ଆମେ ଓଡ଼ିଆ
ଓଡ଼ିଆ ମାଟିରେ ଜନମ ନେଇଣ ଗର୍ବିତ ହୁଏ ଆଜିରେମହାଖାରବେଳ ଜଗବନ୍ଧୁବିର ଜନମ ନେଲେ ଏ ଦେଶରେହାତୀ ଗୁମ୍ଫା ଆଉ ବାରବାଟୀ ଦୁର୍ଗ ସାକ୍ଷୀ ରୂପେ ଗର୍ବିତ ହୁଏ ମାଟିରେ ଧର୍ମ ପଦର ବିତତ୍ୱ ର ତ୍ୟାଗ ଠିଆହୋଇଅଛି!-->…
ଅବସରପ୍ରାପ୍ତ ସ୍ଥଳସେନା ସୁବେଦାରଙ୍କୁ ନିଜ ଜନ୍ମମାଟିରେ ଭବ୍ୟ ସମ୍ବର୍ଦ୍ଧନା
ଆଜକୁ ୩୦ ବର୍ଷ ପୂର୍ବେ ଭାରତମାତାର ସୁରକ୍ଷା ନିମନ୍ତେ ସ୍ଥଳସେନାରେ ଯୋଗଦେଇ ଦେଶର ବିଭିର୍ଣ୍ଣ ରାଜ୍ୟରେ ନିଖୁଣ ଭାବରେ ନିଜର କାର୍ଯ୍ୟ ସମ୍ପାଦାନ କରି ଘରକୁ ଫେରିଛି ବିର ପୁତ୍ର । ସେଥିପାଇଁ ଗ୍ରାମଟି ଉତ୍ସବମୁଖର ।
ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଭୁବନ ବ୍ଲକ ଅନ୍ତର୍ଗତ ପଳାଶପିଠିଆ!-->!-->!-->…
ଜମି ମାଫିଆ ଙ୍କ କବଳରେ ଗୋଚର ଏବଂ ଗୁଣ୍ଠିକିଆ ପଟା ଜମି
ଢେଙ୍କାନାଳ ଜିଲ୍ଲା ଗଁଦିଆ ତହସିଲି ଅଧୀନରେ ଦିନକୁ ଦିନ ଜମି ମାଫିଆଙ୍କ ରାଜ ଦେଖିବାକୁ ମିଳୁଛି l ଗୋଚର ଅନାବାଦୀ,ଏବଂ ଏପରିକି ଗରିବ ଭୂମିହୀନ ମାନଙ୍କୁ ଦିଆଯାଇଥିବା ଗୁଣ୍ଠିକିଆ ଜାଗା କେତେକ ମୁଷ୍ଠିମେୟ ଜମିମାଫିଆଙ୍କ କବଳରେ ରହିଆସୁଛି ।
ଏପରିକି ଗୁଣ୍ଠିକିଆ ପଟା ଚିହ୍ନଟ ଅଭାବରୁ!-->!-->!-->…
ଦୁର୍ଘଟଣାରେ ଚାଲିଗଲା ପୋଲିସ କର୍ମଚାରୀଙ୍କ ଜୀବନ
ଢେଙ୍କାନାଳ-କପିଳାସ ରୋଡ ବିରାଡିଆ ନିକଟରେ ଦୁଇ ବାଇକ ମଧ୍ୟରେ ମୁହଁ।ମୁହିଁ ଧକ୍କା ହେବା ଫଳରେ ଜଣେ ପୋଲିସ କର୍ମଚାରୀ ଙ୍କ ମୃତ୍ୟୁ ଘଟିଛି ।ମୃତକ ହେଲେ କାମାକ୍ଷାନଗର ଥାନାରେ କାର୍ଯ୍ୟରତ ହାବିଲଦାର ବିପିନ ବିହାରୀ କର।
ସୂଚନା ଅନୁଯାୟୀ , ଗଁଦିଆ ଥାନା ଅନ୍ନପୁର ଗାଁର ବିପିନ ଆଜି!-->!-->!-->…
ଟ୍ରକ୍ ସହିତ ପାଣି ଟ୍ୟାଙ୍କର ଧକ୍କା ,ଦୁଇ ଆହାତ
ଢ଼େଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥରେ କାମାକ୍ଷାନଗର ପଟୁ ଆସୁଥିବା ଏକ କୋଇଲା ବୁଝେଇ ଟ୍ରକ୍ ରାଜପଥ କାର୍ଯ୍ୟରେ କାର୍ଯ୍ୟରତ ଏକ ପାଣି ଟ୍ୟାଙ୍କରକୁ ଧକ୍କା ଦେବା ଫଳରେ ଟ୍ରକ୍ ଟି ଭାରସାମ୍ୟ ହରାଇ ପାଖରେ ଥିବା ୧୧ କେଭି ବିଦ୍ୟୁତ୍ ଖୁଣ୍ଟରେ ପିଟି ହୋଇଥିଲା ।!-->…
ବିବାହକୁ କେନ୍ଦ୍ର କରି ବେକରେ ରଶି ଲଗାଇ ଆତ୍ମହତ୍ୟା !
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ମହୁଲ ପାଳ ଗ୍ରାମର ଶ୍ରୀଧର ପଣ୍ଡା ଙ୍କ କନ୍ୟା ସାଇଁ ସ୍ମିତା ପଣ୍ତା ଆଜି ଅପରାହ୍ନ ୫ଟା ସମୟରେ ଘର ବାରି ପଛପଟେ ବେକରେ ରଶି ଲଗାଇ ଆତ୍ମହତ୍ୟା କରାଯାଇ ଥିବା ଜଣାଯାଇଛି।
ଖବର ନେବାରେ ଜଣାଯାଏ ଯେ, ଉକ୍ତ ଗ୍ରାମର ଜଣେ ଗୋପାଳ ଜାତିର!-->!-->!-->…
ନୂତନ ଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲରେ ଗ୍ରାମବାସୀ ପକାଇଲେ ତାଲା
ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ କରଗୋଳା ପଞ୍ଚାୟତ ଅନ୍ତର୍ଗତ ଆଖୁପାଳ ଗ୍ରାମର ଗ୍ରାମବାସୀ କହିବା ମୁତାବକ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଯଦୁମଣି ମାଝୀ ଓ ଶିକ୍ଷୟତ୍ରୀ ସୁକାନ୍ତି ପାତ୍ର ସଠିକ୍ ସମୟରେ ସ୍କୁଲକୁ ନ ଆସିବା ସହିତ ଠିକ୍ ଭାବରେ ପାଠ ପଢାଉ ନଥିବା ପିଲାମାନେ!-->…
ସରାଙ୍ଗ ଆଇ.ଜି.ଆଇଟି ହଷ୍ଟେଲ ଛାତରୁ ପଡି ଜଣେ ଛାତ୍ର ଗୁରୁତର
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ସରାଙ୍ଗ ସ୍ଥିତ ଆଇ.ଜି.ଆଇଟି ହଷ୍ଟେଲ ଛାତ ରୁ ପଡି ଜଣେ ଛାତ୍ର ଗୁରୁତର ଭାବେ ଆହତ ହୋଇଛନ୍ତି । ସେ ଏବେ ଭୁବନେଶ୍ୱର ର ଏକ ଘରୋଇ ହସ୍ପିଟାଲ ରେ ଚିକିତ୍ସିତ ହେଉଛନ୍ତି । ଗୁରୁତର ଛାତ୍ର ଜଣକ ହେଉଛନ୍ତି ମେଟାଲୋଜି ବିଭାଗ ର ଶେଷ ବର୍ଷ ର ଛାତ୍ର ସତ୍ୟମ ଖାଲକୋ!-->…
ବାଇକ ଦୁର୍ଘଟଣାରେ ୩ ଆହତ
କଙ୍କଡ଼ାହାଡ଼ ବ୍ଲକ କଣ୍ଟାପାଳ ପଞ୍ଚାୟତ ଅନ୍ତର୍ଗତ ଶାଗବାରି ଗ୍ରାମ ର ଶଙ୍କର ସିଦ୍ଧୁ (୩୦)ମମତା ବିରୁଆ (୧୩) ଏବଂ ମଙ୍ଗୁ କୁର୍ଲି (୨୦ ) ନିଜ ଘରୁ କାମାକ୍ଷାନଗର ଯାଉଥିବା ବେଳେ ଅନୁମାନିକ ସମୟ ପୂର୍ବାହ୍ନ ୧୧ ଟା ବେଳେ ବାଟଗାଁ ନିକଟ ରେ ଭାରସାମ୍ୟ ହରାଇ ତାଙ୍କ ବାଇକ ଟି ଦୁର୍ଘଟଣା!-->…
କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜରେ ପାଞ୍ଚଟି ନୂତନ ଗୃହ ଉଦଘାଟନ
ଢେଙ୍କାନାଳ ବନଖଣ୍ଡ କାମାକ୍ଷାନଗର ପଶ୍ଚିମାଞ୍ଚଳର ରେଞ୍ଜର ନୂତନ ଅଫିସ୍ ଗୃହ ସମେତ ଜଗ୍ନନାଥ ବଜାର, ଗୁଣ୍ଡିଚା ନାଳି ,ମୁକ୍ତାପସିର କାମର୍ଦା ଓ କାଦ ବସନ୍ତରେ ବିଟ ହାଉସ୍ ବନଖଣ୍ଡ ଅଧିକାରୀ ଉଦଘାଟନ କରିଛନ୍ତି ।
ରାଜ୍ୟ ସରକାରଙ୍କର କାମ୍ପା ଅନୁଦାନ ଯୋଜନାରେ ୨୦୨୨ -୨୦୨୩ ଆର୍ଥିକ ବର୍ଷରେ!-->!-->!-->…