News
lipub
samparksetu

ପୋଡାପଡl ଗ୍ରାମର ଗ୍ରାମ ଦେବତୀ ମା’ କଳlପଟ

ଢେଙ୍କାନାଳ ସହର ଠାରୁ ୨୨କିଲୋମିଟର ଦୂରରେ ଓଡାପଡା ବ୍ଳକରେ ରହିଛି ପୋଡାପଡl ଗ୍ରାମ । ଗ୍ରାମକୁ ରକ୍ଷା କବଚ ଭଳି ସମସ୍ତ ଅଘଟଣରୁ ରଖ୍ୟା କରୁଛନ୍ତି ଗ୍ରାମର ଗ୍ରାମ ଦେବତୀ ମା' କଳlପଟ । ଗ୍ରାମର ବହୁ ପୂରାତନ ମନ୍ଦିର ଯେଉଁଠାରେ ପୂଜା ପାଉଛନ୍ତି ମା' । ମା' ଙ୍କ ପୀଠରେ ଭାଦ୍ରବ

ଆସ ବୁଲିଯିବା ପୁରାତନ ଓ ପ୍ରସିଦ୍ଧ ଶୈବପୀଠ ବାବା ପଶ୍ଚିମେଶ୍ୱର ପୀଠ

ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ୍ ଅନ୍ତର୍ଗତ ଗଙ୍ଗାଧରପ୍ରସାଦ ଗ୍ରାମରେ ଅବସ୍ଥିତ ବହୁ ପୁରାତନ ଓ ପ୍ରସିଦ୍ଧ ଶୈବପୀଠ ବାବା ପଶ୍ଚିମେଶ୍ୱର ପୀଠ ।ଏଠାରେ ବାବା କୋଉ ପୁରାତନ ଯୁଗରୁ ଆବିର୍ଭାବ ହୋଇଛନ୍ତି ମନ୍ଦିର ଉପରେ ରିହିଛି ଏକ ଲୋକ କଥା , ଗ୍ରାମର ଜଣେ ଚାଷୀ ଭାଇ ଚାଷ କରିବା ସମୟରେ

ପର୍ଯ୍ୟଟକଙ୍କ ମନ ମୋହୁଛି ବଡ଼ବନ୍ଧ ଡ୍ୟାମ୍ ସୁନ୍ଦର ମନଲୋଭା ଦୃଶ୍ୟ

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକର ଗୁଣ୍ଡୁରାପସି ଗ୍ରାମପଞ୍ଚାୟତ ଅଧିନରେ ଥିବା ଏକ ବଣଭୋଜି ସ୍ଥାନ ଯାହାର ନାମ ବଡ଼ବନ୍ଧ ଡ୍ୟାମ୍ , ଶୀତଦିନ ଆସିଲେ ଏଠାରେ ବଢ଼େ ପର୍ଯ୍ୟଟକଙ୍କ ଭିଡ଼ । ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟ ଆପଣଙ୍କୁ ନିଶ୍ଚୟ କିଛି ମୁହୂର୍ତ୍ତ ପାଇଁ ହଜାଇ ଦେଇ ପାରିବ ।

ଆସ ବୁଲିଯିବା ବଣଶିଙ୍ଗ୍ ମା’ ତାରିଣୀ ପୀଠ

ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ର ଏକ ସୁନ୍ଦର ଗ୍ରାମ ବଣଶିଙ୍ଗ୍ ଯେଉଁଠାରେ ରହିଛି ମା ' ତାରିଣୀ ଙ୍କର ଏକ ସୁନ୍ଦର ମନ୍ଦିର । ମାନ୍ୟତା ଅଛି ମା' ଙ୍କ ପାଖରେ ଯାହା ମାନସିକ କରାଯାଇଥାଏ ମା' ତାହାର ମନସ୍କାମନା ନିଶ୍ଚୟ ପୁରା କରିଥାନ୍ତି । ମା' ଙ୍କ ପୀଠରେ ଚଇତି ପର୍ବ ବହୁ ଧୁମଧମ ରେ ପାଳିତ

ହିନ୍ଦୋଳ ଗଡ଼ର ଗୁପ୍ତ ଗଡ଼ ଭାବରେ ଜଣା ବମ୍ପା

କୋଉ ପୁରାତନ ଯୁଗରୁ ବମ୍ପା ଜଙ୍ଗଲରେ ରହିଛି ହିନ୍ଦୋଳ ରାଜା ଙ୍କ ଗୁପ୍ତଗଡ଼ । ସେହି ଗୁପ୍ତଗଡ଼ ରେ ମା' କାଳୀଙ୍କ ରୂପରେ ପୂଜା ପାଆନ୍ତି ମା' ଅନ୍ଧାରୀ। ଯୁଦ୍ଧ ସମୟରେ ଗୁପ୍ତ ଭାବରେ ଗୁପ୍ତଗଡ଼ରେ ରହି ମା' ଙ୍କ ଆରାଧନା କରନ୍ତି ରାଜା । ମା' ଙ୍କ ଆଶୀର୍ବାଦରୁ ଅନେକ ଯୁଦ୍ଧ ମଧ୍ୟ ଜିତିଥିଲେ ।

୩୬ ଥର ରକ୍ତଦାନ କରି ଅନ୍ୟ ପାଇଁ ପ୍ରେରଣା ସାଜିଛନ୍ତି ସୁମନ୍ତ

ବୁନ୍ଦାଏ ରକ୍ତ କିପରି ଅନ୍ୟର ଜୀବନ ପାଇଁ ମୁଲ୍ୟବାନ ତାହାକୁ ହୃଦୟଙ୍ଗମ କରିଛନ୍ତି କାମାକ୍ଷାନଗର ଜିରିଡାମାଳିର ସୁମନ୍ତ ଜେନା । ପେସାରେ ଜଣେ ସେଲ୍ସମ୍ୟାନ କିନ୍ତୁ ନିଶା ରକ୍ତଦାନ । ଆଜି ପର୍ଯ୍ୟନ୍ତ ୩୬ ଥର ଦେଇସାରିଲେଣି ରକ୍ତ , କିନ୍ତୁ ଥମୁନି ନିଶା । ୨୦୧୨ ରୁ ଆରମ୍ଭ ହୋଇଥିଲା

କୁନୁଆଁ ପୀଠାଧିଶ୍ୱରୀ ଶ୍ରୀ ଶ୍ରୀ ମା’ ସୁକିଆ ବାଉତି

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ କୁନୁଆଁ ଗ୍ରାମରେ ସୁନ୍ଦର ପରିବେଶରେ କେଉଁ କାଳରୁ ପୂଜା ପାଉଛନ୍ତି କୁନୁଆଁ ପୀଠାଧିଶ୍ୱରୀ ଶ୍ରୀ ଶ୍ରୀ ମା' ସୁକିଆ ବାଉତି । ଲୋକଙ୍କ କହିବା ଅନୁଯାୟୀ ମା' ଙ୍କର ଅନେକ ମହିମା ରହିଛି ମା' ଙ୍କ ପୀଠରୁ କେହି କେବେ ଖାଲି ହାତରେ ଫେରେନାହିଁ ।

ଖବର ପ୍ରସାରଣ ପରେ ଚେତିଲେ ପୌରପାଳିକା ଅଧିକାରୀ

ତା୨୩-୨-୨୦୧୯ ରିଖ ଦିନ ଢେଙ୍କାନାଳ ସହରର ବନମାଳୀ ପ୍ରସାଦରେ ପୌରପାଳିକାର ରାସ୍ତା ପ୍ରକଳ୍ପ ଉଦଘାଟନ କରି ସୋଇଥିବା ବେଳେ ୧୧ନଭେମ୍ବର ରେ ଆମେ ଖବର ପ୍ରସାରଣ କରିଥିଲୁ ତେବେ ପୌରପାଳିକା ତତ୍ପର ଦେଖାଇ ଡ୍ରେନ କାମ ସମ୍ପୂର୍ଣ୍ଣ କରିବା ସହ ରାସ୍ତା କାମ ଆରମ୍ଭ କରିଛି । ଏ ନେଇ ସ୍ଥାନିୟ

ପ୍ରାକୃତିକ ସୌନ୍ଦର୍ଯ୍ୟର ଅପରୂପ ଶୋଭା ବହନ କରୁଥିବା ଦଣ୍ଡାଧର ଜଳ ଭଣ୍ଡାର

ପ୍ରକୃତିର ରାଣୀ ଢେଙ୍କାନାଳ । ନିଜର ସୁନ୍ଦରତା ପାଇଁ ସର୍ବଦା ଚର୍ଚ୍ଚାରେ ଥିବା ପ୍ରକୃତି ରାଣୀ କୋଳରେ ରହିଛି ଅନେକ ସୁନ୍ଦର ପର୍ଯ୍ୟଟନ ସ୍ଥଳ । ସେଥିମଧ୍ୟରୁ ଦଣ୍ଡାଧର ଡ୍ୟାମ୍ ଅନ୍ୟତମ । ପ୍ରାକୃତିକ ସୌନ୍ଦର୍ଯ୍ୟର ଅପରୂପ ଶୋଭା ବହନ କରୁଥିବା ଦଣ୍ଡାଧର ଜଳ ଭଣ୍ଡାର ପ୍ରକୃତି ପ୍ରେମୀ
error: Content is protected !!