News
lipub
samparksetu

କଳିଙ୍ଗା ଗାଁ ର ଜନ ବସତି ମଧ୍ୟରେ ସ୍ଥାପିତ ପାଉଁଶ ଇଟା କାରଖାନା ପାଇଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ କଳିଙ୍ଗା ଗାଁ ର ଜନ ବସତି ମଧ୍ୟରେ ସ୍ଥାପିତ ପାଉଁଶ ଇଟା କାରଖାନା ପାଇଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି। ସୂଚନା ମୁତାବକ ଏହି ଗାଁ ର ବରୁଣ କୁମାର ସର ନାମକ ବ୍ଯକ୍ତିଙ୍କ ଦ୍ବାରା ସ୍ଥାପିତ ପାଉଁଶ ଇଟା ଫାକ୍ଟୋରି ଏବେ ସ୍ଥାନୀୟ ଲୋକଙ୍କ

ଦୃଷ୍ଟିହୀନ ପରିବାରକୁ ଭତ୍ତା କି ରାସନ ନାହିଁ ; ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ପରିବାର

ବିଧବା , ଭିନ୍ନକ୍ଷମ ଲୋକମାନଙ୍କ ପାଇଁ ସରକାର ସାମାଜିକ ସୁରକ୍ଷା ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ଏହି ଯୋଜନାରେ ଅନେକ ଉପକୃତ ହେଉଛନ୍ତି , ମାତ୍ର କାମିନୀ ପ୍ରଧାନଙ୍କ ପରି ନିରାଶ୍ରୟ ମହିଳାଙ୍କ ପାଇଁ ଏହି ଯୋଜନା ଅପହଞ୍ଚ ହୋଇ ରହିଛି । ସ୍ଥାନୀୟ ପ୍ରଶାସନିକ ଅଧିକାରୀ ମାନଙ୍କ ନିକଟକୁ

ଝାଟି ମାଟି ଘରେ ଦିନ କାଟୁଛନ୍ତି ସପନି

ମଣିଷର ତିନୋଟି ପ୍ରମୁଖ ଆବଶ୍ୟକତା ମଧ୍ୟରୁ ବାସସ୍ଥାନ ହେଉଛି ଅନ୍ୟତମ। ଯେଉଁଠି ସେ ନିଜକୁ ସୁରକ୍ଷିତ ମନେ କରେ। କିନ୍ତୁ ସେହି ବାସସ୍ଥାନ ଯଦି ବିପଦପୂର୍ଣ୍ଣ ତେବେ ରହିବ କେଉଁଠି? ଢେଙ୍କାନାଳ ଜିଲ୍ଲାର ସଦର ବ୍ଲକ ମଧୁସାହୁପାଟଣା ପଞ୍ଚାୟତ ଭାଗୀରଥି ପୁରୁ (ଶବର ସାହି ) ର ସପନି

ପୋଖରିରେ ବୁଡ଼ି ଯୁବକ ମୃତ !

ପୋଖରିରେ ବୁଡି ଆଜି ଜଣେ ଯୁବକ ଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ହେଲେ କାମାକ୍ଷାନଗର ଏନଏସି ପୂରୂଣା ରେକୁଳା ଗ୍ରାମର ସାମଲ ଖଟୁଆ। ଗତକାଲି ସନ୍ଧ୍ୟାଠାରୁ ସାମଲ ଘରୁ ଆସି ଆଉ ଫେରିନଥିଲେ। ଆଜି ସକାଳୁ ଗ୍ରାମ ନିକଟସ୍ଥ ଏକ ପୋଖରିରୁ ତାଙ୍କର ମୃତଦେହ ଭାସୁଥିବାର ଦେଖିବାକୁ ମିଳିଥିଲା।

ଖସୁଛି ପାରଦ ଥରୁଛି ଢେଙ୍କାନାଳ !

ଆଜିଠାରୁ ଆସନ୍ତା ଗୁରୁବାର ପର୍ଯ୍ୟନ୍ତ ଢେଙ୍କାନାଳ ଜିଲ୍ଲାରେ ଶୀତ ଲହରି ବଢ଼ିବାର ସଂଭାବନା ରହିଛି । ଗୁରୁବାର ଯାଏଁ କିଛି ସ୍ଥାନରେ ଅତ୍ୟଧିକ ଶୀତ ଲହରୀର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଆଜି ଢେଙ୍କାନାଳ ସମେତ ୧୬ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

ରାଜୁଆ ପାଟଣା ପ୍ରାଥମିକ ବିଦ୍ୟାଳୟ ବନ୍ଦ ନକରିବା ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର

ଢେଙ୍କାନାଳ ସଦର ବ୍ଲକ ମଧୁସାହୁ ପାଟଣା ପଞ୍ଚାୟତ ଅନ୍ତର୍ଗତ ରାଜୁଆ ପାଟଣା ଗ୍ରାମର ସରକାରୀ ସ୍କୁଲକୁ ବନ୍ଦ ନକରିବା ପାଇଁ ସମାଜ ସେବୀ ପଙ୍କଜ ନାୟକ, ରମେଶ ରାଜ ଏବଂ ସ୍ଥାନୀୟ ସରପଞ୍ଚ କାମାକ୍ଷା ବରଙ୍କ ନେତୃତ୍ୱରେ ଶତାଧିକ ଗ୍ରାମବାସୀ ଜିଲ୍ଲାପାଳ ଭୂମେଶ ଚନ୍ଦ୍ର ବେହେରାଙ୍କୁ ଭେଟି ଏକ

ବଜେଟ ୨୦୨୧-୨୨ ଜାଣନ୍ତୁ କାହାକୁ ମିଳିଲା କଣ ? ବଜେଟରେ କଣ ହେଲା ଶସ୍ତା, କଣ ହେଲା ମହଙ୍ଗା?

ସଂସଦରେ ଆଗତ ହେଲା ସାଧାରଣ ବଜେଟ । ଭାରତୀୟ ବଜେଟ ଇତିହାସରେ ପ୍ରଥମ ଥର ପାଇଁ ପେପରଲେସ ବଜେଟ ଉପସ୍ଥାପିତ ହୋଇଛି । କରୋନା ସଂକ୍ରମଣ ଯୋଗୁଁ ସରକାର ପେପରଲେସ ବଜେଟ ଆଗତ କରିବାକୁ ନିଷ୍ପତି ନେଇଛନ୍ତି । ପୂର୍ବ ନିର୍ଦ୍ଧାରିତ ସସୟରେ ୨୦୨୧-୨୨ର ବଜେଟ ଉପସ୍ଥାପନ କରିଛନ୍ତି

ବଢ଼ିଲା କପିଳାସ ଚିଡ଼ିଆଖାନା ପ୍ରବେଶ ଦେୟ

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଳକ୍ କପିଳାସ ପାଦ ଦେଶରେ ଥିବା କପିଳାସ ଚିଡ଼ିଆ ଖାନାର ପ୍ରବେଶ ଦେୟକୁ ୨୦ ଟଙ୍କା ବୃଦ୍ଧି କରାଯାଇଛି । ଆଜିଠାରୁ ଏହି ବର୍ଦ୍ଧିତ ଦେୟ ଲାଗୁ ହେବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି । ବର୍ତ୍ତମାନ ଏହି ଚିଡ଼ିଆଖାନାକୁ ନୂତନ ଭାବରେ ଆସିଥିବା ହାତୀ

ଜାଲ ଦସ୍ତଖତ କରି ଛୁଆଙ୍କ ଚାଉଳ, ଛତୁଆ ଓ ଅଣ୍ଡା ଖାଇଗଲେ ଦିଦି !

ଜାଲ ଦସ୍ତଖତ ମାରି ଛୁଆଙ୍କ ଚାଉଳ, ଛତୁଆ ଓ ଅଣ୍ଡା ଖାଇଗଲେ ଦିଦି । ଏ ଭଳି ଅଭିଯୋଗ ଆସିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଜୟପୁରାକାଟେଣୀ ପଞ୍ଚାୟତ ଅନ୍ତର୍ଗତ ଗୋବିନ୍ଦପୁର ଗାଁରେ । ଗାଁର ଅଙ୍ଗନୱାର୍ଡ଼ି କେନ୍ଦ୍ରରେ ଶିଶୁ ଓ ଗର୍ଭବତୀ ମହିଳା ମାନଙ୍କ ଖାଦ୍ୟକୁ ଦିଦି ମାମିନା ନାଏକ

ସରାଙ୍ଗ ବ୍ରାହ୍ମଣୀ ବ୍ରିଜ ଉପରେ ଦୁର୍ଘଟଣା ; ଅଜଣା ଗାଡ଼ି ଧକ୍କାରେ ସାଇକେଲ ଆରୋହୀ ମୃତ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ସରାଙ୍ଗ ବ୍ରାହ୍ମଣୀ ନଦୀ ବ୍ରିଜ ଉପରେ ଅଜଣା ଗାଡି ଧକ୍କାରେ ଆଜି ଜଣେ ସାଇକେଲ ଆରୋହୀ ଙ୍କ ମୃତ ଘଟିଛି । ମୃତକ ଜଣଙ୍କ ସରାଙ୍ଗ ଗ୍ରାମର ମାନଗୋବିନ୍ଦ ବେହେରା ବୋଲି ଜଣାପଡିଛି । ଆଜି ସକାଳ ସମୟରେ ସରାଙ୍ଗ ବ୍ରାହ୍ମଣୀ ନଦୀ ବ୍ରିଜ ଉପରେ
error: Content is protected !!