News
lipub
samparksetu

ଜିଲ୍ଲା ର ଦୁଇଟି ଭିନ୍ନଭିନ୍ନ ସ୍ଥାନରେ ଲୁଟ

ଢେଙ୍କାନାଳ ଜିଲ୍ଲା ସଶାପଷି ତାରିଣୀ ମନ୍ଦିର ନିକଟରୁ ଲୁଟ୍ ହୋଇଛି । ମାରଣାସ୍ତ୍ର ଦେଖାଇ ଗ୍ରାହକ ସେବାକେନ୍ଦ୍ର ମାଲିକ ରଶ୍ମୀରଞ୍ଜନ ପଣ୍ଡାଙ୍କଠାରୁ ୨ ଲକ୍ଷ ୧୭ ହଜାର ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ସୂଚନା ଅନୁଯାୟୀ , ଘରୁ ଟଙ୍କା ନେଇ କଙ୍କଡାହାଡ ସ୍ଥିତ ନିଜ ଗ୍ରାହକ

ସାଇକେଲ ଆରୋହୀ ଙ୍କ ଉପରେ ଚଢ଼ିଗଲା ଟ୍ରାକ୍ଟର

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ତୁମୁସିଙ୍ଗା ଥାନା ଅନ୍ତର୍ଗତ ପଣ୍ଡୁଆ ଛକ ନିକଟରେ ଟ୍ରାକ୍କର ଦୁର୍ଘଟଣାରେ ସୋଗର କାଟେଣୀ ଗ୍ରାମର ରମେଶ ନାୟକ (୪୨) ଟ୍ରାକ୍ଟର ଧକ୍କାରେ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ , କାକ୍ଷାନଗର- ଢେଙ୍କାନାଳ ମୁଖ୍ୟ ରାସ୍ତା କାର୍ଯ୍ୟ

ପାଣି କାଢୁଥିବା ବେଳେ କୂଅରେ ପଡି ମହିଳା ମୃତ

କୂଅରୁ ପାଣି କାଢୁଥିବାବେଳେ ଅସାବଧାନତା ହେତୁ କୂଅରେ ପଡି ମହିଳାଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ କାମାକ୍ଷାନଗର ଥାନା ମଠକରଗୋଳା ଗ୍ରାମର ନିହଲି ବାରିକ। ସୁଚନା ମୁତାବକ ଆଜି ସକାଳେ ମହିଳା ଜଣକ କୂଅରୁ ଦଉଡି ସାହାଯ୍ୟରେ ପାଣି କାଢୁଥିଲେ ,ଅସାବଧାନତା ହେତୁ ସେ କୂଅରେ ପଡିଯାଇଥିଲେ।

ସାଇକେଲ ପଛପଟୁ ଧକ୍କାଦେଲା ମୋଟରସାଇକେଲ, ଦୁଇ ଗୁରୁତର

ଭୁବନ ଅନନ୍ତପୁର ଛକ ନିକଟ ଜାତୀୟରାଜପଥ ୫୩ ଉପରେ ଗତକାଲି ରାତିରେ ସାଇକେଲ ପଛପଟୁ ଏକ ବାଇକ ଧକ୍କା ଦେଇଥିବାର ସୂଚନା ମିଳିଛି । ଫଳରେ ଦୁଇ ଗୁରୁତର ହେବା ସହ ସେମାନଙ୍କୁ ଭୁବନ ଅଗ୍ନିଶମ ବାହିନୀ ଉଦ୍ଧାର କରି ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରିଥିଲା। ଡାକ୍ତର ପ୍ରାଥମିକ

ଚିକିତ୍ସାଧୀନ ଅବସ୍ଥାରେ ଯୁବକଙ୍କ ମୃତ୍ୟୁ , କ୍ଷତିପୂରଣ ପାଇଁ ଅଞ୍ଚଳବାସୀ କଲେ ରାସ୍ତାରୋକ

କଟକରର ଚିକିତ୍ସିତ ଅବସ୍ଥାରେ ଢେଙ୍କାନାଳ ସହର କଣ୍ଟାନାଳୀ ର ବିକ୍ରମ ପ୍ରଧାଙ୍କ ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ ,ଗତ ୧୬ ତାରିଖ ବିଳମ୍ବିତ ରାତିରେ କଣ୍ଟାନାଳୀ ର ଦିନେଶ ଦେହୁରୀ ସରୋଜ ସ୍ୱାଇଁ , ବିକ୍ରମ ପ୍ରଧାନ କୌଣସି କାମରେ ଯାଇ ବାଇକ ଯୋଗେ ଘରକୁ ଫେରୁଥିଲେ ।ବାଇପାସ ର କିଛି ବାଟ

ଦେହସାରା ବଢି ଚାଲିଛି ମାଂସ ପିଣ୍ଡୁଳା

ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଜନସାଧାରଣଙ୍କୁ ସ୍ୱlସ୍ଥ୍ୟସେବା ଯୋଗାଇବାକୁ କରିଛନ୍ତି ବହୁ ଜନକଲ୍ୟାଣକାରୀ ଯୋଜନା । କିନ୍ତୁ ଅନେକ କ୍ଷେତ୍ରରେ ଏହି ଯୋଜନା କେଵଳ ପ୍ରଚାର ପ୍ରସାର ରେ ସୀମିତ ରହୁଛି । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ମାଧପୁର ପଞ୍ଚାୟତ କନ୍ତକୁଳ ଗ୍ରାମର ଧବେଇ ସାହୁ

ଜୀବନ

ଜୀବନର ମାନେ କଣ ଯେ!କେବଳ କଣ ସଂଘର୍ଷ?ଭଲ ହେବାର ଦ୍ୱାହି ଦେବାକୁ ହୁଏନିଜେ କେବଳ ଜଳିଜଳିଦେଖିବାକୁ ଅନ୍ୟ ମୁଂହରେ ହସତଥାପି କଣ କରିହୁଏ ତୋଷ?ଅଳ୍ପକିଛି କ୍ଷଣର ସନ୍ତୋଷ ପରେ ଖୋଜିନ୍ତି ସେଥିରେ ଖୁଣଦୋଷନିଆଁରେ ଘିଅ ଢ଼ାଳିଲା ପରିଚାଲେ ଖାଲି ଶିଖାମତାତିନି ତୁଣ୍ଡରେ ଛେଳି ସାଜେ

୧୧ ଫୁଟ ଲମ୍ବର ଅଜଗର ଉଦ୍ଧାର

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ କୋଟୋଗର ଗ୍ରାମର ଏକ ଆଖୁ କିଆରୀ ରୁ ୧୧ ଫୁଟ ଲମ୍ବର ଅଜଗର ଉଦ୍ଧାର କରାଯାଇଛି । ଗ୍ରାମବାସୀ ଙ୍କ ଠାରୁ ଖବର ପାଇ ସ୍ନେକ୍ ହେଲ୍ପ ଲାଇନ ର ସଦସ୍ୟ ମହେନ୍ଦ୍ର ଭୂତିଆ , ନିରାକାର ସାହୁ ଓ ଆଶିଷ ମିଶ୍ର ପହଞ୍ଚି ସାପ ଟିକୁ ଉଦ୍ଧାର କରି ପଶ୍ଚିମା

ଲାଉଲଇ ସେବା ସମବାୟ ସମିତିରେ ବ୍ୟାଙ୍କିଙ୍ଗ ସେବା ଓ ଋଣ ସଚେତନ ଶିବିର

ଗଁଦିଆ ବ୍ଲକ୍ ଅନ୍ତର୍ଗତ ଲାଉଲଇ ସେବା ସମବାୟ ସମିତି ପରିସରରେ ଆଜି ଅପରାହ୍ନ ୩ଘଟିକାରେ ସମିତି ସ୍ତରୀୟ ବ୍ୟାଙ୍କିଙ୍ଗ ସେବା ଓ ଋଣସଚେତନଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ସମବାୟ ବିଭାଗ ଉପନିବନ୍ଧକ ସରୋଜିନୀ ଜେନା ଉଦଘାଟନ କରିଥିଲେ। ସମ୍ମାନୀତ ଅତିଥିଭାବେ

ମନରେଗା କାମ ମେସିନ୍ କରୁଥିବା ଅଭିଯୋଗ ଆଣିଲେ ଜବ କାର୍ଡ ଧାରୀ

କେନ୍ଦ୍ର ସରକାର ଗ୍ରାମାଞ୍ଚଳ ଶ୍ରମିକମାନଙ୍କୁ ଶହେ ଦିନର କାମ ଦେବା ପାଇଁ ମନରେଗା ଯୋଜନା ରେ ଜବକାର୍ଡ ଧାରୀ ଙ୍କୁ କାମ ଯୋଗଦେଇଛନ୍ତି । ଯାହା ଦ୍ବାରା କି ଗରୀବ ପରିବାରର ଲୋକେ ଦାଦନ ଖଟିବାକୁ ନଯାଇ ନିଜ ଘର ପାଖରେ କାମ କରି ପରିବାର ପ୍ରତିପୋଷଣ ହୋଇ ପାରୁଛନ୍ତି । କିଛି କିଛି ଜାଗାରେ
error: Content is protected !!