News
lipub
samparksetu

ଯୌତୁକ ନିର୍ଯ୍ୟାତନା ଅଭିଯୋଗ;ସ୍ୱାମି ନାମରେ କୋର୍ଟ ରେ ମାମଲା

ଯୌତୁକ ନିର୍ଯ୍ୟାତନା ଅଭିଯୋଗ ରେ ପତ୍ନୀ ନିଜର ସ୍ୱାମି ଓ ଶାଶୁ /ଶଶୁର ଙ୍କର ନାମରେଗନ୍ଦିଆ କୋର୍ଟ ରେ ମାମଲା ରୁଜୁ କରିଛନ୍ତି । ସୂଚନା ଅନୁଯାୟୀ , ନିହଲପ୍ରସାଦ ଥାନାର ନିହଲପ୍ରସାଦ ଗ୍ରାମର ଅଇଁଠୁ ସେଠୀ ଙ୍କର ପୁଅ ଦିପୁନା ସେଠୀ (୩୦) କୁ ଭୁବନ ଥାନାର ବାରୂଂହା b(କ )ଗ୍ରାମର ଅଲେଖ ସେଠୀ

ଗୁଣଦେଇ ଗ୍ରାମ ରେ ଶ୍ରୀରାମ ଜନ୍ମଭୂମି ମନ୍ଦିର ପାଇଁ ନିଧି ସଂଗ୍ରହ

ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ର ଗୁଣଦେଇ ଗ୍ରାମ ରେ ଶ୍ରୀରାମ ଜନ୍ମଭୂମି ମନ୍ଦିର ପାଇଁ ଆଜି ନିଧି ସଂଗ୍ରହ କରାଯାଇଛି । ଏହି ଅଭିଯାନ ଗୁଣଦେଇ ଗ୍ରାମ ସଭାପତି ଶ୍ରୀ ଧନେଶ୍ୱର ଦେହୁରୀ, ସମାଜ ସେବୀ ଶ୍ରୀ ଅରୁଣ କୁମାର ସାହୁ,ବିକାଶ ଦେହୁରୀ, ମାଧବାନନ୍ଦ ଦେହୁରୀ,ଆର୍ତ୍ତତ୍ରାଣ ଦେହୁରୀ

ଜାଣନ୍ତୁ କିପରି କଟିବ ଆଜିର ଦିନ

ମେଷ ଆଜି ବୁଧ ଦୃଷ୍ଟ ଚନ୍ଦ୍ରଙ୍କ ଯୋଗୁ ପ୍ରତ୍ୟେକ କାର୍ଯ୍ୟର ପ୍ରାଥମିକ ସ୍ତରରେ ସମସ୍ୟା ଦେଖାଦେବାର ଆଶଙ୍କା ରହିଛି । ସ୍ବାଧୀନ ଭାବରେ କାର୍ଯ୍ୟ କରିବାରେ ସୁଯୋଗ ପାଇଲେ ମଧ୍ୟ ସମାଲୋଚନା ଶୁଣିବାକୁ ମିଳିବ । ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତିରେ ଆଂଶିକ ଉନ୍ନତି ଦେଖାଦେବ ।

ଜାଣନ୍ତୁ କିପରି କରିବେ ଇ ଭୋଟର ଆଇଡି ଡାଉନଲୋଡ୍‌

ଭୋଟରମାନେ, ଭୋଟରପୋର୍ଟାଲ.ଇସିଆଇ.ଜିଓଭି.ଇନ୍‌ (voterportal.eci.gov.in) ଓ୍ବେବ୍‌ସାଇଟ୍‌ରେ ଲଗ୍‌ଇନ୍‌ କରି ବୈଦ୍ୟୁତିକ ପରିଚୟ ପତ୍ର ପାଇପାରିବେ । ଏହା ସହ ଭୋଟର ହେଲପ୍‌ଲାଇନ୍‌ ଆପ୍‌ ମାଧ୍ୟମରେ ମଧ୍ୟ ଭୋଟରମାନେ ବୈଦ୍ୟୁତିକ ପରିଚୟ ପତ୍ର ପାଇପାରିବେ । ଏହି ଆପ୍‌ ଗୁଗୁଲ ପ୍ଲେ

କାଉଁରିଆପାଳ ପ୍ରିମିୟର ଲିଗ- ୨୦୨୧ ଉଦଘାଟିତ

ଓଡ଼ାପଡ଼ା ବ୍ଲକ କାଉଁରିଆପାଳ ଠାରେ ମା ବାଉତୀ କ୍ରିକେଟ କ୍ଲବ ଆନୁକୂଲ୍ୟ ରେ କାଉଁରିଆପାଳ ପ୍ରିମିୟର ଲିଗ-୨୦୨୧ ଉଦଘାଟିତ । ପ୍ରଥମ ଦିନରେ ପସାସିଂହ କୁ ହରାଇ କାଉଁରିଆପାଳ ଓ ବାଙ୍ଗୁରସିଂହ କୁ ହରାଇ ତଳବାଘଲଣ୍ଡା ବିଜୟଲାଭ କରିଥିଲେ । ଗୁଣଦେଇ ଗ୍ରା:ପ ର ପୂର୍ବତନ ସରପଞ୍ଚ ତଥା

ତୃତୀୟ ମା ପିତ୍ତାବଳୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଆଜି ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନ ଏ ସି ୱାର୍ଡ ନଂ-୧୨ ତାରିଣୀ ପଡିଆ ଠାରେ ସାତ ଦିନ ଧରି ଚାଲିଥିବା ମା ପିତ୍ତାବଳୀ କ୍ରିକେଟ ମ୍ୟାଚ ର ଆଜି ରୋମାଂଚକ ଫାଇନାଲ ମ୍ୟାଚ ରେ ପଟଲା ଏକାଦଶ କୁ ଆଜି ଭେଟିଥିଲା ମହଲୁଣ୍ଡା ଟିମ। ଟସ ଜିଣି ସମସ୍ତ ଉଇକେଟ ହରାଇ ୮୮ରନ କରିଥିବା ବେଳେ

ରାଜ୍ୟସ୍ତରୀୟ ସୁବାଷ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଆଜି ହିନ୍ଦୋଳ ବ୍ଲକ ଅନ୍ତର୍ଗତ ବେଡାପଡା ଗ୍ରାମରେ ଢେଙ୍କାନାଳ ଜିଲ୍ଲାର ଅନ୍ୟତମ ଶ୍ରେଷ୍ଠ ଟୁର୍ଣ୍ଣାମେଣ୍ଟ "ସୁବାଷ ମେମୋରିଆଲ " କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଉକ୍ତ ଟୁର୍ଣ୍ଣାମେଣ୍ଟରେ ରାଜ୍ୟର ବଛା ବଛା ଆଠଟି ଦଳ ଭାଗ ନେଇଥିଲେ। ଆଜିର ମ୍ୟାଚରେ ରାଇଜିଙ୍ଗ

ହାତୀ ଆକ୍ରମଣ ରେ ଜଣେ ଗୁରୁତ୍ତର ; ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ

ଢେଙ୍କାନାଳ ବନଖଣ୍ଡ ସଦର ରେଞ୍ଜ ଅନ୍ତର୍ଗତ ଗୋବିନ୍ଦପୁର ଗୋଡିସାହିରେ ଗତକାଲି ବିଳମ୍ବିତ ରାତିର ହାତୀ ଆକ୍ରମ ଜଣେ ଗୁରୁତ୍ତର । ସୂଚନା ଅନୁଯାୟୀ ଗତକାଲି ରାତି ପ୍ରାୟ ୨.୩୦ ଘଟିକା ସମୟରେ ସ୍କୁଲ ବାରଣ୍ଡାରେ ସେହି ଗ୍ରାମ ଗୋଡିସାହିର ଜଣେ ଯୁବକ ଶୋଇଥିବା ବେଳେ ଏକ ଦନ୍ତା ତାଙ୍କୁ

୩୦୧ ଜଣ ଥାନା ଅଧିକାରୀ ଙ୍କୁ ମିଳିଲା ପଦୋନ୍ନତି

ଓଡ଼ିଶା ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଜାରି ହେଲା ପଦୋନ୍ନତି ନୋଟିସ । ୩୦୧ ଜଣ ଥାନା ଅଧିକାରୀ ଙ୍କୁ ଡିଏସପି ଭାବେ ମିଳିଲା ପଦୋନ୍ନତି । ଗୃହ ବିଭାଗ ପକ୍ଷରୁ ବିଭିନ୍ନ ଥାନା ଅଧିକାରୀ ଙ୍କୁ ଡିଏସପି ପଦୋନ୍ନତି ନୋଟିସ ଜାରି କରାଯାଇଥିଲା । ଯେଉଁଥିରେ କାମାକ୍ଷାନଗର ଆଇଆଇସି ଙ୍କ

ଜାଣନ୍ତୁ କିପରି କଟିବ ଆଜିର ଦିନ

ମେଷ ଆଜି ନିକଟ ସମ୍ପର୍କୀୟଙ୍କ ଅନାଦର ଭାବ ମନକୁ ବ୍ୟଥିତ କରିବ। ଆଜକୁ କେତେଦିନ ହେଲା ଯାହା ଭାବୁଥିଲେ ତାହା ଆଜି ସହଜ ଓ ସୁବିଧାରେ ପାଇଯିବେ। ଶିଳ୍ପ, ନିର୍ମାଣ, ବ୍ୟବସାୟ ଓ ବାଣିଜ୍ୟ ଏବଂ ପରିବହନ ବାଧାପ୍ରାପ୍ତ ହୋଇପାରେ। କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ
error: Content is protected !!