News
lipub
samparksetu

ବିଦ୍ୟୁତ ସରବରାହ ନଥିବା ହେତୁ ବର୍ଷେ ହେଲା କାର୍ଯ୍ୟକାରୀ ହୋଇପାରୁନି ଜଳ ପ୍ରକଳ୍ପ ; ପାଣି ପାଇଁ ଡହଳବିକଳ କଙ୍ଗେଇଲ…

ଶୀତ ଶେଷ ହେବାକୁ ବସିଥିବା ବେଳେ ଆଗକୁ ଗ୍ରୀଷ୍ମ ଋତୁ। ଯେଉଁ ସମୟରେ ଲୋକ ପାଣି ପାଇଁ ଡହଳବିକଳ ହୁଅନ୍ତି। ଏପରି ସମୟରେ କାମାକ୍ଷାନଗର ବ୍ଲକ ଜଗନ୍ନାଥପୁର ପଞ୍ଚାୟତ କଙ୍ଗେଇଲ ଗାଁ ର ଲୋକ ପାନୀୟଜଳ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ଗାଁ ର ଲୋକ ସଂଖ୍ୟା ୩୦୦ ଉର୍ଦ୍ଧ୍ବ , ଯେଉଁ ପାଣି

ମଠତେନ୍ତୁଳିଆ ପଞ୍ଚାୟତ ଠାରେ ଆରମ୍ଭ ହେଲା ଫାଇଲେରିଆ ନିରାକରଣ ଅଭିଯାନ

୧୦ ଫେବୃଆରୀ ରୁ ୧୯ ଫେବୃଆରୀ ପର୍ଯ୍ୟନ୍ତ ଫାଇଲେରିଆ ନିରାକରଣ ଅଭିଯାନ ଚାଲୁଥିବା ବେଳେ, ଆଜି ଗଁଦିଆ ବ୍ଳକ ମଠତେନ୍ତୁଳିଆ ଗ୍ରାମପଞ୍ଚାୟତ ଠାରେ ଗ୍ରାମ ପଞ୍ଚାୟତ ର ସରପଞ୍ଚ ଶ୍ରୀମତୀ ଝରଣା ସାହୁ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ଶ୍ରୀ ମନୋରଞ୍ଜନ ସାହୁ, ଶ୍ରୀରାମଚନ୍ଦ୍ର ପୁର ସ୍ୱାସ୍ଥ୍ୟ

ଆଜି ପ୍ରେମୀଯୁଗଳ ପାଳନ କରୁଛନ୍ତି ଟେଡି ଡେ

ଫେବ୍ରୁଆରୀ ଆସିଲେ ପ୍ରେମୀ ଯୁଗଳ ଉତ୍ସାହିତ ହୋଇପଡନ୍ତି। କେମିତି ଭାଲେଣ୍ଟାଇନ ୱିକ ପାଳନ କରିବେ ତାକୁ ନେଇ ଅନେକ ପ୍ଲାନିଂ କରିଥାନ୍ତି। ପ୍ରେମ ସପ୍ତାହ ତ ୭ ତାରିଖରୁ ଆରମ୍ଭ ହୋଇଯାଇଛି। ପ୍ରଥମ ଦିନରେ ରୋଡ ଡେ, ଦ୍ବିତୀୟ ଦ୍ବିନରେ ପ୍ରପୋଜ ଡେ ଆଉ ୩ୟ ଦିନରେ ଚକୋଲେଟ ଡେ ପରେ

ସହର ମୁହାଁ ଗୋଠଛଡ଼ା ଦନ୍ତା ! ଭୟବିତ ଶ୍ୟାମାଚରଣପୁର ବାସୀ

ବିଭିନ୍ନ ବ୍ଲକରେ ଥିବା ବ୍ୟାପକ ଫସଲ ନଷ୍ଟ ପରେ ଏବେ ଖାଦ୍ୟ ଅନ୍ୱେଷଣ ରେ ସହର ମୁହାଁ ଗୋଠଛଡ଼ା ଦନ୍ତା । ଘର ପାଚେରୀ ଭାଙ୍ଗିବା ସହ ନଷ୍ଟ କଲା କଦଳୀ ବାଡ଼ି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ବନଖଣ୍ଡ ଅନ୍ତର୍ଗତ ଶ୍ୟାମାଚରଣପୁର ଅଞ୍ଚଳରେ । ସୂଚନା ଅନୁଯାୟୀ ଆଜି ସକାଳ

ଜାଣନ୍ତୁ କିପରି କଟିବ ଆଜିର ଦିନ

ମେଷ ପୂର୍ବଆଲୋଚନା କ୍ରମରେ ଘରର କେତେକ ରହିଯାଇଥିବା କାମକୁ କରିବା ସକାଶେ ଚିନ୍ତା କରିପାରନ୍ତି । ଯେ କୌଣସି ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ଖୁସି ରହିବ। ଶନିଙ୍କ କୁପ୍ରଭାବରୁ ଧନହାନି, ଜମିଜମା କଳହ ଓ ସ୍ବାସ୍ଥ୍ୟହାନି ଆଶଙ୍କା ରହିଛି। ପଡ଼ୋଶୀଙ୍କ ସହ ବିଭିନ୍ନ ଆଲୋଚନାରେ ସମୟ

ସୁନା ସଫେଇ ଆଳରେ କରୁଥିଲେ ଲୁଟ

ସୁନା ଚେନ୍ ମୁଦି ଏବଂ ଅନ୍ୟାନ୍ୟ ସୁନା ସାମଗ୍ରୀ ସଫେଇ ନିମନ୍ତେ ଆସୁଥିଲେ ହେଲେ ସମ୍ପୂର୍ଣ୍ଣ ସୁନା କୁ ହିଁ ସଫା କରିଦେଉଥିଲେ ଏଭଳି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ସୁରପ୍ରତାପପୁର ଫାଣ୍ଡି ଅନ୍ତର୍ଗତ ବମୁଆ ଗ୍ରାମରେ । ସୁନା ସଫେଇ ଆଳରେ ଆସି ସଫା କରିବା

ଛାତ୍ରଛାତ୍ରୀ ଙ୍କ ସୁରକ୍ଷା ନିମନ୍ତେ କଲେଜ କର୍ତ୍ତୃପକ୍ଷଙ୍କ ପଦକ୍ଷେପ

ସଡ଼କ ସୁରକ୍ଷା ମାସ ପାଳନ ହେଉଥିବା ବେଳେ, ଚାଳକଙ୍କ ସୁରକ୍ଷା ନିମନ୍ତେ ବିଭିନ୍ନ ପଦକ୍ଷେପ ନେଉଛନ୍ତି ସରକାର । ଅନ୍ୟପଟେ ଲାଇସେନ୍ସ ପ୍ରାପ୍ତ ନଥିବା ଚାଳକଙ୍କ ପାଇଁ ବିଭିନ୍ନ ନିୟମ ଥିବା ବେଳେ ଏହାକୁ ସମ୍ପୂର୍ଣ୍ଣ ଅଣଦେଖା କରୁଛନ୍ତି ଅଭିଭାବକ, ସେହିପରି କର୍ତ୍ତୃପକ୍ଷ ମଧ୍ୟ ନିୟମ କୁ

ପୂର୍ବତନ ସୈନିକଙ୍କ ଘରୁ ଚୋରି !

ଦିନେ ଦେଶ ସେବାରେ ନିଜକୁ ନିୟୋଜିତ କରିଥିଲେ ଆଜି ଚୋରି ର ଶିକାର ହୋଇଛନ୍ତି । ଏଭଳି ଏକ ଅଘଟଣ ଘଟିଛି। ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ପଳାଶପଠିଆ ଗ୍ରାମରେ । ସେହି ଗ୍ରାମର ପୁର୍ବତନ ସୈନିକ ବିରଞ୍ଚି ନାରାୟଣ ମହାପାତ୍ର ଙ୍କ ଘରୁ ଗତକାଲି ବିଳମ୍ବିତ ରାତିରେ ଚୋରି

ଆଜି କୋଲେଟ ଡେ, ନିଜ ପାର୍ଟନରକୁ ଦିଅନ୍ତୁ ମନ ପସନ୍ଦର ଚକୋଲେଟ

ପ୍ରେମ ହେଉଛି ଏମିତି ଅନୁଭୂତି ଯାହା ସାରା ଜୀବନ ମନର କୋଣରେ ଲାଖି ରହେ । ଆଜି ପ୍ରେମ ସପ୍ତାହର ତୃତୀୟ ଦିନ ଅର୍ଥା ଚକୋଲେଟ ଡେ। ଆଜିର ଦିନର ନିଜ ମନ ପସନ୍ଦର ସାଥୀଙ୍କୁ ପ୍ରିୟ ଚକୋଲେଟ ଦେଇ ମନ କଥା ହୁଅନ୍ତୁ। ଗତକାଲି ପ୍ରପୋଜ ଡେ’ ଶେଷ ହୋଇଥିଲାବେଳେ ଆଜି ଚକୋଲେଟ୍ ଡେ’ । ମନର

ତୈଳଦର ସହ ତାଳ ଦେଇ ବଢ଼ିଲା ବସ୍ ଭଡା

ଯାତ୍ରୀଙ୍କ ଉପରେ ଚଡକ ରାଜ୍ୟରେ ବସ୍‌ ଭଡ଼ା ପୁଣି ବୃଦ୍ଧି ପାଇଛି। ଘରୋଇ ବସ୍‌ ମାଲିକ ସଂଘ ସଭାପତି ଦେବାଶିଷ ନାୟକଙ୍କ ସୂଚନା ଅନୁଯାୟୀ ରାଜ୍ୟରେ ୧୩ଟି ପାରାମିଟର୍‌ ନେଇ ବସ୍‌ ଭଡ଼ା ନିର୍ଦ୍ଧାରଣ ହୁଏ। ଡିଜେଲ୍‌ ଦର ହ୍ରାସ ଓ ବୃଦ୍ଧି ଅନୁଯାୟୀ ବସ୍‌ ଭଡ଼ା ନିର୍ଦ୍ଧାରଣ ବର୍ଷ ତମାମ ଆପେ
error: Content is protected !!