News
lipub
samparksetu
Browsing Category

ଫୁରସତ

ବର୍ଷା

ମୁଁ ଜାଣିନି...ତୁମେ ଶ୍ରାବଣ ର କୋହଭରା ଅଶ୍ରୁନା ଛାତିଫଟା ଆନନ୍ଦ ର ଲୁହବାସ୍ ଏତିକି ଜାଣିଛି...ଅପେକ୍ଷା ର ଅନ୍ତ ନିମନ୍ତେଚାଲିଆସ ଅମୃତ ରୂପରେ ...ତ କେବେ ମୁର୍ଦାର ଗ୍ରୀଷ୍ମ ର ବାସ୍ନାରେ ... ରିମ୍ ଝିମ୍ ରିମ୍ ଝିମ୍ ହୋଇଝରି ପଡ଼ ବୋଲି ସଭିଁଏ କୁହନ୍ତି ତୁମକୁ ବର୍ଷାକିନ୍ତୁ ମୁଁ

ବିବର୍ତ୍ତନ କ୍ରାନ୍ତି

ଶୁଭିବ ଗର୍ଜନ ଚନ୍ଦ୍ରଭାଗା କୂଳେଓଡ଼ିଶା ପଡ଼ିବ ଥରିହେବ ପୁନର୍ବାର ସତ୍ୟର ବିଜୟଫେରିବ ଅଯୋଧ୍ୟା ପୁରୀଆସ ଧର୍ମପଦ ଫେରିକର ପ୍ରାରମ୍ଭ ଏ ବିବର୍ତ୍ତନ କ୍ରାନ୍ତିଶାନ୍ତି ଯାଉ ପୁଣି ଭରି ଖୋରଧା ମାଟିରୁ ପୁଣି ଶୁଭିବତାନ୍ତ୍ରିକର ମନ୍ତ୍ର ଡାକନିଆଁଖୁଣ୍ଟା ନିଆଁ ପୁଣି ଜଳିବଉଠ ଉଠ ହେ ପାଇକକାଟି

ମେଡ଼ିକାଲ୍ ରେ ସନ୍ଧ୍ୟା

ଭବିଷ୍ୟ କୁ ଆଖିରେ ରଖିଖୋଲା ପଲକ ରେ ଦେଖିଥିବା ସ୍ବପ୍ନ ସବୁଉଡ଼ି ଯାଆନ୍ତି ମେଡ଼ିସିନ୍ ଗନ୍ଧ ରେ...ଇଞ୍ଜେକ୍ସନ ବୋତଲ ଭଙ୍ଗା ହେବାର ଶବ୍ଦ ଶୁଣୁଶୁଣୁହୃଦୟ ଭାଙ୍ଗି ଛଅ ଫାଳ ହୁଏ ବିନା ଶବ୍ଦ ରେ... କେହି ସିନା ବୁଝନ୍ତି ନି ସିରିଞ୍ଜ ଫୋଡା ହେବା ର ବାଧା ଟା..!ସେ ମା ଆଖି ର ଲୁହ , ବାପ

ପ୍ରାତଃ ସ୍ମରଣୀୟ

ପ୍ରତି ଓଡ଼ିଆର ପ୍ରାତଃ ସ୍ମରଣୀୟପ୍ରଭୁ ଜଗନ୍ନାଥ ତୁମେତୁମରି ନାମରେ ଆସଇ ପ୍ରଭାତପୁଣ୍ୟ ଏ ଜଗତ ଧାମେ ll କୋଟିଏ ପ୍ରାଣର ଗୋଟିଏ ଠାକୁରତୁମ ବିନା ନାହିଁ ଗତିସାରଜିଛ ତୁମେ ପାଳୁଛ ବି ତୁମେତୁମେ ହିଁ ଜଗତ ପତି ll ତୁମେ ଦେଖାଇଛ ପ୍ରୀତିର ପୁଲ୍ଲକସୁମଧୁର ସମ୍ମୋହନଦେଇଛ ବି ତୁମେ ଅମୃତ

ମହାମହିମା ବିମଣ୍ଡିତା ଦ୍ରୌପଦୀ ମୁର୍ମୁ

ମହିୟସୀ ହେ ମହାମହିମା ବିମଣ୍ଡିତାପଞ୍ଚଦଶ ରାଷ୍ଟ୍ରପତି ଭାବରେ ଶୋଭିତାତୁମ୍ଭେ ଆମ୍ଭ ଅତି ପ୍ରିୟ ଉତ୍କଳ ଲଳନାତେଣୁ ଆମେ ଗାଉଥିବୁ ତୁମରି ବନ୍ଦନା ! ରହିବ ସିନା ଯାଇ ରାଷ୍ଟ୍ରପତି ଭବନେଯଶ ତୁମ ବ୍ୟାପି ଯିବ ଭୁବନେ ଭୁବନେଶରୀର ତୁମର ରହୁ ରାଇସିନା ଧାମେମନ କିନ୍ତୁ ରହିଥାଉ

କଳଙ୍କିତ ପୁରସ୍କାର

ତୁମକୁ ହୃଦୟର ଇପ୍ସିତା ବୋଲି ଭାବିନେଇବାନ୍ଧି ରଖିଥିଲି ପ୍ରେମ ବନ୍ଧନରେ,ପ୍ରେମ କରୁଥିଲି ଅଭିମାନ ସ୍ୱରରେ...କିନ୍ତୁ ମୋତେ ନାଁ ଦେଲ ସନ୍ଦେହୀ ପ୍ରେମିକରଆଉ ଛାଡିଗଲ ଅଧାବାଟରେ... ତୁମକୁ ଅକସ୍ମାତ ହଜାଇଦେବାର ଭୟରେଜାହିର କରୁଥିଲି ତୁମଠି ନିଜତ୍ୱ,ବ୍ୟାପ୍ତି କରୁଥିଲି ମୋର

ଭଗ୍ନ ବୀଣାର ସ୍ୱର

ଜୀବନଟା ଏକ ମିଥ୍ୟା ପ୍ରତିଶ୍ରୁତିଭଗ୍ନ ବୀଣାର ସ୍ୱରକେତେବେଳେ ବାଜେ ଶିବ ପଞ୍ଚାକ୍ଷରୀକେତେବେଳେ ହର ହର । କେବେ ଚଲାପଥ ସୁଗନ୍ଧ ପୁଷ୍ପିତକେବେ ପୁଣି କଣ୍ଟକିତଜଂଜାଳ ଯନ୍ତ୍ରଣା ଭରା ପ୍ରତିକୂଳକେବେ ରୋମାଞ୍ଚିତ ପଥ । ମଗ୍ନ ପ୍ରତ୍ୟାଶାର ମହୁଲି ବାସ୍ନାରେକଳ୍ପନାର କୋଟି

ମହାପ୍ରଭୁ

କାହାକୁ ଦେଇଛଧନ ରତ୍ନ ମାଳାକାହାକୁ ଗୋଟା ଖପରା,ସଭିକୁ୍ଂ ତୁମେଟିଜନମ ଦେଇଛତେବେ କିପାଁହିଂସା ପରା॥୧ ମହାପ୍ରଭୁ ……ତେବେ…..କି ଭୁଲ ହୋଇଲାଜନମ ମୋର ତମାଟି ଝାଟି ରୂଅ ଘରେ,ଆଶିଷ କିବା ଯେବରଷିବ ନାହିଁମୋ ଭଗାଂ ଚାଳିଆ ଘରେ ?॥୨ ମହାପ୍ରଭୁ… ମୋ ଭଗାଂ…….ଶଖଂ ମଲ ମଲଘରେ ଖାଲି ପ୍ରଭୁଝଲ
error: Content is protected !!