News
lipub
samparksetu

୨୪ ଘଣ୍ଟାରେ ୧୯ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା

୨୪ ଘଣ୍ଟାରେ ୧୯ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ନେଇ ସର୍ତକ ସୂଚନା ଜାରି କରିଛି ପାଣିପାଗ ବିଭାଗ । ଲଘୁଚାପର ରୂପ ନେଲା ଘୂର୍ଣ୍ଣିବଳୟ । ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା । ଅନ୍ୟ ଜିଲ୍ଲାରେ ହାଲୁକା ଓ ମଧ୍ୟମ ଧରଣର ବର୍ଷା ସମ୍ଭାବନା ନେଇ ପାଣିପାଗ ବିଭାଗର ସୂଚନା

ବଳିଦାନର ଏକ ପର୍ବ “ଈଦ୍-ଉଲ୍ ଅଜହା”

ଇଦ୍-ଉଲ୍-ଅଜହା ହେଉଛି ବଳିଦାନର ଏକ ପର୍ବ ଯାହାକି ଇଦ୍-ଉଲ୍-ଫିତରର ପ୍ରାୟ ଦଶ ସପ୍ତାହ ପରେ ପଡେ ଏବଂ ହଜ୍ (ମକ୍କାର ପବିତ୍ର ତୀର୍ଥଯାତ୍ରା) ର ସମାପ୍ତିକୁ ଚିହ୍ନିତ କରେ। ଏହା ହେଉଛି ବଳିଦାନର ପର୍ବ ଯାହାକି ହଜରତ ଇବ୍ରାହିମ ଏବଂ ତାଙ୍କ ପୁତ୍ର ହଜରତ ଇସମାଇଲଙ୍କ ଅଲ୍ଲାହଙ୍କ ଆଜ୍ଞାକାରିତାକୁ

ହାରି ହାରି ଯାଏ ଆଜି

ବୟସ ହଜିଛି ଅୟସ ହଜିଛି ଧନ ବି ଯାଇଛି ହଜିକୃତ କର୍ମର ଫଳ ମୁଁ ଭୋଗୁଛି ହାରି ହାରି ଯାଏ ଆଜି ସମ୍ପର୍କ ହଜିଛି ବିବେକ ହଜିଛି ମନ ବି ଯାଇଛି ହଜିଆକାଶକୁ ଚାହିଁ

ବାତ ରୁ ସନ୍ନିପାତ

ପାନ ଚାଷୀ ଯାଏ ଦାଦନ ଖଟାକୁଧାନ ଚାଷୀ ମରେ ଦଉଡି ଦେଇକପା ଚାଷୀ ବିଷ ପିଇକି ଶୋଉଛିମକା ଚାଷୀ ହାତେ ଜାଳେ ତା ଜୁଇ ବିରି ଚାଷୀ ବୁଲେ ବାରଓଳି ପିଣ୍ଡାମୁଗ ଚାଷୀ ଦିଏ ମୁଣ୍ଡରେ ହାତହରଡ ଚାଷୀଙ୍କ ଅବସ୍ଥା ଖରାପମାଣ୍ଡିଆ ଚାଷୀଙ୍କ ଅସରା ଦୁଃଖ ତରଭୂଜ ଚାଷୀ ମାଗି ଖାଇଲେଣିଟମାଟର ଚାଷୀ ଖାଡା

ଧରା ପଡିଲା ହିନ୍ଦୋଳ ଜେଲରୁ ଚମ୍ପଟ ମାରିଥିବା ଅଭିଯୁକ୍ତ

ହିନ୍ଦୋଳ ଜେଲ ରୁ ଗତ ୨ତାରିଖରେ ଜଣେ ବିଚାରଧୀନ ଆସାମୀ ବିରଞ୍ଚି ବେହାର ପାଚେରି ଡେଇଁ ଚମ୍ପଟ ମାରିଥିଲା । ଗତ ସୋମବାର ବିଳମ୍ବିତ ରାତ୍ରିରେ ସେ ନିକଟ ସରାସିଂ ଗାଁରେ ଥିବା ଖବର ପାଇ ହିନ୍ଦୋଳ ପୋଲିସ ତାକୁ ଗିରଫ କରି କୋର୍ଟ ଚାଲଣ କରିଛି । ଜେଲ କର୍ମଚାରୀଙ୍କ ଅସାଵଧାନତା ହେତୁ ଏହି

ଅଧା ରହିଗଲା ଘର ବାହୁଡା, ଟ୍ରକ ଧକ୍କା ରେ ବାଇକ୍ ଚାଳକଙ୍କ ମୃତ୍ୟୁ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ଏନଏଚ ୫୩ ହାତିଲୁଚାଣି ନିକଟରେ ଏକ ବାଇକ୍ କୁ ପଛ ପଟୁ ଧକ୍କା ଦେଲା ଟ୍ରକ୍ । ଘଟଣା ସ୍ଥଳରେ ହିଁ ବାଇକ୍ ଚାଳକ ଙ୍କ ମୃତ୍ୟୁ । ମୃତକ ହେଲେ ପରଜଙ୍ଗ ଥାନା ବାରିହାପୁର ଗ୍ରାମର ଆର୍ତବନ୍ଧୁ ବିଶ୍ବାଳ । ସେ ଜଣେ ଏମସିଏଲ କର୍ମଚାରି। ସବୁଦିନ ଭଳି ଆଜି

ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ସ୍ୱାମୀ , ହତ୍ୟା ପରେ କଲା ଆତ୍ମସମର୍ପଣ

ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ ବାଜିଚୈକ ଛକ ନିକଟରେ ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ରୋଡରେ ବାଡେଇ ବାଡେଇ ସ୍ବାମୀ ସ୍ତ୍ରୀକୁ ହତ୍ୟା କରିଛି । ହତ୍ୟା ପରେ ଅଭିଯୁକ୍ତ ସ୍ବାମୀ ଟାଉନ ଥାନାରେ ଆତ୍ମସମର୍ପଣ କରିଛି। ଅଭିଯୁକ୍ତ ସ୍ବାମୀ ବଣସିଂହ ଗ୍ରାମର ସତ୍ୟବ୍ରତ ମହାଳିକ ୧୦ ବର୍ଷ ତଳେ

କେନାଲରେ ବୁଡି ନାବାଳିକା ମୃତ !

ଢେ଼ଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ସାରୁଆଳି ପଂଚାୟତ କଟା ଗାଁର କେନାଲରେ ଆଜି ଗାଁର ତପନ ମୁଣ୍ଡାଙ୍କ ଝିଅ ରାଧି ମୁଣ୍ଡା (୧୩) ଗାଧୋଇଲା ବେଳେ ଅସାବଧାନତା ହେତୁ କେନାଲ ରେ ବୁଡ଼ି ଯାଇଥିଲେ । ପରେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି କାମାକ୍ଷାନଗର ମେଡ଼ିକାଲ ରେ ଭର୍ତ୍ତି କରିଥିଲେ

ଭାଙ୍ଗିଲା ରେଙ୍ଗାଳୀ ଡିଷ୍ଟ୍ୟୁବୁଟାରୀ କେନାଲ ; ୧୦ ଫୁଟର ଘାଇ !

ଭୁବନ ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଧଳପଡା ପଂଚାୟତ ର ଧଳପଡା ଗ୍ରାମର ଚଣ୍ଡୀ ମନ୍ଦିର ନିକଟରେ ନିକଟରେ ଭାଙ୍ଗିଲାଭାଙ୍ଗିଲା ରେଙ୍ଗାଳୀ ଡିଷ୍ଟ୍ୟୁବୁଟାରୀ କେନାଲ । ଉଦଘାଟନ ଗୋଟିଏ ସପ୍ତାହ ପୁରିନଥିବା ବେଳେ ରେଙ୍ଗାଳୀ ବାମ ଚଣ୍ଡୀ ମନ୍ଦିର ନିକଟରେ ୧୦ ଫୁଟର ଘାଈ ଶୃଷ୍ଟି ହୋଇଛି।
error: Content is protected !!