News
lipub
samparksetu

କଙ୍କଡାହାଡ଼ ବ୍ଲକ ଡ୍ରାଇଭର ସଂଘ ତରଫରୁ ମାସ୍କ ଓ ଶୁଖିଲା ଖାଦ୍ୟ ବଣ୍ଟନ

କଙ୍କଡାହାଡ଼ ବ୍ଲକ ଡ୍ରାଇଭର ସଂଘ ତରଫରୁ ଆଜି କଙ୍କଡାହାଡ଼ ବ୍ଲକ ସଦର ମହକୁମା ଠାରେ ବ୍ଲକ ର ସମସ୍ତ ଡ୍ରାଇଭର ଏକତ୍ରିତ ହେଇ ପ୍ରଥମେ ଗାନ୍ଧି ଛକ ଠାରେ ମହାତ୍ମାଗାନ୍ଧି ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ ।କଙ୍କଡାହାଡ଼ ବ୍ଲକ ଡ୍ରାଇଭର ସଂଘ ସଭାପତି ଚତୃଭୋଜ ମାହନ୍ତ ଙ୍କ

ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ ଯୋଗଦାନ

ଢେଙ୍କାନାଳ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଭାବରେ ଆଜି ଅଂଶୁମାନ ପଟ୍ଟନାୟକ ଯୋଗ ଦେଇଛନ୍ତି । କିଛିଦିନ ହେବ ଏହି ପଦବି ଖାଲି ପଡ଼ିଥିବାରୁ ଢେଙ୍କାନାଳ ଜିଲ୍ଲା କୃଷି ଅଧିକାରୀ ପ୍ରମୋଦ କୁମାର ପ୍ରଧାନ ଅତିରିକ୍ତ ଭାବରେ ଏହି ଦାୟିତ୍ୱ ତୁଲାଉ ଥିଲେ । ଉକ୍ତ ଉତ୍ସବରେ ଗ୍ରାମ୍ୟ କୃଷି

ମଙ୍ଗଳପୁର ଗ୍ରାମର ନିତିଦିନିଆ ରାସ୍ତା ଶୋଚନୀୟ ; ୧୦କିମି ବୁଲିକି ଗଲେ ଚିକିତ୍ସାଳୟ

ସହର ନିକଟରେ ଥାଇ ବି ହଜାର ହଜାର ଲୋକ ରାସ୍ତା ପାଇଁ ଦଶ କିଲୋମିଟର ରାସ୍ତା ବୁଲିକି ଯିବା ଘଟଣା ଜିଲ୍ଲା ପ୍ରଶାସନର କାର୍ଯ୍ୟ ପ୍ରତି ଆଙ୍ଗୁଳି ନିର୍ଦ୍ଦେଶ କରିଛି।ସଦର ବ୍ଲକ ଅନ୍ତର୍ଗତ ମଙ୍ଗଳପୁର ଗ୍ରାମ।ସହର ଠାରୁ ମାତ୍ର ପାଞ୍ଚ କିଲୋମିଟର। କିନ୍ତୁ ଗ୍ରାମକୁ ଯାଇଥିବା ପ୍ରଧାନମନ୍ତ୍ରୀ

ଭରଚୁଆଲ ଢେଙ୍କାନାଳ ବିଜେପି କାର୍ଯ୍ୟକାରିଣୀ ସଭା ଅନୁଷ୍ଠିତ

ଢ଼େଙ୍କାନାଳ ଜିଲ୍ଲା ବିଜେପି ପକ୍ଷରୁ ନରେଶ ଚନ୍ଦ୍ର ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସୀ ମାଧ୍ୟମରେ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ

ଗୋପାଳ ର ସଫଳତା

ମୋହନପୁର ଗ୍ରାମ ରେ ଜଣେ ଲୋକ ଥିଲା ।ତାର ନାମ ଗୋପାଳ । ସେ ବହୁତ ଗରିବ ଥିଲା ।ତାକୁ ଦୁଇ ଓଳି ଖାଇବା ପାଇଁ ମଧ୍ୟ ମିଳୁନଥିଲା। ତାକୁ ମିଠା ତିଆରି କରିବା

ଢେଙ୍କାନାଳ ଜିଲ୍ଲାରେ ନୂତନ ୬୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

Number of new Positive cases-61Institutional Quarantine-NilHome Quarantine- 47Local Contacts-NilIn Hospital-14 Block/ULB wise new Positive cases : Odapada block- 18(Ghatipiri-4, Brundabanpur-3, Indipur-2, Khuntijhari-2, Ostapal-2,

ବାଇକ୍ ଓ ହାଇୱା ମଧ୍ୟରେ ଦୁର୍ଘଟଣା, ଜଣେ ଗୁରୁତର ଜଣେ ମୃତ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଛକ ରେଳବାଇ ଓଭର ବ୍ରିଜ ନିକଟରେ ଦୁର୍ଘଟଣା । ବାଇକ୍ ଓ ହାଇୱା ମଧ୍ୟରେ ଘଟିଲା ଦୁର୍ଘଟଣା । ଦୁର୍ଘଟଣା ରେ ଜଣେ ଗୁରୁତର ଓ ଆହତ ଜଣେ ମୃତ । ଗୁରୁତର ଜଣଙ୍କ ସୋଗରର ମଧୁ ମହାରଣା (୪୩) ହୋଇଥିବା ବେଳେ ମୃତକ ଜଣଙ୍କ ସାନୁ ଦେହୁରୀ ( ୨୩ ) । ଗୁରୁତର

ବାପୁଜୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ନିର୍ମିତ ସଭାଗୃହ ଉଦଘାଟିତ

ମୋ ସ୍କୁଲ୍ ଅଭିଯାନରେ ବାପୁଜୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ନିର୍ମିତ ସଭାଗୃହ ଉଦ୍ଘାଟିତ ହୋଇଯାଇଛି । ଏହି ଉପଲକ୍ଷେ ଆଲୁମିନି ସଭାପତି ଗୁପ୍ରେଶ୍ଵର ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଢେଙ୍କାନାଳ ସାଂସଦ ମହେଶ ସାହୁ ଯୋଗଦେଇ ତାଙ୍କ

ବନପାଳଙ୍କ ଅଫିସ ଭିତରେ ପଶି ବନପାଳଙ୍କୁ ଠେଙ୍ଗାରେ ପିଟି ଲହୁଲୁହାଣ କଲେ ଯୁବକ

ବନପାଳଙ୍କ କାର୍ଯ୍ୟାଳୟ ଭିତରେ ପଶି ବନପାଳଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ମଦ୍ୟପ ଯୁବକ । ଏମିତି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ବନଖଣ୍ଡ ଅଧିନସ୍ଥ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ମୁକ୍ତାପଶି ବନପାଳଙ୍କ କାର୍ଯ୍ୟାଳୟରେ । କାର୍ଯ୍ୟାଳୟରେ ବନପାଳ ଚନ୍ଦ୍ର ଶେଖର ବେହେରା ଖାଉଥିବା

ବର୍ଷାରେ ବେହାଲ କାବେରା ରାସ୍ତା !

ଗଁଦିଆ ବ୍ଳକର ଗ୍ରାମାଞ୍ଚଳରେ ବିଭିନ୍ନ ରାସ୍ତା ଘାଟର ଅବସ୍ଥା ବେହାଲ ହୋଇପଡିଥିବା ବେଳେ କାବେରା ଗ୍ରାମ ପଞ୍ଚାୟତର କାବେରା ଗ୍ରାମର ବେଳାସାହି ଓ ଶବରସାହିକୁ ସଂଯୋଗ କରୁଥିବା ରାସ୍ତାଟି ବର୍ଷାରେ ବେହାଲ ହୋଇପଡିଛି । ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଥିବା ବେଳେ
error: Content is protected !!