ ତାଙ୍କ ତିନି ପୁଅଙ୍କ ପରିବାର।ଖଜୁରୀ ପାଲୁଅ ରେ ଝାଡୁ ତିଆରି

ପ୍ରକାଶ ପାଇଲା ହିନ୍ଦୋଳ ବିଜ୍ଞାପିତ ପରିଷଦର ଅନାସ୍ଥା ପ୍ରସ୍ତାବ ଫଳାଫଳ ; ୧୨-୦ରେ ଅନାସ୍ଥା ହାରିଲେ ଅଧକ୍ଷା ରୀନା…

ହିନ୍ଦୋଳ ବିଜ୍ଞାପିତ ଅଞ୍ଚଳ ପରିଷଦର ଦୀର୍ଘ ଦଶମାସ ଧରି ଚାଲିଥିବା ଅନାସ୍ଥା ଫଳାଫଳର କଳ୍ପନା ଜଳ୍ପନାରେ ପୂର୍ଣ୍ଣଛେଦ ପଡିଛି! ସୂଚନା ଥାଉ କି ପରିଷଦର ଅଧକ୍ଷା ଶ୍ରୀମତୀ ରୀନା ବେହେରାଙ୍କ ମନମୁଖୀ କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ହୋଇ ବାରଜଣ ଦଳୀୟ କାଉଁସିଲର ଅଧକ୍ଷାଙ୍କ ବିରୁଦ୍ଧରେ ଅନାସ୍ଥା

ବିଲ ଭିତରୁ ଚାଷୀର ମୃତଦେହ ଉଦ୍ଧାର, ଦନ୍ତା ଆକ୍ରମଣ ରେ ମୃତ୍ୟୁ ଘଟିଥିବାର ସୂଚନା

ଢେଙ୍କାନାଳ ଜିଲା ମହାବିରୋଡ଼ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଖଣ୍ଡୁଆଳ ମୁଣ୍ଡା ଗ୍ରାମରେ ଅଘଟଣ ରାତିରେ ବିଲ ଜଗିଥିବା ବେଳେ ସକାଳୁ ଉଦ୍ଧାର ହେଲା ଚାଷୀର ମୃତଦେହ । ସୂଚନା ଅନୁଯାୟୀ ପରଜଙ୍ଗ ଥାନା ଖଣ୍ଡୁଆଳମୁଣ୍ଡା ଗାଁର ଉପେନ୍ଦ୍ର ଅମାତ କୁମ୍ଭୀରପଶି ସ୍ଥିତ ନିଜ ଚାଷ
error: Content is protected !!