News
lipub
samparksetu

ପୁଣି ଫେରିଲା ଦନ୍ତା ,ଆତଙ୍କରେ ଅଂଚଳ ବାସି

ପୁଣି ଫେରିଛି ଗୋଟିକିଆ ଦନ୍ତା ,ଯାହାକୁ ନେଇ ଆତଙ୍କିତ ଅବସ୍ଥାରେ ଅଂଚଳ ବାସି । ମଠତେନ୍ତୁଳିଆ ବରଦା ଷଡ଼ଙ୍ଗୀ ପୋରୁହଖୋଜ ଓ ଗଁ ଦିଆ ଗ୍ରାମ ପଂଚାୟତ ର ଅନେକ ଗ୍ରାମ ଯଥା ମଠତେନ୍ତୁଳିଆ ସୁରପ୍ରତାପ ରାଜକିଶୋରପୁର, ଇଲେଇଜଙ୍ଗ, ମୁଗପଦା, ଷଡ଼ଙ୍ଗୀ ବରଦା ,କୁସିଦା ଆଦି ଗ୍ରାମ ଗୁଡିକର ଜନସାଧାରଣ

ଜାତୀୟ ରାଜପଥର ଦୂରାବସ୍ଥା ନେଇ ଜନ ଅସନ୍ତୋଷ

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଓଡ଼ାପଡ଼ାର ରସାସିଂହ ଠାରୁ କଣ୍ଟାବଣିଆ ପର୍ଯ୍ୟନ୍ତ ୫୫ ନଂ ଜାତୀୟ ରାଜପଥ ସଂମ୍ପସାରଣ କାର୍ଯ୍ୟରେ ଅହେତୁକ ବିଳମ୍ବ , ରାସ୍ତା ରେ ଥିବା ଖାଲଖମଣ କୁ ମରାମତି ନ କରିବା , ରାସ୍ତା ରେ ପ୍ରଚୁର ଧୁଳି ଉଡ଼ିବା, ଫଳରେ ଦୈନଦିନ ଦୃଘଟଣା

ଓଡ଼ିଶା ବାହାରେ ଗଡ଼ିଲା ଶ୍ରାବଣ ସ୍ପେସିଆଲ ଟ୍ରେନ, ଓଡ଼ିଶାରେ ସ୍ପେସିଆଲ ଟ୍ରେନ ନାମରେ ରେଳ କର୍ତ୍ତୃପକ୍ଷ ଙ୍କ ଶୋଷଣନିତୀ

ଶ୍ରାବଣ ମେଳାକୁ ଭୁଲିଗଲେ ପୂର୍ବତଟ ରେଳ କର୍ତ୍ତୃପକ୍ଷ ଜରୁରୀକାଳୀନ ସମୟରେ କଲେ ଏକାଧିକ ଟ୍ରେନ ବାତିଲ । ନାହିଁନଥିବା ହନ୍ତସନ୍ତ ହେଲେ ରେଳଯାତ୍ରୀ ଅନ୍ୟପଟେ ପାସେଞ୍ଜର ଟ୍ରେନ ଚାଳନା ସମୟରେ ରେଳ ଧାରଣା ମରାମତି କାର୍ଯ୍ୟ କରିବାରୁ ଦୀର୍ଘ ୧ ଘଣ୍ଟା ଭୁବନେଶ୍ୱର ଷ୍ଟେସନରେ ପଡି ରହିଲା ମେମୁ

ରୁଟି ପୋଡି ଯିବାରୁ ତାୱା ଚେଙ୍କ ଦେଇ ଜେଲ ଗଲେ ଅଧ୍ୟାପିକା

ସରକାରୀ କଲେଜ ଅଧ୍ୟାପିକା ବୋହୁକୁ ରୁଟି ପୋଡି ଯିବାରୁ ତାୱା ଚେଙ୍କ ଦେଇ ଜେଲ ଗଲେ । ଭୁବନ ଥାନା ଅନ୍ତର୍ଗତ ଲତାବିଲ ଅଂଚଳର ବିଜେପି ପୂର୍ବତନ ନଗର ସଭାପତି ଭାଗିରଥି ବେହେରା ଙ୍କ ଏକମାତ୍ର ଉଚ୍ଚ ଶିକ୍ଷିତା ଝିଅ ବୈଦିକ ରୀତିରେ ଜଗତସିଂହପୁର ଟାଉନ ରେ ବିବାହ କରିଥିଲେ ୨୦୨୨ ମସିହାରେ ବିବାହ

ତୁମ ବିନା

କୋଡିଏ ଫଗୁଣ ପରେତୁମ ଆଗମନେପୁଲକିତ ହେଲା ମନମଳୟ ପବନ ମତେସ୍ପର୍ଶ କରିଗଲାଛୁଇଁଗଲା ତନୁ ମନ । ବିନା ଶ୍ରାବଣରେ ମୋରମନ ଭିଜିଗଲାଜ୍ୟୋତ୍ସ୍ନାରେ ଜେବେ ଜନ୍ହଅମୀୟ କଥାରେ ତୁମେମନ କିଣିନେଲସତେ କିବା କୁହୁତାନ। ପ୍ରଥମ ଦେଖାରେମୋର ମନ ଚୋରି କଲହେଲ ମୋର ପ୍ରିୟତମସେହିଦିନ ଠାରୁଦେଖିନାହିଁ

ଥଣ୍ଡା ପାନୀୟରେ ନିଶାଦେଇ ଲୁଟ ଘଟଣା ,ଅଭିଯୁକ୍ତ ସହିତ ବ୍ୟବସାୟୀଙ୍କୁ ଗିରଫ କଲା ପୋଲିସ

ଢେଙ୍କାନାଳ ଟାଉନ ଥାନାର ଅନ୍ତର୍ଗତ ମୀନା ବଜାର ଗାନ୍ଧୀ ମନ୍ଦିର ରୋଡରେ ଥିବା ଏକ ଦୋକାନରୁ ଜଣେ ଅଜଣା ବ୍ୟକ୍ତି ଥଣ୍ଡା ପାନୀୟରେ ନିଶା ଦେଇ ସୁନା ଏବଂ ଟଙ୍କା ଲୁଟ ଘଟଣାରେ ପୋଲିସ ଅଭିଯୁକ୍ତ ଗିରଫ କରି କୋର୍ଟ ଚାଲାଣ କରିଥିବାର ଜଣାପଡିଛି । ଗତ ଗୁରୁବାର ସନ୍ଧ୍ୟା ପ୍ରାୟ ୭ଟା ସମୟରେ

ଢେଙ୍କାନାଳ ରେ ଓଡିଆରେ ନାମ ଫଳକ ବାଧ୍ୟତା ମୂଳକ ,ଖିଲାପ କାରୀଙ୍କୁ ୫ ହଜାର ଟଙ୍କା ଜରିମାନା

ଢେଙ୍କାନାଳ ଜିଲ୍ଲାରେ ଥିବା ଦୋକାନ ଓ ଭାଣିଜ୍ୟ ପ୍ରତିଷ୍ଠାନ ଗୁଡ଼ିକ ସେମାନଙ୍କର ନାମ ଫଳକ ଓଡ଼ିଆରେ ଲଗାଇବାକୁ ନେଇ ଏକ ବୈଠକ ଜିଲ୍ଲାପାଳ ସରୋଜ କୁମର ସେଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଓଡିଆ ଭାଷାରେ ନାମ ଫଳକ ନଲେଖିଲେ ୫ ହଜାର ଟଙ୍କା ଜରିମାନା ଆଦାୟ କରାଯିବ ବୋଲି

ଅନ୍ୟର ଚାଳ ଘର ଫଟୋ ଉଠାଇ , ନିଜ ନାମରେ ଆବାସ କରିବା ଅଭିଯୋଗ

ହିନ୍ଦୋଳ ବ୍ଲକ ଜରଡା ଗ୍ରାମ ପଞ୍ଚାୟତ ଠେଙ୍ଗା ଗ୍ରାମରେ ଜଣେ ଯୋଗ୍ୟ ହିତାଧିକାରୀ ଅଞ୍ଜନା ମୁଦୁଲିଙ୍କ ଚାଳ ଘର ଦେଖାଇ ଓ ଫଟୋ ଉଠାଇ ଆବାସ ଗୃହ ନିଜ ନାମକୁ କରି ନେବା ପାଇଁ ଚେଷ୍ଟା କରିଥିଲେ ୮ନଂ ୱାର୍ଡ ମେମ୍ବର ଚିତ୍ତରଞ୍ଜନ ବେହେରା । ତାଙ୍କର ପକା ଘର ଥିବାରୁ ଜଣେ ଅସହାୟ ଗରିବର ଚାଳ ଘର

କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ କଳା ବ୍ୟାଚ ପରିଧାନ

ନିଖିଳ ଓଡ଼ିଆ କାର୍ଯ୍ୟ ନିର୍ବାହୀ ଅଧିକାରୀ ସଙ୍ଘ ଓଡ଼ିଶାର ଡାକରା କ୍ରମେ ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକର ସମସ୍ତ ନିର୍ବାହୀ ଅଧିକାରୀ ଚାଳିତ ମାସ ୭ ତାରିଖରୁ ଆଗାମୀ ୧୭ ତାରିଖ ପର୍ଯ୍ୟନ୍ତ (ଅଗଷ୍ଟ ୧୫ ତାରିଖ ବ୍ୟତୀତ ) କଳା ବ୍ୟାଚ ପରିଧାନ ପୂର୍ବକ ସମସ୍ତ ୨୯ଟି ଗ୍ରାମପଞ୍ଚାୟତ ରେ

ଜିଏମ ଆଇରନ କାରଖାନାର ଠିକା ଶ୍ରମିକଙ୍କ ସନ୍ଦେହ ଜନକ ମୃତ୍ୟୁ

ପରଜଙ୍ଗ ଥାନା ଗେଙ୍ଗୁଟିଆ ପଞ୍ଚାୟତ କୁଲେଇ ଗ୍ରାମରେ ଥିବା ଜିଏମ ଆଇରନ ଆଣ୍ଡ ଷ୍ଟିଲ କାରଖାନା ର ଠିକା ଶ୍ରମିକଙ୍କ ସନ୍ଦେହ ଜନକ ମୃତ୍ୟୁ କୁ ନେଇ ମାମୁଁ ଓ ବଡ ଭାଇ ଆଣିଲେ ହତ୍ୟା ଅଭିଯୋଗ । ମୃତକ ଜଣକ ହେଉଛନ୍ତି ସୁନ୍ଦରଗଡ଼ ଜିଲ୍ଲା ଜକେଇକଳା ଗ୍ରାମର କବି ଦେହୁରୀ ଙ୍କ ସାନ ପୁଅ ପୁଷ୍ପକ ପପୁ
error: Content is protected !!