ଖେଳିବା ପଢିବା ବୟସରେ ଜୀବନ ଜିଇବା ପାଇଁ ଟିକିର ସଙ୍ଘର୍ଷ
ଶୈଶବ ଅବସ୍ଥାରେ ଦଇବର ଦାରୁଣ ଦୁଃଖ।ଜୀବନ ଜିଇବା ପାଇଁ କରିବାକୁ ପଡୁଛି ସଙ୍ଘର୍ଷ।ବହି ଖାତ ଧରି ସ୍କୁଲ ବେଞ୍ଚରେ ବସୀ ପାଠ ପଢିବା ବଦଳରେ ଦିନ ରାତି ବିଛଣା ରେ କଟୁଛି ଜୀବନ।ଟଙ୍କା ନଥିବାରୁ ଚିକିତ୍ସାରେ ଅର୍ଥକ ସାଜିଛି ବାଧକ। ଏ ହେଉଛନ୍ତି ଢ଼େଙ୍କାନାଳ ଜିଲ୍ଲା ଭୁବନ ଏନେଶୀ ୨ ନମ୍ବର!-->…
ଅଗ୍ନୀ ବିପନ୍ନ ପରିବାରକୁ ଘର ପ୍ରଦାନ ଦାବି
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବକ୍ଲ ମୁକ୍ତାପଶି ପଞ୍ଚାୟତ ପଥରଖମ୍ବ ଗ୍ରାମର ୨୪ଟି ପରିବାରଙ୍କର ଗତ ଫେବୃଆରୀ ୧୫ ତାରିଖରେ ନିଆଁ ଲାଗି ଘର ପୋଡି ଯାଇଥିବା ବେଳେ ଅଗ୍ନୀ ବିପନ୍ନ ପରିବାରକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇ ଦେବାକୁ ଜିଲ୍ଲାପାଳଙ୍କ ନିକଟରେ ଦାବି କରାଯାଇଛି ।
!-->!-->!-->…
ବିଶ୍ୱ ଘରଚଟିଆ ଦିବସ ପାଳନ
ଆଉ ଶୁଣିବାକୁ ମିଳୁନି କିଚିରି ମିଚିର ଶବ୍ଦ। ଘରର ପକ୍ଷୀ ଘର ଚଟିଆ କୁଆଡ଼େ ହଜିଗଲାଣି। ଚାଳଘର, ସ୍କାଏ ଲାଇଟ୍, କାନ୍ଥର ସନ୍ଧି, ଲାଇଟ୍ ପୋଷ୍ଟ୍ ଭଳି ସ୍ଥାନରେ ଘର ଚଟିଆ ତାଙ୍କର ବସା କରିଥାନ୍ତି। ଲୋକଙ୍କ ଜୀବନ ଶୈଳୀରେ ପରିବର୍ତ୍ତନ ଆସିବା ପରେ ସମୟ କ୍ରମେ ଛାତ ଘର, କ˚କ୍ରିଟ୍!-->…
ପରିଣତ ବୟସରେ ଏକା କରିଦେଲେ ପୁଅବୋହୁ
ଢେ଼ଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଅନ୍ତର୍ଗତ ମହାବିରୋଡ ପଞ୍ଚାୟତର ନିବାରଣ ଦେହୁରୀ ଙ୍କ ସ୍ତ୍ରୀ ସୁଆଗି ଦେହୁରୀ ବୟସର ଅପରାହ୍ନରେ ଏବେ ବେସାହାରା। ପାଖରେ ଦୁଇ ପୁଅ ଏବଂ ନିଜ ସ୍ଵାମୀ ଥିଲେ ମଧ୍ୟ,ପୁଅ ଏବଂ ସ୍ଵାମୀଙ୍କ ଅଣଦେଖା ରେ ଏବେ ଏକୁଟିଆ ରହିବାକୁ ପଡ଼ୁଛି ବୃଦ୍ଧା ମାଉସୀ!-->…
ହେବା ଆମେ ସୁନାପିଲା
କାଉ ରାବିଲାଣି କାଆ କାଆ ପରା ଉଠ ଉଠ କୁନା କୁନିସକାଳୁ ସଅଳ ନ ଉଠିବ ଯଦି ଲାଭ ତୁମେ ପାଇବନି ||ପ୍ରଭାତୁ ଉଠିଣ କରିବ!-->…
୯ମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା , ବାଲ୍ ସୁଧାର ଗୃହ ଗଲେ ନାବାଳକ
ଢେଙ୍କାନାଳ ସହର ହାଟରୋଡ୍ ଅଞ୍ଚଳର ୯ମ ଶ୍ରେଣୀ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଜବତ ମାମଲାରେ ରବିବାର ପରିବାର ପକ୍ଷରୁ ଟାଉନ୍ ଥାନାରେ ଅଭିଯୋଗ କରାଯାଇଛି। ଗାଧୋଇବା ବେଳର ଭିଡିଓକୁ ସ୍ଥାନୀୟ ଜଣେ ୧୦ମ ଶ୍ରେଣୀ ପଢୁଥିବା ନାବାଳକ ଛାତ୍ର ଭାଇରାଲ୍ କରିଦେବା ପରେ ଛାତ୍ରୀଜଣକ ଲୋକଲଜ୍ଜା ଏବଂ!-->…
ପୁରୁଣା ଆଳୁତୁମା ଗ୍ରାମରେ ୧୦ ଦୋଳ ଉତଯାପିତ
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡର ବିଭିନ୍ନ ସ୍ଥାନରେ ରାଧାକୃଷ୍ଣ ଙ୍କ ମେଲଣ ଦୋଳ ଯାତ୍ରା ଉଦଯାପିତ ହୋଇଯାଇଛି। ଗତ ୧୦ ଦିନ ଧରି ଉପଖଣ୍ଡର ବିଭିନ୍ନ ଗ୍ରାମରେ ଉତ୍ସବ ପାଳିତ ହୋଇଥିବା ବେଳେ ୧୦ ଦୋଳ ପୁରୁଣା ଆଳୁତୁଣା ଗ୍ରାମ ସମେତ ମହୁଲ ପାଳ , ଖଟକୁରା, ଏକ୍ତାଳି, ବେଲ ବସନ୍ତ,ଆଦି!-->…
ଚନ୍ଦ୍ରଶେଖରପୁର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ
ଗଁଦିଆ ବ୍ଲକ ଅନ୍ତର୍ଗତ ଚନ୍ଦ୍ରଶେଖରପୁର ଗ୍ରାମରେ ବ୍ରାହ୍ମଣୀ ଦେବୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପ୍ରତିଯୋଗିତା ଚନ୍ଦ୍ରଶେଖର ପୁର ମିନି ଷ୍ଟାଡିଅମ ଠାରେ ଉଦଯାପିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ସମୁଦାୟ ୧୬ଟି ଦଳ ଭାଗନେଇ ଥିବା ବେଳେ ଫାଇନାଲ ମ୍ୟାଚଟି ଇଲେଭେନ ଷ୍ଟାର କପିଳାସ ଦେଓଗାଁ!-->…
ବାଛନ୍ଦ ହେତୁ ଦୁଇ ମାସ ହେଲା ପତ୍ନୀ ମରିଥିଲେ ମଧ୍ୟ ସୁଧିକ୍ରିୟା କରିପାରୁ ନାହାନ୍ତି ସ୍ୱାମୀ
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ବାଉଁଶପାଳ ପଞ୍ଚାୟତ ତାଶେରୀ ଆଦିବାସୀ ପଡ଼ାରେ କୁଆର ଟୁଡୁ ଜୈନିକ ବ୍ୟକ୍ତି ଦୀର୍ଘ ୮ବର୍ଷ ହେଲା ଗ୍ରାମ ମୁଖୀଆଙ୍କ ଠାରୁ କଙ୍ଗାରୁ କୋର୍ଟ କରାଯାଇ ବାଚ୍ଛନ୍ଦ କରାଯାଇଥିବା ଅଭିଯୋଗ କରିଛନ୍ତି। ଖବର ନେବାରେ ଜଣାଯାଏ, ଯେ ଗ୍ରାମ ଏକ ଜାଗା!-->…
ବାଇକ ଡିକିରୁ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
ହିନ୍ଦୋଳ ରୋଡ ବଜାର ଛକ ଜନ ଗହଳି ସ୍ଥାନରେ ଥିବା ଏକ ବାଇକ ଡିକିରୁ ଜଣେ ଦୁର୍ବୃତ୍ତ ୬୦ ହଜାର ଟଙ୍କା ନେଇ ପାର ହୋଇ ଯାଇଥିବା ଜଣାପଡିଛି ।
ସୂଚନା ଅନୁଯାୟୀ , ହିନ୍ଦୋଳ ବ୍ଲକ ଅନ୍ତର୍ଗତ ବେଡାପଡା ଗ୍ରାମ ର ମନୋଜ ଗଡ଼ନାୟକ ନାମକ ବ୍ୟକ୍ତି ସ୍ଥାନୀୟ ଷ୍ଟେଟ ବ୍ୟାଙ୍କ ଶାଖାରୁ ୬୦ ହଜାର!-->!-->!-->…