News
lipub
samparksetu
Browsing Category

ଫୁରସତ

ମୋ ଗାଁ

ଯେତେ ସୁନ୍ଦର ହେଉ ସେ ନଗର ଇନ୍ଦ୍ରପ୍ରସ୍ଥ ସମତଥାପି ଭଲ ମୋ ସବୁଜ ଗାଁ ଟି ହେଉ ବା କ୍ଷୁଦ୍ରତମ।ଯେତେ

ଉଲଗ୍ନ ଉପତ୍ୟକା

ପରସ୍ତ ପରସ୍ତ ପାଖୁଡା ମେଲିଅସଂଖ୍ୟ ଫୁଲ ଙ୍କ ଅପରୂପ ମେଳିଉପତ୍ୟକାରେ ସର୍ଜେ ନବବଧୂର ଭ୍ରମ ।ମହମହ ବାସ୍ନାରେ ଇଲାକା ମହକି ଉଠେପାତଳୀତନୁ ଧରି ପେନ୍ଥା ପେନ୍ଥା ଫୁଲଲାଜେଇ ଉଠନ୍ତି ରବିକିରଣ ର ପହିଲି ସ୍ପର୍ଶରେ ॥ ଝଡ ପୂର୍ବର ନୀରବତା କିନ୍ତୁ ସ୍ପଷ୍ଟ ବାରି ହୋଇପଡେନିମିଷକ ମଧ୍ୟେ

ସିଏ କଳାକାର ଟିଏ

ଏଇଠି ସିଏ ଶୃଙ୍ଗାର ର କଵଜ ପିନ୍ଧିସ୍ବର ଓ ଛାନ୍ଦ କୁ ଅସ୍ତ୍ର ଭାବେ ଧରିନିଜକୁ ପ୍ରସ୍ତୁତ କରାଏ ରଙ୍ଗମଞ୍ଚ ରକୁରୁକ୍ଷେତ୍ର ରେ l ବିଜୟ କି ପରାଜୟ ତା'ର କିଛି ହିସାବସିଏ ରଖେନି ହଁ ସିଏ,ଜାଣିଛି କେବେ କେବେଦର୍ଶକ ର ପ୍ରଶଂସାର ତାଳି ତ କେବେ ନିନ୍ଦା ଆଉଅପନିନ୍ଦା ର ଗାଳି ତା ପାଇଁ

ଏ ଦୋଷ କାହାର

ଏ ଦୋଷ କାହାରି ନୁହେଁ, ତୁମର ଆଉ ମୋରଆମେ ହିଁ ଆମକୁ ବନ୍ଧୁ କରିଛେ ସଂହାର।ଅତୀତ ଆଉ ବର୍ତମାନର ଚିତ୍ର ପରିସ୍କାରଅସଂଖ୍ୟ ମହାତ୍ମା ଲାଗି ଦିଶିବ ଅନ୍ଧାର।ଶୋଷଣ ସାଥେ କୁଶାସନ ଭୋଗିଲ ତୁମେମାନେସହସ୍ର ବର୍ଷର ଗ୍ଳାନି ରହେ ନାହିଁ ମନେ। ସୁଜଳା ସୁଫଳା ମାଟି ହୁଏ ଛାଟି ପିଟିନିତ୍ୟ ହୁଏ

ବାଲା ବୁଢା

ମଇ ମାସ ୭ ତାରିଖ ଭୋର ସମୟ, ପୋଲିସ ଗାଡି ଆଜି ମାଧପୁର ଗାଁ କୁଣ୍ଡ ପୋଖରୀ କୂଳରେ ଥିବା ଅଣଓସାରିଆ ରାସ୍ତା ଦେଇ ଗାଁ ମଝିରେ ଥିବା ରାଜଉଆସ ଆଗରେ| ରାଜଉଆସ ଅସଲରେ କେଉଁ ରାଜାଙ୍କର ବାସଭବନ ନୁହେଁ, ଗାଁର ବୋଧହୁଏ ସବୁଠୁ ଧନୀ ଲୋକର ଘର, ଧଳା ଫରଫର ଘରଟି| ସେ ଘର ଆଗ ଦେଇ ଯିଏ ଯାଏ, ମନରେ ଥରେ

ତୁମେ ଗଲା ପରେ

ଜାଣି ଶୁଣି ସାଜିଛ ତୁମେ ଅଜଣା ମୁଁ ପାଗଳ କରିଛି ପ୍ରତୀକ୍ଷାତୁମ ଅଫେରନ୍ତା ବାଟ କେତେ ଦିନୁ ପ୍ରଲୋଭିତ ତୁମକୁ ଅପେକ୍ଷା ll ତୁମ କଥା ଯେବେ ମନେ ପଡେ ଭାରି ମନ ଯାଏ ମୋ ଖୁସିରେ
error: Content is protected !!