News
lipub
samparksetu

ବଣିଆ ପଡ଼ା କ୍ରିକେଟ ଟୁର୍ଣ୍ଣାମେଣ୍ଟ୍ ଉଦଯାପିତ

ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ର ବଣିଆ ପଡ଼ା ଗ୍ରାମରେ ଆଜି ରାଜା - ୧୧(ପୋଡ଼ା ପଡ଼ା) ଏବଂ ବୁଲେଟ -୧୧ (ବଳରାମ ପ୍ରସାଦ) ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ରାଜା -୧୧ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୮ ଗୋଟି ଉଇକେଟ ହରାଇ ୧୩୨ ରନ ସଂଗ୍ରହ

ଖବର ପ୍ରସାରଣ ପରେ ମରାମତି ହେଲା ଝୁଲନ୍ତା ବିଦ୍ୟୁତ ତାର !

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ମହୁଲପାଳ ପଞ୍ଚାୟତ ବିଜାଡିହି ଗାଁ ରେ ସାତ କି ଆଠ ଫୁଟ ଉଚ୍ଚତାରେ ଝୁଲି ରହିଥିଲା ୧୧ କେଭି ବିଦ୍ୟୁତ ତାର। ଅନ୍ୟମନସ୍କ ଭାବେ ଯଦି କେହି ହାତ ଉଠାଇ ଦେବ, ଜୀବନ ଚାଲି ଯିବାର ଭୟ ମଧ୍ୟ ରହିଥିଲା । ବିଭାଗୀୟ କର୍ମଚାରୀ ସବୁ ଦେଖି ନ ଦେଖିଲା ପରି

ହିନ୍ଦୋଳ ମୀରାବଜାର ସେକସନ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ଗତକାଲି ଶନିବାର ହିନ୍ଦୋଳ ଏନ୍ଏସି ୮ନଂ ଓ୍ଵାର୍ଡ ମୀରାବଜାର ଆନୁକୂଲ୍ୟରେ ସେକସନ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ମଧୂବନ ଖେଳପଡିଆଠାରେ ଉଦଘାଟନ ହୋଆଯାଇଛି ।ମୂଖ୍ୟ ଅତିଥି ଭାବେ ଲକ୍ଷ୍ମୀ ପୂଜା କମିବ ସଭାପତି ସନ୍ତୋଷ ମହାପାତ୍ର ଓ ଉପଦେଷ୍ଟା ନକୁଳ ସାହୁ ଭୂମି ପୂଜନ କରିବା ସହିତ

ଆରମ୍ଭ ହେଲା ପ୍ରେମ ସପ୍ତାହ , ପ୍ରଥମ ଦିନରେ ଆଜି ହେଉଛି ରୋଜ୍ ଡେ

ପ୍ରେମ ନିସ୍ବାର୍ଥ ଆଉ ଶାଶ୍ୱତ, ଆଉ ଏହି ପ୍ରେମକୁ ପରିପ୍ରକାଶ କରିବା ପାଇଁ ପ୍ରତିବର୍ଷ ଫେବ୍ରୁଆରୀ ୭ ତାରିଖରୁ ୧୪ ତାରିଖ ପର୍ଯ୍ଯନ୍ତ ପ୍ରେମ ଦିବସର ବିଭିନ୍ନ ଦିନ ପାଳନ କରାଯାଏ। ଆଜିଠାରୁ ଆରମ୍ଭ ହୋଇଯାଇଛି ଭାଲେଣ୍ଟାଇନ ୱିକ୍। ଆଜି ହେଉଛି ଗୋଲାପ ଦିବସ ବା ରୋଜ୍ ଡେ। ବିଭିନ୍ନ

ଫାଣ୍ଡି ଓ ବସଷ୍ଟପ୍ ନିର୍ମାଣ ପାଇଁ ଦାବି, ସୁରକ୍ଷା ବଦଳ ରେ ଗାଧୁଆକୁ ଗୁରୁତ୍ୱ !

ଢେଙ୍କାନାଳ ସହରର ଏକ ନମ୍ବର ୱାର୍ଡ ସ୍ଥିତ ଶ୍ୟାମାଚରଣପୁର ମୌଜାର ୭ ନମ୍ବର ପ୍ଳଟରେ ଥିବା ବାଇପାସ୍ ପୋଖରୀକୁ ପୋତାଯାଇ ଜାତୀୟ ରାଜପଥ ସଂପ୍ରସାରଣ ଲାଗି ଜନ ସାଧାରଣଙ୍କ ସୁବିଧା ନିମନ୍ତେ ସେଠାରେ ଓଭରବ୍ରିଜ୍ କାମ ଚାଲୁରହିଛି । ତେଣୁ ସେଠାରେ ଥିବା ଫାଣ୍ଡିକୁ ଦୀର୍ଘ ଦିନ ହେବ ହଟାଇ

ଆରମ୍ଭ ହୋଇଛି ୧୪ ତମ ସନ୍ତୋଷ ଓ ଦୁଷ୍ମନ୍ତ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ

ଢେଙ୍କାନାଳ ଜିଲ୍ଲା ଓଡ଼ାପଡା ବ୍ଲକ ଘୋଡାଡିଆଁ ଗ୍ରାମରେ ଗତକାଲି ୧୪ ତମ ସନ୍ତୋଷ ଓ ଦୁଷ୍ମନ୍ତ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଶୁଭାରମ୍ଭ ହୋଇଯାଇଛି । ପ୍ରଥମ ମ୍ୟାଚ ଟି ପୁରୁଣା ତିଗିରିଆ ଓ ଚୌଦ୍ୱାର ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ଚୌଦ୍ୱାର ବିଜୟ ଲାଭ କରିଥିଲା ।

‘ସମସ୍ଯା ଓ ଶାନ୍ତି’

ବେଳେବେଳେ ଜୀବନରେ ଖରାପ ମୁହୂର୍ତ ଆସିଥାଏ। ଜୀବନ ଅନେକ ଧକ୍କା ଖାଏ। ସେତେବେଳେ ଆମେ ଚାପଗ୍ରସ୍ତ ହୋଇଥାଉ। ସେହି ସମୟ ରେ ଶାନ୍ତି ଖୋଜିବା କଷ୍ଟକର ହୋଇପଡେ। ସମସ୍ଯା ଟି ସମାଧାନ ନହେଲା ପର୍ଯ୍ଯନ୍ତ ସୁଖ ଓ ଶାନ୍ତି ବ୍ଯାହତ ହୋଇଥାଏ । ସେହି ସମୟରେ ନିଜର ପରିବେଶ କୁ ଧ୍ଯାନ ଦେଇ, ସମସ୍ଯା

ଚାଲନ୍ତୁ ଫିଟ ରୁହନ୍ତୁ ; ଆଜିର ଫିଟନେସ ଫଣ୍ଡା

ଆଜିକାଲି ସମସ୍ତେ ଫିଟ୍‌ ରହିବାକୁ ଚାହୁଁଛନ୍ତି। ତେଣୁ ପତାଳା ହେବା ପାଇଁ ଅନେକ ଉପାୟ ଆପଣାଉଛନ୍ତି। ତେବେ କିଛି ଲୋକ ବିନା କୌଣସି ପରାମର୍ଶରେ ନିଜ ମନଇଚ୍ଛା ଓଜନ କମ୍‌ କରିବାରେ ଲାଗିପଡ଼ନ୍ତି, ଯାହାକି ଆପଣଙ୍କ ଶରୀର ପାଇଁ ହାନିକାରକ ହୋଇପାରେ। ବର୍ତ୍ତମାନ ସମୟରେ ୧୦ ହଜାର ପାଦ

ଜାଣନ୍ତୁ କିପରି କଟିବ ଆଜିର ଦିନ

ମେଷ କୌଣସି ବିଶିଷ୍ଟବ୍ୟକ୍ତିଙ୍କ ସହାୟତା ଲାଭ କରିବାର ସୁଯୋଗ ପାଇବେ। ଆଜକୁ କେତେଦିନ ହେଲା ମନେ ମନେ ଯାହା ଭାବୁଥିଲେ ତାହା ଆଜି ସହଜ ଓ ସୁବିଧାରେ ପାଇଯିବେ। କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ସାମାଜିକ ସ୍ତରରେ ପ୍ରତିଯୋଗିତା ମନୋଭାବ ଉପୁଜି ପାରେ।

ଚିକିତ୍ସା ପାଇଁ ସହଯୋଗ ଲୋଡିଛନ୍ତି ବଳରାମ

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଷଡଙ୍ଗୀ ପଞ୍ଚାୟତ ନୀଳକଣ୍ଠ ପୁର ଶାସନର ବଳରାମ ବିରୁଆ। ଆଦିବାସୀ ସମ୍ପ୍ରଦାୟର ଜଣେ ଦିନ ମଜୁରୀଆ, ମଜୁରୀ ଲାଗି ପରିବାର ପ୍ରତିପୋଷଣ କରନ୍ତି। ଗରିବ ହେଲେ ବି ହସଖୁସିରେ ଜୀବନ ଚାଲି ଆସିଥିଲା। ଗତବର୍ଷ କରୋନା ଲକଡାଉନ ସମୟରେ ହଠାତ୍ ଛାତିରେ ଯନ୍ତ୍ରଣା
error: Content is protected !!