News
lipub
samparksetu
Browsing Category

ଢେଙ୍କାନାଳ ଖବର

ଶ୍ରୀ ସିଦ୍ଧ ବଳରାମ ଜୀଉଙ୍କ ରଥଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଢେଙ୍କାନାଳରେ ଶ୍ରୀ ସିଦ୍ଧ ବଳରାମ ଜୀଉଙ୍କ ରଥଯାତ୍ରା ଆସନ୍ତା ମାସ ୨୭ ତାରିଖ ଶୁକ୍ରବାର ଦିନ ଅନୁଷ୍ଠିତ ହେବ । ଏହି ଉପଲକ୍ଷେ ଆଜି ପୂର୍ବାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସଦଭାବନା ସଭା ଗୃହ ଠାରେ ଜିଲ୍ଲାପାଳ ଶ୍ରୀ ସୋମେଶ କୁମାର ଉପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଋଣ ସୁଝି ନପାରି ଗଛରେ ଝୁଲିପଡ଼ିଲେ

ଋଣ ଯନ୍ତାରେ ଭାରାକ୍ରାନ୍ତ ଜଣେ ବ୍ୟକ୍ତି ଗଛରେ ଝୁଲି ଆତ୍ମହତ୍ୟା କରିଛନ୍ତି। ସଂପୃକ୍ତ ବ୍ୟକ୍ତି ଚାଷ ଓ ଗୋ ବ୍ୟବସାୟ ନିମନ୍ତେ ଋଣ କରିଥିଲେ। କିନ୍ତୁ ଋଣ ସୁଝି ନପାରି ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି ଜଣେ ଚାଷୀ । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭୁବନ ଥାନା ଅନ୍ତର୍ଗ

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ୩ ଛେଳି ମୃତ, ବୃଦ୍ଧା ଗୁରୁତର

ହିନ୍ଦୋଳ ଉପଖଣ୍ଡ ବାଲିମି ଥାନା ଅର୍ନ୍ତଗତ କଙ୍କାଳୁ ମହାତଳା କେନ୍ଦୁପଲ୍ଲୀ ଛକରେ ଅଘଟଣ। ଆଜି ସକାଳ ପ୍ରାୟ ୮:୩୦ ସମୟରେ ଗାଁର ୭୦ ବର୍ଷୀୟ ବୃଦ୍ଧା ମହାରାଣୀ ନାଏକ ନିଜର ଛେଳି ଫିଟାଇବାକୁ ଯିବା ବେଳେ ଉପରେ ଯାଇଥିବା ୨୧ କେଭି ବିଦ୍ୟୁତ୍ ତାର ଛିଡି ବୃଦ୍ଧାଙ୍କ ଉପରେ ପଡ଼ିଯାଇଥିଲା। ଫଳରେ

ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ଦ୍ୱାରା ଜନମୁଖୀ ଜାଗୃକତା କାର୍ଯ୍ୟକ୍ରମ ସହିତ ଜାତୀୟ ଡେଙ୍ଗୁ ଦିବସ ପାଳନ

ଡେଙ୍ଗୁ ଜ୍ୱର ବିରୁଦ୍ଧରେ ଏକ ପ୍ରକ୍ରିୟାଶୀଳ ପଦକ୍ଷେପ ରୂପେ, ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ଜାତୀୟ ଡେଙ୍ଗୁ ଦିବସ ଅବସରରେ ବିଭିନ୍ନ ବିଷୟବସ୍ତୁକୁ କେନ୍ଦ୍ର କରି ଅନେକ ଅଞ୍ଚଳରେ ସଚେତନତା ଅଭିଯାନ ଆୟୋଜନ କରାଯାଇଛି । ଏହି ଅଭିଯାନ ଖଲିବେରଣା ଗୋଷ୍ଠୀ କେନ୍ଦ୍ର, ନୂଆଗାଁ, କାଣ୍ଡବିନ୍ଧା

ପ୍ରେମ ବ୍ୟାପାରକୁ ନେଇ ଯୁବକଙ୍କ ଅପହରଣ ଅଭିଯୋଗ

ଗଁଦିଆ ଥାନା ଅନ୍ତର୍ଗତ ନାଗେନା ଗାଁର ଚନ୍ଦନ ନାୟକଙ୍କ ସାନ ପୁଅ ସୂର୍ଯ୍ୟ ପ୍ରକାଶ ନାୟକ (କାଳିଆ) ବୟସ ୧୯ ଗତକାଲି ଠାରୁ ଅପହରଣ ହୋଇଥିବାର ସଦର ଥାନା ଗୋବିନ୍ଦପୁର ଫାଣ୍ଡିରେ ଅଭିଯୋଗ କରିଛନ୍ତି। ସୂର୍ଯ୍ୟ ପ୍ରକାଶ ଏହି ଫାଣ୍ଡି ଅନ୍ତର୍ଗତ ସିଆରିଆ ଗାଁ ରେ ରହି ଏକ କ୍ଷୀର ଗାଡ଼ିରେ କାମ

ହିନ୍ଦୋଳରେ ୭ବର୍ଷର ଶିଶୁକୁ ଦୁଷ୍କର୍ମ ଅଭିଯୋଗ

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡରେ ଦୁର୍ବୃତ୍ତ ମାନଙ୍କ ଲଜ୍ୟାଜନକ କୁକର୍ମ ପାଇଁ ଆଜି ହିନ୍ଦୋଳ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଖବରରୁ ପ୍ରକାଶ ଯେ ,ହିନ୍ଦୋଳ ଥାନା ଅନ୍ତର୍ଗତ ନୂଆବଗ ପଂଚାୟତର ସରlସିଂ ଗ୍ରାମର ଏକ ୭ବର୍ଷୀୟ ଶିଶୁକନ୍ୟା ଗତକାଲି ଅପରାହ୍ନ ୩ଘଣ୍ଟା ସମୟରେ ନିକଟସ୍ଥ

ମହିଳାଙ୍କ ଠାରୁ ଝାମ୍ପିନେଲେ ସୁନାଚେନ

ଦିନ ଦ୍ୱିପ୍ରହରରେ ବାଇକ୍ ରେ ଆସିଲେ ବେକରୁ ଟାଣିନେଲେ ଦୁଇଭରିର ସୁନା ଚେନ୍ । ଏଭଳି ଅଭାବନୀୟ ଘଟଣା ଘଟିଯାଇଛି ଢେ଼ଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ତହସିଲ ଛକ ନିକଟ ହିରୋ ଶୋରୁମ୍ ସମ୍ମୁଖରେ । ସୂଚନାରୁ ଜଣାପଡ଼ିଛି ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ ବୋତଲଣ୍ଡା ଗ୍ରାମର

କେନାଲକୁ ଗାଧୋଇବାକୁ ଯାଇ ଯୁବକ ମୃତ

ପବିତ୍ର ଦୋଳପୂର୍ଣ୍ଣିମା ଉପଲକ୍ଷେ ଅଧିକାଂଶ ଗାଁ ମାନଙ୍କରେ ଦୋଳ ଉତ୍ସବ ଆନନ୍ଦଉଲ୍ଲାସରେ ପାଳନ ହେଉଥିବା ବେଳେ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ମାଣିକମରା ପଞ୍ଚାୟତ ଅନ୍ତର୍ଗତ ସରକିଶୋରପାଳ ଗାଁରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଥିଲା l ଗାଁ ନିକଟରେ ତାଳଚେର ସମଲ ଠାରୁ ପରଜଙ୍ଗ

ଭିଜିଲାନ୍ସ ଜାଲରେ ଡିହୋଡୋଳ ବନପାଳ

ଢେଙ୍କାନାଳ ବନଖଣ୍ଡ ମହାବୀରୋଡ଼ ରେଞ୍ଜ, ଡିହୋଡୋଳ ବନପାଳଙ୍କ କାର୍ଯ୍ୟାଳୟରେ ଭିଜିଲାନ୍ସ ରେଡ କରି ନଗଦ ୫୦ହଜାର ଟଙ୍କା ସହ ବନପାଳ ବିଶ୍ୱନାଥ ସୁରେନଙ୍କୁ କାବୁ କରିଛନ୍ତି l ଖବର ନେବାରୁ ଜଣାପଡିଛି ଯେ ବରକଟା ମୁଣ୍ଡା ସାହିର ଶୈଳ ହେମରମ ଜଙ୍ଗଲ ଜମି ଖୋଳୁଥିବା ବେଳେ ବନପାଳ ବିଶ୍ଵନାଥ ହେମରମ

ବଜାର ରେ ବାରମ୍ବାର ଚୋରି କୁ ନେଇ ରାସ୍ତାରୋକ କଲେ ବ୍ୟବସାୟୀ

ତୁମୁସିଙ୍ଗା ଥାନା ଅଁଳାବେରେଣି ବଜାର ଠାରେ ବାରମ୍ବାର ଚୋରି ହେଉଥିବା ଯୋଗୁଁ ରାସ୍ତା ରୋକ କଲେ ବ୍ୟବସାୟୀ ।ବାରମ୍ବାର ଦୋକାନରୁ ଚୋରି ହେଉଥିବା ଯୋଗୁ ଦୋକାନି ମାନେ ଅଁଳାବେରେଣି ଠାରେ କାମାକ୍ଷାନଗର ଢେଙ୍କାନାଳ ମୁଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି।ଗତ କିଛି ଦିନ ହେବ ବିଳମ୍ବିତ
error: Content is protected !!