News
lipub
samparksetu

ଅସ୍ଥାୟୀ ଘରେ ଚାଲୁଛି ତୁମୁଁସିଙ୍ଗା ହୋମିଓପାଥିକ ମେଡ଼ିକାଲ

ଦଶ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଅସ୍ଥାୟୀ ଘରେ ଚାଲୁଛି ତୁମୁଁସିଙ୍ଗା ହୋମିଓପାଥିକ ମେଡ଼ିକାଲ। ଗୋଟିଏ ପରେ ଗୋଟିଏ ଠିକଣା ବଦଳିଛି ହେଲେ ସ୍ଥାୟୀ ଠିକଣା ମିଳି ପାରି ନାହିଁ। ଦୁଇ ବର୍ଷ ତଳେ ଏ ବିଷୟରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଖବର ପ୍ରସାରଣ ପରେ ବିଭାଗ ଯୁଦ୍ଧକାଳୀନ

ସ୍କୁଲ ପାଚେରି ନିର୍ମାଣ ବେଳେ ଶ୍ରମିକ ମୃତ !

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ବାଇସିଙ୍ଗା ହାଇସ୍କୁଲ -ପାଚେରି ନିର୍ମାଣ ପାଇିଁ ନିଅଁ ଖୋଳୁଥିବା ବେଳେ ଜଣେ ଶ୍ରମିକ ର ମୃତ୍ୟୁ ହୋଇଥିବାର ଅଭିଯୋଗ ହୋଇଛି ।ମୃତକ ଜଣଙ୍କ ହେଲେ ତେନ୍ତୁଳିଶିଙ୍ଗା ଗ୍ରାମର ସୁର ପଧାନଙ୍କ ପୁଅ ମିଥୁନ ପଧାନ। ସୂଚନା ଅନୁଯାୟୀ , ବ୍ଲକ

ଦିନିକିଆ କାମାକ୍ଷାନଗର ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଦିନିକିଆ କାମାକ୍ଷାନଗର ଗସ୍ତ ରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ l ଢେଙ୍କାନାଳ ସଦାଶିବପୁର ଠାରେ ଏକ ପ୍ରକଳ୍ପ ର ଭୂମିପୂଜନ ପରେ କାମାକ୍ଷାନଗର ଠାରେ ପହଞ୍ଚିଥିଲେ l ସହର ର ମହିମାମନ୍ଦିର ଠାରେ ଭାରତୀୟ ଜନତା ପାର୍ଟି ର କାର୍ଯ୍ୟକର୍ତ୍ତା ମାନେ

ପୂର୍ତ୍ତ ବିଭାଗ ମନ୍ତ୍ରୀଙ୍କ ପୋଷ୍ୟ ସ୍କୁଲ ପରିଦର୍ଶନରେ ଜିଲ୍ଲାପାଳ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ଖଣୀ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଭୁବନ ବ୍ଲକ ଅନ୍ତର୍ଗତ ସୁରପ୍ରତାପପୁର ପଞ୍ଚାୟତ ଠାରେ ଅବସ୍ଥିତ ଶ୍ରୀ ଅରବିନ୍ଦ ବିଦ୍ୟାପୀଠ କୁ ପୋଷ୍ୟ ସ୍କୁଲ ଗ୍ରହଣ କରିଥିଲେ। ମନ୍ତ୍ରୀ ଏହି ସ୍କୁଲ କୁ ପୋଷ୍ୟ

ମହିମା ମହାବିଦ୍ୟାଳୟରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଳକ୍ ଜୋରନ୍ଦା ମହିମାଗାଦି ସ୍ଥିତ ମହିମା ମହାବିଦ୍ୟାଳୟର ଯୁବ ରେଡ଼କ୍ରସ, ରେଡ ରିବନ କ୍ଳବ, ଜାତୀୟ ସେବା ଯୋଜନା ଓ ଏନ ସି ସି ମିଳିତ ଆନୁକୂଲ୍ୟରେ ଏବଂ ଢେଙ୍କାନାଳ ଏଚ ଡି ଏଫ ସି ବ୍ୟାଙ୍କ ମିଳିତ ଭାବରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ମହାବିଦ୍ୟାଳୟ

” ପିଣ୍ଡୁଳାଏ ନାଲି ରକ୍ତ “

କେଉଁ ଏକ ରାସ୍ତା ବୁଦା ବନେନାଲି ରକ୍ତର ଦିଶେ ପିଣ୍ଡୁଳା ଟିଏକ୍ଷତାକ୍ତରେ ଭିଜା ଲାଳ ଆଉ ନାଲି ରକ୍ତଏ ଅବାଂଛିତ ନାଲି ରକ୍ତର ପିଣ୍ଡୁଳା କିଏ ? ରକ୍ତରେ ଲୁଟପୁଟ ଏ ମାଂସ ଶରୀରକୁନି ହାତ ଗୋଡ କୁନି ଅଧରପରିଟିଏ ପରି ଦିଶେ ଶରୀରଶିଶୁ କନ୍ୟା ଥିଲା ମାତୃ ଗର୍ଭର || ଶେଷ ହୋଇଯାଏନିଶ୍ୱାସ

ଚନ୍ଦାରରେ ଅବକାରୀ ବିଭାଗର ଚଢ଼ାଉ; ୨୦୦ ଲିଟର ଦେଶୀ ମଦ ଜବତ, ୨ ଗିରଫ

ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଚନ୍ଦାର ଗାଁରେ ଅବକାରି କମିଶନରଙ୍କ ନିର୍ଦ୍ଧେଶ କର୍ମେ ସଦର ଅବକାରି ଅଧିକାରୀ ସମିର ମହାନ୍ତି,କାମାକ୍ଷାନଗର ଅବକାରି ଅଧିକାରୀ ଅଶୋକ କୁମାର କାଲସେନା ଙ୍କ ସହ ଭୁବନର ଅତିରିକ୍ତ ତହସିଲଦାର ମନୋଜ କୁମାର ମାଝିଙ୍କ ମିଳିତ ଚଡାଉ ହୋଇଥିଲା । ଏହି

ଭରସା ତୁଟିଲା ରାସୋଳ ପୋଲିସ ଉପରେ, ଉପଜିଲ୍ଲାପାଳ ଙ୍କ ଦ୍ୱାରସ୍ଥ ହେଲେ ନିର୍ଯାତିତ ମହିଳା

ଆମ ସରକାର ଆଇନି ଶୃଙ୍ଖଳ ପରିସ୍ଥିତି କୁ ସୁଦୃଢ କରିବା ନିମନ୍ତେ ଓଡିଶା ରେ ପୋଲିସ ଥାନା ମାନ ସ୍ଥାପନ କରିଛନ୍ତି l ଏମିତି କି ମୋ ସରକାର ଓ 5T ଭଳି ଯୋଜନା କୁ ପୋଲିସ ବିଭାଗ ରେ ଅନ୍ତର୍ଭୁକ୍ତ କରାଇଛନ୍ତି l କିନ୍ତୁ ତାହା ଗ୍ରlଉଣ୍ଡ ଜିରୋରେ କେତେ ଦୂର କାର୍ଯ୍ୟକାରୀ ହେଉଛି ତାହା ଜଣେ

ବଳଦେବ ଜୀଉ ମନ୍ଦିରରେ ରେଖା ପଞ୍ଚମୀ ପୂଜା ଅନୁଷ୍ଠିତ

ଢେଙ୍କାନାଳ ସହରସ୍ଥିତ ପ୍ରସିଦ୍ଧ ବଳଦେବ ଜୀଉ ମନ୍ଦିର ପରିସରରେ ରେଖା ପଞ୍ଚମୀ ଅବସରରେ ବିଶେଷ ପୁଜାର୍ଚ୍ଚନା କରାଯାଇଛି । ପ୍ରାତଃ ସମୟରେ ମଙ୍ଗଳ ଆଳତି, ମହାସ୍ନାନ, ନୂତନ ବସ୍ତ୍ର ପରିଧାନ, ଫୁଲହାର, ତୁଳସୀ ମାଳ ସହ ଆଳତି କରାଯାଇଥିଲା । ବଲ୍ଲବ ଭୋଗ ବଳଦେବଜୀଉଙ୍କ ଠାରେ ଲାଗି କରାଯାଇଥିଲା ।
error: Content is protected !!