News
lipub
samparksetu

ଦୁଃଖବନ୍ଧୁ ପରିବାରର ଦୁଃଖ ବୁଝିଲେ ପ୍ରଶାସନ

ଗରିବମାନଙ୍କ ଦୁଃଖ ସରକାରଙ୍କ ବ୍ଳକ ସ୍ତରର ପ୍ରତିନିଧି ଗାଁ ଗାଁ ବୁଲି ବୁଝୁଥିବା ବେଳେ ଭୁବନ ସହର ଉପକଣ୍ଠରେ କୁନିନ୍ଦା ପଞ୍ଚାୟତର ଏକ ଆଦିବାସୀ ଅଧ୍ୟୁଷିତ ଗ୍ରାମରେ ୪ଜଣ ଅନାଥ ଙ୍କୁ ମିଳିଛି ସହାୟତା ।ଖବର ନେବାରେ ଜଣାଯାଇଛି ଯେ ବ୍ରହ୍ମାନନ୍ଦ କଲୋନୀ ପଡା ଗ୍ରାମଟି ଭୁବନ ସହରର ପଶ୍ଚିମ ରେ

ବିଚ୍ଛିନ୍ନ ପାନୀୟ ଜଳ ପ୍ରକଳ୍ପରେ ସଂଯୋଗ ହେଲା ବିଦ୍ୟୁତ

ସଦର ବ୍ଲକ ଅନ୍ତର୍ଗତ କାଙ୍କଡ଼ପାଳ ପଞ୍ଚାୟତର ଦଧିଖାଇ ଗ୍ରାମର ପାନୀୟ ଜଳ ପ୍ରକଳ୍ପର ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ଖବର ପ୍ରସାରଣ ଏବଂ ପ୍ରଶାସନ ଙ୍କୁ ଜଣାଇବା ପରେ ଆଜି ତାର ତୁରନ୍ତ ସଂଯୋଗ ସୁଚନା ଥାଉ କି ଗତକାଲି ଏ ବିଷୟରେ ପ୍ରକାଶ କରିବା ପରେ ପ୍ରଶାସନିକ ଅଧିକାରୀ ଏହା ସଂଯୋଗ

ରକ୍ତଦାନ ପାଇଁ ଆହ୍ବାନ କଲେ ଯୁବକର୍ମୀ- ଅଶୋକ ପଣ୍ଡା

ସାରା ଦେଶରେ କାୟା ବିସ୍ତାର କରୁଛି କରୋନା, ସକ୍ରିୟ ଅଛନ୍ତି ଡାକ୍ତରୀ ଟିମ୍। କେଉଁଠି ଚାଲିଛି ରକ୍ତ ନମୁନା ପରୀକ୍ଷା ତ କେଉଁଠି ଚାଲିଛି ଆଇସଲେସନ ବ୍ୟକ୍ତିଙ୍କ ଚିକିତ୍ସା। ଏହି ସମୟରେ ବିଭିନ୍ନ ସ୍ଥାନରେ ରକ୍ତ ର ଆବଶ୍ୟକତା ବହୁମାତ୍ରାରେ ଦେଖା ଦେଇଥାଏ ତେବେ ଏହି ଅସୁବିଧା କୁ ଦୂର

ପ୍ରକୃତି କୋଳରେ ନିଜକୁ ହଜେଇ ଦେବାକୁ ଚାହୁଁଛନ୍ତି ? ତେବେ ବୁଲିବାକୁ ଯାଆନ୍ତୁ ସାପୁଆ ଡ୍ୟାମ

ଜଳଭଣ୍ଡାର ନୀଳ ଜଳରାଶି, ଘଞ୍ଚ ଶାଳ ଜଙ୍ଗଲର ଶାନ୍ତ ପରିବେଶ, ବନ୍ୟଜୀବନର ଅପୂର୍ବ ସମନ୍ବୟ ‘ସାପୁଆ’। କଂକ୍ରିଟ୍‌ ଜଙ୍ଗଲଠାରୁ ଦୂରରେ ପ୍ରକୃତିରାଣୀ ଏଠାରେ ଅଜାଡ଼ି ଦେଇଛି ସବୁକିଛି, ଯାହାର ଶୋଭା ଆକର୍ଷିତ କରୁଛି ସହରୀ ମଣିଷଙ୍କୁ। ହିନ୍ଦୋଳ ବ୍ଲକ ରାସୋଳ ଅଞ୍ଚଳର କ୍ଷୁଦ୍ର ଜଳସେଚନ

ଖୋଲା ଆକାଶ ତଳେ ବୃଦ୍ଧ ଦମ୍ପତି,ପାଇଖାନା ଘରେ ରହୁଛି ଆସବାବପତ୍ର

ଖାଦ୍ୟ, ବସ୍ତ୍ର ଓ ବାସଗୃହ ଜୀବନଚର୍ଯ୍ଯା ପାଇଁ ଅପରିହାର୍ଯ୍ୟ। କେହି ଯେପରି ଖାଦ୍ୟ ବିନା ମୃତ୍ୟୁ ମୁଖରେ ନ ପଡନ୍ତି ତା ପାଇଁ ସରକାର ଖାଦ୍ୟ ସୁରକ୍ଷା ଆଇନ ଆଣିଥିବା ବେଳେ ଆଶ୍ରୟ ପାଇଁ ଗରିବ ନିଃସହାୟ ମାନଙ୍କ ପାଇଁ ଆବାସ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏତେ ସବୁ ପରେ ବି ସମାଜର ଏପରି

ଢେଙ୍କାନାଳର ପିକନିକ୍ ସ୍ପଟ୍ ,ଗଣେଶ ଖୋଲା

ଢେଙ୍କାନାଳ ଜିଲ୍ଲା ବିଶ୍ୱ ପ୍ରସିଦ୍ଧ ମହିମା ଧର୍ମର ପୀଠସ୍ଥଳୀ ଯୋରନ୍ଦା ଉତ୍ତର ଦିଗ ବ୍ରାହ୍ମଣୀ ନଦୀ କୂଳ ନିକଟରେ ଅବସ୍ଥିତ ସବୁଜିମା ଗଣେଶ ଖୋଲା । ଯେ କେହି ପର୍ଯଟନ ଏଠାକୁ ବୁଲି ଆସିଲେ ଏତେ ମାତ୍ରାରେ ଆନନ୍ଦ ବିଭୋର ହୋଇ ଯାଆନ୍ତି ଯେ ଫେରି ଯିବାକୁ ମନ ବଳାନ୍ତି ନାହିଁ । ନଦୀ,

ପ୍ରକୃତିର ସୁନ୍ଦର ଅବଦାନ ଯୋଡ଼ାବାଡ଼ିଆ ଡ୍ୟାମ୍

ଢେଙ୍କାନାଳ କହିଲେ ଗୋଟିଏ କଥା ମନକୁ ଆସେ ପାହାଡ଼, ପର୍ବତ ଓ ସବୁଜିମା । ପ୍ରକୃତିର ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଆମ ଜିଲ୍ଲା ଢେଙ୍କାନାଳ । ଅନେକ ସୁନ୍ଦର ସ୍ଥାନ ମଧ୍ୟରୁ ଏକ ସ୍ଥାନ "ଯୋଡ଼ାବାଡ଼ିଆ ଡ୍ୟାମ୍" । ସତରେ କେଡେ ସୁନ୍ଦର ମୋ ଢେଙ୍କାନାଳ । କାମାକ୍ଷାନଗର ଠାରୁ ୨୨ କିମି ଓ

ଆସ ବୁଲିଯିବା ଅଷ୍ଟଶମ୍ଭୁ ପୀଠ ; ଯେଉଁଠାରେ ପୂଜା ପାଆନ୍ତି ଅଷ୍ଟଶମ୍ଭୁ

ଅଷ୍ଟଶମ୍ଭୁ ପୀଠ ଢେଙ୍କାନାଳ ଜିଲ୍ଲାର ଅନ୍ୟତମ ଶୈବ ପୀଠ ପରଜଙ୍ଗ ବ୍ଳକରେ କୁଆଳୋ ଗ୍ରାମରେ ଏହି ପ୍ରାଚୀନ ପୀଠ ଅବସ୍ଥିତ ଏଠାରେ ପୂଜିତ ଅଷ୍ଟଶମ୍ଭୁ ହେଉଛନ୍ତି: କନକେଶ୍ୱର, ସ୍ୱପ୍ନେଶ୍ୱର, ଐଶାନେଶ୍ୱର, କପିଳେଶ୍ୱର, ବୈଦ୍ୟନାଥେଶ୍ୱର, ପଶ୍ଚିମେଶ୍ୱର, ବାଣେଶ୍ୱର ଓ ଲୋକନାଥେଶ୍ୱର

ମଉଳା ଭଣଜା ପୀଠ ; ଯେଉଁ ଠାରେ ପୂଜା ପାଉଛନ୍ତି ମାମୁଁ ଭଣଜା

ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଳକ୍ ମଠକରଗୋଳl ଗ୍ରାମରେ ରହିଛି ଏକ ସୁନ୍ଦର ଵଣଭୋଜି ସ୍ଥାନ ମଉଳl ଭଣଜା ପୀଠ ବା ମାମୁଁ ଭଣଜା ପୀଠ । ଏଠାରେ ପୂଜା ପାଆନ୍ତି ପ୍ରତ୍ୟକ୍ଷ ଠାକୁର ମଉଳl ଭଣଜା । ଲୋକ କଥା ଅଛି ମାମୁଁ ଭଣଜା ବିବାହ କରି ଯାଉଥିଲେ ଏବଂ ଏଠାରେ ସେମାନେ ପଥର ପାଲଟି ଯାଇଛନ୍ତି
error: Content is protected !!