News
lipub
samparksetu

ଭଙ୍ଗା ଦଦରା ଘରେ ରହୁଛନ୍ତି ଭୁବନ ଥାନା କର୍ମଚାରୀ

ଢେଙ୍କାନାଳ ଜିଲ୍ଲା ଭୁବନ ଠାରେ ଥିବା ଥାନା ଭୁଷଳ ଛକକୁ ସ୍ଥାନାନ୍ତର କରାଯିବା ପରେ ପୁରୁଣା ଥାନା ଅବହେଳିତ ହୋଇ ପଡ଼ି ରହିଛି । ଥାନାର ଭଙ୍ଗା ଦଦରା ଘରେ ଜୀବନକୁ ବାଜି ଲଗାଇ କେତେକକର୍ମଚାରୀ ରହୁଥିବାର ଜଣାପଡିଛି । ଭୁବନ ଥାନାରେ ଜଣେ ଥାନାଧିକାରୀଙ୍କ ସହିତ ୨ଜଣ ସବ ଇନିସ୍ପେକଟର ,୨

ବଢୁଛି ହାତୀ ବାରହାଙ୍କ ଉପଦ୍ରବ,କ୍ଷତିଗ୍ରସ୍ତ ଚାଷୀଙ୍କ ଦ୍ୱାରା ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ଘେରାଉ

ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବନ୍ୟଜନ୍ତୁ ଙ୍କ ଉଦଦ୍ରବ ଯୋଗୁ ଚାଷୀମାନେ ବିପୁଳ କ୍ଷତି ସହୁଛନ୍ତି । ଏହାର ପ୍ରତିବାଦରେ ଶତାଧିକ ଚାଷୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିବାର ଜଣାପଡିଛି । ଢେଙ୍କାନାଳ ଜିଲ୍ଳାର ଓଡାପଡା,ବଳରାମପୁର ପଞ୍ଚାୟତ , ଗୁଣୁଦେଇ ପଞ୍ଚାୟତ,ସଦାଶିବ

ପାରିବାରିକ କଳହରୁ ଆତ୍ମହତ୍ୟା

ପାରିବାରିକ କଳହରୁ ପୌରାଞ୍ଚଳ ଶିମିଳିଆର ଲଳିତ କୁମାର ଷଣ୍ଢ(୪୦) ,ଆଜି ସଜନା ଗଛରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ , ଲଳିତ ପ୍ରତିଦିନ ମଦ୍ୟପାନ କରି ପତ୍ନୀ ଓ ପରିବାର ଲୋକଙ୍କ ସହ ପାଟୁତୁଣ୍ଡ କରିଥାନ୍ତି । ଏହାକୁ ନେଇ ପରିବାରରେ ଅଧିକାଂଶ ଦିନ

ସମସ୍ୟା ଘେରରେ ହରିହାଟ ସରକାରୀ ଉପ୍ରା ବିଦ୍ୟାଳୟ

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନ୍ଏସି ୨ ନଂ ୱାର୍ଡରେ ୧୯୮୬ ମସିହା ଠାରୁ ସ୍ଥାପିତ ହରିହାଟ ସରକାରୀ ଉପ୍ରା ବିଦ୍ୟାଳୟଟି ଦୀର୍ଘ ବର୍ଷ ଧରି ସମସ୍ୟା ଘେରରେ ରହି ଆସିଛି। ପ୍ରଥମେ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମାନ୍ୟତା ପାଇ ଆସି ଏଠାରେ ଏନ୍ ଏ ସି ସମେତ ଆଖ ପାଖ କେତୋଟି କ୍ଳଷ୍ଟରକୁ

ଠିକାଦାର କାଟିଦେଲା ପାଇପ ଲାଇନ , ପାନୀୟ ଜଳ ଯୋଗାଣ ଠପ୍ ଅଭିଯୋଗ

ଓଡ଼ାପଡ଼ା ଗ୍ରାମକୁ ପାଇପ ଯୋଗେ ପାନୀୟଜଳ ଯୋଗାଇ ଦିଆଯାଉଥିବା ପାଇପ କୁ ରେଳ ଲାଇନ କଡ଼ରୁ ରେଳବାଇ ଠିକାଦାର କଲଭର୍ଟ ପାଇଁ ମାଟି ଖୋଳୁଥିବା ବେଳେ ଟାଇପ ଟି ଭାଙ୍ଗି ନଷ୍ଟ ହୋଇଯାଇଥିଲା । ଫଳରେ ଗତ ୧୦ ଦିନ ଧରି ପାନୀୟଜଳ ଯୋଗାଣ ବନ୍ଦ ହୋଇଯାଇଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କରେ

ସାପ କାମୁଡାରେ ବାଳକ ଙ୍କ ମୃତ୍ୟୁ

ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ କଣ୍ଟାପାଳ ପଞ୍ଚାୟତ କଲୋନୀ -୪ ର ରାମଚନ୍ଦ୍ର ନାୟକ (୧୦) ,ଯିଏକି କଣ୍ଟାପାଳ କଲୋନୀ -୪ ପ୍ରାଥମିକ ବିଦ୍ୟାଳୟର ୫ମ ଶ୍ରେଣୀରେ ଛାତ୍ର ଥିଲେ । ମଙ୍ଗବାର ରାତି ୧୨ ସମୟରେ ସେ ଶୋଇଥିବା ଅବସ୍ଥାରେ ତାଙ୍କୁ ଏକ ବିଷାକ୍ତ ସାପ କାମୁଡ଼ିଥିଲା ବୋଲି ଘର

ଘରକୁ ଫେରିଲେ ସନାତନ

ମହାରାଷ୍ଟ୍ର ର ନାସିକ କୁ କାମ କରିବାକୁ ଯାଇ ନିଖୋଜ ହୋଇଯାଇଥିବା କାଉଁରିଆପାଳ ର ସନାତନ ସ୍ୱାଇଁ (ସନେଇ) ଗତକାଲି ଘରକୁ ଫେରିଛନ୍ତି ।ପରିବାର ଲୋକଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ,ସନାତନ ନାସିକ ରେ ଆଗରୁ ୨ ମାସ ରହି କାମ କରିଥିଲେ । କିଛିଦିନ ଘରକୁ ଆସି ପୁଣି ନାସିକ ଫେରିଥିଲେ

ଷଷ୍ଠ ଶ୍ରେଣୀ ଛାତ୍ର ଙ୍କ ମୃତ୍ୟୁ

କାମାକ୍ଷାନଗର ଥାନା ମଠକରଗୋଳା ପଞ୍ଚାୟତ ଅଧିନସ୍ତ ବାଲିସାହି ର ଜଣେ ଷଷ୍ଠ ଶ୍ରେଣୀ ର ଛାତ୍ର ମୃତ୍ୟୁ ଘଟିଛି । ଖବର ନେବାରେ ଜଣାଯାଏ ଯେ, ମଠକରଗୋଳା ଗାନ୍ଧୀ ଛକ ରେ ଥିବା ଓଁ ସରସ୍ବତୀ ଶିଶୁ ମନ୍ଦିର ର ଷଷ୍ଠ ଶ୍ରେଣୀ ର ଛାତ୍ର ସେହ୍ନାଶୁ ନାୟକ (୧୨) ଶୁକ୍ରବାର ଦିନ ବିଦ୍ୟାଳୟ କୁ ଆସିଥିଲେ ।

କରେଇଜାଳା ନାଳ ଅପ୍ରୋଚ ରୋଡ଼ ଭାସିଗଲା

ଭୁବନ ବ୍ଲକ ଦୟଣାବିଲ ପଞ୍ଚାୟତ ଅନ୍ତର୍ଗତ କହ୍ନେଇପାଳ ଗ୍ରାମ କୁ ସଂଯୋଗ କରୁଥିବା କରେଇଜଳା ନାଳ କୁ ସଂଯୋଗ କରୁଥିବା ରାସ୍ତା ବନ୍ୟା ପାଣି ରେ ଭାସିଯାଇଛି ।ଏହି ରାସ୍ତା ଦେଇ ଥୋରିଆସନ୍ଧ ଓ ଚାଟିଆସାହି କୁ ଯାତାୟାତ କରନ୍ତି ।୩ ବର୍ଷ ପୂର୍ବରୁ ଏହି ପୋଲ କୁ ସଂଯୋଗ କରୁଥିବା ସଂଯୋଗୀ କରଣ

ଜନସାଧାରଣ ଙ୍କ ପାଇଁ ବାଧ୍ୟତାମୂଳକ ଏଚଏସଆରପି, ପୌରପାଳିକା ପାଇଁ ପରିବହନ ଅଧିକାରୀଙ୍କ ଅନୁକମ୍ପା

ବିନା ନମ୍ୱର୍ ପ୍ଲେଟରେ ଚାଲିଛି ଢେଙ୍କାନାଳ ପୌରପାଳିକାର ସଫେଇ ଗାଡ଼ି । ଏଭଳି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ପୋୖରାଞ୍ଚଳରେ । ବିଭିନ୍ନ ଅଂଚଳରେ ପୋଲିସ ଗାଡ଼ି କାଗଜ ପତ୍ର ଯାଞ୍ଚ କରିଥାଏ । ବିଶେଷ କରି ଚୋରା ଗାଡ଼ି ଉପରେ ପୋଲିସ ଏବଂ ପରିବହନ ବିଭାଗର ତିକ୍ଷ୍ଣ ନଜର ରଖିଥାଏ ।
error: Content is protected !!