Browsing Category
EXPLORE
ପ୍ରକୃତିର ସୁନ୍ଦର ଅବଦାନ ଯୋଡ଼ାବାଡ଼ିଆ ଡ୍ୟାମ୍
ଢେଙ୍କାନାଳ କହିଲେ ଗୋଟିଏ କଥା ମନକୁ ଆସେ ପାହାଡ଼, ପର୍ବତ ଓ ସବୁଜିମା । ପ୍ରକୃତିର ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଆମ ଜିଲ୍ଲା ଢେଙ୍କାନାଳ । ଅନେକ ସୁନ୍ଦର ସ୍ଥାନ ମଧ୍ୟରୁ ଏକ ସ୍ଥାନ "ଯୋଡ଼ାବାଡ଼ିଆ ଡ୍ୟାମ୍" । ସତରେ କେଡେ ସୁନ୍ଦର ମୋ ଢେଙ୍କାନାଳ ।
କାମାକ୍ଷାନଗର ଠାରୁ ୨୨ କିମି ଓ!-->!-->!-->!-->!-->…
ଆସ ବୁଲିଯିବା ଅଷ୍ଟଶମ୍ଭୁ ପୀଠ ; ଯେଉଁଠାରେ ପୂଜା ପାଆନ୍ତି ଅଷ୍ଟଶମ୍ଭୁ
ଅଷ୍ଟଶମ୍ଭୁ ପୀଠ ଢେଙ୍କାନାଳ ଜିଲ୍ଲାର ଅନ୍ୟତମ ଶୈବ ପୀଠ ପରଜଙ୍ଗ ବ୍ଳକରେ କୁଆଳୋ ଗ୍ରାମରେ ଏହି ପ୍ରାଚୀନ ପୀଠ ଅବସ୍ଥିତ
ଏଠାରେ ପୂଜିତ ଅଷ୍ଟଶମ୍ଭୁ ହେଉଛନ୍ତି: କନକେଶ୍ୱର, ସ୍ୱପ୍ନେଶ୍ୱର, ଐଶାନେଶ୍ୱର, କପିଳେଶ୍ୱର, ବୈଦ୍ୟନାଥେଶ୍ୱର, ପଶ୍ଚିମେଶ୍ୱର, ବାଣେଶ୍ୱର ଓ ଲୋକନାଥେଶ୍ୱର!-->!-->!-->…
ମଉଳା ଭଣଜା ପୀଠ ; ଯେଉଁ ଠାରେ ପୂଜା ପାଉଛନ୍ତି ମାମୁଁ ଭଣଜା
ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଳକ୍ ମଠକରଗୋଳl ଗ୍ରାମରେ ରହିଛି ଏକ ସୁନ୍ଦର ଵଣଭୋଜି ସ୍ଥାନ ମଉଳl ଭଣଜା ପୀଠ ବା ମାମୁଁ ଭଣଜା ପୀଠ । ଏଠାରେ ପୂଜା ପାଆନ୍ତି ପ୍ରତ୍ୟକ୍ଷ ଠାକୁର ମଉଳl ଭଣଜା ।
ଲୋକ କଥା ଅଛି ମାମୁଁ ଭଣଜା ବିବାହ କରି ଯାଉଥିଲେ ଏବଂ ଏଠାରେ ସେମାନେ ପଥର ପାଲଟି ଯାଇଛନ୍ତି!-->!-->!-->!-->!-->…
ପୋଡାପଡl ଗ୍ରାମର ଗ୍ରାମ ଦେବତୀ ମା’ କଳlପଟ
ଢେଙ୍କାନାଳ ସହର ଠାରୁ ୨୨କିଲୋମିଟର ଦୂରରେ ଓଡାପଡା ବ୍ଳକରେ ରହିଛି ପୋଡାପଡl ଗ୍ରାମ । ଗ୍ରାମକୁ ରକ୍ଷା କବଚ ଭଳି ସମସ୍ତ ଅଘଟଣରୁ ରଖ୍ୟା କରୁଛନ୍ତି ଗ୍ରାମର ଗ୍ରାମ ଦେବତୀ ମା' କଳlପଟ ।
ଗ୍ରାମର ବହୁ ପୂରାତନ ମନ୍ଦିର ଯେଉଁଠାରେ ପୂଜା ପାଉଛନ୍ତି ମା' । ମା' ଙ୍କ ପୀଠରେ ଭାଦ୍ରବ!-->!-->!-->!-->!-->…
ଆସ ବୁଲିଯିବା ପୁରାତନ ଓ ପ୍ରସିଦ୍ଧ ଶୈବପୀଠ ବାବା ପଶ୍ଚିମେଶ୍ୱର ପୀଠ
ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ୍ ଅନ୍ତର୍ଗତ ଗଙ୍ଗାଧରପ୍ରସାଦ ଗ୍ରାମରେ ଅବସ୍ଥିତ ବହୁ ପୁରାତନ ଓ ପ୍ରସିଦ୍ଧ ଶୈବପୀଠ ବାବା ପଶ୍ଚିମେଶ୍ୱର ପୀଠ ।ଏଠାରେ ବାବା କୋଉ ପୁରାତନ ଯୁଗରୁ ଆବିର୍ଭାବ ହୋଇଛନ୍ତି
ମନ୍ଦିର ଉପରେ ରିହିଛି ଏକ ଲୋକ କଥା , ଗ୍ରାମର ଜଣେ ଚାଷୀ ଭାଇ ଚାଷ କରିବା ସମୟରେ!-->!-->!-->…
ପର୍ଯ୍ୟଟକଙ୍କ ମନ ମୋହୁଛି ବଡ଼ବନ୍ଧ ଡ୍ୟାମ୍ ସୁନ୍ଦର ମନଲୋଭା ଦୃଶ୍ୟ
ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକର ଗୁଣ୍ଡୁରାପସି ଗ୍ରାମପଞ୍ଚାୟତ ଅଧିନରେ ଥିବା ଏକ ବଣଭୋଜି ସ୍ଥାନ ଯାହାର ନାମ ବଡ଼ବନ୍ଧ ଡ୍ୟାମ୍ , ଶୀତଦିନ ଆସିଲେ ଏଠାରେ ବଢ଼େ ପର୍ଯ୍ୟଟକଙ୍କ ଭିଡ଼ ।
ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟ ଆପଣଙ୍କୁ ନିଶ୍ଚୟ କିଛି ମୁହୂର୍ତ୍ତ ପାଇଁ ହଜାଇ ଦେଇ ପାରିବ ।!-->!-->!-->!-->!-->…
ଆସ ବୁଲିଯିବା ବଣଶିଙ୍ଗ୍ ମା’ ତାରିଣୀ ପୀଠ
ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ର ଏକ ସୁନ୍ଦର ଗ୍ରାମ ବଣଶିଙ୍ଗ୍ ଯେଉଁଠାରେ ରହିଛି ମା ' ତାରିଣୀ ଙ୍କର ଏକ ସୁନ୍ଦର ମନ୍ଦିର । ମାନ୍ୟତା ଅଛି ମା' ଙ୍କ ପାଖରେ ଯାହା ମାନସିକ କରାଯାଇଥାଏ ମା' ତାହାର ମନସ୍କାମନା ନିଶ୍ଚୟ ପୁରା କରିଥାନ୍ତି । ମା' ଙ୍କ ପୀଠରେ ଚଇତି ପର୍ବ ବହୁ ଧୁମଧମ ରେ ପାଳିତ!-->…
ହିନ୍ଦୋଳ ଗଡ଼ର ଗୁପ୍ତ ଗଡ଼ ଭାବରେ ଜଣା ବମ୍ପା
କୋଉ ପୁରାତନ ଯୁଗରୁ ବମ୍ପା ଜଙ୍ଗଲରେ ରହିଛି ହିନ୍ଦୋଳ ରାଜା ଙ୍କ ଗୁପ୍ତଗଡ଼ । ସେହି ଗୁପ୍ତଗଡ଼ ରେ ମା' କାଳୀଙ୍କ ରୂପରେ ପୂଜା ପାଆନ୍ତି ମା' ଅନ୍ଧାରୀ। ଯୁଦ୍ଧ ସମୟରେ ଗୁପ୍ତ ଭାବରେ ଗୁପ୍ତଗଡ଼ରେ ରହି ମା' ଙ୍କ ଆରାଧନା କରନ୍ତି ରାଜା । ମା' ଙ୍କ ଆଶୀର୍ବାଦରୁ ଅନେକ ଯୁଦ୍ଧ ମଧ୍ୟ ଜିତିଥିଲେ ।!-->…
କୁନୁଆଁ ପୀଠାଧିଶ୍ୱରୀ ଶ୍ରୀ ଶ୍ରୀ ମା’ ସୁକିଆ ବାଉତି
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ କୁନୁଆଁ ଗ୍ରାମରେ ସୁନ୍ଦର ପରିବେଶରେ କେଉଁ କାଳରୁ ପୂଜା ପାଉଛନ୍ତି କୁନୁଆଁ ପୀଠାଧିଶ୍ୱରୀ ଶ୍ରୀ ଶ୍ରୀ ମା' ସୁକିଆ ବାଉତି । ଲୋକଙ୍କ କହିବା ଅନୁଯାୟୀ ମା' ଙ୍କର ଅନେକ ମହିମା ରହିଛି ମା' ଙ୍କ ପୀଠରୁ କେହି କେବେ ଖାଲି ହାତରେ ଫେରେନାହିଁ ।
!-->!-->!-->!-->!-->…
ପ୍ରାକୃତିକ ସୌନ୍ଦର୍ଯ୍ୟର ଅପରୂପ ଶୋଭା ବହନ କରୁଥିବା ଦଣ୍ଡାଧର ଜଳ ଭଣ୍ଡାର
ପ୍ରକୃତିର ରାଣୀ ଢେଙ୍କାନାଳ । ନିଜର ସୁନ୍ଦରତା ପାଇଁ ସର୍ବଦା ଚର୍ଚ୍ଚାରେ ଥିବା ପ୍ରକୃତି ରାଣୀ କୋଳରେ ରହିଛି ଅନେକ ସୁନ୍ଦର ପର୍ଯ୍ୟଟନ ସ୍ଥଳ । ସେଥିମଧ୍ୟରୁ ଦଣ୍ଡାଧର ଡ୍ୟାମ୍ ଅନ୍ୟତମ ।
ପ୍ରାକୃତିକ ସୌନ୍ଦର୍ଯ୍ୟର ଅପରୂପ ଶୋଭା ବହନ କରୁଥିବା ଦଣ୍ଡାଧର ଜଳ ଭଣ୍ଡାର ପ୍ରକୃତି ପ୍ରେମୀ!-->!-->!-->!-->!-->…