News
lipub
samparksetu

ବିଦ୍ୟୁତ ଠିକା ସଂସ୍ଥାର ବେପାରୁଆ ନୀତି: ରାତିରେ ଘଟିଲା ଦୁର୍ଘଟଣା ,ଅଳ୍ପକେ ବର୍ତିଲେ ବାଇକ ଚାଳକ

ସୂଚନା ଅନୁଯାୟୀ ,ବିନା କୌଣସି ସିଗନାଲ ଦେଇ ବିଦ୍ୟୁତ ବିଭାଗର ଠିକା ସଂସ୍ଥା ବିଦ୍ୟୁତ ଖୁଣ୍ଟ ଗୁଡିକ ଶନିବାର ରାତିରେ ନେଉଥିବା ବେଳେ ଢେଙ୍କାନାଳ ସହର ସ୍ଥିତ କୁଞ୍ଜକାନ୍ତ ଅଞ୍ଚଳରେ ଏକ ଦୁର୍ଘଟଣାରେ ଘଟିଛି । ସମ୍ପୃକ୍ତ ଠିକା ସଂସ୍ଥାର ବେପାରୁଆ ଗାଡ଼ି ଚାଳନା ହେତୁ ସ୍ଥାନୀୟ ଅଞ୍ଚଳର

ଅଜଣା ଗାଡ଼ି ଧକ୍କାରେ ବୃଦ୍ଧ ଗୁରୁତର

ଢେଙ୍କାନାଳ ଜିଲ୍ଲା ଭୁବନ ଦେଇ ଯାଇଥିବା ଜାତୀୟ ରିଜପଥ ୫୩ ରେ ବର୍ତ୍ତମାନ ସମୟରେ ପ୍ରାୟ ପ୍ରତ୍ୟେକ ଦିନ ସଡ଼କ ଦୁର୍ଘଟଣା ଘଟୁଥିବା ଦେଖିବାକୁ ମିଳୁଛି।ମାତ୍ର ଗୋଟିଏ ଦିନ ପୂର୍ବରୁ ଗାଡି ଦୁର୍ଘଟଣାରେ ଜଣକର ମୃତ୍ୟୁ ହୋଇଯାଇଥିବା ବେଳେ ଆଜି ଦିନ ୧୧ଟା ସମୟରେ ଜଣେ ବୃଦ୍ଧ ଙ୍କୁ ବାଲିଝାଟି

ମଦ୍ୟପାନ କରି ଗାଡି ଚଳାଉଥିଲା ଡ୍ରାଇଭର , ଓଲଟିଲା ଅଟୋ

କପିଳାସ ରାସ୍ତା ଝଣବୋଲୁଅ ନିକଟରେ ଆଜି ଏକ ଅଟୋ (ଓଆର୦୬ଜି୪୨୧୩) ଗଛରେ ପିଟି ହୋଇ ଓଲଟି ପଡିଛି । ଚାଳକଙ୍କ ସମେତ ଅନ୍ୟଜଣେ ଆହତ ହୋଇଛନ୍ତି । ଆହତ ହୋଇଥିବା ଦୁଇ ଜଣ ଢେଙ୍କାନାଳ ସହର ଗୁଡିଆନାଳୀର । ଚାଳକଙ୍କ ନାମ ପ୍ରଶାନ୍ତ ଦାସ ହୋଇଥିବା ବେଳେ ଅନ୍ୟଜଣେ ତାଙ୍କ ସମ୍ପର୍କିୟ ପୁତୁରା ବୋଲି

ଷ୍ଟେସନ ବଜାରରେ ସେକ୍ସ ର‌୍ୟାକେଟ ,କାର ଛାଡି ଗ୍ରାହକ ଫେରାର
ମାଷ୍ଟର ମାଇଣ୍ଡ ସହିତ ଦୁଇ ଯୁବତୀ ଥାନାରେ ଅଟକ

ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ ଷ୍ଟେସନ ବଜାରରେ ଏକ ଘରେ ଚାଲିଥିଲା ସେକ୍ସ ର‌୍ୟାକେଟ, ପୋଲିସ ପକ୍ଷରୁ ଚଢାଉ କରି ମାଷ୍ଟର ମାଇଣ୍ଡକୁ ଗିରଫ କରିବା ସହତି ୨ଜଣ ଯୁବତୀକୁ ଥାନାରେ ଅଟକ ରଖିଥିବାର ଜଣାପଡ଼ିଛି । ଟାଉନ ଥାନା ତରଫରୁ ଶନିବାର ରାତିରେ ଥାନା ଏସଆଇ ଶାନ୍ତନୁ କୁମାର

ପୋଖରୀ ରେ ବୁଡ଼ି ଚତୁର୍ଥ ଶେଣୀ ଛାତ୍ର ମୃତ

ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ, ମୋଟଙ୍ଗା ଥାନା ଅନ୍ତର୍ଗତ ଘୋଡ଼ାଡ଼ିଆଁ ଗ୍ରାମରେ ଏକ ଚତୁର୍ଥ ଶେଣୀର ଛାତ୍ର ପୋଖରୀ ରେ ବୁଡି ମୃତ୍ୟୁ ବରଣ କରିଛି । ସୂଚନା ମୁତାବକ ଆଜି ଦିନ ଏଗାର ବେଳେ ଘୋଡ଼ାଡ଼ିଆଁ ଗ୍ରାମର ଅରୂପ ବିଶ୍ୱାଳ ଙ୍କ ସାନ ପୁଅ ସୂର୍ଯ୍ୟକାନ୍ତ ବିଶ୍ୱାଳ (୧୦) ନିକଟସ୍ଥ

ବଜ୍ରାପାତ ରେ ୧୧ ଜଣ ଆହତ ଜଣେ ଗୁରୁତର, ଜଳିଗଲା ଘର

ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକରେ ବିଭିନ୍ନ ସ୍ଥାନରେ ବଜ୍ରାପାତ। ୩ ବଖରା ଘର ପୋଡିଜିବା ସହ ୧୧ ଜଣ ଆହାତ ହୋଇଛନ୍ତି। ଏବଂ ସେଥିରୁ ଜଣେ ଗୁରୁତର ଅଛନ୍ତି। ସମସ୍ତ ଆହାତ କାମାକ୍ଷାନଗର ମେଡିକାଲରେ ଭର୍ତି କରାଯାଇଛି। ସୂଚନା ମୁତାବକ କଲି ସନ୍ଧ୍ୟା ପ୍ରାୟ ୮.୩୦ ବେଳକୁ ମେଘ ପବନ ସହ

ସୀମା ବିବାଦକୁ ନେଇ ବନ ବିଭାଗ ଅଧିକାରୀ ଙ୍କୁ ଘେରିଲେ ଗ୍ରାମବାସୀ

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ବାଲିକୁମା ପଞ୍ଚାୟତ ଧୂଳିଗୋଠ ଓ କାଠପୁରା ଗ୍ରାମ କୁ ନେଇ ସୀମା ବିବାଦ ବିଗତ ଦିନରୁ ଚାଲି ଥିବା ବେଳେ ବନ ବିଭାଗୀୟ ଅଧିକାରୀଙ୍କୁ ଘେରିଲେ ଗ୍ରାମବାସୀ। କଙ୍କଡ଼ାହାଡ଼ ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇ ଥିବା ବେଳେ ଏଠାରେ ଅଧିକ ମାତ୍ରା ରେ

ବସୁଧା ଯୋଜନା ଫେଲ୍‌ , ୨ମାସ ହେଲା ପାନୀୟ ଜଳ ପାଇଁ ନଦୀ ନାଳ ଉପରେ ଭରସା କରୁଛନ୍ତି ଗ୍ରାମବାସୀ

ସରକାର ଦୁର୍ଗମ ଅଞ୍ଚଳରେ ରହୁଥିବା ଗ୍ରାମବାସୀଙ୍କ ପାନୀୟ ଜଳ ସମସ୍ୟା ଦୂର କରିବାକୁ ବସୁଧା ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଏହି ଯୋଜନାରେ ପ୍ରତ୍ୟେକ ଗ୍ରାମବାସୀଙ୍କ ଘରକୁ ଘର ପାନୀୟ ଜଳ ଯୋଗାଇ ଦେବା ଲକ୍ଷ୍ୟ ଥିଲା। ମାତ୍ର ଦୂରଦୃଷ୍ଟି ଅଭାବରୁ ଏହି ଯୋଜନା ଢେଙ୍କାନାଳ ଜିଲ୍ଲାର ଗଁଦିଆ

ଯୌତୁକ ଜୁଇରେ ଗଲା ଆଉ ଏକ ଜୀଵନ !

ଆଠଗଡ଼ ଥାନା ପତଣ୍ଡା ଗ୍ରାମର ପ୍ରଦୀପ କୁମାର ପଟ୍ଟନାୟକଙ୍କ ଝିଅ ଲକ୍ଷ୍ମୀପ୍ରିୟା (୨୧)ଙ୍କୁ ଯୌତୁକ ପାଇଁ ଶାଶୂଘର ଲୋକେ ହତ୍ୟା କରିଥିବା ଢେଙ୍କାନାଳ ଜିଲ୍ଲା ଭାପୁର ଥାନାରେ ଅଭିଯୋଗ ହୋଇଥିବା ସୂଚନା । ସୂଚନା ଅନୁଯାୟୀ ,ଗତ ମାର୍ଚ୍ଚ ୧୧ ତାରିଖରେ ଲକ୍ଷ୍ମୀପ୍ରିୟା ବୈଦିକ ରୀତିନୀତି ରେ
error: Content is protected !!