Browsing Category
ଅଞ୍ଚଳ ସମସ୍ୟା
ଧାନ ତଳି ରୋପଣ କରି ଅଭିନବ ପ୍ରତିବାଦ
ଦୁଃଖ ଦେଉଛି ନିତି ଦିନିଆ ରାସ୍ତା । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ବାଉଁଶପାଳ ପଞ୍ଚାୟତ ଅନ୍ତର୍ଗତ ବାହାଡା ଗାଁରେ ରାସ୍ତା ସମସ୍ୟାକୁ ନେଇ ଗ୍ରାମବାସୀଙ୍କ ଧାନ ତଳି ରୋପଣ କରି ଅଭିନବ ପ୍ରତିବାଦ କରିଛନ୍ତି। ଦୀର୍ଘ ଦିନ ହେବ ଗାଁର ମୁଖ୍ୟ ରାସ୍ତାଟି ମରଣଯନ୍ତା ପାଲଟିଛି। ଏପରିକି!-->…
କମ୍ପାନୀ ର ମନମାନି ,ରାସ୍ତା ଖୋଳିବା ପରେ କରୁନାହିଁ ମରାମତି
ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ନିର୍ବାଚନ ମଣ୍ଡଳୀରେ ଜନସାଧାରଣଙ୍କ ସୁବିଧାପାଇଁ ରାଜ୍ୟସରକାର ୪ବର୍ଷ ତଳୁ ପ୍ରାୟ ୮୦୦କୋଟି ଟଙ୍କାର ମେଗା ପାନୀୟଜଳ ପ୍ରକଳ୍ପ ଆରମ୍ଭ ପାଇଁ ଟେଣ୍ଡର ଆହ୍ୱାନ କରିଥିଲେ ।ଏହି ପ୍ରକଳ୍ପ ଦ୍ୱାରା ନିର୍ବାଚନ ମଣ୍ଡଳୀର ପ୍ରାୟ ୫ଲକ୍ଷ ଉର୍ଦ୍ଧ୍ବ ଜନତା ଉପକୃତ ହେବେ ।!-->…
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅରୁଚିକର ଖାଦ୍ୟ ବଣ୍ଟନ
ରାଜ୍ୟ ସରକାର ସମସ୍ତ ସରକାରୀ ଚିକିତ୍ସାଳୟ ଗୁଡିକରେ ରୋଗୀ ମାନଙ୍କୁ ସୁଷମ ଖାଦ୍ୟ ଦିନକୁ ତିନି ଥର ଯୋଗାଇବା ପାଇଁ ଚେଷ୍ଟା କରୁଛନ୍ତି l ବିଭିନ୍ନ ହସ୍ପିଟାଲରେ ମିଶନ ଶକ୍ତି ମାନଙ୍କ ସହାୟତାରେ ବଣ୍ଟନ କରାଯାଉଛି l ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମିଶନ ଶକ୍ତି ଦ୍ୱାରା ବଣ୍ଟନ!-->…
ହିନ୍ଦୋଳବାସୀଙ୍କ ପାଇଁ ଦିବାସ୍ବପ୍ନ ବଡ଼ଯୋର ପ୍ରକଳ୍ପ
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ନିର୍ବାଚନ ମଣ୍ଡଳୀର ଚାଷୀମାନଙ୍କୁ ଚାଷକାର୍ଯ୍ୟ ନିମନ୍ତେ ଆଶା ଆଣିଦେଇଥିଲା ସାପୁଆ-ବଡଯୋର ଜଳସେଚନ ପ୍ରକଳ୍ପ ମାତ୍ର ଆଶା ଆଶାରେ ହିଁ ରହିଗଲା ।୧୯୯୫-୨୦୦୦ମସିହା ସମୟରେ ହିନ୍ଦୋଳ ବାସୀଙ୍କ ଚାଷକାର୍ଯ୍ୟ ପାଇଁ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପ ରସୋଳ ଦଣ୍ଡିରୀ!-->…
ହିନ୍ଦୋଳ ଏନ୍ ଏ ସି ଅର୍ଦ୍ଧନିର୍ମିତ ରାସ୍ତାକୁ ସଂପୂର୍ଣ୍ଣ କରିବାକୁ ସାହି ବାସୀଙ୍କ ଦାବି
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଏନ୍ ଏ ସି ୨ ନଂ ୱାର୍ଡ ଅନ୍ତର୍ଗତ ବ୍ରାହ୍ମଣ ସାହି କଂକ୍ରିଟି ରାସ୍ତାକୁ ସଂଯୋଗ କରୁଥିବା ଅର୍ଦ୍ଧାଧିକ ଖାଲୁଆ ମାଟି ରାସ୍ତା ଲଗାଣ ବର୍ଷା ଜଳରେ ଉବୁଟୁବୁ ହେଉ ଥିଲେ ହେଁ ଏଠି ପ୍ରତି ବର୍ଷ ବର୍ଷ ଧରି ଏନ୍ ଏ ସି କର୍ତ୍ତୃପକ୍ଷଙ୍କ ଦୃଷ୍ଟି ପଡ଼ି ପାରୁ ନାହିଁ।
!-->!-->…
ଦରମା ବୃଦ୍ଧି ଦାବିରେ ସ୍ୱଚ୍ଛସାଥି ଙ୍କ ଦାବିପତ୍ର
ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନଏସି ରେ କାର୍ଯ୍ୟରତ ସ୍ୱଚ୍ଛସାଥି ଓ ସୁପରଭାଇଜରମାନେ ସେମାନଙ୍କ ଦରମାବୃଦ୍ଧି ଦାବି କରି ଆଜି ସ୍ଥାନୀୟ ଉପଜିଲ୍ଲାପାଳ ଓ ନିର୍ବାହୀ ଅଧିକାରୀଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି।
ଉଲ୍ଲେଖଯୋଗ୍ୟ କି ,ସାରାରାଜ୍ୟରେ ସରକାରଙ୍କ ଅଧୀନରେ ବିଭିନ୍ନ!-->!-->!-->…
ପାଉଁଶ ଗଦାକୁ ବିରୋଧ କରିବାରୁ ଗାଁ ରାସ୍ତାରେ ମାଟି ଗଦାଇଲେ ଦୁର୍ବୃତ୍ତ
ମୋଟଙ୍ଗା ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥ ଉପରପାଳ ଛକ ନିକଟରୁ ନିମିଧା ଗ୍ରାମକୁ ଯାଇଥିବା ରାସ୍ତାକୁ ମାଟି ଗଦାଇ ଦେଇଛନ୍ତି ଦୁର୍ବୃତ୍ତ ।ଯାହାଫଳରେ ନିମିଧା ଗାଁକୁ ଯାତାୟତ ଠପ ହୋଇଯାଇଛି ।
ଅଭିଯୋଗ ଅନୁଯାୟୀ , ଗାଁ ରାସ୍ତା ପାର୍ଶ୍ଵରେ କିଛି ମୁଷ୍ଟିମେୟ ଲୋକ କାରଖାନାର!-->!-->!-->…
ହିନ୍ଦୋଳ ରେ ଫେଲ ମାରିଛି ଆବାସ ଯୋଜନା
ଢେଙ୍କାନାଳ ଜିଲ୍ଲାରେ ଆଣ୍ଠେଇଛି ଆବାସ ଯୋଜନା ।ଏହାର ଜ୍ୱଳନ୍ତ ଉଦାହରଣ ଦେଖାଯାଇଛି ହିନ୍ଦୋଳ ବ୍ଲକର ଗିରିଧରପ୍ରସାଦର ଭିଙ୍ଗିରା ଗ୍ରାମରେ । ସୂଚନା ଅନୁଯାୟୀ , ଭିଙ୍ଗିରା ଗ୍ରାମ ଜୁଆଙ୍ଗ ସାହିର ମଙ୍ଗୁଳୁ ପ୍ରଧାନ ଓ ସ୍ତ୍ରୀ କୁମ ପ୍ରଧାନ ଦିନମଜୁରିଆ ଭାବରେ କାମ କରି ଗୁଜୁରାଣ ମେଣ୍ଟାଉଥିବା!-->…
ଢେଙ୍କାନାଳ ବନ୍ଦ୍ ପାଇଁ ପ୍ରସ୍ତୁତି ବୈଠକ
ଆମ ପୋଖରୀ ଯୋଜନା ସମ୍ପୂର୍ଣ୍ଣ ବିଫଳ ପ୍ରତିବାଦରେ ଆସନ୍ତା ଜୁଲାଇ ୧୧ ସକାଳ ୮ ଟା ରୁ ଅପରାହ୍ନ ୨ ଟା ପର୍ଯ୍ୟନ୍ତ ବନ୍ଦ ପାଇଁ ଏକ ପ୍ରସ୍ତୁତି ବୈଠକ ଆବାହକ ଆଇନଜୀବୀ ସୁରେନ୍ଦ୍ର କୁମାର ମିଶ୍ରଙ୍କ ସଭାପତିତ୍ୱରେ ସ୍ଥାନୀୟ ଜିଲ୍ଲା ବଣିକ ସଙ୍ଘ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି ।ସର୍ବସମ୍ମତି!-->…
ଚାଷ ଜମିରେ ଜବରଦସ୍ତ ବୃକ୍ଷ ରୋପଣ କଲା ବନ ବିଭାଗ
ଭୁବନ ବ୍ଲକ ବାଲିବୋ ପଞ୍ଚାୟତ ଗଡଗହଁପୁର ଗ୍ରାମ ର ସ୍ବର୍ଗତ ଅଚ୍ୟୁତ ସିଂହ ଙ୍କ ବଡ ପୁଅ ଅକ୍ଷୟ କୁମାର ସିଂହ ତାଙ୍କ ବାପା ଙ୍କ ନାମ ରେ ଥିବା ଭୁବନ ନଟାକଟା ମୌଜା ର ଖାତା ନମ୍ବର ୪୧୯/୧୪୦ ପ୍ଲଟ ନମ୍ବର ୨୬୪୭/୩୬୦୭ ର ୪ଗୁଣ୍ଠ ଜମି ଓ ଅନ୍ୟ ଏକ ପ୍ଲଟ ର ଜମି ରେ ଜୋର୍ ଜବରଦସ୍ତି ଶୁକ୍ରବାର ଗଛ!-->…