News
lipub
samparksetu

ପେଟପାଟଣା ପାଇଁ ଛିଣ୍ଡିଲା ପାପୁଲି !

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଦଶିପୁର ପଞ୍ଚାୟତ ଗୁରୁ ଜାଙ୍ଗୁଲି ଗ୍ରାମର ଗୋଲେଖ ସାହୁ (୫୫) ଆଜି ନିଜ ପରିବାର ର ଗୁଜୁରାଣ ମେଣ୍ଟାଇବା ପାଇଁ ଏକ ବିବାହ ଉତ୍ସବ ରେ ବାଣ ଫୁଟାଇବାକୁ ଯାଇଥିଲେ । ବାହାଘରଟି ଝିଲି ଗ୍ରାମରୁ ଦଶିପୁର୍ ପଞ୍ଚାୟତ କୁ ଯାଉଥିଲା । କିନ୍ତୁ ବଡ଼

ପୋଲିସ କବଜାରେ ଡକାୟତି ଗ୍ୟାଙ୍ଗ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପୋଲିସ କବଜାରେ କୁଖ୍ୟାତ ଡକାୟତି ଗ୍ୟାଙ୍ଗ । ଜିରାଳ କଲେଜ ନିକଟରୁ କୁଖ୍ୟାତ ଡକାୟତି ଗ୍ୟାଙ୍ଗର ୫ ଜଣଙ୍କୁ ଗିରଫ କରିଛି କାମାକ୍ଷାନଗର ପୋଲିସ । ବିଶେଷ ସୂତ୍ରରୁ ଖବର ପାଇ କାମାକ୍ଷାନଗର ଥାନା ଅଧିକାରୀ ଶରତ ମହାଳିକ କଲେଜ ନିକଟରେ ଚଢ଼ାଉ କରିଥିଲେ ।

ନାବାଳକ ନିଖୋଜକୁ ୮ ଦିନ ପୁରିଲା ପୋଲିସ ହାତ ଖାଲି,ଗ୍ରାମବାସୀ ଏସପିଙ୍କ ଦ୍ୱାରସ୍ଥ

ଢେଙ୍କାନାଳ ଜିଲ୍ଲା ସଦର ଥାନା ମଙ୍ଗଳପୁର ପାଞ୍ଚକାହାଣିଆ ଗ୍ରାମର ଜଣେ ନାବାଳକ ଗତ ୮ ଦିନ ହେବ ନିଖୋଜ ହୋଇଯାଇଛି । ପରିବାର ତରଫରୁ ସଦର ଥାନାରେ ୮ ଦିନ ହେବ ଅଭିଯୋଗକରାଯାଇଥିବା ବେଳେ ପୋଲିସ କୌଣସି ପଦକ୍ଷେପ ନନେବାରୁ ଗ୍ରାମବାସୀ ମାନେ ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି । ମଙ୍ଗଳପୁର

ସଡ଼କ ଦୁର୍ଘଟଣାରେ ତିନି ଗୁରୁତର

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡ ପୁରୁଣା କଟକ ସମ୍ବଲପୁର ରାସ୍ତାରେ ଦୁର୍ଘଟଣା ଏକ ନିତିଦିନିଆ ଘଟଣାରେ ପରିଣତ ହୋଇଯାଇଛି । ସୂଚନା ଅନୁଯାୟୀ , ଆଜି ସନ୍ଧ୍ୟା ୭ଘଟିକା ସମୟରେ ଏକ ଅଟୋ ଏବଂ ଏକ ବୁଲଲେଟ ମୋଟରସାଇକେଲ ଆଗପଛ ହୋଇ ରସୋଳ ଆଡକୁ ଯାଉଥିବା ସମୟରେ ବିପରୀତ ଦିଗରୁ ଅନୁଗୁଳ

ଡିକି ଭାଙ୍ଗି ଲୁଟ

ମୋଟଙ୍ଗା ଥାନା ଅନ୍ତର୍ଗତ ନିମବାହାଳି ବଜାର ସ୍ଥିତ ଏସବିଆଇ ଏଟିଏମ୍ ସମ୍ମୁଖରୁ ସ୍କୁଟର ଡିକି ଖୋଲି ଦୁର୍ବୃତ୍ତ ୧ଲକ୍ଷ ୩୦ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ ମୋଟଙ୍ଗା ଗାଁର ଜ୍ଞାନେନ୍ଦ୍ର ସାହୁ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟା ସମୟରେ ନିମବାହାଳି ସ୍ଥିତ

ବିନା ସୂଚନା ଫଳକରେ ପାଚେରୀ କାମ

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ମକୁଆକାଟେଣି ପଞ୍ଚାୟତ ଅନ୍ତର୍ଗତ ହଳଦୀକୁଣ୍ଡି ଗ୍ରାମର ମହାପାଟ ଠାକୁରାଣୀ ପୀଠରେ ପାଚେରୀ କାମ ଚାଲୁ ଥିବା ବେଳେ ବିନା ସୂଚନା ଫଳକରେ ଚାଲିଛି ପାଚେରୀ କାମ। କାମ ଆରମ୍ଭରୁ ଶେଷ ହେବାକୁ ହେଲାଣି ପଛେ ଏପର୍ଯ୍ୟନ୍ତ ଲାଗି ପାରିଲା ନାହିଁ ସୂଚନା ଫଳକ।

ଅଚିହ୍ନା ନାୟିକା-୬

ଦେଖା ହେଲା ସେହି ଅଚିହ୍ନା ନାୟିକାଶିବ ମନ୍ଦିର ବେଢ଼ାରେ,ଦୀପଟିଏ ଜାଳି ଧ୍ୟାନମଗ୍ନ ହୋଇଜଗିବସିଥିଲା ମନ୍ଦିରେ। ଦୀପ ଜଳା ଦେଖି ମନ ମୋର ହେଲାଦୀପଟେ ଜାଳିବା ପାଇଁ,ଦୀପଟିଏ ଜାଳି ହରଷ ମନରେବସିଗଲି ପାଶେ ଯାଇ। ମନ୍ଦିର ପ୍ରାଙ୍ଗଣ ଦୀପର ଆଲୋକେହେଉଥିଲା ଉଜ୍ବଳିତ,ଅଚିହ୍ନା ନାୟିକା ପାଶେ

ଭଙ୍ଗା ଆଜବେଷ୍ଟ ତଳେ ଗଢ଼ା ଚାଳିଛି ପିଲାଙ୍କ ଭବିଷ୍ୟତ

ଗ୍ରାମାଞ୍ଚଳରେ ଶିକ୍ଷାର ବିକାଶ ନିମନ୍ତେ ସରକାର ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି । ନିରାପଦରେ ଛାତ୍ରଛାତ୍ରୀଙ୍କ ପାଠ ପଢ଼ିବା ପାଇଁ ନିର୍ମାଣ କରୁଛନ୍ତି ଛାତଘର । ହେଲେ ଏମିତି କିଛି ବିଦ୍ୟାଳୟ ରହିଛି ଯେଉଁଠି ଏବେ ବି ପିଲାମାନେ ବିପଦ ସଙ୍କୁଳ ଅବସ୍ଥାରେ ଭଙ୍ଗାଘରେ ପାଠ ପଢ଼ୁଛନ୍ତି ।

ମଧ୍ୟାହ୍ନ ଭୋଜନ ଖାଇ ୨ ଛାତ୍ରୀ ଅସୁସ୍ଥ

ଢେ଼ଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ ଜରଡା ପଞ୍ଚାୟତ ବାଲିକିଆରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଇ ୨ ଛାତ୍ରୀ ଗୁରୁତ୍ତର ଅବସ୍ଥାରେ ଅସୁସ୍ଥ ହୋଇ ହିନ୍ଦୋଳ ମେଡିକାଲରେ ଭର୍ତ୍ତି ହୋଇଥିବା ସୂଚନା । ଦୁଇ ଛାତ୍ରୀ ହେଲେ ଅଷ୍ଟମ ଶ୍ରେଣୀର ଶ୍ରାବଣୀ ବେହେରା , ପଞ୍ଚମ
error: Content is protected !!