ଡିଜେ ସାଉଣ୍ଡ ଏବଂ ଶୋଭାଯାତ୍ରାକୁ ଅନୁମତି ଦାବି
ଢେଙ୍କାନାଳ ଜିଲ୍ଲାରେ ୨ଶହରୁ ଆଧିକ ସାଉଣ୍ଡ,ଲାଇଟ୍ ମାଲିକ ରହିଥବା ବେଳେ ୬ ହଜାରରୁ ଅଧିକ କର୍ମଚାରୀ ରୋଜଗାର କରି ପରିବାର ପ୍ରତିପୋଷଣ କରୁଥିଲେ । କରୋନାମହାମାରୀ ହେତୁ ଦିର୍ଘ ୧୭ ମାସ ଧରି ବନ୍ଦ ଯୋଗୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଗଣେଶ ପୂଜାଠାରୁ ଡିଜେ ସାଉଣ୍ଡ ଏବଂ!-->…
ଢେଙ୍କାନାଳ ଜିଲ୍ଲାରେ ନୂତନ ୧୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ
Number of new Positive cases-19Institutional Quarantine-NilHome Quarantine-15Local Contacts-NilIn Hospital-04
Block/ULB wise new Positive cases :
Dhenkanal Municipality-08 (Deulasahi-3, Dakhinakali-2, Gudianali-1, Similia-1,!-->!-->!-->!-->!-->…
ଜିଲ୍ଲାରେ ଶାନ୍ତି ଶୃଙ୍ଖଳାରେ ଆୟୋଜିତ ହେବ ଗଣେଶ ପୂଜା ; ମୂର୍ତ୍ତିର ଉଚ୍ଚତା ରହିବ ୪ଫୁଟ
ଆସନ୍ତା ସେପ୍ଟେମ୍ବର ୧୦ ତାରିଖରେ ଆରମ୍ଭ ହେବ ଗଣେଶ ପୂଜା ଏବଂ ୧୨ ରେ ହେବ ଭସାଣି ଉତ୍ସବ । ଏ ନେଇ ଆଜି ଜିଲ୍ଲାପାଳ ଶ୍ରୀ ସରୋଜ ସେଠୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।
ସରକାରଙ୍କ କୋଭିଡ ପ୍ରଟୋକଲ ମାନି ପୂଜା ଅନୁଷ୍ଠିତ ହେବ । ମଣ୍ଡପର ସମ୍ମୁଖ ଭାଗକୁ!-->!-->!-->…
ସଡ଼କ ଦୁର୍ଘଟଣାରେ ଆହତ ଅଥାନି ; ଚିକିତ୍ସାପାଇଁ ଅର୍ଥ ସାଜିଛି ବାଧକ
ସରକାର ସ୍ୱାସ୍ଥ୍ୟ ସେବାରେ ବିଭିନ୍ନ ଯୋଜନା କରୁଥିବା ବେଳେ ଗତ ୨୨ ତାରିଖ ରବିବାର ଦିନ ଓଡାପଡା ବ୍ଲକ ଖୁଣ୍ଟଝରୀ ପଞ୍ଚାୟତ ବଳଭଦ୍ର ପୁର ଗ୍ରାମର ଋଷିମଣୀ ବେହେରାଙ୍କ ପୁଅ ଅଥlନି ବେହେରା (୨୩) ପରଜଙ୍ଗ ରୁ ଫେରିଲା ବେଳେ କାମାକ୍ଷାନଗର ଆଳତୁମା ସ୍ଥିତ ରାମିଆଳ ସେତୁ ନିକଟ ରେ ଏକ ମର୍ମନ୍ତକ!-->…
ଢେଙ୍କାନାଳ ଜିଲ୍ଲାରେ ନୂତନ ୧୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ
Number of new Positive cases-14Institutional Quarantine-NilHome Quarantine-04Local Contacts-NilIn Hospital-10
Block/ULB wise new Positive cases :
Hindol Block-02 (Badabahal-1, Iswarpal-1)
Sadar block-02(Talabarkote-1,!-->!-->!-->!-->!-->!-->!-->…
ଢେଙ୍କାନାଳ ଜିଲ୍ଲା ଗସ୍ତ ରେ ସୂଚନା ବିଜ୍ଞାନ ଅଧିକାରୀ
ଢେଙ୍କାନାଳ ଜିଲ୍ଲାକୁ ଓଡିଶା ମୁଖ୍ୟ ତଥା ସୂଚନା ବିଜ୍ଞାନ ଅଧିକାରିଣୀ । କବିତା ରାୟ ଚୌଧୁରୀ ଜିଲ୍ଲା ଗସ୍ତ କରିବାସହ ଜିଲ୍ଲାରେ ଚାଲିଥିବା ବୈଷୟୀକ ଶିକ୍ଷାର ସମୀକ୍ଷା କରିଥିଲେ ।
ଜିଲ୍ଲା ସୂଚନା ବିଜ୍ଞାନ ଅଧିକାରୀ ମୃତ୍ୟୁଞ୍ଜୟ ନାୟକ ଜିଲ୍ଲାରେ ଚାଲିଥିବା ବିଭିନ୍ନ ପ୍ରକଳ୍ପ ଓ!-->!-->!-->!-->!-->…
ପୁଣିଥରେ
କୁହ, ତୁମେ ପୁଣି ଥରେ ଭାବନା ହୋଇଉଡି ବୁଲିବ କି ମୋର ଏହି କାହାଣୀରେଶୁଖି ଆସୁଥିବା ଏ ଜୀବନର ପତ୍ରକୁକଅଁଳେଇ ଦେବ କି ତୁମ ଅଭିନବ ପ୍ରୟାସ ରେ
କୁହ, ପୁଣିଥରେ ଫେରିଯିବାକିସେହି ଦିଗନ୍ତରେ ମିଶୁଥିବା ମାଟି ରାସ୍ତାରେହାତରେ ହାତ ଧରି ଚାଲିବା କିସେହି କାକର ଭରା ଶୀତୁଆ ସକାଳରେ
ଆସିବ!-->!-->!-->!-->!-->…
ଯୁବ କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ
ଢେଙ୍କାନାଳ ଜିଲ୍ଲା ଯୁବ କଂଗ୍ରେସ ତରଫରୁ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ଙ୍କୁ ଉପଯୁକ୍ତ ସମ୍ମାନ ଦିଆଯାଇ ନଥିବା ହେତୁ ଯୁବ କଂଗ୍ରେସ ପକ୍ଷରୁ ଏକ ଅଭିଯୋଗ କରାଯାଇଛି ।
ଢେଙ୍କାନାଳ!-->!-->!-->…
ନୟନ
ଆକାଶ ଓ ସମୁଦ୍ରର ନୀଳମାପିବାରେ ବ୍ୟସ୍ତ ଥିଲା 'ନୟନ 'ସମୁଦ୍ରର ଗର୍ଜନ ଓ ଝାଉଁ ବଣର ଶବ୍ଦକିଏ ଭୟଙ୍କର ବୁଝି ପାରୁନଥିଲାସେ ଏକାକୀ ଥିଲା.
ନିଜକୁ ନିଃସହାୟ ମନେ କରୁଥିଲା.ବେଳାଭୂମିରେ ଅସଂଖ୍ୟ ଶାମୁକା ଇତଃ ସ୍ତତଃ....ଗୋଟେଇବାକୁ ମନ ଥିଲେ ବି ଇଚ୍ଛା ନଥିଲାମନରେ ଅନେକ ପ୍ରଶ୍ନ ଉଙ୍କି!-->!-->!-->…
ବଜଙ୍ଗଲରେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ;ହତ୍ୟା ଅଭିଯୋଗ ଆଣିଲେ ପରିବାର
ଢେଙ୍କାନାଳ ଜିଲା କଙ୍କଡାହାଡ଼ ଥାନା ବାଲିକୁମା ଗାଁ ଜଙ୍ଗଲରେ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି,ପରିବାର ଲୋକଙ୍କ ମୁତାବକ ଯୁବକଙ୍କୁ ହତ୍ୟା କରାଯାଇଛି।
ଧୂଳିଗୋଠ ଗାଁର ଶଙ୍କର ସୋରେନଙ୍କ ପୁଅ ପ୍ରକାଶ ସୋରେନ (୨୦) ଙ୍କ ଝୁଲନ୍ତା ମୃତ ଦେହ ବାଲିକୁମା ଗାଁ ପାଖ ଜଙ୍ଗଲରେ!-->!-->!-->…