News
lipub
samparksetu

ଫିକା ଲାଗେ ଆଜି ରଜ ମଉଜ

ଆଗ ଭଳି ଆଉ ନାହିଁ ସଜବାଜ,ଫିକା ଲାଗେ ଆଜି ରଜ ମଉଜ । ରଜ ମଉଜରେ ପଡିଚି ଭାଳେଣି,ଗଛ ଡାଳରେ ଆଉ ଝୁଲୁନି ଦୋଳି । କୁଆଡୁ ଆସିଲା ମହା ବିପଦ ମାଡ଼ି,ହସ ଖୁସି ଝିଅ ଙ୍କର ଦେଲା ବିଗାଡି । କେତେ ପିଠାପଣା ହୋଇଥାନ୍ତା ଘରେଝିଅ ବୋହୁଙ୍କୁ ଦିନ ଦୁଃଖରେ ସରେ। ବନସ୍ତେ ଡାକୁନି ଆଉ ଗଜର

ପାନୀୟଜଳ ଯୋଗାଣ ଷ୍ଟାଣ୍ଡପୋଷ୍ଟ ଭଙ୍ଗାରୁଜା ପାଇଁ ପଞ୍ଚାୟତବାସୀ ବିଡ଼ିଓଙ୍କ ଦ୍ବାରସ୍ଥ

ପାନୀୟଜଳ ଯୋଗାଇ ଦେବାକୁ ସରକାର ବିଭିନ୍ନ ପଦକ୍ଷେପ ନେଉଥିବାବେଳେ ଭୁବନ ବ୍ଲକର ଯମୁନାକୋଟ ପଞ୍ଚାୟତରେ ବ୍ଯତିକ୍ରମ ଯୋଗୁଁ ପଞ୍ଚାୟତବାସୀ ଭୁବନ ବିଡିଓଙ୍କ ଦ୍ବାରସ୍ଥ ହୋଇଛନ୍ତି। ସୂଚନା ଅନୁଯାୟୀ ୨୦୦୮-୦୯ ମସିହାରେ ଏହି ପଞ୍ଚାୟତକୁ ପାନୀୟଜଳ ଯୋଗାଇ ଦେବାକୁ ସ୍ବଜଳଧାରା ଯୋଜନା

ଜିଲ୍ଲାର ୧୬ ଟି ମନ୍ଦିରରେ ଲାଗିଲା ୧୪୪ ଧାରା

ରଜ ଉତ୍ସବ ଉପଲକ୍ଷେ ମନ୍ଦିର ରେ ଜନସମାଗମ ଆଶଙ୍କାରେ ଢେଙ୍କାନାଳ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି । ଜିଲ୍ଲାର ୧୬ ଟି ମନ୍ଦିର ରେ ଆସନ୍ତାକାଲି ଠାରୁ ୧୭ ଜୁନ ୨୦୨୧ ଯାଏ ୧୪୪ ଧାରା ଲାଗୁ କରାଯାଇଛି, ଏ ନେଇ ସୂଚନା ଦେଇଛନ୍ତି ଢେଙ୍କାନାଳ ଜିଲ୍ଲାପାଳ ଶ୍ରୀ

ସ୍ୱାମୀ ଚାଲିଯିବାର ୫ ବର୍ଷ ପରେ ବି ମିଳୁନି ବିଧବା ଭତ୍ତା !

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ବାବନ୍ଧ ପଞ୍ଚାୟତ ଖରିଡାଳି ଗ୍ରାମର ଗଜାନନ ନାଏକ ଙ୍କର ଗତ ୫ ବର୍ଷ ହେଲା ମୃତ୍ୟୁ ହୋଇଯାଇଛି । ମାତ୍ର ବିଧବା ପତ୍ନୀ ରସ ନାଏକଙ୍କୁ ଏପର୍ଯ୍ୟନ୍ତ ମିଳିଲାନାହିଁ ବିଧବା ଭତ୍ତା । ଗୋଟିଏ ପୁଅ ଏବଂ ଗୋଟିଏ ଝିଅଙ୍କୁ ନେଇ ରସ ଙ୍କ ପରିବାର । କେବଳ ଚାଉଳ

ଢେଙ୍କାନାଳ ଜିଲ୍ଲାରେ ୨୫୨ ନୂଆ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

ରାଜ୍ୟରେ ୨୪ ଘଣ୍ଟାରେ ୪ ହଜାର ୪୬୯ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ସର୍ବାଧିକ ୬୧୨ ଚିହ୍ନଟ ହୋଇଛନ୍ତି ସେହିପରି ଢେଙ୍କାନାଳ ଜିଲ୍ଲାରେ ୨୫୨ ନୂଆ ପଜିଟିଭ ଚିହ୍ନଟ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ଙ୍କ ମଧ୍ୟରୁ ଘରୋଇ ସଂଗରୋଧରୁ ୨୪୬ ଏବଂ ଡାକ୍ତରଖାନାରୁ ୬ ଜଣ ଚିହ୍ନଟ

ହେଲପିଂ ହାଣ୍ଡସ୍ ସୋସିଓ ସ୍ପେସିଫିକ ଆରମ୍ଭ କଲା ନିଶୁଳ୍କ ଅମ୍ଳଜାନ ସେବା

ମହାମାରୀ କରୋନାର ଦ୍ଵିତୀୟ ଲହର ଆଜିକାଲି ଘାତକ ସାଜିବାରେ ଲାଗିଛି। ଫୁସଫୁସକୁ ଭୂତାଣୁ ସଂକ୍ରମିତ କରି ଅକାମି କରିଦେଉଥିବାରୁ ସଂକ୍ରମିତ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ୍ ବିଗିଡି ଯିବା ସହ ଅମ୍ଳଜାନ ସ୍ତର କମି ଯାଉଛି। ଯାହା ଫଳରେ ବ୍ୟକ୍ତିଙ୍କ ମୃତ୍ୟୁ ହେଉଥିବାର ଦେଖାଯାଉଛି। ଏହି

ଗର୍ଭବତୀ ଦ୍ଵିତୀୟ ପତ୍ନୀ ଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ସ୍ୱାମୀ

ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ମହାବିରୋଡ଼ ଫାଣ୍ଡି ଅଧିନ ପଙ୍ଗାତିରା ଗ୍ରାମର ପ୍ରେମିକ ସତ୍ୟାନନ୍ଦ ନାଏକ(୩୬) ପୁର୍ବରୁ ବିବାହିତ ଓ ତାଙ୍କର ଦୁଇଟି ସନ୍ତାନ ଅଛନ୍ତି । ଏହି ତଥ୍ୟ ଗୁପ୍ତ ରଖି, ସତ୍ୟାନନ୍ଦ ଦ୍ୱିତୀୟ ଥର ଅନଗୁଳ ଜିଲ୍ଲା ବନରପାଳ ଥାନା ଅନ୍ତର୍ଗତ ନାରାୟଣଚନ୍ଦ୍ରପୁର ଗାଁ ର

ଚୋରି ଅଭିଯୋଗ ଆସାମୀ କୋର୍ଟ ଚାଲାଣ

ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ମାଳପୁରା ଗ୍ରାମର ସତ୍ୟଜିତ ନାୟକ ଓରଫ ଡିବିରି (୧୮) ନାମକ ଜଣେ ଯୁବକ ତିନୋଟି ଚୋରି ଅଭିଯୋଗରେ ଶନିବାର କାମାକ୍ଷାନଗର ପୋଲିସ ଦ୍ବାରା ଗିରଫ ହୋଇ କୋର୍ଟ ଚାଲାଣ କରାରାଇଛି। ପ୍ରକାଶ ନିକଟରେ କାନପୁରା ପଞ୍ଚାୟତରାଜ ଉଚ୍ଚ ବିଦ୍ୟାଳୟର ଅନୁସୂଚିତ

ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ; ହତ୍ୟା ସନ୍ଦେହ

କଣ୍ଟାବଣିଆ ଥାନା ଓଲିଙ୍ଗା ମୁଣ୍ଡା ହାଟିଙ୍ଗ ରେ ଦେବଗଡ ଅଞ୍ଚଳର ଅଜୟ କିଷାନ ରହୁଥିଲେ।ତାଙ୍କ ସହିତ ପାଲଲହଡା ଘଡାପଡା ଅଞ୍ଚଳରେ ଲଷ୍ମୀ ପୂର୍ତ୍ତି(୨୮)ଙ୍କୁ ବିବାହ କରିଥିଲେ। ଅଜୟ ଜଣେ ଟ୍ରକ ଡ୍ରାଇଭର ହୋଇଥିବା ବେଳେ ଗତକାଲି ଦିନ ୩ଟାରେ ଘରକୁ ଫେରିଥିଲେ। ସେ ଲଷ୍ମୀଙ୍କୁ ନିଜ ପିନ୍ଧା
error: Content is protected !!