News
lipub
samparksetu
Browsing Category

ଫୁରସତ

ଗୁରୁ ପୂର୍ଣ୍ଣିମା ଭାବନା

"ଗୁ' ଅନ୍ଧକାର ଅଜ୍ଞାନପ୍ରକାର "ରୁ' କାର ତହୁଁ ନିବୃତ୍ତିସାଧକଜୀବନ କଲ୍ୟାଣ କାରଣ ଶ୍ରୀ ଗୁରୁ ପଦେ ପ୍ରଣତି l ଋଷିତ୍ୱ ଦେବତ୍ଵ ଜାଗୃତିର ମନ୍ତ୍ର ଦାନେ ସଦା ତତପରତୁମରି କୃପାରେ ଦିବ୍ୟ

ବାହୁଡି ଯିବା ସଅଳ

ବାହୁଡାର ବେଳ ହେଲାଣି ଠାକୁରବାହୁଡି ଯିବା ସଅଳମୋର ବାହୁଡାର ସମୟ ଆସୁଛିକାଳ ତ ଦେଲାଣି ଠାର। ବାହୁଡିବାକୁ ତ ପଡିବ ନିଶ୍ଚୟଦିନେ ନିଜ ନିଜ ସ୍ଥାନଜୀବକୁ ଯେ ବାର୍ତ୍ତା କରୁଛ ପ୍ରଦାନଆହେ ପ୍ରଭୁ ନାରାୟଣ। ତୁମେତ ଆସିବ ଶ୍ରୀମନ୍ଦିର ବିଭୁଜୀବ ଯିବ ତୁମ ପାଶଜୀବ ପାଇଁ ତୁମ ଚରଣ ନିବାସଆହେ

ବାହୁଡ଼ା ବିଜୟ

ଲୀଳାମୟ ହରି ଭକ୍ତେ ଧନ୍ୟ କରି ନବ ଦିନ ଯାତ୍ରା ଅନ୍ତେବାହୁଡା ବିଜୟ କରିଦୟlମୟ ଧନ୍ୟ କରନ୍ତି ଜଗତେ l ସର୍ବ ବେଦ ମୟ ସର୍ବଦେବ ମୟ ବିଶ୍ଵମୟ ବିଶ୍ଵରୂପନେତି ନେତି ବେଦ ବନ୍ଦଇ ଯେ

ହିଂସା

ହିଂସା ମଣିଷର ପରମ ବୌରୀ ନ ହେଉ ଜିବନ ନିତୀ ହିଂସା ଆଣିଦେବ ଲକ୍ଷ୍ୟହୀନ ଦିଗ କରିଦେବ ଅଧୋଗତୀ॥୧ ହିଂସା ମଣିଷକୁ ପ୍ରତିହିଂସା କରେ

ସାଙ୍ଗ

ପ୍ରତି ଜୀବନ ରେ ସାଂଗ ର ମହତ୍ବରହିଥାଏ ଆବଶ୍ୟକ,ସାଂଗ ବିନା କେହି ରହି ନ ପାରିବକରୁଥିବ ଖାଲି ଶୋକ॥୧ସାଂଗ ଟିଏ

କାଳିଆ ଫେରୁଛି ଘର

ଶରଧାବାଲିର ମନୋରମ ଦୃଶ୍ୟ         ଦେଖୁଛି ନେତ୍ରରେ ଚାହିଁଗୋଟିପହଣ୍ଡି ରେ ଆସୁଛି କାଳିଆ         ଭକ୍ତ ଗହଳିରେ ରହି।ଘଣ୍ଟ ହୁଳାହୁଳି ନାଚ କୀର୍ତ୍ତନରେ         ବିଜେ ହେବେ ଜନ୍ମ ପୀଠେ  ଆଡ଼ପ ମଣ୍ଡପ ଚନ୍ଦନ ବାସ୍ନାରେ          ଚଉଦିଗ ଭରି ଫୁଟେ। ଆହା କି ସୁନ୍ଦର କାଳିଆର

ଘୋଷ ଯାତ୍ରା

ଆଷାଢ଼ ଶୁକ୍ଳ ଦ୍ଵିତୀୟା ଗୋ ଫୁଲ ବଉଳ ବେଣୀଶ୍ରୀକ୍ଷେତ୍ରେ ଚାଲିଛି ଶ୍ରୀଗୁଣ୍ଡିଚା ଯାତପଡେ ଉଠେ ବଡ଼ଦାଣ୍ଡ ଗୋ ଫୁଲ ବଉଳ ବେଣୀ... । ତାଳଧ୍ୱଜେ ବଳଭଦ୍ର

ଅଦିନ ବର୍ଷା

ସେଦିନ ଘରକୁ ବାଇକ୍ ରେ ଫେରିଲା ବେଳକୁ ରାତି ୧୧ ଟା ପାଖାପାଖି । ଅବଶ୍ୟ ସାଙ୍ଗରେ ବନ୍ଧୁ ଜଣେ ଥାଆନ୍ତି । ଝିପି ବର୍ଷା ଆରମ୍ଭ ହେଇଗଲା, ହାଲକା ବିଜୁଳିବି ମାରୁଥାଏ । ବାଇକ୍ ର ସ୍ପିଡ୍ ଟିକେ ବଢେଇ ସାରିଥାଏ ।ଘର ଆହୁରି ୧୩/୧୪ କିଲୋମିଟର ଥାଏ । ଜଙ୍ଗଲ ରାସ୍ତା । ରାସ୍ତାର ଦୁଇପାଖରେ

ଶ୍ରାବଣୀ

ଶ୍ରାବଣୀ ଗୋ, ତୁମେ ଦେଇଥିଲ ଚିଠି ଆସିବ ଧରାକୁ ବୁଲିଦିଗହରା ହୋଇ ଚାଲିଗଲ ଉଡ଼ି ପବନ ରେ ମନ ଖୋଲି । ପ୍ରତୀକ୍ଷା ରେ ତୁମ ଥକି ମୁଁ
error: Content is protected !!