ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ମେରାମଣ୍ଡଳୀରେ ଡେଙ୍ଗୁ ଓ ମ୍ୟାଲେରିଆ ସଚେତନତା
କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ ଅଧୀନରେ ସ୍ୱାସ୍ଥ୍ୟ ଅଭିଯାନର ଅଂଶବିଶେଷ ଭାବେ ଟାଟା ଷ୍ଟିଲ ଫାଉଣ୍ଡେସନ (ଟିଏସ୍ଏଫ୍) ପକ୍ଷରୁ ଟାଟା ଷ୍ଟିଲ ମେରାମଣ୍ଡଳୀ ପ୍ଲାଂଟର ପାରିପାଶ୍ୱିର୍କ ଅଂଚଳରେ ଡେଙ୍ଗୁ ଓମ୍ୟାଲେରିଆ ଭଳି ଭେକ୍ଟର ବାହିତ ରୋଗ ବିଷୟରେ ସଚେତନତା ସୃଷ୍ଟି କରିବା ଲାଗି ଅଭିଯାନ!-->…
ପଡୋଶୀ ଙ୍କ କାନ୍ଥ ପଡି ଶିଶୁ ମୃତ
ଭୁବନ ବ୍ଲକ ବାଲିବୋ ପଂଚାୟତ ର ଗରୁଡ଼ବନ୍ଧି ଗ୍ରାମର ପିଣ୍ଟୁ ନାୟକ ଙ୍କ ୩ ବର୍ଷ ର ପୁଅ ଘର ଅଗଣାରେ ଆଜି ଖେଳୁଥିବା ବେଳେ ପଡୋଶୀ ପିତବାସ ନାୟକ ଙ୍କ ମାଟି କାନ୍ଥ ଧସି ପଡିବାରୁ ଘଟଣା ସ୍ଥଳରେ ଶିଶୁର ମୃତ ହୋଇଥିବା ଜଣାପଡିଛି ।
କାନ୍ଥ ପଡିବା ପରେ ସ୍ଥାନୀୟ ଲୋକ ଙ୍କ ସହାୟତାରେ ଭୁବନ!-->!-->!-->…
ମହାବିରୋଡ଼ ଡାକ୍ତରଖାନାର ଦୂରାବସ୍ଥା, ବିନା କର୍ମଚାରୀରେ ଚାଲିଛି ମେଡିକାଲ
ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଅନ୍ତର୍ଗତ ମହାବିରୋଡ ଠାରେ ୧୯୭୨ ମସିହାରୁ ସ୍ଥାପିତ ଏକ ସରକାରୀ ଡାକ୍ତରଖାନା ରହିଛି ।ଏହି ଡ଼ାକ୍ତରଖାନାକୁ ଦୀର୍ଘ ଦିନ ଧରି ଆବଶ୍ୟକୀୟ କର୍ମଚାରୀ ଆସୁନଥିବାରୁ ରୋଗୀ ମାନେ ଅନେକ ହିନସ୍ତା ଭୋଗୁଛନ୍ତି । ଏହା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବାରୁ!-->…
ସଡ଼କ ଦୁର୍ଘଟଣାରେ କାଉନସିଲର ଙ୍କ ଚାଲିଗଲା ଜୀବନ !
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଏନଏସିର ବିଜେଡ଼ି କାଉନସିଲର ସରୋଜ କୁମାର ମହାଳିକଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । କାମାକ୍ଷାନଗର ଥାନା ୫୩ ନଂ ଜାତୀୟ ରାଜପଥର ଜିରିଡାମାଳି ଗାଁ ନିକଟରେ ଏକ ପଲସର ବାଇକ ଧକ୍କା ଦେବାରୁ ତାଙ୍କର ମୃତ୍ୟୁ ହୋଇଛି । ସେ ସ୍କୁଟିରେ ଘରକୁ ଫେରୁଥିବା!-->…
ଗ୍ୟାସ ଏଜେନ୍ସି ଗୋଦାମ ରୁ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଲୁଟ
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ମହୁଲପାଳ ଗାଁ ସ୍ଥିତ ଗୋଲକ ଗ୍ୟାସ ଗୋଦାମରୁ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ୩୨ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ ।
ସୂଚନା ଅନୁଯାୟୀ , ଦୁଇ ଜଣ ଯୁବକ ମୁଖା ପିନ୍ଧି ବାଇକରେ ଆସି ଗୋଦାମ କିପର ବସନ୍ତ ବେହେରାଙ୍କୁ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ!-->!-->!-->…
ସରପଂଚ ପୁଅଙ୍କ ଦାଦା ଗିରି
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ କଡଲା ଗ୍ରାମପଂଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଟଙ୍କା ଉଠାଣକୁ ନେଇ ହିତାଧିକାରୀଙ୍କ ମାନେ ବିଡିଓଙ୍କ ଦ୍ୱାରସ୍ଥ ହୋଇଥିବାର ଜଣାପଡିଛି । କଡଲା ସରପଂଚଙ୍କ ପୁଅ ମନରେଗା ଟଙ୍କା ଉଠାଣ ପାଇଁ ଜିଓ ଟ୍ୟାଗ ନକରିବା ପାଇଁ ଜିଆରଏସଙ୍କୁ ଧମକ ଚମକ ଦେବା!-->…
ମନରେଗା ମଜୁରୀ ନପାଇ ଶ୍ରମିକ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ
ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ନାଗିଆପଶିରେ ମୃର୍ତ୍ତିକା ସଂରକ୍ଷଣ ବିଭାଗର କାଜୁ ପ୍ଲାଣ୍ଟେସନରେ କାର୍ଯ୍ୟକରୀ ଶ୍ରମିକ ମାନେ ତିନି ମାସର ପ୍ରପ୍ୟ ନପାଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିବା ଜଣାପଡିଛି । ସେହି ଜମିରେ ଗ୍ରାମର ଚିନ୍ମୟ ସେଠୀ,ପବିତ୍ର ଦାସ,ଗଣେଶ ବର ସାମଲ ,କାଳନ୍ଦୀ ପ୍ରଧାନ!-->…
ଦୁର୍ଘଟଣା ପରେ ୫୫ନଂ ଜାତୀୟ ରାଜପଥ ଅବରୋଧ
ଅଜଣା ଗାଡି ଧକ୍କାରେ ଜଣେ ଗୁରୁତର ହେବା ପ୍ରତିବାଦରେ ଆଜି ୫୫ନଂ ଜାତୀୟ ରାଜପଥ ଅବରୋଧ କଲେ ଢେଙ୍କାନାଳ ବାସୀ । ଢେଙ୍କାନାଳ ସହର କାଠଗଡା ଠାରେ ଦୀର୍ଘ ଦେଢଘଣ୍ଟା ଅବରୋଧ ପରେ ରାସ୍ତାରୋକ ହଟିଛି ।
ଆଜି ସକାଳ ପ୍ରାୟ ୭ଟା ବେଳେ କାଠଗଡା ସାହିର ବୁଲୁ ରାଉତ ରାସ୍ତା ପାର ହେଉଥିବା ବେଳେ ଏକ!-->!-->!-->…
ଦିଗହରା ଗ୍ରାମାଂଚଳ ପାଇଖାନା ଯୋଜନା
ଢେଙ୍କାନାଳ ଜିଲ୍ଲାରେ ଗ୍ରାମାଂଚଳ ପାଇଖାନା ଯୋଜନା ସଂପୂର୍ଣ୍ଣ ଦିଗହରା ହୋଇପଡ଼ିଛି । ପାଣିର ଅଭାବ ଏବଂ ନିର୍ମାଣ ଜନିତ ତ୍ରୁଟି ଯୋଗୁଁ ହଜାର ହଜାର ପାଇଖାନା ବ୍ୟବହାର ଯୋଗ୍ୟହୋଇପାରୁ ନାହିଁ । ଅବ୍ୟହୃତ ହୋଇପଡ଼ିଥିବା ପାଇଖାନା ଘରେ ଗ୍ରାମାଂଚଳର ଲୋକେ ଘସି , ଜାଳ ଆଦି ସାଇତି ରଖୁଛନ୍ତି ।!-->…
ଅଳ୍ପ ମୋରମ ପକାଇ ଠକିଦେଲା ଠିକାଦାର
ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ଗରିବ ଲୋକ ମାନଙ୍କ ପାଇଁ ଅନେକ ଯୋଜନା ଆସୁଛି , କିନ୍ତୁ ତାହା ସଠିକ୍ ରୂପରେ କାର୍ଯ୍ୟକାରୀ କରାଯାଉନାହିଁ। ଯାହା ଗରିବ ଖଟିଖିଆ ଲୋକ ହଇରାଣ ହେଉଛନ୍ତି। ରାସ୍ତା ହେଉ କି ପୋଖରୀ କିମ୍ବା ମାଟି କେନାଲ ଯାହା ସବୁ ମନରେଗା ଯୋଜନାରେ ଆସୁଛି ।
ଲୋକ ମାନେ!-->!-->!-->…