News
lipub
samparksetu

ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

ଓଡ଼।ପଡ଼ା ବ୍ଳକ୍ କଳାଙ୍ଗ ପଞ୍ଚାୟତର ଚାକୁଣ୍ଡ।ନାଳୀ ଗ୍ରାମରେ ୬ ଶହରୁ ଉର୍ଦ୍ଧ୍ବ ଲୋକ ବସବାସ କରୁଛନ୍ତି , ତେବେ ସେମାନଙ୍କ ପାଇଁ କେବଳ ଗୋଟିଏ ନଳକୂପ ରହିଛି ଯାହା ଲୋକଙ୍କ ଆବଶ୍ୟକ କୁ ମେଣ୍ଟାଇ ପାରୁନାହିଁ । ତେଣୁ ଅଞ୍ଚଳ ବାସୀ ଚୁଆ ପାଣି ଉପରେ ନିର୍ଭର ହୋଇ ଅନେକ ରୋଗରେ ପଡ଼ୁଛନ୍ତି ।

ସ୍କୁଲରୁ ଶିକ୍ଷକ ସମେତ ୨୦ ଜଣ କରୋନା ପଜେଟିଭ ଚିହ୍ନଟ ; ସ୍କୁଲ ବନ୍ଦ କଲା ଜିଲ୍ଲା ପ୍ରଶାସନ

ବର୍ତ୍ତମାନ ରାଜ୍ୟରେ ଶିଶୁ ସଂକ୍ରମିତଙ୍କ ସଂଖ୍ୟା ଚିନ୍ତାର କାରଣ ସାଜିଛି । ଆଜି ଚିହ୍ନଟ ହୋଇଥିବା ମୋଟ୍ ୬୩୮ ସଂକ୍ରମିତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ଅଛନ୍ତି ୯୩ ଜଣ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ କାନପୂରା ପଞ୍ଚାୟତରାଜ ହାଇସ୍କୁଲକୁ ୭ଦିନ ପାଇିଁ ବନ୍ଦ ପାଇଁ

କାମାକ୍ଷାନଗର ଉପଖଣ୍ଡକୁ ମରୁଡି ଘୋଷଣା କରିବା ନିମନ୍ତେ ଜିଲ୍ଲା ଭାରତୀୟ ଜାତୀୟ କଂଗ୍ରେସ କମିଟି ପକ୍ଷରୁ ରାଜ୍ୟ…

ଚଳିତ ବର୍ଷ ଅନିୟମିତ ବୃଷ୍ଟିପାତ ଯୋଗୁଁ ଧାନ ଫସଲ କରିଥିବା ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି। ଏଣୁ କାମାକ୍ଷାନଗର ଉପଖଣ୍ଡକୁ ମରୁଡି ଘୋଷଣା କରିବା ପାଇଁ ଦଳ ପକ୍ଷରୁ ଦାବି ଉପସ୍ଥାପନ କରାଯାଇଛି। କ୍ଷତିଗ୍ରସ୍ତ ଚାଷୀଙ୍କୁ ମରୁଡି ସହାୟତା ଘୋଷଣା କରିବା ସହ ବିକଳ୍ପ ଚାଷ ପାଇଁ ମାଗଣାରେ

ତୁମୁସିଙ୍ଗା ରେ ଦନ୍ତାହାତୀ ଆତଙ୍କ, ୧ ମଇଁଷି ମୃତ ୬ ଗୁରୁତର

ଢେଙ୍କାନାଳ ଜିଲ୍ଲାରେ ଥମୁନି ହାତୀ ଆତଙ୍କ, କେତେବଳେ ଯାଉଛି ହାତୀର ଜୀବନ ତ କେତେବଳେ ଯାଉଛି ମଣିଷ ର । ତେବେ ଦନ୍ତା ର ଆତଙ୍କ ରେ ଫସିଛନ୍ତି ମଇଁଷି ଗୋଠରେ ବନ୍ଧା ହୋଇଥିବା ବେଳେ ଆକ୍ରମଣ କରିଛି ଦନ୍ତା । ଏଭଳି ଅଘଟଣ ଘଟିଛି କାମାକ୍ଷାନଗର ବନଖଣ୍ଡ ପଶ୍ଚିମାଞ୍ଚଳ ରେଞ୍ଜ ଅନ୍ତର୍ଗତ

ଆବାସ ଯୋଜନାରୁ ବଞ୍ଚିତ ଶିସୁଳା !

ସରକାର କାର୍ଯ୍ୟକାରୀ କରିଥିବା ଯୋଜନାର ସଫଳତା ନେଇ ପ୍ରତିଦିନ ବିଭିନ୍ନ ବିଜ୍ଞାପନ ଜରିଆରେ ପ୍ରଚାର ପ୍ରସାର କରୁଥିବା ବେଳେ ତୃଣମୂଳ ସ୍ତରରେ ଯୋଜନାର ସଫଳ ରୂପାୟନ ହୋଇ ପାରୁ ନାହିଁ। ପ୍ରତ୍ୟେକ ଯୋଜନାରେ ଦୁର୍ନୀତି ଅଭିଯୋଗ ଆସିବା ନିତିଦିନିଆ ଖବର ହୋଇଗଲାଣି । ଏହାର ଏକ ନିଚ୍ଛକ

ବିଧାନ ସଭା ଘେରିବ କିନ୍ନର ସଂଘ

ଢେଙ୍କାନାଳ ଜିଲ୍ଲା କିନ୍ନର ମାନଙ୍କ ସମସ୍ୟା ନେଇ ଜିଲ୍ଲା ମା ବୁଢୀ ଠାକୁରାଣୀ କିନ୍ନର ସଙ୍ଘ ତରଫରୁ ରାଜ୍ୟ ସଙ୍ଘର ଅନୁରୋଧ କ୍ରମେ କିନ୍ନର ମାନଙ୍କ ସୁରକ୍ଷା, ସମ୍ମାନ ଏବଂ ଅଧିକାର ପାଇଁ ବିଧାନସଭା ଘେରିବାକୁ ସଙ୍ଘ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରାଯାଇଛି ।

ବ୍ୟାଙ୍କରେ ଋଣ ପ୍ରଦାନରେ ଅନିୟମିତତା ; ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ ଏସଏସଜି ଗୋଷ୍ଠି

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଳକ୍ ଗୋପାଳପରୁ ଖଣ୍ଡବନ୍ଧ ପଞ୍ଚାୟତ ଗ୍ରାମର ଶକ୍ତି ମା ସନ୍ତୋଷୀ ସ୍ୱୟଂ ସହାୟକ ଗୋଷ୍ଠୀକୁ ଋଣ ପ୍ରଦନରେ ଓଡିଶା ଗ୍ରାମ୍ୟବ୍ୟାଙ୍କ ତରଫରୁ ଋଣ ପ୍ରଦାନରେ ଟାଳଟଳୁ ନିତୀ ଅବଲମ୍ବନ କରୁଥିବାରୁ ଜିଲ୍ଲାପାଳଙ୍କ ନିକଟରେ ଅଭିଯାଗ ହୋଇଛି । ସଦସ୍ୟ ମାନଙ୍କ

ଶିକ୍ଷାର ଶିକ୍ଷକ

ଗୁରୁ ତୁମ୍ଭେ ପର°ବ୍ରହ୍ମସାକ୍ଷାତ ଈଶ୍ୱରଗୁରୁ ତୁମ୍ଭେ ସର୍ବ ଶ୍ରେଷ୍ଠଅଟଇ ଶିଷ୍ୟର …… ଶିଷ୍ୟର ଉନ୍ନତି ପଥେକରି ଶିକ୍ଷା ଦାନଭବିଷ୍ୟତ ମହାମେରୁସାଜି ସଜାଅ ସମ୍ମାନ ହେ ଗୁରୁ …….ହେ ଗୁରୁ କେତେ ଗଢ଼ିଛ ଜୀବନଚିର ୠଣୀ ହୃଦୟରୁମୋ ଘେନ ଏ ପ୍ରଣାମ ତୁମ୍ଭ ମାର୍ଗର ଏ ସଦ୍ ଜ୍ଞାନଆଲୋକିତ
error: Content is protected !!